• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ayodhya Ram Mandir

Ram Mandir
ଏମିତି ତିଆରି ହୋଇଛି ରାମ ମନ୍ଦିର.. ଶକ୍ତଶାଳୀ ଭୂ-କମ୍ପ ବି କିଛି କ୍ଷତି କରିପାରିବନି !

ଏନେଇ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତି ରାୟ ।

Ayodhya Ram Mandir
ଷ୍ଟ୍ରିଟ୍ ଲାଇଟରେ ବି ଶ୍ରୀରାମ

ରାମମୟ ହେଉଛି ରାମନଗରୀ ଅଯୋଧ୍ୟା, ଷ୍ଟ୍ରିଟ୍ ଲାଇଟ୍ ବି ରହିବ ଶ୍ରୀରାମଙ୍କ ଝଲକ୍ । ଧନୁତୀର ଡିଜାଇନରେ ଲାଗୁଛି ଲାଇଟ୍ । ସଜେଇ ହେଉଛି, ଅଯୋଧ୍ୟା। ଭକ୍ତଙ୍କ ମନରେ ସୃଷ୍ଟି ହେବ ତ୍ରେତୟା ଯୁଗର ଭ୍ରମ ।

Ram Mandir construction
ଦିବ୍ୟ ଶାଳଗ୍ରାମରେ ନିର୍ମାଣ ହେବ ପ୍ରଭୁ ଶ୍ରୀରାମ ଓ ମାତା ଜାନକୀଙ୍କ ବିଗ୍ରହ

ନେପାଳରୁ ଆସି ଅଯୋଧ୍ୟାରେ ପହଞ୍ଚିଛି ଦୁଇଟି ବିଶାଳ ଶାଳଗ୍ରାମ

Ram Temple To Open For Devotees From January 2024
୨୦୨୪ ମକର ସଂକ୍ରାନ୍ତିରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିର

ମକର ସଂକ୍ରାନ୍ତିରୁ ଭଗବାନ ଶ୍ରୀରାମଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଗତକାଲି ଏହି ସୂଚନା ଦିଆଯାଇଛି।

Ayodhya Ram Mandir
ଅଯୋଧ୍ୟା ରାମ ମନ୍ଦିର ପ୍ରଥମ ପର୍ଯ୍ୟାୟ କାମ ଶେଷ, ବର୍ଷା ପରେ ଆରମ୍ଭ ହେବ ୨ୟ ପର୍ଯ୍ୟାୟ

ଅଯୋଧ୍ୟାରେ ନିର୍ମାଣାଧିନ ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଗତକାଲିି ଶେଷ ହୋଇଛି। ବର୍ଷା ପରେ ଦ୍ୱିତୀୟ ପର୍ଯ୍ୟାୟ କାମ ଆରମ୍ଭ ହେବ। ମନ୍ଦିର ନିର୍ମାଣ ଟ୍ରଷ୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାମ ଜନ୍ମଭୂମି ମନ୍ଦିର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୧୧ ହଜାର କ୍ୟୁବିକ୍ ମିଟରର ଚଟାଣ ଢ଼ଳେଇ କାମ ଶେଷ ହୋଇଛି।

UP CM Yogi Adityanath
ରାମ ମନ୍ଦିର ଭୂମି ପୂଜନର ପ୍ରଥମ ବାର୍ଷିକୀ ନିରାଡମ୍ବରରେ ପାଳିତ

ଅଯୋଧ୍ୟା ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନର ପ୍ରଥମ ବାର୍ଷିକୀ ପାଳନ ହୋଇଛି । ଏଥିପାଇଁ ଅଯୋଧ୍ୟା ରାମ ଜନ୍ମ ଭୂମିରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥିଲା ।