ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୬ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୫ ତାରିଖ ଶୁକ୍ରବାର। ଚନ୍ଦ୍ର- ବୃଷ ଅହୋରାତ୍ର, ତିଥି- ୬ଷ୍ଠୀ ରାତ୍ରି ୧୦.୦୯ ଗତେ ୭ମୀ ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର, ଘାତବାର- ବିଛା, ଧନୁ ଓ ମୀନ, ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୪.୦୮ ପର୍ଯ୍ୟନ୍ତ, ରାତ୍ରି ୧୦.୦୯ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ
ସୈାର ମୀନ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୪ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୩ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୨ ତାରିଖ ମଙ୍ଗଳବାର । ଚନ୍ଦ୍ର- ମୀନ ରାତ୍ରି ୦୮.୩୦ ଗତେ ମେଷ,ତିଥ- ୨ୟା ପ୍ରାତଃ ୦୭.୧୩ ଗତେ ୩ୟା(କ୍ଷୟ) ରାତ୍ରି ୦୪.୦୪ ଗତେ ୪ର୍ଥୀ,ଘାତଚନ୍ଦ୍ର- ଧନୁ ରାଶିର ରାତ୍ରି ୦୮.୩୦ ଗତେ ମେଷ ରାଶିର,ଘାତବାର- ମକର ,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ପ୍ରାତଃ ୦୭.୧୩ ଗତେ ୧ପାଦ-କୃଷିହାନି-ଭୂମିଦାନ
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଳପକ୍ଷ। ଇଂରାଜୀରେ ୧୧ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୌର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ରବିବାର ଚନ୍ଦ୍ର- କୁମ୍ଭ ରାତ୍ରି ୦୮.୪୦ ଗତେ ମୀନ ତିଥି- ଅମାବାସ୍ୟା ଦିବା ୦୨.୩୦ ଗତେ ପ୍ରତିପଦ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର,ରାତ୍ରି ୦୮.୪୦ ଗତେ ଧନୁ ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୦୧.୫୫ ଗତେ ୧ ପାଦ-କୃଷିହାନି-ଭୂମିଦାନ
ସୈାର କୁମ୍ଭମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀ ୦୯ ତାରିଖ ଶନିବାର,ଚନ୍ଦ୍ର- କୁମ୍ଭ ଅହୋରାତ୍ର ,ତିôଥ- ୧୪ଶୀ । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୌର କୁମ୍ଭମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀ ୦୮ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ରାତ୍ରି ୦୯.୧୯ ଗତେ କୁମ୍ଭ। ତିଥି- ୧୩ଶୀ ରାତ୍ରି ୦୯.୫୮ ଗତେ ୧୪ଶୀ ।
ସୌର କୁମ୍ଭମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀ ୦୭ ତାରିଖ ଗୁରୁବାର ଚନ୍ଦ୍ର- ମକର ଅହୋରାତ୍ର ତିଥି - ୧୨ଶୀ ରାତ୍ରି ୦୧.୨୦ ଗତେ ୧୩ଶୀ ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୧.୦୧ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୧.୨୦ ପର୍ଯ୍ୟନ୍ତ
ପୁଷ୍କର ଦୋଷ- ଦିବା ୦୨.୫୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୪.୧୪ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ।
ସୌର କୁମ୍ଭମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀ ୦୫ ତାରିଖ ମଙ୍ଗଳବାର ଚନ୍ଦ୍ର- ଧନୁ ଅହୋରାତ୍ର ତିଥି- ୯ମୀ ଦିବା ୦୮.୦୪ ଗତେ ୧୦ମୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
