• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ayodhya Ram Mandir

Ayodhya Ram Mandir
ଗର୍ଭଗୃହକୁ କେମିତି ଗଲେ ରାମଲାଲା ? ଦେଖନ୍ତୁ ସେହି ଦିବ୍ୟ ମୁହୂର୍ତ୍ତର ଭିଡିଓ

ରାମଲାଲାଙ୍କ ମୂର୍ତ୍ତି ଗଢ଼ିଥିବା ଶିଳ୍ପୀ ଅରୁଣ ଯୋଗୀରାଜ ପାଖରେ ଛିଡ଼ା ହୋଇ କାର୍ଯ୍ୟକୁ ତଦାରଖ କରିଥିବା ଦେଖିବାକୁ ମିଳୁଛି । ବିଗ୍ରହ ସ୍ଥାପନର କିଛି ସମୟ ପୂର୍ବର ଯେତେବେଳେ ଗର୍ଭଗୃହରେ ସ୍ୱତନ୍ତ୍ର ପୂଜାପାଠ କରିଥିଲେ ସାଧୁ ସନ୍ଥ ମାନେ ।

Ram Mandir Prasad
ଅନଲାଇନରେ ମିଳିବନି ରାମଲାଲାଙ୍କ ପ୍ରସାଦ, ହୋମ ଡେଲିଭରୀକୁ ମନ୍ଦିର ପକ୍ଷରୁ ନା

ଅନଲାଇନରେ ମିଳୁନି ଶ୍ରୀରାମଙ୍କ ପ୍ରସାଦ । ଗତ କିଛିଦିନ ତଳେ ଅନଲାଇନରେ ରାମଙ୍କ ପ୍ରସାଦ ଉପଲବ୍ଧ ହେବ ବୋଲି ଖବର ପ୍ରକାଶ ପାଇଥିଲା । କିନ୍ତୁ ଏହାକୁ ଖଣ୍ତନ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ।

Lord Ram Idol
ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ବିଗ୍ରହ, ଜୟ ଶ୍ରୀରାମ ନାରାରେ କମ୍ପିଲା ସାରା ଅଯୋଧ୍ୟା

ଏକ ବଡ଼ କ୍ରେନ୍‌ ସହାୟତାରେ ରାମଲାଲାଙ୍କ ବିଗ୍ରହକୁ ଗର୍ଭଗୃହକୁ ନିଆଯାଇଛି ।

Ayodhya Rammandir
ପ୍ରାଣପ୍ରତିଷ୍ଠା ପୂର୍ବରୁ ଗର୍ଭଗୃହକୁ ଆସୁଛନ୍ତି ରାମଲାଲା

ସିଂହାସନ ପୂଜାର୍ଚ୍ଚନା ସହ ସରଜୁ ତଟରେ ହେଲା କଳସ ପୂଜନ । ବିଗ୍ରହ ପ୍ରତିଷ୍ଠା ଦିନକ ପୂର୍ବରୁ ଗର୍ଭଗୃହରେ ଶଙ୍ଖଧ୍ବନି ଓ ବେଦମନ୍ତ୍ର ।

Ram Mandir
ଅଯୋଧ୍ୟା ଶ୍ରୀରାମ ମନ୍ଦିର ଅଭିମୁଖେ ରାମଲାଲାଙ୍କ ନବନିର୍ମିତ ବିଗ୍ରହ

ରାମଲାଲାଙ୍କ ବିଗ୍ରହ ଏକ ଟ୍ରକ ସାହାଯ୍ୟରେ ରାମ ପଥ ଦେଇ ମନ୍ଦିର ପରିସରରେ ପ୍ରବେଶ କରିଛି।

Holiday
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ଛୁଟି ଘୋଷଣା କଲେ ଏହି ସବୁ ରାଜ୍ୟ...

ଦେଶ ରାମମୟ .. ଦେଶବାସୀ ରାମମୟ .. ତନ, ମନ, ପ୍ରାଣ ମଧ୍ୟ ରାମମୟ । ରାମଭକ୍ତିରେ ଭିଜୁଛି ପୁରା ଅଯୋଧ୍ୟା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଭାବୁକ ହୋଇ ପଡ଼ିଛି ପୁରା ଭାରତ । ଏହି ମହତ୍ ହିନ୍ଦୁ ସମାରୋହକୁ ଆଗେଇ ନେବା ପାଇଁ କିଛି ରାଜ୍ୟ ଆସନ୍ତା ଜାନୁଆରୀ ୨୨ କୁ ଛୁଟି ଘୋଷଣା କରିଛନ୍ତି ।

