• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ayodhya Ram Mandir

Samaleswari Temple
ମାଇଲେଜ୍ ପଲିଟିକ୍ସରେ ମାତିଛି କି ବିଜେଡି ?

ଜାନୁଆରୀ ୧୭ରେ ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ। ତ ତା’ର ଠିକ୍ ୧୦ ଦିନ ପରେ ହଠାତ୍ ସମଲେଶ୍ୱରୀ ମନ୍ଦିର ପ୍ରକଳ୍ପର ବି ଉଦଘାଟନ।

Samaleswari Temple
ମାଇଲେଜ୍ ପଲିଟିକ୍ସରେ ମାତିଛି କି ବିଜେଡି ? ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ପରେ ସମଲେଇ ମନ୍ଦିର ପ୍ରକଳ୍ପ

ଶ୍ରୀକ୍ଷେତ୍ର ପରେ ପରେ ସମ୍ବଲପୁର। ପୁରୀରେ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସରୁ ସରୁ ମାଆ ସମଲେଇ ମନ୍ଦିର ପ୍ରକଳ୍ପ ଉଦଘାଟନ ପାଇଁ ସରକାରଙ୍କ ସଜବାଜ।

Ram Mandir
କେମିତି ଦେଖାଯିବେ ରାମଲାଲା ? ପୂରା ବିବରଣୀ ଦେଇଛନ୍ତି ଚମ୍ପତ ରାୟ...

୫୧ ଇଞ୍ଚର ଏହି ବିଗ୍ରହର ପ୍ରତିଷ୍ଠା ୨୨ ତାରିଖ ଦିନ ହେବ ।

Ayodhya Ram Mandir
ଶ୍ରୀରାମ ପ୍ରେମ ! ଅଯୋଧ୍ୟାରୁ ଅଖଣ୍ଡ ରାମଜ୍ୟୋତି ଆଣିବେ ବାରାଣାସୀର ମୁସଲମାନ ମହିଳା

ବଡ଼ କଥା ହେଉଛି ଏହି ମୁସଲମାନ ମହିଳାମାନେ ଜାନୁୟାରୀ ୨୨ରେ ଏହି ଅଖଣ୍ଡ ଜ୍ୟୋତିରୁ ପ୍ରଦୀପ ପ୍ରଜ୍ୱଳନ କରି ବାରାଣାସୀରୁ ହିଁ ରାମ ଲାଲାଙ୍କ ପ୍ରତିଷ୍ଠା ଉତ୍ସବ ସହ ଯୋଡ଼ିହେବେ।

Ayodhya Ram Mandir
ଆସୁଛି ବହୁ ପ୍ରତିକ୍ଷୀତ ଦିନ, ଆସିବେ ରାମଲାଲା

ଆସୁଛି ସେଇ ବହୁ ପ୍ରତିକ୍ଷୀତ ଦିନ, ଯେତେବେଳେ ଅଯୋଧ୍ୟାକୁ ଆସିବେ ରାମଲାଲା। ଭବ୍ୟ ମନ୍ଦିରରେ ବିରାଜିବେ, କୋଟି କୋଟି ରାମଭକ୍ତଙ୍କୁ ଦର୍ଶନ ଦେବେ। ଆଉ ଏଥିପାଇଁ ନିର୍ଘଣ୍ଟ ହୋଇଛି ୮୪ ସେକେଣ୍ଡର ଦିବ୍ୟ, ପବିତ୍ର ମୁହୂର୍ତ୍ତ।

Ayodhya Ram Mandir
୧୬ରୁ ଆରମ୍ଭ ୨୨ ରେ ପ୍ରାଣ ପ୍ରତିଷ୍ଠା; ବ୍ରହ୍ମ ମୁହୂର୍ତ୍ତକୁ ଅନାଇ ବସିଛନ୍ତି କୋଟି କୋଟି ଭକ୍ତ

ଆସୁଛନ୍ତି ରାମଲାଲା। ଜାନୁଆରୀ ୨୨ ଆଣିବ ୫୦୦ ବର୍ଷର ସଂଘର୍ଷ, ତ୍ୟାଗ, ବଳିଦାନର ସେହି ସୁବର୍ଣ୍ଣ ମୁହୂର୍ତ୍ତ । ଯାହାକୁ ଅନେଇ ବସିଛି ସାରା ଦେଶ, ସାରା ଦୁନିଆର କୋଟି କୋଟି ରାମ ଭକ୍ତ । ମାତ୍ର ୮୪ ସେକେଣ୍ଡ..୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ।

Ayodhya Ram Mandir
ଏତିକି ସମୟ ମଧ୍ୟରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା..ଜାଣନ୍ତୁ..

