• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Yogi Adityanath

Yogi Adityanath
ପାକିସ୍ତାନ ମିଡିଆରେ ଯୋଗୀଙ୍କୁ ନେଇ ଚର୍ଚ୍ଚା: ଆଖି ମୋଦିଙ୍କ ଉପରେ

ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ପାକିସ୍ତାନରେ ମଧ୍ୟ ଚର୍ଚ୍ଚା ଚାଲିଛି। ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ଉପରେ ପାକିସ୍ତାନୀ ମିଡିଆର ନଜର ରହିଛି। ପାକିସ୍ତାନର ଅନେକ ଖବରକାଗଜରେ ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ରିପୋର୍ଟ ପ୍ରକାଶ ପାଇଛି। 

Yogi Adityanath
ଅଯୋଧ୍ୟା ନୁହେଁ, ଗୋରଖପୁରରୁ ଲଢ଼ିବେ ଯୋଗୀ

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ଲଢ଼ିବେ।

Yogi Adityanath
ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀଙ୍କୁ ବଡ଼ ଝଟକା

ସ୍ୱାମୀ ପ୍ରସାଦ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ଗଣମାଧ୍ୟମକୁ ମଧ୍ୟ ସୂଚନା ଦେଇଛନ୍ତି ।

Yogi Adityanath
ନିର୍ବାଚନ ମଇଦାନକୁ ଓହ୍ଲାଇବେ ଯୋଗୀ, ହେଲେ ନିଷ୍ପତ୍ତି ନେବେ...

ଆସନ୍ତା ରାଜ୍ୟ ବିଧାନସଭା ନିର୍ବାଚନ ଲଢ଼ିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ତେବେ କେଉଁ ସିଟ୍‌ରୁ ନିର୍ବାଚନ ଲଢ଼ିବେ ସେନେଇ ପାର୍ଟି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।

Yogi Adityanath
ତାଲିବାନ ଭାରତ ଆଡ଼କୁ ମାଡ଼ିବ ମାନେ ଏୟାର ଷ୍ଟ୍ରାଇକ୍‌ ଥୟ: ଯୋଗୀ

ତାଲିବାନୀ ଜାଣିଛନ୍ତି ଭାରତକୁ ଆଡ଼ ଆଖିରେ ଚାହିଁବା ମାନେ ହିଁ ବିପଦ । ତାଲିବାନୀ ଯଦି ଭାରତକୁ ଟିକେ ବି କ୍ଷତି ପହଞ୍ଚାଇବାକୁ ଚିନ୍ତା କରନ୍ତି, ସେମାନଙ୍କ ଉପରେ ଏୟାର ଷ୍ଟ୍ରାଇକ୍‌ ହେବା ଥୟ ।

Maha Navmi: CM Yogi Adityanath performs \'Kanya Pujan\'
ଯୋଗୀ କରୁଛନ୍ତି କନ୍ୟା ପୂଜନ

ନବରାତ୍ର ଚାଲିଥିବା ବେଳେ ଆଜି ହେଉଛି ମାଆଙ୍କ ପବିତ୍ର ନବମୀ ପୂଜା..ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କନ୍ୟା ପୂଜନ ପରମ୍ପରାକୁ ପାଳନ କରିଛନ୍ତି। କୁନି କୁନି ଝିଅଙ୍କ ପାଦ ଧୋଇ, ପୂଜା କରି, ନୂତନ ବସ୍ତ୍ର ଦେବା ସହ ଭୋଜନ କରାଇଛନ୍ତି..

yogi adityanath
ମଦ ଏବଂ ମାଂସ ବିକ୍ରି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଲେ ଯୋଗୀ ସରକାର

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ଘୋଷଣା । ମଥୁରାରେ ମଦ ଓ ମାଂସ କାରବାର ଉପରେ ସମ୍ପୂର୍ଣ ପ୍ରତିବନ୍ଧ ଲଗାଇଲେ ଉତ୍ତରପ୍ରଦେଶ ସରକାର । ମଦ ଏବଂ ମାଂସ କାରବାର କରୁଥିବା ବ୍ୟବସାୟୀଙ୍କୁ ଅନ୍ୟ କ୍ଷେତ୍ରରେ ବ୍ୟବସାୟ ଆରମ୍ଭ କରିବେ ପାଇଁ ଅନୁରୋଧ କରିବା ସହ ସେମାନଙ୍କ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

Amitabh Thakur
ସରଗରମ ହେଉଛି ୟୁପି ରାଜନୀତି, ଯୋଗୀଙ୍କ ବିରୋଧରେ ଲଢ଼ିବେ IPS ଅମିତାଭ ଠାକୁର

ପାଖେଇ ଆସୁଛି ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ । ଆଉ ସରଗରମ ହେଉଛି ୟୁପି ରାଜନୀତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ବଢ଼ୁଛି ଚାପ ।

UP CM Yogi Adityanath
ରାମ ମନ୍ଦିର ଭୂମି ପୂଜନର ପ୍ରଥମ ବାର୍ଷିକୀ ନିରାଡମ୍ବରରେ ପାଳିତ

ଅଯୋଧ୍ୟା ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନର ପ୍ରଥମ ବାର୍ଷିକୀ ପାଳନ ହୋଇଛି । ଏଥିପାଇଁ ଅଯୋଧ୍ୟା ରାମ ଜନ୍ମ ଭୂମିରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥିଲା ।

