ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ରବିବାର । ଚନ୍ଦ୍ର- ମୀନ ଅହୋରାତ୍ର ତିଥ- ୧୨ଶୀ ସନ୍ଧ୍ୟା ୦୫.୪୨ ଗତେ ୧୩ଶୀ,ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୫.୪୨ ଗତେ ୧ ପାଦ-କୃଷିହାନି-ଭୂମିଦାନ
Also Read
ଶୁଭ ସମୟ:
ପ୍ରାତଃ- ୦୫.୧୯ ରୁ ୦୯.୩୫
ଦିବା-୦୧.୧୯ ରୁ ୦୧.୫୧
ସନ୍ଧ୍ୟା- ୦୬.୫୨ରୁ ୦୯.୦୬
ରାତ୍ରି-୧୨.୦୫ ରୁ ୦୧.୦୭
ରାତ୍ରି- ୦୨.୩୦ ରୁ ୦୩.୦୪
ଅଶୁଭ ସମୟ:
ରାହୁକାଳ- ଦିବା ୦୪.୩୧ ରୁ ୦୬.୦୭
କାଳବେଳା- ଦିବା ୧୧.୪୩ ରୁ ୦୧.୧୯
ବାରବେଳା- ଦିବା ୧୦.୦୭ ରୁ ୧୧.୪୩
କାଳରାତ୍ରି- ରାତ୍ରି ୦୧.୦୭ ରୁ ୦୨.୩୦