• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ଗୁରୁବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି-ପୂର୍ଣ୍ଣିମା ସନ୍ଧ୍ୟା ୦୭.୨୨ ଗତେ ପ୍ରତିପଦ। ଘାତଚନ୍ଦ୍ର- ନାସ୍ତି। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୯.୧୩ ପର୍ଯ୍ୟନ୍ତ।

ଶୁଭ ସମୟ

ପ୍ରାତଃ- ୦୫.୧୨ ରୁ ୦୬.୦୪

ଦିବା- ୦୯.୩୩ ରୁ ୧୧.୧୭

ସନ୍ଧ୍ୟା-୦୬.୫୮ ରୁ ୦୯.୧୦

ରାତ୍ରି- ୦୧.୦୫ ରୁ ୦୨.୧୬

ରାତ୍ରି- ୦୩.୪୪ ରୁ ୦୫.୧୨

ଅଧିକ ପଢ଼ନ୍ତୁ: ଆପଣ ଭୂମି କିଣିବାକୁ ଯୋଜନା କରୁଛନ୍ତି କି; ଜାଣନ୍ତୁ କିପରି ଭୂମି ଘର ପାଇଁ ଠିକ୍

ଅଶୁଭ ସମୟ

ରାହୁକାଳ- ଦିବା ୦୧.୨୧ ରୁ ୦୨.୫୯

କାଳବେଳା- ଦିବା ୦୨.୫୯ ରୁ ୦୪.୩୬

ବାରବେଳା- ଦିବା ୦୪.୩୬ ରୁ ୦୬.୧୪

କାଳରାତ୍ରି- ରାତ୍ରି ୧୧.୪୩ ରୁ ୦୧.୦୫

OTV is now on Whatsapp

Join and get latest news update delivered to you via whatsapp

Join Now