Yogi Adityanath
ଉତ୍ତରପ୍ରଦେଶରେ ପ୍ରବେଶ ପୂର୍ବରୁ ଦେଖେଇବାକୁ ହେବ କୋଭିଡ୍ ରିପୋର୍ଟ

ଉତ୍ତରପ୍ରଦେଶରେ କରୋନା ସଂକ୍ରମଣର ମାତ୍ରା ହ୍ରାସ ପାଇବା ସହିତ ଅନ୍ୟ ରାଜ୍ୟରୁ ଲୋକଙ୍କ ଯାତାୟତ ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନ୍ୟ ରାଜ୍ୟରୁ ୟୁପି ପ୍ରବେଶ କରୁଥିବା ଲୋକଙ୍କ ପାଇଁ ବିଶେଷ ନିର୍ଦ୍ଦେଶ ଦେଇଛନ୍ତି।

school vehicle accident
ସ୍କୁଲ ଭ୍ୟାନ୍‌କୁ ଧକ୍କା ଦେଲା ଟ୍ରେନ୍; ୧୩ ଛାତ୍ରଛାତ୍ରୀ ମୃତ

ଗୋରଖପୁର: ଉତ୍ତର ପ୍ରଦେଶ କୁଶି ନଗରରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଲ ଭ୍ୟାନ୍‌କୁ ଟ୍ରେନ୍ ଧକ୍କା ଦେବା ଫଳରେ  ୧୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୋରଖପୁର ଠାରୁ ୫୦ କି.ମି. ଦୂରରେ ଆଜି ସକାଳେ ଏହି ଘଟଣା ଘଟିଛି। ଜଗୁଆଳୀ ବିହୀନ ଲେବଲ୍‌ କ୍ରସିଂ ପାରି ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଭ୍ୟାନ୍‌ରେ ୨୦ ରୁ ୩୦ ଜଣ ଛାତ୍ରଛାତ୍ରୀ ଥିଲେ ବୋଲି କୁହାଯାଉଛି। ସେଥିମଧ୍ୟରୁ ୮ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ […]

Kanwar Yatra
କାଉଡ଼ି ଯାତ୍ରାକୁ ଅନୁମତି ଦେବା ପରେ ଆଡ଼ୁଆରେ ଯୋଗୀ ସରକାର

ନାଗରିକର ସ୍ୱାସ୍ଥ୍ୟ ଓ ବଞ୍ଚିବାର ଅଧିକାର ସବୁଠୁ ଉର୍ଦ୍ଧ୍ୱରେ । ମୌଳିକ ଅଧିକାରଠୁ ଉପରେ ନୁହେଁ ଧର୍ମୀୟ ଭାବନା ।

PM Modi At Varanasi
ମୋଦିଙ୍କ ମାରାଥନ ଉଦ୍‌ଘାଟନ, ୟୁପିକୁ ଦେଲେ ୧୫୦୦ କୋଟିର ଗିଫ୍ଟ

ବାରାଣାସୀରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ ଉଦଘାଟନ । ୧୫ ଶହ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ କିଛି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।

JOB
ଦୁଇରୁ ଅଧିକ ପିଲା ଥିଲେ ମିଳିବ ନାହିଁ ସରକାରୀ ଚାକିରି

ଯୋଗୀ ଆଦିତ୍ୟନାଥ ଏହାକୁ ଲାଗୁ କରିବା ନେଇ ପୂର୍ବରୁ ଇସାରା ମଧ୍ୟ ଦେଇସାରିଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁମାନେ ସରକାରଙ୍କ ଏହି ଆଇନ ଉଲଙ୍ଘନ କରନ୍ତି ସେମାନେ ସରକାରଙ୍କ ପକ୍ଷରୁ ମିଳୁନଥିବା କୌଣସି ବି ଜନମଙ୍ଗଳକାରୀ ଯୋଜନାର ଲାଭ ପାଇବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାସହ ତାଙ୍କର ରାସନ୍ କାର୍ଡ ମଧ୍ୟ ୪ଟି ସଦସ୍ୟ ଭିତରେ ସୀମିତ ରହିବ ଓ କୌଣସି ପ୍ରକାର ସରକାରୀ ସବସିଡି ମଧ୍ୟ ନେଇପାରିବେନି।

yogi adityanath
ପାଖେଇ ଆସୁଛି ଉତ୍ତରପ୍ରଦେଶ ନିର୍ବାଚନ, ମୋଦିଙ୍କୁ ଭେଟିଲେ ଯୋଗୀ

ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ତେଣୁ ଏବେଠୁ ରାଜ୍ୟରେ ଆରମ୍ଭ ହେଲାଣି ଆରୋପ ପ୍ରତ୍ୟାରୋପ । ନିର୍ବାଚନ ଯେତିକି ପାଖୋଉଛି ରାଜନୀତି ସେତିକି ସରଗରମ ହେଉଛି । ନେତାଙ୍କ କଥାରେ ଉଷ୍ମତା ବଢ଼ୁଛି । ତେବେ ଗୁରୁବାର…