• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jollywood Actors

ଥମୁନି ଯାତ୍ରା ପାଲା ।
Jatra Controversy Resumes: ଯାତ୍ରା ବିବାଦ ମଞ୍ଚରେ ନୂଆ ବହି, ନିଆଁ ଲଗାଇଦେଲେ ବାପି ପଣ୍ଡା... !

ଯାତ୍ରା ପେଣ୍ଡାଲ ନୁହେଁ ଯାତ୍ରା ବିବାଦରେ ଏବେ ସବୁ ଦିନ ନୂଆ ନୂଆ ବହି । ଚାଲିବ ଶୀତଳଯୁଦ୍ଧ । ନିଆଁ ଲଗାଇଛନ୍ତି ବାପି ପଣ୍ଡା । ଫଟୋରେ ଫୁଲମାଳ ଦେଖି ଜନ୍ମ ନେବେ ହଜାରେ ।

Conflict in Jatra Industry
Conflict in Jatra Industry: ଯାତ୍ରାରେ କଳିରେ ପଡୁନି ଯବନିକା; ମୁହାଁମୁହିଁ ହେଉଛନ୍ତି ଅଭିନେତା-ମାଲିକ।...

ଆକ୍ଷେପ, ପ୍ରତିଆକ୍ଷେପ... ଜବାବ...ପ୍ରତି ଜବାବ...ଜଲିଉଡରେ ବହୁଥିବା ଝଡ଼ ଭିତରେ କ୍ରମାଗତ ମୁହାଁମୁହିଁ ହେଉଛନ୍ତି ଅଭିନେତା ଏବଂ ମାଲିକ। ଅଭିନେତା ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ବ୍ୟାନ୍ ଉଠାଇବା ଏବଂ ନ୍ୟାୟ ଦାବିରେ ଯାତ୍ରା କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡା ଅଟଳ...

Odia Jatra Dispute
Odia Jatra Dispute:ନୂଆ ମୋଡରେ ଯାତ୍ରା ବିବାଦ, କଳାକାର ଦି'ଭାଗ

ରାଜଧାନୀ ଅପେରାର କଳାକାର ମନୋଜ ବରାଳ ଓ କଳାକାର ସଂଘର ଉପଦେଷ୍ଟା ବାପି ପଣ୍ଡାଙ୍କ ମଧ୍ୟରେ କଥା କଟାକଟି ହୋଇଛି। ବିଭିନ୍ନ ପ୍ରସଙ୍ଗ ଉଠାଇ କଥା କଟାକଟି ହୋଇଛନ୍ତି ଉଭୟ । 

Boycott Lifted on Artistes
Boycott Lifted on Artistes: 'ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିବ ବୟକଟ୍'

ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିବ ବୟକଟ୍ । ଆମେ ସେମାନଙ୍କୁ କୋଳେଇ ଆଣିବୁ, ସମାଧାନ ହେବ ଯାତ୍ରାର ସମସ୍ତ ବିବାଦ । ଏଭଳି କହିଛନ୍ତି ଯାତ୍ରା ମାଲିକ ସଂଘ ଉପସଭାପତି ପବିତ୍ର ପାତ୍ର । 

Odia Jatra Controversy
Odia Jatra Controversy: ଆଜି କ୍ଷମା ନ ମାଗିଲେ ରଙ୍ଗ ପାଉଡର ମାରିବା ତାଙ୍କ ପାଇଁ ସ୍ୱପ୍ନ ହୋଇଯିବ; ଜଗତ ଜୀବନ ପଣ୍ଡା

ଯାତ୍ରା ପାଲା ଥମିବା ବଦଳରେ ଆହୁରି ତେଜୁଛି। କଳାକାର ଓ ଯାତ୍ରା ମାଲିକ ପୁଣି ମୁହାଁମୁହିଁ ହୋଇଛନ୍ତି। କଳାକାରଙ୍କୁ ଯାତ୍ରା ପାର୍ଟିର ଜଣେ ପରିଚାଳକ ଚେତାବନୀ ଦେଇ କହିଛନ୍ତି ଆଜି କ୍ଷମା ନ ମାଗିଲେ କାଲି ରଙ୍ଗ ପାଉଡର ମାରିବା ସ୍ୱପ୍ନ ହୋଇଯିବ।

Bapi Panda Open Challenge
Odia Jatra Controversy: ମାରାଥନ୍ ବୈଠକ ପରେ କଳାକାର ସଂଘର କଡ଼ା ଚେତାବନୀ,ବ୍ୟାନ୍ ଉଠାଅ, ନଚେତ୍...

