• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ସୌର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୯ ତାରିଖ ରବିବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୧୧ଶୀ ଦିବା ୦୧.୫୦ ଗତେ ୧୨ଶୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୧.୫୦ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ।

ଶୁଭ ସମୟ

ପ୍ରାତଃ-୦୬.୫୭ ରୁ ୦୯.୩୩

ଦିବା- ୦୧.୨୦ ରୁ ୦୨.୪୫

ଦିବା-୦୪.୨୯ ରୁ ୦୪.୩୫

ସନ୍ଧ୍ୟା-୦୬.୧୩ ରୁ ୦୭.୪୧

ରାତ୍ରି- ୧୦.୩୭ ରୁ ୧୨.୪୯

ଅଶୁଭ ସମୟ

ରାହୁକାଳ- ଦିବା ୦୪.୩୫ ରୁ ୦୬.୧୩

କାଳବେଳା- ଦିବା ୧୧.୪୩ ରୁ ୦୧.୨୦

ବାରବେଳା- ଦିବା ୧୦.୦୫ ରୁ ୧୧.୪୩

କାଳରାତ୍ରି- ରାତ୍ରି ୦୧.୦୫ ରୁ ୦୨.୨୮

OTV is now on Whatsapp

Join and get latest news update delivered to you via whatsapp

Join Now