/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703686542.jpg)
Ayodhya Ram Mandir
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703686542.jpg)
1/7
ଉତ୍ତର ପ୍ରଦେଶ, ଅଯୋଧ୍ୟାରେ ଜୋରସୋରରେ ଚାଲିଛି ରାମ ମନ୍ଦିର ନିର୍ମାଣ ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703685228.jpg)
2/7
ଇଏ ହେଉଛି ମନ୍ଦିର ବାହାରର ଏକ ଝଲକ ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703685304.jpg)
3/7
ଅଯୋଧ୍ୟା ରାମ ମନ୍ଦିର କାନ୍ଥରେ ପଥରରେ ଖୋଦେଇ ହୋଇ ନିର୍ମାଣ କରାଯାଇଛି ସୁନ୍ଦର ସୁନ୍ଦର ପ୍ରତିମୂର୍ତ୍ତୀ ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703685380.jpg)
4/7
ରାମ ମନ୍ଦିର ଚାରି ପାଖେ ଥିବା ପାର୍ଶ୍ୱ ଦେବାଦେବୀ । ସମସ୍ତ ମୂର୍ତ୍ତୀ ପଥରରେ ଖୋଦେଇ କରି ଅତି ନିଖୁଣତାର ସହ କରାଯାଇଛି ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703685512.jpg)
5/7
ନବନିର୍ମିତ ରାମମନ୍ଦିରର ସ୍ତମ୍ଭ ଓ କାନ୍ଥରେ ଖୋଦିତ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତୀ । ନନ୍ଦିଙ୍କ ଉପରେ ବିରାଜିଛନ୍ତି ମହାଦେବ ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703685720.jpg)
6/7
ରାମ ମନ୍ଦିରର ସ୍ତମ୍ବରେ ନର୍ତ୍ତକୀଙ୍କ ମୂର୍ତ୍ତୀ । ଖୁବ୍ ସୁନ୍ଦର । ଅତି ନିଖୁଣତାର ସହ ସ୍ୱତନ୍ତ୍ର ପଥରରେ ଖୋଦେଇ କରି ଜୀବନ୍ତ କରିଛନ୍ତି କାରିଗର ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703685963.jpg)
7/7
ରାମ ମନ୍ଦିର ଭିତରକୁ ପ୍ରବେଶ କରିବା ପରେ ଉପରକୁ ଦେଖିଲେ, ଏଇ ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ମିଳିବ । ଆଉ ସମସ୍ତେ ସେଇ ଗୋଟିଏ କଥା ଅନୁଭବ କରିବେ, ‘କିତନେ ଫୁରସତ ସେ କରିଗରୋଁ ନେ ବାନାୟା ହେ ଇସେ’ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)