• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୮ ତାରିଖ ଶନିବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୧୦ମୀ ଦିବା ୧୧.୨୩ ଗତେ ୧୧ଶୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି –ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୨.୨୨ ଗତେ ୧ ପାଦ-କୃଷିହାନି-ଭୂମିଦାନ।

ଶୁଭ ସମୟ

ଦିବା- ୧୦.୦୫ ରୁ ୧୨.୦୯

ଦିବା-୦୨.୫୮ ରୁ ୦୩.୩୬

ରାତ୍ରି-୦୭.୩୫ ରୁ ୦୭.୪୦

ରାତ୍ରି-୧୧.୨୧ ରୁ ୦୧.୩୩

ରାତ୍ରି-୦୩.୦୧ ରୁ ୦୩.୫୦

ଅଶୁଭ ସମୟ

ରାହୁକାଳ- ଦିବା ୦୮.୨୮ ରୁ ୧୦.୦୫

କାଳବେଳା- ପ୍ରାତଃ ୦୫.୧୩ ରୁ ୦୬.୫୧ ଓ ଦିବା ୦୪.୩୫ ରୁ ୦୬.୧୨

ବାରବେଳା- ଦିବା ୦୧.୨୦ ରୁ ୦୨.୫୮

କାଳରାତ୍ରି- ସନ୍ଧ୍ୟା ୦୬.୧୨ ରୁ ୦୭.୩୫ ଓ ରାତ୍ରି ୦୩.୫୦ ରୁ ୦୫.୧୩

OTV is now on Whatsapp

Join and get latest news update delivered to you via whatsapp

Join Now