Ramgiri
ସେହି ଶୁଭ ମୁହୂର୍ତ୍ତକୁ ଅପେକ୍ଷା; ଗଜପତିରେ ଶ୍ରୀରାମ ବିଗ୍ରହଙ୍କ ହେବ ପ୍ରାଣ ପ୍ରତିଷ୍ଠା

ଗଜପତି ଜିଲ୍ଲା ରାମଗିରିରେ ନିର୍ମାଣ ଚାଲିଛି ଭଗବାନ ଶ୍ରୀ ରାମ ଓ ଦେବୀ ସୀତାଙ୍କ ପ୍ରତିମୂର୍ତ୍ତି । ଅଯୋଧ୍ୟାରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ଦିନ ଅର୍ଥାତ୍ ୨୨ ତାରିଖରେ ଏହି ମୂର୍ତ୍ତିର ମଧ୍ୟ ପ୍ରତିଷ୍ଠା ଉତ୍ସବ ହେବ । ଏଥିପାଇଁ ଜୋରସୋରରେ ଚାଲିଛି କାର୍ଯ୍ୟ ।

Arun Yogiraj
ଆଖିରେ ଥିଲା ଯନ୍ତ୍ରଣା, ତଥାପି ଅଟକିଲାନି ପ୍ରଭୁଙ୍କ କାର୍ଯ୍ୟ

ସ୍ଥପତି ଅରୁଣ ଯୋଗୀରାଜ .. ରାତାରାତି ପ୍ରସିଦ୍ଧି ପାଇଥିଲେ .. ଯେବେ ତାଙ୍କ ନିର୍ମିତ ମୂର୍ତ୍ତି ରାମ ମନ୍ଦିରରେ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା । କୁହାଯାଏ, କିଛି ପାଇବାକୁ ହେଲେ ବହୁତ କିଛି ହରାଇବାକୁ ପଡ଼ିଥାଏ । ଆଉ ଇୟେ ତ ପ୍ରଭୁ ଶ୍ରୀରାମଙ୍କର ମୂର୍ତ୍ତି ନିର୍ମାଣର କଥା .. ଭକ୍ତ ହୋଇ ପ୍ରଭୁଙ୍କ ସ୍ଥୂଳ ନିର୍ମାଣ କେତେ ଯେ କଷ୍ଟ, ତାହା କେବଳ ଭକ୍ତ ହିଁ କହିପାରେ ।

Ayodhya Ram Mandir
ଆସୁଛନ୍ତି ପ୍ରଭୁ ଶ୍ରୀରାମ, ପ୍ରାଣ ପ୍ରତିଷ୍ଠା ପାଇଁ ଆରମ୍ଭ ହେଲା ଆଦ୍ୟ ପର୍ବ

ରାମ ମନ୍ଦିରରେ ଶ୍ରୀରାମଙ୍କ ବିଗ୍ରହ ସ୍ଥାପନ ଓ ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍କଣ୍ଠା । ଉତ୍ସବ ମୁଖର ହୋଇ ଉଠିଛି ରାମ ଜନ୍ମଭୂମି ଅଯୋଧ୍ୟା ନଗରୀ । ପ୍ରାଣପ୍ରତିଷ୍ଠାର ଆଦ୍ୟପର୍ବ ଆରମ୍ଭ ହୋଇ ଯାଇଛି ।

 liquor shops closed on January 17 & 22
କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ୧୭ ଓ ୨୨ ତାରିଖରେ ବନ୍ଦ ରହିବ ମଦ ବିକ୍ରି

ଆସନ୍ତାକାଲି ଓ ଆଗାମୀ ୨୨ ତାରିଖରେ ଜିଲ୍ଲାରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ।

Ram Mandir
ସଂଗୀତରେ ରାମ... ଭଜନ-କୀର୍ତ୍ତନରେ ରାମ... ସରଜୁ ତଟରେ ରାମ... ଦୀପରେ ଦୀପରେ ରାମ

ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ ଅନୁଷ୍ଠିତ ହୋଇଥିବା ବେଳେ, କାଲି ମୂର୍ତ୍ତିର ପରିସର ପ୍ରବେଶ କାର୍ଯ୍ୟକ୍ରମ ରହିଛି।

Fake Note
ମିଛ ଖବର, ୫୦୦ ଟଙ୍କିଆ ନୋଟରେ ନାହିଁ ରାମ ମନ୍ଦିର ଫଟୋ

ଭାଇରାଲ ହେଉଥିବା ପୋଷ୍ଟରେ ୫୦୦ ଟଙ୍କିଆ ନୋଟ୍‌ର ଏକ ଫଟୋ ଦେଖିବାକୁ ମିଳୁଛି। ଯେଉଁଥିରେ ଲାଲ୍‌ କିଲ୍ଲା ସ୍ଥାନରେ ରାମ ମନ୍ଦିର ଓ ମହାତ୍ମା ଗାନ୍ଧିଙ୍କ ସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ଫଟୋ ଥିବା ଦେଖିବାକୁ ମିଳୁଛି।