ସମାଧାନର ବାଟ ଫିଟିଲାନି, ବରଂ ଆହୁରି ଘନେଇଲା ବିବାଦ । ଯାତ୍ରା ପାର୍ଟି ମାଲିକଙ୍କ ସହ କଳି ପ୍ରସଙ୍ଗରେ ଚରମ ନିଷ୍ପତ୍ତି ନେଇଛି ଯାତ୍ରା କର୍ମଚାରୀ ଓ କଳାକାର ସଂଘ । ଅଭିନେତା ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ବ୍ୟାନ୍ ନଉଠିଲେ ଯାତ୍ରା ବନ୍ଦ ଭଳି କଡ଼ା ଚେତାବନୀ ଶୁଣାଇଛି କଳାକାର ସଂଘ ।

Odia Jatra Actor
Jatra Disputes: ଲୁହ ଛଳ ଛଳ ଆଖିରେ କ୍ଷମା ମାଗିଲେ ହାସ୍ୟ ଅଭିନେତା ଦୟାନିଧି, କହିଲେ...

ଲୁହ ଛଳ ଛଳ ଆଖିରେ ଯାତ୍ରା କଳାକାର ଦୟାନିଧି ଉପାଧ୍ୟାୟ କହିଛନ୍ତି 'ଆପଣଙ୍କ କଲମ ମୁନରୁ ଆମ ଘରର ଚୁଲି ଜଳିବା ପର୍ଯ୍ୟନ୍ତ ରହିଛି ଲମ୍ବା ଲାଇନ୍ । ଯେହେତୁ ମତେ ସାର୍ ମାନେ ଗୁରୁ ମାନେ କିଛି ଜଣାଇ ନଥିଲେ ଏବଂ ସେ ମିଡ଼ିଆରେ କହିଥିଲେ, ତେଣୁ ମୁଁ ମିଡ଼ିଆ ମାଧ୍ୟମରେ ଗୁରୁମାନଙ୍କୁ ଭୁଲ୍ ମାଗୁଛି, ମତେ କ୍ଷମା କରନ୍ତୁ ।'

sonali Panda
Sonali Panda Marital Controversy: ମୁହଁ ଖୋଲିଲେ ଯାତ୍ରା ଅଭିନେତ୍ରୀ ସୋନାଲି; କହିଲେ...

ମୁଁ ସେହି ଲାଇଫକୁ ଆଉ ଫେରିବାର ନାହିଁ। ମୁଁ ତାଙ୍କୁ ଚିହ୍ନି ନାହିଁକି ଜାଣି ନାହିଁ।୧୨ ବର୍ଷ ହେଲା ଆମ ଭିତରେ କିଛି ସଂପର୍କ ନାହିଁ ବୋଲି ସୋନାଲି କହିଛନ୍ତି।

Sonali Panda Controversy
Sonali Panda Controversy: ମା’ ତୁ ମତେ ଜନ୍ମ ଦେଇଛୁ ସତ କିନ୍ତୁ...

ମା’ ତୁ ମତେ ଜନ୍ମ ଦେଇଛୁ ସତ... କିନ୍ତୁ ମୋ କର୍ମ ମୋ ଭାଗ୍ୟକୁ ନେଇ ବଞ୍ଚୁଛି... ଏହାର ବିଚାର ଧର୍ମ ହିଁ କରୁଛି...। ଆପଣ ଦେଖୁଥିବା ଏ ଭିଡିଓ ଜଣେ ୧୦ ବର୍ଷ ପୁଅର ।

jollywood
Viral Video of Heartfelt Appeal: ମା’ ତୁ ଜନ୍ମ ଦେଇଛୁ ସତ... ହେଲେ ମୁଁ କର୍ମ ଓ ଭାଗ୍ୟକୁ ନେଇ ବଞ୍ଚୁଛି ଲୋ

ସୋନାଲି ନିଜର ୧୦ ବର୍ଷର ପୁଅ ଓ ସ୍ୱାମୀଙ୍କୁ ଛାଡ଼ି ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁଙ୍କ ସାଙ୍ଗରେ ରହୁଥିବା ଅଭିଯୋଗ ହୋଇଛି। ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ସୋନାଲିଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାର।

jatra party
Jatra Artists Controversy: ତୁଟିବ କି ଯାତ୍ରା କଳାକାର ଓ ମାଲିକ ସଂଘ ବିବାଦ? ଆଜି ବୈଠକ

