• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "128" result for "କୋଟିଆ" in https://otvkhabar.in

Kotia Dispute
କୋଟିଆରେ ଆଦାନୀ ଗ୍ରୁପ୍‌ ! ପ୍ରକଳ୍ପ ତିଆରି ପାଇଁ ପୁଣି ମୁହାଁମୁହିଁ ଓଡ଼ିଶା-ଆନ୍ଧ୍ର

ଓଡ଼ିଶା ଟିମ୍ ଓ ସାଲୁର ପୋଲିସ ସିଆଇଙ୍କ ମଧ୍ୟରେ କଥା କଟାକଟି

Amid Kotia row, Andhra to construct new road near Odisha village
ଆନ୍ଧ୍ରର କୋଟିଆ ଲୋଭ, ୧୧ କୋଟି ଖର୍ଚ୍ଚରେ ତିଆରି ହେବ ରାସ୍ତା

କୋଟିଆ ପଞ୍ଚାୟତର ଶେଷ ଗାଁ ଫାଟୁସିନେରି ନିକଟ ତଥା ଆନ୍ଧ୍ରର ନନ୍ଦା ଗାଁ ପଟେ ରାସ୍ତା ତିଆରି ପାଇଁ ଆନ୍ଧ୍ର ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

special story
ହଷ୍ଟେଲ୍ ତ ନାହିଁ, କୋଟିଆରେ ଆଦର୍ଶ ବିଦ୍ୟାଳୟ କାହା ପାଇଁ?

କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜ ସଦାବେଳେ ଚର୍ଚ୍ଚାରେ। କେତେବେଳେ ସୀମା ବିବାଦକୁ ନେଇ ତ କେତେବେଳେ ଲୋକଙ୍କ ସମସ୍ୟା ପାଇଁ। ଆଉ ଏବେ କୋଟିଆର ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ୍ ସୁବିଧା ନ ଥିବାରୁ ପିଲାଙ୍କ ସମସ୍ୟା କେତେ ଦେଖନ୍ତୁ ଏହି ଭିଡିଓରେ।

The Great Odisha Political Circus-
ଭଜମନ ତୁମେ ତେଲୁଗୁ ଜାଣିଛ...କୋଟିଆରୁ ଜଣକୁ ଡାକ, କଥା ହେବା...

ଭଜମନ ତୁମେ ହରିବୋଲ ପକାଅ। ଠିକ୍‌ ବେଳକୁ ବିଲେଇ ଛିଙ୍କିଲା ଭଳି ହେଉଛ...ପାଟି ଜମା କରନା, କୋଟିଆରୁ ଜଣକୁ ଡାକ...କଥା ହେବା। ଥାଉ ଥାଉ ଆଉ ଅଛି ଯେ...

Bishnu Sethi
ପୁଣି ଗୃହରେ ଉଠିଲା କୋଟିଆ ପ୍ରସଙ୍ଗ, ବିଷ୍ଣୁ ସେଠି କହିଲେ ଆମ ସାହିତ୍ୟ-ସଂସ୍କୃତି ସୁରକ୍ଷିତ ନୁହେଁ

ଗୃହରେ ଉଠିଲା ରାଜ୍ୟ ସୀମା ସୁରକ୍ଷା ପ୍ରସଙ୍ଗ । ବିଧାନସଭାର ଶୂନ୍ୟକାଳରେ ଉଠିଲା ରାଜ୍ୟର ସୀମା ସୁରକ୍ଷା ପ୍ରସଙ୍ଗ ।

Assembly On Kotia
କି ଅଜବ ଉତ୍ତର ! କୋଟିଆରେ ଯୋଜନା ବାଣ୍ଟୁଛି ଆନ୍ଧ୍ର ହେଲେ ଜାଣିନାହାନ୍ତି ସରକାର ?

ରାଜ୍ୟ ସରକାରଙ୍କ ପାଖରେ ଏଭଳି ଘଟଣାର ଦୃଷ୍ଟିଗୋଚର ହୋଇନି । ବିଧାନସଭାରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

Kotia
ପୁଣି ଆନ୍ଧ୍ରର ଚାଲାକି, କୋଟିଆରେ କରୁଛି ମୃତ୍ତିକା ସର୍ବେକ୍ଷଣ !

