Advertisment

ପାରିଲେନି ରାଜ୍ୟ ସରକାର, କରି ଦେଖାଇଦେଲେ ଦାଦନ

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ଦୀର୍ଘ ୨୪ ବର୍ଷରେ ଯାହା ହୋଇପାରିଲା ନାହିଁ, ତାହା କରି ଦେଖାଇଛନ୍ତି ଜଣେ ଦାଦନ ଶ୍ରମିକ। ଦାଦନ ଖଟି ଦେଶୀ ଯୋଗାଡ଼ରେ ନିଜ ଗାଁକୁ ଯୋଗାଇଛନ୍ତି ପିଇବା ପାଣି। ଉତ୍କଟ ଜଳସଙ୍କଟ ଭିତରେ ପାହାଡ଼ ଶିଖରରୁ ଝରି ଆସୁଥିବା ବୁନ୍ଦା ବୁନ୍ଦା ଜଳକୁ ସଞ୍ଚୟ କରି ଗାଁ ଲୋକଙ୍କ ଶୋଷ ମେଣ୍ଟାଉଛନ୍ତି ଗଞ୍ଜାମ ସିନ୍ଧୁପଙ୍କ ଗାଁର ଭୀମ ବେହେରା।

author-image
Manoranjan Behera

Drinking Water Problem Water Scarcity
Advertisment
Advertisment