""
ବିବିଧ Videos ତାତି ସାଙ୍ଗକୁ ତାଳଦେଇ ବଢ଼ୁଛି ଜଳକଷ୍ଟ ରାଜ୍ୟରେ ତାତି ଯେତିକି ବଢ଼ୁଛି ତା ସାଙ୍ଗକୁ ତାଳଦେଇ ବଢ଼ୁଛି ଜଳକଷ୍ଟ । ନଳକୂପ ରହିଛି କିନ୍ତୁ ତାହା ଅଚଳ । ଗାଁ ମଝିରେ ଥିବା ଏହି କୂଅଟି ବି ଶୁଖି ଯାଇଛି । ଏହି କୂଅରେ ସାମାନ୍ୟ ଝର ପଡୁଥିବାରୁ କଷ୍ଟେମଷ୍ଟେ ବଞ୍ଚିଯାଉଛି ଜୀବନ । ଯେଉଁଥି ପାଇଁ ଏହି ଲମ୍ବା ଲାଇନ୍ । ଆଉ ଏହି ଅପରିଷ୍କାର କୂଅ ପାଣି ପିଇ ଅନେକ ସମୟରେ ବିଭିନ୍ନ ରୋଗରେ ପଡ଼ନ୍ତି ଗ୍ରାମବାସୀ । Pallipuspa Samal 09 Apr 2024 11:03 IST Water scarcity Water ScarcityAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