• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjp

Prashant Jagdev
ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭାଙ୍ଗି ନାହାଁନ୍ତି EVM, CCTVରୁ ସ୍ପଷ୍ଟ

ସିସିଟିଭି ଫୁଜେଟ୍ ଜାରି କରି ସତ-ମିଛର ପର୍ଦ୍ଦାଫାସ୍ କଲେ ଅପରାଜିତା । ପରାଜୟ ଭୟରେ ତୃତୀୟ ମହଲା ଇଙ୍ଗିତରେ କରାଯାଇଛି ଗିରଫଦାରୀ କହିଛନ୍ତି ସରକାରୀ ଅଧିକାରୀ ।

PM Modi
‘ଓଡ଼ିଶାର ଭାଗ୍ୟ ବଦଳିବ, ରାଜ୍ୟରେ ସରକାର ପରିବର୍ତ୍ତନ ହେବ ’

ଓଡ଼ିଶାରେ ବିଜେପି ସରକାର ନେଇ ପୁଣି ମୋଦିଙ୍କ ଦମ୍ଭୋକ୍ତି । ଓଡ଼ିଶାର ପୂରା ବ୍ୟବସ୍ଥାକୁ ବନ୍ଧକ ରଖିଛି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ । ଓଡ଼ିଶାର ସ୍ବାର୍ଥ ପାଇଁ ନବୀନଙ୍କ ସହ ସଂପର୍କକୁ ବଳି ପକାଇବାକୁ ପ୍ରସ୍ତୁତ ବୋଲି କହିଲେ ମୋଦି ।   

Amit Shah
‘ବିଜେପି ସରକାରକୁ ଆସିଲେ ଚିଟ୍ ଫଣ୍ଡ ଲୁଟେରାଙ୍କୁ ଓଲଟା ଲଟକାଯିବ’

୪ ଜୁନରେ ନବୀନ ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ। ଶେଷ ପର୍ଯ୍ୟାୟ ଭୋଟ୍ ଲଢ଼େଇର ତିନି ଦିନ ପୂର୍ବରୁ ଆଜି ତିନି ତିନିଟି ସ୍ଥାନରେ ମାରାଥନ୍ କ୍ୟାମ୍ପେନ କରି ସିଏମ୍ ନବୀନଙ୍କୁ ଜୋରଦାର ହମଲା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। 

Odisha Politics
ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ନବୀନ-ପାଣ୍ଡିଆନଙ୍କୁ ହିମନ୍ତଙ୍କ କଡ଼ା ସମାଲୋଚନା

ଅମିତ ଶାହ ମଧ୍ୟ ଓଡ଼ିଶା ଆସି ନବୀନ ଓ ପାଣ୍ଡିଆନଙ୍କୁ କଡ଼ା ଟାର୍ଗେଟ୍ କରିଛନ୍ତି । ଅମିତ୍ ଶାହଙ୍କ ଗର୍ଜନରେ କମ୍ପିଲା ପାଣିକୋଇଲି ସଭା । କୋରେଇ ପାଣିକୋଇଲି ସଭାରେ ଅମିତ ଶାହ କହିଲେ ଚିଟଫଣ୍ଡ ଘୋଟାଲାକାରୀଙ୍କୁ ଜେଲ୍‌ରେ ପୂରାଯିବ ।

Narendra Modi
କନ୍ୟାକୁମାରୀ ବିବେକାନନ୍ଦ ରକ୍ ମେମୋରିଆଲରେ ୪୮ ଘଣ୍ଟା ତପସ୍ୟାରେ ବସିବେ ମୋଦି

ଜୁନ୍‌ ୧ ତାରିଖରେ ତପସ୍ୟା ସରିବା ପରେ ସେ ତାମିଲନାଡ଼ୁରୁ ଦିଲ୍ଲୀ ଅଭିମୁଖେ ବାହାରିବେ । ଜୁନ୍‌ ୪ ରେ ନିର୍ବାଚନ ଫଳାପଳ ପ୍ରକାଶ ପାଇବ ।

Prashant Jagdev
ସାମ୍ନାକୁ ଆସିଲା ସତ ! EVM ଭାଙ୍ଗିବା ମାମଲାରେ ଆସିଲା ସିସିଟିଭି ଫୁଟେଜ...

