• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjp

Odisha Politics
ଭୋଟ୍ ଆରମ୍ଭରୁ ହଙ୍ଗାମା ! ଚିକିଟି-ବ୍ରହ୍ମପୁର-ନବରଙ୍ଗପୁର ଝରିଗାଁରେ ଉତ୍ତେଜନା...

ବିଭିନ୍ନ ବୁଥରେ ମୁହାଁମୁହିଁ ବିଜେଡି-ବିଜେପି କର୍ମୀ । ପରିସ୍ଥିତି ସମ୍ଭାଳିବାକୁ ପୋଲିସର ଲାଠି ଚାଳନା ।

Odisha Politics
EVMରେ ସିଲ୍ ହେଲା ୩୭ ସାଂସଦ-୨୪୩ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ

ଓଡ଼ିଶାରେ ସରିଲା ୨୪ ମହାସଂଗ୍ରାମର ପ୍ରଥମ ଦଫା ଲଢ଼େଇ, ସନ୍ଦ୍ୟା ୫ଟା ସୁଦ୍ଧା ୬୨.୯୬ % ଭୋଟ

PM Modi
ମୋଦିଙ୍କ ନିଆରା ଅନ୍ଦାଜ; ମୁଣ୍ତରେ ପଗଡ଼ି ପିନ୍ଧି ରୋଷେଇ କରି ଭକ୍ତଙ୍କୁ ଖାଦ୍ୟ ପରସିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିହାର ରାଜଧାନୀ ପାଟନା ସହରର ପ୍ରସିଦ୍ଧ ତଖକ୍ତ ଶ୍ରୀ ହରିମନ୍ଦିର ଜୀ ପାଟନା ସାହିବ ଗୁରୁଦ୍ୱାରା ପରିଦର୍ଶନ କରିଛନ୍ତି। ମନ୍ଦିର ପରିଦର୍ଶନ ସହ ମୋଦି ସେଠାରେ ରୋଷେଇ କରୁଥିବା କର୍ମଚାରୀଙ୍କୁ ସାହାର୍ଯ୍ୟ ମଧ୍ୟ କରିଛନ୍ତି।

Aparajita Sarangi
‘୪୨ ଶହ କୋଟିର ବ୍ୟୟ ସାର୍ବଜନୀନ ହେଉ’

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମରେ କାହିଁକି ଭୁଲ୍ ଡିପିଆର କରାଗଲା, ଅଭିଜ୍ଞତା ନଥାଇ କାହିଁକି ଦକ୍ଷିଣ ଭାରତର ଭୂମିପୁତ୍ର ନାମକ ଏକ କଂପାନୀକୁ କାମ ଦିଆଯାଇଥିଲା ?

Baijayant Panda
‘ମୁଖ୍ୟମନ୍ତ୍ରୀ କାହିଁକି ଆଉ କାହା ସହ ଦେଖାଯାଉ ନାହାନ୍ତି’

ଯାହାଙ୍କୁ ଓଡ଼ିଶାବାସୀ ଭୋଟ ଦେଇଥିଲେ ତାଙ୍କୁ ବନ୍ଦୀ କରାଯାଇଛି। କଣ୍ଢେଇ ଭଳି କଣ୍ଟ୍ରୋଲ କରାଯାଇଛି। ଭୁବନେଶ୍ୱରରେ ପ୍ରେସମିଟରେ ଏଭଳି ସାଂଘାତିକ କଥା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

Baijayant Panda
‘ମୁଖ୍ୟମନ୍ତ୍ରୀ କାହିଁକି ଆଉ କାହା ସହ ଦେଖାଯାଉ ନାହାନ୍ତି, କେବଳ ଜଣଙ୍କୁ ତାଙ୍କ ସହ ଦେଖିବାକୁ ମିଳୁଛି’

ଯାହାଙ୍କୁ ଓଡ଼ିଶାବାସୀ ଭୋଟ ଦେଇଥିଲେ ତାଙ୍କୁ ବନ୍ଦୀ କରାଯାଇଛି। କଣ୍ଢେଇ ଭଳି କଣ୍ଟ୍ରୋଲ କରାଯାଇଛି। ଭୁବନେଶ୍ୱରରେ ପ୍ରେସମିଟରେ ଏଭଳି ସାଂଘାତିକ କଥା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