କୋରାପୁଟ ଜିଲ୍ଲାପରିଷଦ ସଦସ୍ୟ ଟିକାଈ ଗେମେଲ ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ।

After Kotia Andhra Plans To Further Intrude Into Odisha Territory
କୋଟିଆ ପରେ ଓଡ଼ିଶାର ଆହୁରି ଭିତରକୁ ପ୍ରବେଶ କରିବା ପାଇଁ ଆନ୍ଧ୍ରର ପ୍ଲାନ୍‌

୧୩ କିଲୋମିଟର ଓଡ଼ିଶା ଭିତର ଗାଁକୁ ଅକ୍ତିଆର କରିବାକୁ ଆନ୍ଧ୍ର ଯୋଜନା କରୁଥିବା ଜଣାପଡ଼ିଛି।  ଓଡ଼ିଶାର ଲୋକଙ୍କୁ ପ୍ରଭାବିତ କରିବାକୁ ଘର ନିର୍ମାଣ କରୁଛି ଆନ୍ଧ୍ର।

kotia
କୋଟିଆକୁ ନିଜର କରିବାକୁ ଯେମିତି ପଣ କରିଛି ପଡ଼ୋଶୀ ଆନ୍ଧ୍ର

ଓଡ଼ିଶାରେ ପଶି ଆନ୍ଧ୍ରର ନୂଆ ଦାଦାଗିରି । ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ହକ୍ ଜାହିର କରିବାକୁ ପ୍ରୟାସ । କୋଟିଆ ପଞ୍ଚାୟତର ଉପର ସେମ୍ବିର ଅଙ୍ଗନବାଡ଼ି କେନ୍ଦ୍ର କାନ୍ଥରେ ଅଣୁ ଜଳବିଭାଜିକା ପ୍ରକଳ୍ପର ମାନଚିତ୍ର ଆଙ୍କି ବିବରଣୀ ପ୍ରଦାନ କରିଛନ୍ତି ଆନ୍ଧ୍ର ସରକାର । ସେହିପରି ଫଗୁଣସିନେରୀରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । 

kotia
ଓଡ଼ିଶା ହାତରୁ ଖସିଯିବ କି କୋଟିଆ ? କଳ, ବଳ, କୌଶଳ ଲଗାଇ ଦେଲାଣି ଆନ୍ଧ୍ର

କୋଟିଆ ଦଖଲ ଅଭିଯାନ କ୍ରମରେ ଚଳିତ ମାସ ପହିଲାରେ କୋଟିଆର ୨୮ଟି ଗାଁକୁ ନବ ଗଠିତ ମାନ୍ୟମ ଜିଲ୍ଲାର ନକ୍ସାରେ ସାମିଲ କରିଛି ଆନ୍ଧ୍ର ।

KOTIA
ଅମାନିଆ ଆନ୍ଧ୍ର ! ପୁଣି କୋଟିଆରେ ପଶି କଲା ନିର୍ମାଣ କାମ

କିଛି ଦିନର ନୀରବତା ପରେ ପୁଣିଥରେ ଆନ୍ଧ୍ର ସରକାର କୋଟିଆ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିବା ଦେଖିବାକୁ ମିଳିଛି । 

Chief Secretary
ମନେ ପଡ଼ିଲା କୋଟିଆ କଥା, ସ୍ଥିତି ପରଖିଲେ ମୁଖ୍ୟ ସଚିବ ! ଦେଖିବା ଆଗକୁ କ’ଣ ହେଉଛି..

ପୂର୍ବ ଭଳି ସବୁ କିଛି ପ୍ରତିଶ୍ରୁତିରେ ରହିବ ନା ଫଳପ୍ରଦ ହେବ ତାହା ଏବେ ଆଶା ଓ ଆଶଙ୍କାରେ ।

Kotia
ଆନ୍ଧ୍ର କରୁଛି ମାଷ୍ଟର ପ୍ଲାନ୍‌, ଯେନ ତେନ ପ୍ରକାରେ କୋଟିଆ କବ୍‌ଜା କରିବାକୁ ଲାଗିପଡ଼ିଛି

ନୂଆ ୧୩ଟି ଜିଲ୍ଲା ମଧ୍ୟରୁ ମାନ୍ୟମ୍ ଜିଲ୍ଲାରେ କୋଟିଆର ୨୮ଟି ଗାଁ ଓ ୧୨ଟି ପଡ଼ାକୁ ସ୍ଥାନ ଦେଇଛନ୍ତି ଜଗନ୍ ସରକାର । ପୂର୍ବରୁ ୧୩ଟି ଜିଲ୍ଲା ଥିଲା ଆନ୍ଧ୍ରରେ ।

Kotia Row
ଆନ୍ଧ୍ର ମ୍ୟାପ୍‌ରେ କୋଟିଆ: ନୂଆ ଚାଲ୍ ଖେଳିଲା ଆନ୍ଧ୍ରପ୍ରଦେଶ

କୋଟିଆକୁ ନିଜ ଅକ୍ତିଆରରେ ନେବାକୁ ଆନ୍ଧ୍ରପ୍ରଦେଶର ନୂଆ ଚାଲ୍। ା ପୂର୍ବରୁ ଭତ୍ତା, ଯୋଜନା, ନିଜ ଅଧିକାରୀଙ୍କୁ କୋଟିଆ ପଠାଉଥିବା ଆନ୍ଧ୍ର ଏଥର ନୂଆ ଷଡ଼ଯନ୍ତ୍ର ରଚିଛି। ଓଡ଼ିଶା କୋଟିଆର ୨୮ଟି ଗାଁକୁ ନିଜ ମାନଚିତ୍ରରେ ଆନ୍ଧ୍ରପ୍ରଦେଶ ସ୍ଥାନ ଦେଇଛି।