ଗତ ୨୫ ତାରିଖରେ ମତଦାନ ବେଳେ ବେଗୁନିଆ କାଉଁରିପାଟଣା ବୁଥରେ ଇଭିଏମ ଭଙ୍ଗିବା ଅଭିଯୋଗ ମାମଲାରେ ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇଛି । ଯାହାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି ।

Amit Shah
ବର୍ଷିଲେ ଶାହ; କହିଲେ, ଖାଲି ଅଖାରେ ପେଟ ପୁରିବନି, ୫ କେଜି ଚାଉଳ ଦିଅ

ମୋଦି ଚାଉଳ ଦେଉଛନ୍ତି, ନବୀନ ଖାଲି ଅଖା ଦେଉଛନ୍ତି। ଖାଲି ଅଖାରେ ପେଟ ପୁରିବନି, ୫ କେଜି ଚାଉଳ ଦିଅନ୍ତୁ ବୋଲି ଅମିତ ଶାହା କହିଛନ୍ତି।

Baijayant Panda
ବିଜେଡିକୁ ନିଶାନା କଲେ ବୈଜୟନ୍ତ; କହିଲେ, ଗୁଣ୍ଡାରାଜ ବନ୍ଦ କରିବାର ସମୟ ଆସିଛି

ପଟ୍ଟା ନାଁରେ ୨୫ ବର୍ଷ ହେଲା ଠକି ଚାଲିଛି ବିଜେଡି। ଗୃହ ମନ୍ତ୍ରୀ ସିଏଏ ଆଇନ୍‌ ଲାଗୁ କରି ଲୋକଙ୍କୁ ନାଗରିକତା ଦେଇଛନ୍ତି। ସମସ୍ତଙ୍କୁ ପଟ୍ଟା ମିଳିଛି। ଏଥର ବିଜେପି ସରକାର ଆସିଲେ ପଟ୍ଟା ପ୍ରଦାନ କରାଯିବ।

Aparajita Sarangi
‘EVM ଭାଙ୍ଗିବାର ପ୍ରମାଣ ନାହିଁ, ଥାର୍ଡ ଫ୍ଲୋର୍‌ ନିର୍ଦ୍ଦେଶରେ ଜଗଦ୍ଦେବ ଗିରଫ’

ଜଗଦ୍ଦେବଙ୍କ ଗିରଫଦାରୀଙ୍କୁ ନେଇ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। କହିଲେ, ଇଭିଏମ୍ ଭାଙ୍ଗିବାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଭୂମିକା ନାହିଁ।

PM Modi says
ମୋଦିଙ୍କ ଦୃଢୋକ୍ତି; ଖୁବଶୀଘ୍ର ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ ହେବ, ବଦଳିବ ସରକାର

ଦେଶର ସମୃଦ୍ଧ ରାଜ୍ୟର ତାଲିକାରେ ଓଡ଼ିଶାର ନାଁ ରହିଛି। ମାତ୍ର ଏହି ସମୃଦ୍ଧ ରାଜ୍ୟରେ ଅଧିକ ଗରିବୀ ରହିଛି। ଖୁବଶୀଘ୍ର ଓଡ଼ିଶାର ଭାଗ୍ୟ ବଦଳିବ। ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି।

Amit Shah
ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ BJPର ଜୋର୍‌ଦାର୍‌ ପ୍ରଚାର; ଆଜି ପୁଣି ଆସୁଛନ୍ତି ଅମିତ ଶାହ

ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ଶାହ ଯାଜପୁର ଲୋକସଭା କ୍ଷେତ୍ରର କୋରେଇଠାରେ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ଶେଷରେ ଅପରାହ୍ନ ୩ଟାରେ ଜଗତସିଂହପୁର ଲୋକସଭା କ୍ଷେତ୍ରର ନିମାପଡ଼ା ବାରବାଟୀ ପଡ଼ିଆରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ସାମିଲ ହେବେ ।