Odisha Election 2024 MLA MP candidate list
ଆରମ୍ଭ ହୋଇଯାଇଛି ନିର୍ବାଚନ ଯୁଦ୍ଧ; କିଏ କେଉଁ ଦଳରୁ ଲଢୁଛନ୍ତି ଜାଣିବା ପାଇଁ ଦେଖନ୍ତୁ

ପୂରା ଓଡ଼ିଶାରେ କିଏ କେଉଁ ଦଳରୁ ପ୍ରାର୍ଥୀ ହୋଇଛନ୍ତି ତାହା ଜାଣିବାକୁ ଅନେକଙ୍କ ଆଗ୍ରହ ଥାଏ। ଆପଣ ଯଦି ଓଡ଼ିଶାର ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଜାଣିବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ।

First Phase voting started in Odisha
ପ୍ରଥମ ପର୍ଯ୍ୟାୟ ଭୋଟିଂ; ବାଜିରେ ଲାଗିଛି ବହୁ ହେଭିୱେଟ୍‌ ନେତାଙ୍କ ଭାଗ୍ୟ

ବ୍ରହ୍ମପୁର ନିର୍ବାଚନୀ ରଣାଙ୍ଗନରେ ସବୁଠୁ ଅଧିକ ରଥି-ମହାରଥି। ଗଞ୍ଜାମର ପୁରୁଖା ନେତା ପ୍ରଦୀପ ପାଣିଗ୍ରାହୀ ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିରୁ ବିଜେଡିକୁ ଆସିଥିବା ଭୃଗୁ ବକ୍ସିପାତ୍ର ।

Narendra Modi
ଆସନ୍ତା ସପ୍ତାହରେ ପୁଣି ବିଜେପିର ଟପ୍ ଥ୍ରୀ ଲିଡରଙ୍କ ଓଡ଼ିଶା ଗସ୍ତ

୧୫ରେ ଅମିତ ଶାହ, ଓଡ଼ିଶା ଗସ୍ତରେ ଆସି ହିଞ୍ଜିଳି ସହ ରାଉରକେଲା ଓ ଗଞ୍ଜାମର ସୋରଡାରେ ଜନସଭା କରିବେ।

Odisha Politics
ବ୍ରହ୍ମପୁର ନିର୍ବାଚନୀ ରଣାଙ୍ଗନରେ ସବୁଠୁ ଅଧିକ ରଥି-ମହାରଥି

ଦିଗପହଣ୍ଡିରେ ବିଜେପିରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ୨ ଥରର ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର । ତାଙ୍କ ବିପକ୍ଷରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର।

Odisha Politics
ରାତି ପାହିଲେ ଓଡ଼ିଶାରେ ଗଣତନ୍ତ୍ରର ମହାପର୍ବ

ମାଓ ପ୍ରଭାବିତ ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଞ୍ଚଳରେ ଥିବା ୫ଟି ବୁଥକୁ ଆଜି ବାୟୁସେନାର ହେଲିକପ୍ଟର ଯୋଗେ ଯାଇଛନ୍ତି ପୋଲିଂ କର୍ମଚାରୀ।

Narendra Modi
୨୪ ମହାସଂଗ୍ରାମର ସମୀକରଣ ବଦଳାଇବାକୁ ବିଜେପି ଫୋକସରେ ଓଡ଼ିଶାର ଚାଷୀ

ବିରୋଧୀ ଏହାକୁ କେବଳ ନିର୍ବାଚନୀ ଥୋପ ବୋଲି କହିଥିଲା ବେଳେବିଜେପି କହିଛି ମୋଦିଙ୍କ ଏ ଘୋଷଣା ବିରୋଧୀଙ୍କ ହୋସ୍ ଉଡ଼ାଇ ଦେଇଛି ।

Narendra Modi
ବିଜେପି ଫୋକସରେ ଚାଷୀ ଭୋଟ୍, ମୋଦିଙ୍କ MSP ଗ୍ୟାରେଣ୍ଟିକୁ ନେଇ ଉତ୍ସାହିତ ଚାଷୀ