ଗତ କିଛିଦିନ ହେଲା ଯାତ୍ରା ଜଗତରେ ଝଡ଼ ସୃଷ୍ଟି ହୋଇଛି । ପ୍ରଥମେ ପୀୟୂଷ ପରେ ନରି ପଣ୍ଡା, ହାସ୍ୟ ଅଭିନେତା ଦୟାନିଧିଙ୍କ ପରେ ଅଭିନେତ୍ରୀ ନମିତା ଭୂୟାଁ। ଜଣଙ୍କ ପରେ ଜଣେ ଯାତ୍ରା ମାଲିକଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି।

Namita Bhuyan
Jatra Industry Controversy: ଏକାଠି ହେବେ ଯାତ୍ରା କଳାକାର ସଂଘ ! କେବେ ପଡ଼ିବ ଯବନିକା?

ଆରମ୍ଭ ହେବା ପରେ ଶେଷ ହେବାର ନାଁ ନେଉନି ଯଲିଉଡ଼ କଳି । ପ୍ରତ୍ୟକ ଦିନ କଳିରୁ ସୃଷ୍ଟି ହେଉଛି ନୂଆ ନୂଆ ବିବାଦ । ବିବାଦ ଯେମିତି ଥମିବାର ନାଁ ନେଉନି । ପୀୟୂଷଙ୍କ ଠାରୁ ଆରମ୍ଭ ହୋଇଥିବା ବିବାଦ କେଉଁଠି ଶେଷ ହେବ ତାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ ।

Jollywood Controversy
Jollywood Controversy: ଥମୁନି ଯଲିଉଡ୍‌ କଳି, ନରିଙ୍କ ପରେ ଏବେ ଅକଳରେ କମେଡିଆନ ଦୟାନିଧି

ଯାତ୍ରାରେ କମେଡିକୁ ଅଣଦେଖା କରୁଛନ୍ତି ଲେଖକ । ଯାତ୍ରାରେ ନବରସ ଥିଲେ ଯାତ୍ରା ଚାଲେ । ନିର୍ଦ୍ଦେଶକ, ମାଲିକ କି ଲେଖକ କମେଡିକୁ ଗୁରୁତ୍ବ ଦେଉନାହାନ୍ତି । ମନଇଚ୍ଛା ଲେଖି ଫୋପଡି ଦେଉଛନ୍ତି ।

Odia Yatra Controversy
Odia Jatra Controversy: ଯାତ୍ରା କଳିରେ ପଡୁନି ଯବନିକା, ପୀୟୁଷ ଓ ନରିଙ୍କ ପରେ ଅକଳରେ କମେଡିଆନ୍ ଦୟା

ଯାତ୍ରା ମଞ୍ଚର ଅନ୍ୟତମ ହାସ୍ୟ ଅଭିନେତା । ହସାଇ ହସାଇ ବେଦମ୍ କରିଛନ୍ତି, ଦର୍ଶକଙ୍କ ମନ ବି ଜିଣିଛନ୍ତି...ହେଲେ ସେହି ହାସ୍ୟ ଅଭିନେତାଙ୍କ ଉପରେ ଏବେ ପଡ଼ିଛି ଚଡ଼କ । ମାଷ୍ଟର ଆସୋସିଏନ ରୋକ୍‌ଠୋକ୍‌ କହିଛନ୍ତି, ଯେଉଁ ଯାତ୍ରା ପାର୍ଟିରେ ଦୟାନିଧି କାମ କରିବେ, ସେହି ପାର୍ଟି ପାଇଁ ନା କୌଣସି ସଂଳାପ ଲେଖିବେ ନା ନିର୍ଦ୍ଦେଶନା ଦେବେ ।

Nari Panda
Nari Panda Controversy: ପୀୟୂଷଙ୍କୁ କ୍ଷମା, ନରିଙ୍କୁ ବୟକଟ୍ ! ନରି କହିଲେ...