Himant Biswasharma
ନବୀନ ଓ ପାଣ୍ଡିଆନଙ୍କୁ ହିମନ୍ତଙ୍କ ଅଲ୍ ଆଉଟ୍ ଆଟାକ୍

ପାଟକୁରା ନିର୍ବାଚନୀ ସଭାରେ ଆସାମ ସିଏମ୍ ହିମନ୍ତ ବିଶ୍ବଶର୍ମାଙ୍କ ଜୋରଦାର୍ ହମଲା। ପୁଣି ନିଶାନାରେ ନବୀନ ଓ ପାଣ୍ଡିଆନ୍। ପାଣ୍ଡିଆନ, ନବୀନଙ୍କୁ ମୁଣ୍ଡଜାମିନ ରଖି ନିଜ ଇସାରାରେ ନଚାଉଛନ୍ତି ବୋଲି ଅଭିଯୋଗ କରିବା ସହ, ଓଡ଼ିଶାକୁ ୧ ନମ୍ବର ରାଜ୍ୟ କରିବାକୁ ହେଲେ ଏଠି ପାଣ୍ଡିଆନ ରାଜ୍ ଖତମ୍ କରିବାର ଅଛି ବୋଲି ଆହ୍ବାନ ଦେଇଛନ୍ତି ହିମନ୍ତ।

Odisha Politics
ଏପଟେ BJP ଜିଲ୍ଲାସଭାପତିଙ୍କୁ ଆକ୍ରମଣ, ସେପଟେ ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାରୁଜା !

ଘଣ୍ଟେଶ୍ୱର ଜୋନକୁ ଯାଉଥିବା ବେଳେ ପୋଲିସ ଉପସ୍ଥିତିରେ ଏହି ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ପୋଲିସ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Balasore Politics
ସରଗରମ ବାଲେଶ୍ୱର ରାଜନୀତି, କାହା ସପକ୍ଷରେ ଯିବ ଭୋଟ ?

ବାଲେଶ୍ୱର ସଦର ବିଧାନସଭା କ୍ଷେତ୍ର ପାଇଁ ବିଜେପିରୁ ମାନସ କୁମାର ଦତ୍ତ, ବିଜେଡିରୁ ସ୍ୱରୂପ ଦାସ ଓ କଂଗ୍ରେସରୁ ମୋନାଲିସା ଲେଙ୍କା ପ୍ରାର୍ଥୀ ହୋଇଛନ୍ତି ।

Prashant Jagdev
‘ଜଗଦ୍ଦେବଙ୍କ ବିରୋଧରେ ମିଛ କହିବାକୁ ବାଧ୍ୟ କରିଥିଲା ପୋଲିସ’

ବେଗୁନିଆ ଇଭିଏମ୍ ଭଙ୍ଗାରୁଜା ମାମଲା । ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ।

Himant Biswasharma
ନବୀନ-ପାଣ୍ଡିଆନଙ୍କୁ ହିମନ୍ତଙ୍କ ଅଲ୍ ଆଉଟ୍ ଆଟାକ୍, 'ମାଇକ୍ ଧରି ତାଙ୍କୁ ନିଜ ଇସାରାରେ ନଚାଉଛନ୍ତି'

'ମନ୍ଦବୁଦ୍ଧି ପାଇଁ ପାଣ୍ଡିଆନଙ୍କୁ ମିଳୁ ନୋବେଲ୍ । 4 ତାରିଖ ପରେ ପଠାଇ ଦିଆଯିବ ତାମିଲନାଡୁ ।'

Baijayant Panda
‘ସମ୍ପତ୍ତି ହାସଲ ପାଇଁ ମୁଁ ରାଜନୀତିକୁ ଆସିନାହିଁ, ଲୋକଙ୍କ ସେବା କରିବାକୁ ଆସିଛି’

ବୈଜୟନ୍ତ କହିଛନ୍ତି, ବହୁ ଦଶନ୍ଧି ଧରି ବିଜୁ ବାବୁଙ୍କ ଅମଳରୁ ତାଙ୍କ ପରିବାର ବ୍ୟବସାୟରେ ଅଛନ୍ତି । ତାଙ୍କ ପରିବାର ପ୍ରତି କେହି କେବେ ବି ଆରୋପ ଲଗାଇ ନାହାନ୍ତି ।

Himant Biswa Sharma
‘ଓଡ଼ିଶାର ସବୁ ଚାକିରି ପାଣ୍ଡିଆନ୍‌ଙ୍କ ପାଖରେ, ରତ୍ନଭଣ୍ଡାର ଚାବି ବି ସେ ରଖିଛନ୍ତି’

