Advertisment

ସବୁ ଯାଇଛନ୍ତି ଦାଦନ, ଭୋଟ୍‌ ଦେବାକୁ କେହିନାହିଁ

ଏ ହେଉଛି ସ୍ୱାଧୀନତାର ସାତ ଦଶନ୍ଧି ପରର ଚିତ୍ର । ଟିୱେଲ୍‌ ଅଛି ହେଲେ ପାଣି ବାହାରୁନି । ରାସ୍ତା ନାହିଁ... ବିଦ୍ୟୁତ୍‌ ବି ପହଞ୍ଚିପାରିନି । ଭୋଟ୍‌ ବେଳେ ସରକାର ଦେଇଥିବା ସବରୁ ପ୍ରତିଶ୍ରୁତି ଏଠି ପାଣିର ଗାର ପାଲଟିଛି । ଗାଁର ପୁଅମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବାବେଳେ ନିର୍ବାଚନ ସମୟରେ ପୁରୁଷ ଶୂନ୍ୟ ପାଲଟିଛି ଗାଁ ।

author-image
Sonali Ojha
ଅଦ୍ୟତନ ହୋଇଛି

Water Scarcity
Advertisment
Advertisment