Ram Mandir
ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଆଦ୍ୟପର୍ବର ଶୁଭାରମ୍ଭ, ଆଜି ସଂପନ୍ନ ହେଲା ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ

ରାମମନ୍ଦିର ଗର୍ଭଗୃହରେ ଲାଗିଛି ୧୨ଟି ମୟୂର ଖୋଦିତ ଏହି ସୁନା ଚଦର ଲାଗିଥିବା ବିରାଟ କବାଟ।

Holiday on January 22
‘ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ବନ୍ଦ ହେଉ ମଦ ଦୋକାନ, ଘୋଷଣା ହେଉ ସରକାରୀ ଛୁଟି’

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ବନ୍ଦ ହେଉ ମଦ ଦୋକାନ। ଘୋଷଣା ହେଉ ସରକାରୀ ଛୁଟି। ଜୋର୍ ଧରିଲା ଦାବି।

Virat Kohli
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା: ବିରାଟ ଓ ଅନୁଷ୍କାଙ୍କୁ ମିଳିଲା ନିମନ୍ତ୍ରଣ ପତ୍ର

ରାମାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ଆଜି ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି।

makers will donate Rs 5 from each ticket will be donated to Ram Mandir.
Ayodhya Ram Mandir: ରାମ ମନ୍ଦିର ପାଇଁ ତେଲୁଗୁ ଫିଲ୍ମ ‘ହନୁମାନ’ର ପ୍ରତି ଟିକେଟ୍‌ରୁ ୫ ଟଙ୍କା ଦିଆଯିବ

ଫିଲ୍ମ ‘ହନୁମାନ’କୁ ବକ୍ସ ଅଫିସରେ ବହୁତ ପସନ୍ଦ କରାଯାଉଛି। ମାତ୍ର ୨୦ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ୫୪ କୋଟିରୁ ଅଧିକ ରୋଜଗାର କରିସାରିଲାଣି। ଫିଲ୍ମର ନିର୍ମାତା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦିଗରେ ପ୍ରତ୍ୟେକ ଟିକେଟ୍‌ରୁ ୫ ଟଙ୍କା ଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

Ayodhya Ram Mandir
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିର ଟ୍ରଷ୍ଟର ଅପିଲ୍‌, #ShriRamHomecoming ଦେଇ ପୋଷ୍ଟ କରନ୍ତୁ ସର୍ଟସ୍ ଭିଡିଓ

୫ ଶହ ବର୍ଷ ପରେ କେବଳ ଭବ୍ୟ ମନ୍ଦିରକୁ ନୁହେଁ, ନିଜ ଜନ୍ମସ୍ଥଳୀ ମୂଳ ଆସ୍ଥାନକୁ ଫେରିବେ ପ୍ରଭୁ ରାମଲାଲା।

Ayodhya Ram Mandir
Ayodhya Ram Mandir: ଦେଢ଼ ମାସ ପର୍ଯ୍ୟନ୍ତ ଜଳିବ ଧୂପକାଠି, ୫୦ କିଲୋମିଟର ଯାଏଁ ବାସିବ..!

ଏହି ଧୂପକାଠି ପ୍ରାୟ ଦେଢ଼ ମାସ ପର୍ଯ୍ୟନ୍ତ ଜଳିବ ବୋଲି ଅନୁମାନ କରାଯାଉଛି । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରାୟ ୬ ମାସ ସମୟ ଲାଗିଥିଲା ।

these celebraty not invited to ram temple consecration but give big donation
Ayodhya Ram Mandir: ଏହି ୫ ସେଲିବ୍ରେଟି ରାମଲାଲାଙ୍କ ମନ୍ଦିର ନିର୍ମାଣ ପାଇଁ ଦେଇଛନ୍ତି ଦାନ; ପ୍ରାଣ ପ୍ରତିଷ୍ଠା ପାଇଁ ମିଳିଲାନି ନିମନ୍ତ୍ରଣ

ଅଯୋଧ୍ୟାରେ ଐତିହାସିକ ରାମ ମନ୍ଦିର ନିର୍ମାଣରେ ଅନେକ ସେଲିବ୍ରେଟି ଆର୍ଥିକ ସହଯୋଗ କରିଛନ୍ତି। ଏଥିମଧ୍ୟରେ କ୍ରିକେଟର, ବଲିଉଡ୍‌ ଏବଂ ଦକ୍ଷିଣ ସିନେମା ତାରକାମାନେ ଅନ୍ତର୍ଭୁକ୍ତ ଥିବାବେଳେ କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ କୋଟି କୋଟି ଟଙ୍କା ଦାନ କରିଛନ୍ତି, ତଥାପି ସେମାନଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ନାହିଁ। ଆସନ୍ତୁ ଜାଣିବା ସେମାନେ କିଏ…