ଏଥିପାଇଁ ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ଯାଏଁ ଶୁଭ ସମୟ ସ୍ଥିର କରାଯାଇଛି ।

Ram Temple
ପ୍ରାଚୀନ ଶୈଳୀରେ ରାମ ମନ୍ଦିର; ଜାଣନ୍ତୁ ଟିକିନିଖି ତଥ୍ୟ...

ସୁନ୍ଦର କାରୁକାର୍ଯ୍ୟରେ ନିଜକୁ ଚକ୍‌ମକ୍‌ କରି ପ୍ରଭୁ ଶ୍ରୀରାମଙ୍କୁ ଅପେକ୍ଷା କାରିଛି ରାମ ମନ୍ଦିର । ସେହି ୨୨ ତାରିଖକୁ । ସେହି ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ । ଯେଉଁ ସମୟରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ରାମ ମନ୍ଦିରରେ ପୂଜା ପାଇବେ ।

Ayodhya Ram Mandir
ଗୋପନୀୟ ରହିବ ରାମଲାଲାଙ୍କ ବିଗ୍ରହ; ପ୍ରାଣ ପ୍ରତିଷ୍ଠା ଦିନ ହିଁ ମିଳିବ ପ୍ରଥମ ଝଲକ

ତିନି ଠାକୁରଙ୍କ କେଉଁ ବିଗ୍ରହଟି ଗର୍ଭଗୃହରେ ପୂଜା ପାଇବେ, ତାହାର କୌଣସି ଫଟୋ କିମ୍ବା ଭିଡିଓ ସର୍ସମ୍ମୁଖକୁ ଆସିବ ନାହିଁ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

Virat Kohli
‘ରାମ ସୀୟା ରାମ’ ଗୀତରେ ଧନୁତୀର ମାରିଲେ, ନମସ୍କାର କଲେ କୋହଲି..ଭିଡିଓ ଭାଇରାଲ..

ସାରା ଦେଶ ଏବେ ରାମଲାଲାଙ୍କ ପ୍ରେମରେ ବିଭୋର । ବିରାଟ ବା କେଉଁଠୁ ବର୍ତ୍ତିବେ । ସାଉଥଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ରାମଲାଲାଙ୍କୁ କଲେ ପ୍ରଣାମ ।

Ram Mandir
ପୂରଣ ହେଲା ସଂକଳ୍ପ, ୫୦୦ ବର୍ଷ ପରେ ପିନ୍ଧିବେ ପଗଡ଼ି ଓ ଚମଡ଼ା ଜୋତା

୫୦୦ ବର୍ଷ ପରେ ପିନ୍ଧିବେ ପଗଡ଼ି ଓ ଚମଡ଼ା ଜୋତା। ଜାନୁଆରୀ ୨୨ରେ ଅଯୋଧ୍ୟାର ଭବ୍ୟ ଶ୍ରୀରାମ ମନ୍ଦିରରେ ବିରାଜମାନ କରିବାକୁ ଯାଉଛନ୍ତି ରାମଲାଲା।

Arun Yogiraj
ଅଯୋଧ୍ୟାରେ ପୂଜା ପାଇବ କେଉଁ ସ୍ଥପତିଙ୍କ ମୂର୍ତ୍ତି ?

କିଏ ସେ ଭାଗ୍ୟବାନ ମୂର୍ତ୍ତିକାର ଯାହାଙ୍କ ମୂର୍ତ୍ତି ଭବ୍ୟ ରାମ ମନ୍ଦିରରେ ପୂଜା ପାଇବ । ଏହାରି ଭିତରେ ପ୍ରଖ୍ୟାତ ସ୍ଥପତି ଅରୁଣ ଯୋଗୀରାଜଙ୍କ ନିର୍ମିତ ମୂର୍ତ୍ତି ଗର୍ଭଗୃହ ଲାଗି ଚୂଡ଼ାନ୍ତ ହୋଇଥିବା ନେଇ କେନ୍ଦ୍ରମନ୍ତ୍ରୀ ପହଲ୍ଲାଦ ଯୋଶୀ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ । ଏହାପରେ ଅରୁଣ ଯୋଗୀରାଜଙ୍କ ନାମ ଚର୍ଚ୍ଚାକୁ ଆସିଛି । ତେବେ କିଏ ସେହି ଅରୁଣ ଯୋଗୀରାଜ ।