ମୋ ପାଖରୁ ମୋ ଦାନା ଛଡାଇ ନିଆଗଲା । ସେମାନେ ମୋ ପାଖରୁ କଳାକୁ ଛଡାଇ ନେଲେ । ମୁଁ ନିରୁପାୟ ହୋଇ ଶ୍ରୀ ଜଗନ୍ନାଥଙ୍କ ଉପରେ ଭରସା ରଖିଛି । ଏହା କହିଛନ୍ତି ଯାତ୍ରା କଳାକାର ନରି ପଣ୍ଡା ।

Piyush Tripathy
Piyush Tripathy Dispute: ବର୍ଷକ ପାଇଁ ଯାତ୍ରା ମଞ୍ଚକୁ ଅଲ୍‌ବିଦା କଲେ ପୀୟୂଷ

ଯାତ୍ରାପାର୍ଟି ଓ ପୀୟୂଷଙ୍କ ବିବାଦରେ ପଡ଼ିଲା ଯବନିକା । ଦୁଇ ପାର୍ଟି ମାଲିକଙ୍କଠୁ ନେଇଥିବା କୋଟିଏ ୧୫ ଲକ୍ଷ ଫେରାଇଲେ ପୀୟୂଷ । ଏହା ସହ ବର୍ଷକ ପାଇଁ ମଞ୍ଚକୁ ଅଲ୍‌ବିଦା କଲେ ଜଲିଉଡର ହାଇପେଡ୍ ଆର୍ଟିଷ୍ଟ ପୀୟୂଷ ।

Piyush Tripathy
Jatra Actor Controversy: ଯାତ୍ରା କଳି ପରେ ନୂଆ ନିୟମ ଆଣିଲା ଯାତ୍ରା ମାଲିକ ସଂଘ

ବିବାଦ ପରେ ବଡ଼ ନିଷ୍ପତ୍ତି ନେଲା ଯାତ୍ରା ମାଲିକ ସଂଘ । ଏଥର ଗୋଟିଏ ପାର୍ଟିରୁ ଅନ୍ୟ ଯାତ୍ରା ପାର୍ଟିକୁ ଯିବା ପାଇଁ ଆବଶ୍ୟକ ପଡ଼ିବ ନୋ ଅବଜେକ୍ସନ ସାର୍ଟିଫିକେଟ ବା NOC । ଏହାସହ ପୀୟୂଷ ଟଙ୍କା ଫେରସ୍ତ କରିଥିବା ନେଇ ସ୍ପଷ୍ଟ କରିଛନ୍ତି ଯାତ୍ରା ପାର୍ଟି ମାଲିକ ।

Jatra Actor Piyush Tripathy
Piyush Tripathy Controversy: ପିୟୂଷ ବିବାଦ ପାଇଁ ରାଜଧାନୀରେ ବୈଠକ.. କଳିରେ ଯବନିକା ପଡ଼ିବ ନା ଆଗକୁ ବଢିବ

ବୈଠକରେ ସାମିଲ ହେବା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପିୟୂଷ କହିଛନ୍ତି, ‘ସଂଘର ନିଷ୍ପତି ଶିରୋଧାର୍ଯ୍ୟ । ଯାତ୍ରା ଜଗତରେ ଉଠିଥିବା ପ୍ରତ୍ୟେକ ବିବାଦ ସମାଧାନ ହୋଇଯିବା ଉଚିତ । ବିବାଦର ସମାଧାନ ହୋଇଯିବା ପରେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ।‘

Nari Panda
Nari Panda Controversy: ନରୀଙ୍କ ହାତରେ କ’ଣ ? ସାମ୍ନାକୁ ଆସିଲା CCTV ଭିଡ଼ିଓ

CCTVରେ ନରୀ ପଣ୍ଡା । ତୁଳସୀ ଗଣନାଟ୍ୟ ମାଲିକଙ୍କୁ ଭେଟିବାକୁ ଆସୁଥିବାର ଭିଡ଼ିଓ ଭାଇରାଲ୍ । ସେଦିନ ସେ ହାତରେ କ’ଣ ଧରି ଢାବାକୁ ଆସିଥିଲେ ? ବ୍ୟାଗ ଭିତରେ ମାଲିକଙ୍କ ଠାରୁ ଅଗ୍ରୀମ ନେଇଥିବା ୧୦ ଲକ୍ଷ ଟଙ୍କା ନଥିଲା ତ ?

Full Gaap Saap Ep 20 | 22 Mar 2020 | ଯାତ୍ରା କଳାକାର ମୁନା, ନମିତା ଏବଂ ସାନମଣି ଙ୍କ ସହିତ ଖୋଲା କଥା
Full Gaap Saap Ep 20 | 22 Mar 2020 | ଯାତ୍ରା କଳାକାର ମୁନା, ନମିତା ଏବଂ ସାନମଣି ଙ୍କ ସହିତ ଖୋଲା କଥା

Full Gaap Saap - A candid chat with our favorite celebrities and the recent news, rumors and gossip that surround them. This show entails a lot of fun