Hotel Booking
Ayodhya Ram Mandir : ଅଯୋଧ୍ୟାରେ ୫ ଗୁଣା ବଢ଼ିଲା ହୋଟେଲ୍‌ ଭଡ଼ା; ଟପିପାରେ ୧ ଲକ୍ଷ

ବିଭିନ୍ନ ଟ୍ରାଭେଲ୍‌ ପୋର୍ଟାଲ ଗୁଡ଼ିକର ତଥ୍ୟ ଆପଣ ଜାଣିଲେ ନିଶ୍ଚୟ ଚକିତ ହେବେ । କାରଣ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଇଚ୍ଛୁକ ଅଛନ୍ତି ଲକ୍ଷ ଲକ୍ଷ ଲୋକ ।

Ayodhya Ram Mandir
ଉତ୍ସବମୁଖର ଅଯୋଧ୍ୟା; ଆଜିଠୁ ଆରମ୍ଭ ହେବ ଧାର୍ମିକ ରୀତିନୀତି

ଆଜି ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତାକାଲି ଭବ୍ୟ ମୂର୍ତ୍ତି ପରିସର ପ୍ରବେଶ ହେବ ।

Ayodhya Ram Mandir
ଗର୍ଭଗୃହରେ ସ୍ଥାପନ ହେବ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ କୃଷ୍ଣଶିଳା ବିଗ୍ରହ

ଶ୍ରୀରାମ ମନ୍ଦିର ଗର୍ଭଗୃହରେ ସ୍ଥାପନ ହେବ ଭାସ୍କର୍ଯ୍ୟ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ନିର୍ମିତ ବିଗ୍ରହ। 3ଟି ବିଗ୍ରହ ମଧ୍ୟରୁ ଅରୁଣଙ୍କ ଦ୍ବାରା କୃଷ୍ଣଶିଳାରେ ନିର୍ମିତ ପ୍ରତିମାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ ବୋଲି ସୂଚନା ଦେଇଛି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର..

Ayodhya Ram Mandir
ରାତି ପାହିଲେ ଆରମ୍ଭ ହେବ ରାମଲାଲାଙ୍କ ରୀତିନୀତି; ୧୮ ରେ ଆସ୍ଥାନରେ ବସିବେ, ୨୨ ରେ ପ୍ରାଣ ପ୍ରତିଷ୍ଠା

୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ୫ ଦିନ ପୂର୍ବରୁ କାଲିଠୁ ଆରମ୍ଭ ହୋଇଯିବ ଧାର୍ମିକ ରୀତିନୀତି। ଏଥିପାଇଁ ଉଦ୍ଭାସିତ ଅଯୋଧ୍ୟା। ଉତ୍ସାହିତ ଦେଶ, ଉଲ୍ଲସିତ ପ୍ରତି ରାମପ୍ରେମୀଙ୍କ ପ୍ରାଣ।

Arun Yogiraj
କିଏ ସେ ଅରୁଣ ଯୋଗୀରାଜ ? ଯାହାଙ୍କ ହାତରେ ଗଢ଼ାଯାଇଛି ରାମଲାଲାଙ୍କ ପ୍ରତିମୂର୍ତ୍ତି ?

ଆଦିଶଙ୍କରାଚାର୍ଯ୍ୟ, ନେତାଜୀ ଆଉ ଏବେ ସ୍ୱଂୟ ଶ୍ରୀରାମ । ରାମଲାଲାଙ୍କ ବିଗ୍ରହ ନିର୍ମାଣ କରିଛନ୍ତି ଅରୁଣ ଯୋଗୀରାଜ । ୫ ପିଢ଼ି ମୂର୍ତ୍ତିରେ ଜୀବନ ଦେଇ ଆସୁଛନ୍ତି ଅରୁଣଙ୍କ ପରିବାର ।

Champat Ray
ଏମିତି ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା; ଜାଣନ୍ତୁ ସବୁ ରୀତିନୀତି..

ଆଉ ୭ ଦିନ ବାକି ରହିଲା, ସମସ୍ତ ମନ୍ଦିରରେ ସଫେଇ କରାଯାଉଛି । ସବୁ ମନ୍ଦିରରେ ଶଙ୍ଖଧ୍ୱନି, ଭଜନ କୀର୍ତ୍ତନ କରି ପ୍ରଚାର କରାଯାଉଛି ।