ଉତ୍ତର ପ୍ରଦେଶ, ଅଯୋଧ୍ୟାରେ ଜୋରସୋରରେ ଚାଲିଛି ରାମ ମନ୍ଦିର ନିର୍ମାଣ । ଇଏ ହେଉଛି ମନ୍ଦିର ବାହାରର ଏକ ଝଲକ ।
Published By: Satyendu Shekher Mishra
Last updated: 10 January 2024, 12:08 PM IST
ଉତ୍ତର ପ୍ରଦେଶ, ଅଯୋଧ୍ୟାରେ ଜୋରସୋରରେ ଚାଲିଛି ରାମ ମନ୍ଦିର ନିର୍ମାଣ ।
ଇଏ ହେଉଛି ମନ୍ଦିର ବାହାରର ଏକ ଝଲକ ।
ଅଯୋଧ୍ୟା ରାମ ମନ୍ଦିର କାନ୍ଥରେ ପଥରରେ ଖୋଦେଇ ହୋଇ ନିର୍ମାଣ କରାଯାଇଛି ସୁନ୍ଦର ସୁନ୍ଦର ପ୍ରତିମୂର୍ତ୍ତୀ ।
ରାମ ମନ୍ଦିର ଚାରି ପାଖେ ଥିବା ପାର୍ଶ୍ୱ ଦେବାଦେବୀ । ସମସ୍ତ ମୂର୍ତ୍ତୀ ପଥରରେ ଖୋଦେଇ କରି ଅତି ନିଖୁଣତାର ସହ କରାଯାଇଛି ।
ନବନିର୍ମିତ ରାମମନ୍ଦିରର ସ୍ତମ୍ଭ ଓ କାନ୍ଥରେ ଖୋଦିତ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତୀ । ନନ୍ଦିଙ୍କ ଉପରେ ବିରାଜିଛନ୍ତି ମହାଦେବ ।
ରାମ ମନ୍ଦିରର ସ୍ତମ୍ବରେ ନର୍ତ୍ତକୀଙ୍କ ମୂର୍ତ୍ତୀ । ଖୁବ୍ ସୁନ୍ଦର । ଅତି ନିଖୁଣତାର ସହ ସ୍ୱତନ୍ତ୍ର ପଥରରେ ଖୋଦେଇ କରି ଜୀବନ୍ତ କରିଛନ୍ତି କାରିଗର ।
ରାମ ମନ୍ଦିର ଭିତରକୁ ପ୍ରବେଶ କରିବା ପରେ ଉପରକୁ ଦେଖିଲେ, ଏଇ ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ମିଳିବ । ଆଉ ସମସ୍ତେ ସେଇ ଗୋଟିଏ କଥା ଅନୁଭବ କରିବେ, ‘କିତନେ ଫୁରସତ ସେ କରିଗରୋଁ ନେ ବାନାୟା ହେ ଇସେ’ ।