ସୈାର କୁମ୍ଭମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀ ୦୪ ତାରିଖ ସୋମବାର। ଚନ୍ଦ୍ର- ବିଛା ଦିବା ୦୪.୨୦ ଗତେ ଧନୁ, ତିଥି- ୮ମୀ ଦିବା ୦୮.୪୯ ଗତେ ୯ମୀ, ଘାତଚନ୍ଦ୍ର- ଦିବା ୦୪.୨୦ ଗତେ ତୁଳା ଓ କୁମ୍ଭ ରାଶିର, ଘାତବାର- ମିଥୁନ ରାଶିର, ପୁଷ୍କର ଦୋଷ- ନାସ୍ତି
ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୮.୪୫ ଗତେ ୧ ପାଦ-କୃଷିହାନି-ଭୂମିଦାନ।
ଚନ୍ଦ୍ର- ତୁଳା ଦିବା ୦୮.୧୬ ଗତେ ବିଛା । ତିଥି-୬ଷ୍ଠୀ ପ୍ରାତଃ ୦୭.୫୪ ଗତେ ୭ମୀ । ଘାତଚନ୍ଦ୍ର- ନାସ୍ତି । ଘାତବାର- ବୃଷ,ସିଂହ ଓ କନ୍ୟା ।
ସୌର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀରେ ୦୧ ତାରିଖ ଶୁକ୍ରବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି-୫ ମୀ (ମଳ) ପ୍ରାତଃ ୦୬.୨୨ ଗତେ ୬ଷ୍ଠୀ।
ସୌର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର ଚନ୍ଦ୍ର- ତୁଳା ଅହୋରାତ୍ର ତିଥି-୫ ମୀ ଅହୋରାତ୍ର ଘାତଚନ୍ଦ୍ର- ନାସ୍ତି ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ନାସ୍ତି
ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୦୮.୫୯ ପର୍ଯ୍ୟନ୍ତ । ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି ।
ସୌର କୁମ୍ଭମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀ ୨୭ ତାରିଖ ମଙ୍ଗଳବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି- ୩ୟା ରାତ୍ରି ୦୧.୫୩ ଗତେ ୪ର୍ଥୀ । ଜାଣନ୍ତୁ ଆପଣଙ୍କ ଶୁଭ ସମୟ..
ସୌର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ସୋମବାର । ଚନ୍ଦ୍ର- ସିଂହ ଦିବା ୦୮.୧୦ ଗତେ କନ୍ୟା । ତିଥି- ୨ୟା ରାତ୍ରି ୧୧.୧୬ ଗତେ ୩ୟା । ଜାଣନ୍ତୁ ଆପରଙ୍କ ଶୁଭ ସମୟ..
ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ। ରାତ୍ରି ୦୮.୩୬ ଗତେ ୦୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ।
ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।
ସୌର କୁମ୍ଭ ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ଶୁକ୍ରବାର। ଚନ୍ଦ୍ର- କର୍କଟ ସନ୍ଧ୍ୟା ୦୭.୨୫ ଗତେ ସିଂହ। ତିଥି- ୧୪ଶୀ ଦିବା ୦୩.୩୪ ଗତେ ପୂର୍ଣ୍ଣିମା।
ସୌର କୁମ୍ଭ ମାସ ମାଘ ଶୁକ୍ଳପକ୍ଷ । ଇଂରାଜୀରେ ୨୨ତାରିଖ ଗୁରୁବାର ଚନ୍ଦ୍ର- କର୍କଟ ଅହୋରାତ୍ର ତିଥି - ୧୩ଶୀ ଦିବା ୦୧.୨୧ ଗତେ ୧୪ଶୀ ଘାତଚନ୍ଦ୍ର- ନାସ୍ତି ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ନାସ୍ତି
ସୈାର କୁମ୍ଭ ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀରେ ୨୧ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ପ୍ରାତଃ ୦୭.୪୪ ଗତେ କର୍କଟ । ତିôଥ- ୧୨ଶୀ ଦିବା ୧୧.୨୭ ଗତେ ୧୩ଶୀ, ଘାତଚନ୍ଦ୍ର- କନ୍ୟା ରାଶିର ପ୍ରାତଃ ୦୭.୪୪। ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶ ହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୧.୨୭ ଗତେ ୧ ପାଦ-କୁଟୁମ୍ବହାନି- ତିଳକାଞ୍ଚନ ଦାନ ଦିବା ୦୨.୧୮ ପର୍ଯ୍ୟନ୍ତ ।