• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୭ ତାରିଖ ମଙ୍ଗଳବାର ।ଚନ୍ଦ୍ର- ମେଷ ଅହୋରାତ୍ର,ତିଥି- ୧୪ଶୀ ଦିବା ୧୧.୪୧ ଗତେ ଅମାବାସ୍ୟା,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର,ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ:

ଦିବା-୦୮.୩୦ ରୁ ୧୦.୨୬

ଦିବା-୦୧.୦୦ ରୁ ୦୧.୧୯

ଦିବା-୦୪.୩୨ ରୁ ୦୫.୧୭

ସନ୍ଧ୍ୟା-୦୬.୦୮ରୁ ୦୬.୫୩

ରାତ୍ରି-୦୯.୦୬ ରୁ ୧୧.୨୦

ରାତ୍ରି-୦୧.୩୪ ରୁ ୦୩.୦୩

ଅଧିକ ପଢ଼ନ୍ତୁ: ଆପଣ ନିଜ ଘରେ ଗଛ ଲଗାଇବାକୁ ପସନ୍ଦ କରନ୍ତି କି… ଜାଣନ୍ତୁ କେଉଁ ବୃକ୍ଷ ଦିଏ ଶୁଭ ଫଳ

ଅଶୁଭ ସମୟ:

ରାହୁକାଳ- ଦିବା ୦୨.୫୫ ରୁ ୦୪.୩୨

କାଳବେଳା- ଦିବା ୦୧.୧୯ ରୁ ୦୨.୫୫

ବାରବେଳା- ପ୍ରାତଃ ୦୬.୫୪ ରୁ ୦୮.୩୦

କାଳରାତ୍ରି- ରାତ୍ରି ୦୭.୩୨ ରୁ ୦୮.୫୫