Dipika chikhlia requested narendra modi to place goddess sita with lord rama in ayodhya
ଅଯୋଧ୍ୟାରେ ରାମ ମନ୍ଦିରକୁ ନେଇ ଦୁଃଖ ପ୍ରକାଶ କଲେ ରାମାୟଣର ସୀତା; କହିଲେ ଏମିତି…

ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖ୍‌ଲିଆ ଉତ୍ସାହିତ ହେବା ସହ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି। ଏଠାରେ କିଛି ବ୍ୟତିକ୍ରମକୁ ଉପଲବ୍ଧି କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ଜାଣନ୍ତୁ ସେ କ’ଣ କହିଛନ୍ତି…

Ayodhya Ram Mandir
ରାମ ନଗରୀରୁ ଶ୍ରୀକ୍ଷେତ୍ର ଆସିଲା ନିଉତା: ମୂର୍ତ୍ତି ଚୂଡାନ୍ତ ଚୟନକୁ ଖଣ୍ଡନ

ଶ୍ରୀକ୍ଷେତ୍ରମଣିଙ୍କୁ ରାମନଗରୀରୁ ଆସିଛି ସାଦର ନିମନ୍ତ୍ରଣ । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ବାଜିଲା ଶଙ୍ଖ । ପାନ, ଗୁଆ, ନଡ଼ିଆ, ଅକ୍ଷତ ଚାଉଳ, ଉପବିତ ଓ ନୂଆବସ୍ତ୍ର ସହ ସଜେଇ ହୋଇ ରହିଛି ନିମନ୍ତ୍ରଣ ପତ୍ର ।

Ayodhya Ram Mandir
ଅଯୋଧ୍ୟା ରାମମନ୍ଦିରରେ ସ୍ଥାପନ ହେବ କେଉଁ ବିଗ୍ରହ ?

ଚୂଡ଼ାନ୍ତ ହୋଇଛି ରାମଲାଲାଙ୍କ ଦିବ୍ୟ ବିଗ୍ରହ ! ମନ୍ଦିରର ଗର୍ଭ ଗୃହରେ ଲାଗିବ ଶ୍ରୀରାମଙ୍କ ଏଭଳି ମୂର୍ତ୍ତି ! ଏଭଳି କିଛି ଖବର ଆଜି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

Jagannath Temple
ମହାପ୍ରଭୁଙ୍କୁ ଆସିଲା ରାମଲାଲାଙ୍କ ଡାକରା

ଅଯୋଧ୍ୟା ରାମ ମନ୍ଦିରରେ ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଦିନ ଯେତିକି ପାଖଉଛି, ଉତ୍କଣ୍ଠା ସେତିକି ବଢ଼ୁଛି ।

Ram Mandir
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ; ରାୟପୁରରୁ ଅଯୋଧ୍ୟା ଗଲା ୩୦ ହଜାର କ୍ୱିଣ୍ଟାଲ ଚାଉଳ

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ ଏବଂ ଜାନୁଆରୀ ୧୭ରୁ ଶ୍ରଦ୍ଧାଳୁଙ୍କ ସମାଗମ ଆରମ୍ଭ ହୋଇଯିବ । ଏହାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କୁ ଭୋଗ ଯୋଗାଣ ଲାଗି ଆବଶ୍ୟକ ଚାଉଳ ଛତିଶଗଡ଼ ସରକାରଙ୍କ ପକ୍ଷରୁ ପଠାଯାଇଛି।

Ayodhya Ram Mandir
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚୂଡାନ୍ତ ହେଲା ବିଗ୍ରହ; ଉଚ୍ଚତା ରହିବ ୫୧ ଇଞ୍ଚ

ଚୂଡାନ୍ତ ବିଗ୍ରହକୁ ଆସନ୍ତା ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସ୍ଥାପନା କରାଯିବ ।