‘୧ ଟଙ୍କା ଲେଖାଏଁ ଚାନ୍ଦା କରି ପାଣ୍ଡିଆନଙ୍କ ପାଇଁ ଟିକେଟ କିଣନ୍ତୁ । ପାଣ୍ଡିଆନଙ୍କ ପାଇଁ ଟିକେଟ କିଣି ତାମିଲନାଡୁ ପଠାଇ ଦିଅନ୍ତୁ । ପାଣ୍ଡିଆନ ନବୀନ ବାବୁଙ୍କୁ ହୋଷ୍ଟେଜ ରଖିଛନ୍ତି । ନବୀନ ବାବୁଙ୍କ ମାଇକ୍ କାହିଁକି ପାଣ୍ଡିଆନ ଧରୁଛନ୍ତି।

Pradip Purohit targets BJD
‘ଚାଷୀଙ୍କ ପ୍ରତି ବିଜେଡି କରିଛି ବିଶ୍ୱାସଘାତ, ୧୦ ହଜାର ଦେବେ କହି ଦେଲେ ୪ ହଜାର’

୨୦୧୯ ନିର୍ବାଚନ ବେଳେ ଚାଷୀଙ୍କୁ ୧୦ ହଜାର ଦେବେ କହିଥିଲେ ରାଜ୍ୟ ସରକାର ହେଲେ ୪ ହଜାର ଟଙ୍କା ଦେଲେ ସରକାର ।

Odisha Election
କାହିଁକି ଗିରଫ ହେଲେ ଜଗଦ୍ଦେବ ?

ବେଗୁନିଆ କାଉଁରିପାଟଣା ବୁଥ୍ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜେଲ୍ ପଠାଯିବା ଘଟଣାରେ ତେଜିଛି ରାଜନୀତି ।

General Election 2024
ବିଜେଡିକୁ ଘାରିଛି କି ଶେଷ ପର୍ଯ୍ୟାୟ ଭୋଟ୍ ଶଙ୍କା ?

କେବଳ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ନିଯୁକ୍ତ କରିଛି ୧୬ ଜଣ ସହ ପର୍ଯ୍ୟବେକ୍ଷକ । ଆଉ ଚାନ୍ଦବାଲିରେ ବି ୮ ନେତାଙ୍କୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ।

BJP, BJD  vie for government formation
ତୃତୀୟ ପର୍ଯ୍ୟାୟ ପରେ ବଢ଼ିଲା ସିଟ୍ ଦଖଲ ଦମ୍ଭୋକ୍ତି

ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ସହିତ ରାଜ୍ୟର ୧୦୫ ବିଧାନସଭା ଓ ୧୫ ଲୋକସଭା ଆସନରେ ନିର୍ଦ୍ଧାରିତ ହୋଇସାରିଛି ପ୍ରାର୍ଥୀଙ୍କ ଭାଗ୍ୟ ।

BJP, BJD  vie for government formation
ତୃତୀୟ ପର୍ଯ୍ୟାୟ ପରେ ବଢ଼ିଲା ସିଟ୍ ଦଖଲ ଦମ୍ଭୋକ୍ତି, ଶେଷ ପର୍ଯ୍ୟାୟ ଉପରେ ସବୁ ଦଳର ଫୋକସ୍

ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ସହିତ ରାଜ୍ୟର ୧୦୫ ବିଧାନସଭା ଓ ୧୫ ଲୋକସଭା ଆସନରେ ନିର୍ଦ୍ଧାରିତ ହୋଇସାରିଛି ପ୍ରାର୍ଥୀଙ୍କ ଭାଗ୍ୟ ।

General Election 2024
ବିଜେଡିକୁ ଘାରିଛି କି ଶେଷ ପର୍ଯ୍ୟାୟ ଭୋଟ୍ ଶଙ୍କା ? ନିମାପଡ଼ା ଓ ଚାନ୍ଦବାଲିରେ ଡେରା ପକାଇଛନ୍ତି ମାଳ ମାଳ ନେତା

କେବଳ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ନିଯୁକ୍ତ କରିଛି ୧୬ ଜଣ ସହ ପର୍ଯ୍ୟବେକ୍ଷକ । ଆଉ ଚାନ୍ଦବାଲିରେ ବି ୮ ନେତାଙ୍କୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ।

Prasant Jagdev
ପ୍ରଶାନ୍ତ ଜଗଦ୍ଦେବ EVM ଫିଙ୍ଗିବା ମାମଲାର ଯାଞ୍ଚ ହେବ ସିସିଟିଭି ଫୁଟେଜ୍‌

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଗତକାଲି ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ୍।