• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୌର ମେଷ ମାସ ବୈଶାଖ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଶୁକ୍ରବାର ଚନ୍ଦ୍ର- ବୃଷ ରାତ୍ରି ୧୦.୨୭ ଗତେ ମିଥୁନ ତିଥି- ୩ୟା ରାତ୍ରି ୦୨.୫୦ ଗତେ ୪ର୍ଥୀ ଘାତଚନ୍ଦ୍ର- ବିଛା ରାଶିର, ରାତ୍ରି ୧୦.୨୭ ଗତେ କନ୍ୟା ରାଶିର ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ନାସ୍ତି
ଶୁଭ ସମୟ
ପ୍ରାତଃ- ୦୫.୧୬ ରୁ ୦୬.୦୮

ପ୍ରାତଃ-୦୬.୫୯ ରୁ ୦୮.୨୯
ଦିବା-୧୨.୦୮ ରୁ ୦୨.୪୩
ଦିବା-୦୪.୨୬ ରୁ ୦୬.୦୯
ରାତ୍ରି- ୦୭.୩୮ ରୁ ୦୮.୫୬
ରାତ୍ରି-୦୧.୩୪ ରୁ ୦୩.୪୭

ଅଧିକ ପଢ଼ନ୍ତୁ: Vastu Tips: ଆପଣ ଭୂମି କିଣିବାକୁ ଯୋଜନା କରୁଛନ୍ତି କି; ଜାଣନ୍ତୁ କିପରି ଭୂମି ଘର ପାଇଁ ଠିକ୍

ଅଶୁଭ ସମୟ
ରାହୁକାଳ- ଦିବା ୧୦.୦୬ ରୁ ୧୧.୪୩
କାଳବେଳା- ଦିବା ୧୦.୦୬ ରୁ ୧୧.୪୩
ବାରବେଳା- ଦିବା ୦୮.୨୯ ରୁ ୧୦.୦୬
କାଳରାତ୍ରି- ରାତ୍ରି ୦୮.୫୬ ରୁ ୧୦.୧୯