ଡବଲ ହେବ ଧାନର ମୂଲ୍ୟ । ୩୧ ଶହ ଟଙ୍କାରେ ଚାଷୀ ବିକିବେ ଧାନ । ପଶ୍ଚିମଓଡ଼ିଶାର ବଲାଙ୍ଗୀର ଓ ବରଗଡ ସଭାରେ ଓଡ଼ିଶାର ଚାଷୀଙ୍କୁ ମୋଦିଙ୍କ ଏ ଗ୍ୟାରେଣ୍ଟିକୁ ନେଇ ଚର୍ଚ୍ଚା ।

Narendra Modi
ପୁଣି ଓଡ଼ିଶା ଆସୁଛନ୍ତି ବିଜେପିର ୩ ଶୀର୍ଷ ନେତା; ୧୫ରେ ଶାହ, ୧୭ରେ ନଡ୍ଡା ଓ ୨୦ରେ ପିଏମ୍ ମୋଦି

ବିଜେପିର ଫୋକସରେ ଓଡ଼ିଶା । ଖାଲି ଅଧିକ ସଂଖ୍ୟକ ସାଂସଦ ନୁହନ୍ତି, ରାଜ୍ୟରେ ଶାସନ ଗାଦି ବି ଆବଶ୍ୟକ । ଆଉ ସେଥିପାଇଁ ଖୋଦ୍ ପିଏମ୍ ମୋଦି ବନିଛନ୍ତି ଚେହେରା ।

Odisha Politics
୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଭୋଟ୍

ସକାଳ ୭ରୁ ଭୋଟିଂ, ପ୍ରସ୍ତୁତ ବୁଥ୍ ଓ ପୋଲିଂ କର୍ମଚାରୀ । ମାଓ ପ୍ରଭାବିତ ଓ ସୀମା ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ।

Odisha Politics
ରାତି ପାହିଲେ ପ୍ରଦୀପ-ଭକ୍ତ-ସିଦ୍ଧାନ୍ତ-ତାରାଙ୍କ ଭାଗ୍ୟ ପରୀକ୍ଷା

କୋରାପୁଟରେ ସପ୍ତଗିରି-କୌଶଲ୍ୟା-କାଳୀରାମ ମୁହାଁମୁହିଁ । ନୂଆପଡ଼ାରୁ ଲଢୁଛନ୍ତି ପିସିସି ମୁଖିଆ ଶରତ ପଟ୍ଟନାୟକ  ।

Crime
ବ୍ରହ୍ମପୁର ଛାତ୍ରୀ ଗଣଦୁଷ୍କର୍ମ ମାମଲା; 'BJD ନେତାଙ୍କ ସହ ୩ ଜଣଙ୍କୁ ଛାଡ଼ିଦେଲା ପୋଲିସ' 

ନିରପେକ୍ଷ ତଦନ୍ତକୁ ନେଇ ପ୍ରଶ୍ନ, ପୋଲିସ ଚୁପ୍ । ଗଣଦୁଷ୍କର୍ମକୁ ନେଇ ଠିକ୍ ନୁହେଁ ରାଜନୀତି କହିଲା ବିଜେଡି   ।

Manmohan Samal
‘ପ୍ରଧାନମନ୍ତ୍ରୀ ବିନା ଗଣିତରେ କୌଣସି କଥା କୁହନ୍ତିନି’

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଓଡ଼ିଶାରେ ସରକାର ପରିବର୍ତ୍ତନ ପାଇଁ ରାସ୍ତା ଫିଟିସାରିଛି ।

Baijayant Panda
‘ମୁଖ୍ୟମନ୍ତ୍ରୀଙ୍କୁ ସେ କଣ୍ଢେଇ ଭାବେ ନଚାଉଛନ୍ତି, ଏହା ଅତ୍ୟନ୍ତ ଦୁଃଖ ଦାୟକ’

ଜଣେ ବୟସ୍କଙ୍କ ସହ ଏଭଳି ଅପମାନକୁ ଅଣଦେଖା ନକରନ୍ତୁ । ରାଜ୍ୟବାସୀ ଓ ଗଣମାଧ୍ୟମକୁ ବୈଜୟନ୍ତଙ୍କ ଅପିଲ୍ ।