PM Modi
ଆଜି ଅଯୋଧ୍ୟା ଆସୁଛନ୍ତି ମୋଦି; ଅମୃତ ଭାରତ ଏକ୍ସପ୍ରେସ୍‌ର କରିବେ ଲୋକାର୍ପଣ

ଅଯୋଧ୍ୟାରୁ ଭିଡିଓ କନଫରେନସିଂ ଜରିଆରେ ମୋଟ ଛଅଟି ନୂତନ ବନ୍ଦେ ଭାରତ ଟ୍ରେନ୍ ଏବଂ ଦୁଇଟି ଅମୃତ ଭାରତ ଟ୍ରେନ୍ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

Modi will visit Ayodhya
ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଚଳଚଞ୍ଚଳ ଅଯୋଧ୍ୟା

ସଜେଇ ହେଉଛି ଅଯୋଧ୍ୟା । ଜାନୁଆରୀ ୨୨ରେ ନବନିର୍ମିତ ଭବ୍ୟ ଓ ଦିବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଥିବା ବେଳେ, ଆସନ୍ତାକାଲି ସମସ୍ତ ପ୍ରସ୍ତୁତିର ସମୀକ୍ଷା ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

7 south superstars and 12 ollywood stars will participate in ayodhya pran pratishtha
ଶ୍ରୀରାମଙ୍କ 'ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ'କୁ ୧୯ ସେଲିବ୍ରେଟିଙ୍କୁ ନିମନ୍ତ୍ରଣ; ଡକାଯାଇନି ଲକ୍ଷ୍ମଣଙ୍କୁ

୨୨ ଜାନୁଆରୀରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଭବ୍ୟ 'ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ' ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ଭବ୍ୟ କାର୍ଯ୍ୟକ୍ରମ'କୁ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ୧୯ ଜଣ ବଡ ବଡ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି। ହେଲେ ବାଦ ପଡିଛନ୍ତି ରାମାୟଣର ଲକ୍ଷ୍ମଣ। ଏନେଇ ସେ ପ୍ରକାଶ କରିଛନ୍ତି ନିଜର କୋହ।

Ayodhya Ram Mandir
୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା; ନୀତି ଚୂଡାନ୍ତ, ସପ୍ତାହେ ଧରି କାର୍ଯ୍ୟକ୍ରମ

ମନ୍ଦିର ଗର୍ଭଗୃହରେ ନିର୍ମିତ ଦିବ୍ୟ ଆସ୍ଥାନରେ ବିରାଜିବେ ରାମଲାଲା । ତେବେ ଏହାର ସପ୍ତାହ ପୂର୍ବରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ ।

Ram Mandir
ରାମ ମନ୍ଦିରରେ ଓଡ଼ିଆ ଛାପ

ନବନିର୍ମିତ ରାମମନ୍ଦିରର ସ୍ତମ୍ଭ ଓ କାନ୍ଥରେ ଖୋଦିତ ପ୍ରାୟ ସମସ୍ତ ପାର୍ଶ୍ୱ ଦେବଦେବୀ ରୂପ ପାଇଛନ୍ତି ଓଡ଼ିଆ ଶିଳ୍ପୀଙ୍କ ଅଭିଜ୍ଞ ନିହାଣ ମୁନରେ। କୋଣ ଅନୁକୋଣରେ ଫୁଟି ଉଠୁଛି ଉତ୍କଳୀୟ କଳା ନୈପୂଣ୍ୟର ଅଲିଭା ସ୍ୱାକ୍ଷର

Ayodhya Ram Mandir
ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ରାମ ମନ୍ଦିର ଭିତରର ଫଟୋ...

ଉତ୍ତର ପ୍ରଦେଶ, ଅଯୋଧ୍ୟାରେ ଜୋରସୋରରେ ଚାଲିଛି ରାମ ମନ୍ଦିର ନିର୍ମାଣ । ଇଏ ହେଉଛି ମନ୍ଦିର ବାହାରର ଏକ ଝଲକ ।

Ayodhya Ram Mandir
ନବବଧୂ ଭଳି ସଜେଇ ହେଉଛି ରାମନଗରୀ; ଦିନ ରାତି ଏକ କରିଛନ୍ତି ଅଢ଼େଇ ହଜାର କାରିଗର..

ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର । ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ ।