• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୫ ତାରିଖ ଶନିବାର। ଚନ୍ଦ୍ର- ବିଛା ଦିବା ୧୦.୩୫ ଗତେ ଧନୁ। ତିଥି-୨ୟା ସନ୍ଧ୍ୟା ୦୬.୫୮ ଗତେ ୩ୟା। ଘାତଚନ୍ଦ୍ର- ଦିବା ୧୦.୩୫ ଗତେ ତୁଳା ଓ କୁମ୍ଭ ରାଶିର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର।। ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ସନ୍ଧ୍ୟା ୦୬.୫୮ ଗତେ ୧ ପାଦ-କୃଷିହାନି-ଭୂମିଦାନ।

ଶୁଭ ସମୟ

ଦିବା- ୧୦.୦୫ ରୁ ୧୨.୦୯

ଦିବା- ୦୨.୫୮ ରୁ ୦୩.୩୮

ରାତ୍ରି- ୦୭.୩୭ ରୁ ୦୭.୪୩

ରାତ୍ରି- ୧୧.୨୧ ରୁ ୦୧.୩୨

ରାତ୍ରି-୦୩.୦୦ ରୁ ୦୩.୪୯

ଅଶୁଭ ସମୟ

ରାହୁକାଳ- ଦିବା ୦୮.୨୭ ରୁ ୧୦.୦୫

କାଳବେଳା- ପ୍ରାତଃ ୦୫.୧୧ ରୁ ୦୬.୪୯ ଓ ଦିବା ୦୪.୩୭ ରୁ ୦୬.୧୫

ବାରବେଳା- ଦିବା ୦୧.୨୧ ରୁ ୦୨.୫୯

କାଳରାତ୍ରି- ସନ୍ଧ୍ୟା ୦୬.୧୫ ରୁ ୦୭.୩୭ ଓ ରାତ୍ରି ୦୩.୪୯ ରୁ ୦୫.୧୧

OTV is now on Whatsapp

Join and get latest news update delivered to you via whatsapp

Join Now