Amit Shah
‘POK ଭାରତର, ଆମେ ଏହାକୁ ଫେରାଇ ଆଣିବୁ’

‘ରାହୁଲ ବାବା, ଯଦି ଆପଣ ପରମାଣୁ ବୋମାକୁ ଡରିବାକୁ ଚାହାଁନ୍ତି, ତେବେ ଡରନ୍ତୁ। ଆମେ ଭୟଭୀତ ନୁହଁ। ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର ଅଟେ ଏବଂ ଆମେ ଏହାକୁ ଫେରାଇ ଆଣିବୁ’ ବୋଲି କହିଛନ୍ତି ଶାହ ।

Narendra Modi
ପୁଣି ୨୦ରେ ଓଡ଼ିଶା ଆସିବେ ମୋଦି, ପୁରୀରେ କରିବେ ରୋଡ୍‌ ସୋ’

ପୁରୀରେ ୨୦ ତାରିଖରେ ରୋଡ୍‌ ସୋ’ କରିବେ ପ୍ରଧାନମନ୍ତ୍ରୀ । ସେହିଦିନ ଅନୁଗୁଳ ଓ କଟକରେ ବିଶାଳ ଜନସଭାରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ।

Berhampur
ବ୍ରହ୍ମପୁର ଯୁକ୍ତ ୨ ଛାତ୍ରୀ ଗଣଦୁଷ୍କର୍ମ ମାମଲା, ସାଙ୍ଘାତିକ ଅଭିଯୋଗ ଆଣିଲା BJP

ବ୍ରହ୍ମପୁରରେ ଯୁକ୍ତ ୨ ଛାତ୍ରୀଙ୍କୁ ନିଶା ଦେଇ ଗଣଦୁଷ୍କର୍ମ ଅଭିଯୋଗ ମାମଲା । ପୋଲିସ ଜାଣିଶୁଣି ବିଜେଡି ଛାତ୍ରନେତାଙ୍କୁ ଛାଡ଼ି ଦେଇଥିବା ଅଭିଯୋଗ ଆଣିଛି ବିଜେପି ।

Bhadrak
ଭଦ୍ରକରେ ରାଜନୈତିକ ହିଂସାକାଣ୍ଡ, ନାମାଙ୍କନବେଳର ମୁହାମୁହିଁ ସ୍ଥିତିରୁ ମାଡ଼ପିଟ୍

ଗତକାଲି ନାମାଙ୍କନବେଳେ ଉପୁଜିଥିବା ମୁହାମୁହିଁ ସ୍ଥିତି କ୍ରମେ ଉଗ୍ରରୂପ ଧାରଣ କରି ମାଡ଼ପିଟ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ବିଜେଡି-ବିଜେପି କର୍ମୀ ।

Narendra Modi
PM ମୋଦିଙ୍କ ରତ୍ନଭଣ୍ଡାର ବାଣ; କହିଲେ, ଚାବି ହଜିବାଠୁ ଡୁପ୍ଲିକେଟ୍ ଚାବି ତିଆରି ଆହୁରି ଗମ୍ଭୀର

ଓଡ଼ିଶାର ଜାତି, ଅସ୍ମିତା, ପ୍ରତି ଓଡ଼ିଆଙ୍କ ପ୍ରାଣ ଶ୍ରୀଜଗନ୍ନାଥ । ଆଉ ସେଇ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ନବୀନ ସରକାରଙ୍କ ଉପରେ ଜୋରଦାର୍ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Narendra Modi
ନବୀନଙ୍କ ନାଁ ନେଇ ମୋଦିଙ୍କ ନିଶାନା; କହିଲେ, ଜିଲ୍ଲା ନାଁ କହିପାରୁନଥିବା ବ୍ୟକ୍ତି କେମିତି ବୁଝିବ ରାଜ୍ୟର ଦୁଃଖ

ବର୍ଷିଲେ, ଧୋଇଲେ । ଆଜି ଓଡ଼ିଶାରେ ତିନି ତିନିଟି ନିର୍ବାଚନୀ ସଭା କରି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପରୋକ୍ଷରେ ପାଣ୍ଡିଆନଙ୍କୁ ବି ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।