Strawberry Boost To Kotia Residents In Odisha
ବଦଳୁଛି କୋଟିଆର ଚିତ୍ର: ଆଦିବାସୀ ଫଳାଇଲେ ଲାଲ୍ ଟହଟହ ଷ୍ଟ୍ରବେରୀ

ବିବାଦ ବନାମ ବିକାଶ। କୋରାପୁଟର ଯେଉଁ କୋଟିଆ ଅଂଚଳକୁ ନେଇ ବିବାଦ ଦେଖାଦେଇଛି, ସେଇ ମାଟିରେ ଫଳିଲା ଲାଲ୍ ଟହଟହ ଷ୍ଟ୍ରବେରୀ। ଆଦିବାସୀ ମାନଙ୍କୁ ଏହି ଚାଷ କୌଶଳ ଶିଖାଇ ଦିଆଯିବା ପରେ ସେମାନଙ୍କ ଭିତରେ ହସ ଫେରିଛି। ଏ ଚିତ୍ର ଦେଖିଲେ ଆପଣଙ୍କ ମନ ଖୁସି ହୋଇଯିବ।

Special Story
କୋଟିଆର ଦେଶୀ ବିରିୟାନୀ

ଅଜୟଙ୍କ ଦେଶୀ ବିରିୟାନୀର ପ୍ରସ୍ତୁତି ଏମିତି ଯେ, ପଛରେ ପଡିଯିବେ ବଡ଼ ବଡ଼ ପଞ୍ଚତାରକା ହୋଟେଲ...

Voting Begins In Kotia
ଆଜି କୋଟିଆରେ ପଞ୍ଚାୟତ ଭୋଟ୍‌, ଆନ୍ଧ୍ରକୁ ଚେକମେଟ୍ ଦେବାକୁ ଅଣ୍ଟା ଭିଡ଼ିଛନ୍ତି କୋଟିଆବାସୀ

ଆଜି କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆରେ ଭୋଟ୍ ଗ୍ରହଣ ଚାଲିଛି। ପଡ଼ୋଶୀ ଆନ୍ଧ୍ର ପକ୍ଷରୁ ଯେପରି ନିର୍ବାଚନରେ କୌଣସି ବାଧା ସୃଷ୍ଟି ନ ହୁଏ, ସେଥିପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ସଜାଗ ରହିଛି।

panchayat Election
କାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ: କୋଟିଆରେ ପହଞ୍ଚିଲେ ପୋଲିଂ ପାର୍ଟି

ଦ୍ୱିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାର ଭୋଟର୍ ମତଦାନ କରିବେ।

Kotia
କୋଟିଆରେ ଆନ୍ଧ୍ର ପ୍ରୀତି ପାଲଟିଛି ପ୍ରମୁଖ ମୁଦ୍ଦା; ଏଣେ ଭୋଟ୍‌ରଙ୍କୁ ମନାଇବାକୁ ଲାଗିପଡିଛନ୍ତି ପ୍ରାର୍ଥୀ

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ଭିତରେ କୋଟିଆରେ ସରଗରମ ନିର୍ବାଚନୀ ପାଣିପାଗ । କୋଟିଆ କନ୍ଧ ସାହି ହେଉ କି ବଜାର ଘାଟ, ସବୁଠି କାନ୍ଥବାଡ଼ରେ ପ୍ରାର୍ଥୀଙ୍କ ପୋଷ୍ଟର । ଗତବର୍ଷ ଫେବୃଆରୀରେ ଆନ୍ଧ୍ର, କୋଟିଆ ପଞ୍ଚାୟତକୁ ତିନି ଭାଗରେ ବିଭକ୍ତ କରି ପଞ୍ଚାୟତ ନିର୍ବାଚନ କରାଇଥିଲା । ଏଥର ତେଣୁ ଆନ୍ଧ୍ରକୁ ଚେକ୍ ଦେବାକୁ ସବୁ ଦଳ ଅଣ୍ଟା ଭିଡ଼ିଥିଲେ ।

Several Schemes
କୋଟିଆରେ ଥମୁନାହିଁ ଆନ୍ଧ୍ରର ଅନୁପ୍ରବେଶ

ଓଡ଼ିଶା ମାଟିରେ ଆନ୍ଧ୍ରର ରାଜୁତି। ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବି ଆନ୍ଧ୍ର ସରକାର ଅନାୟାସରେ କୋଟିଆର ସୀମାନ୍ତ ଗାଁର ନିରୀହ ଆଦିବାସୀଙ୍କୁ ବିଭିନ୍ନ ସ୍କିମ୍ ଦ୍ୱାରା ପ୍ରଲୋଭିତ କରିବାକୁ ଜାରି ରଖିଛନ୍ତି ନିରନ୍ତର ପ୍ରୟାସ।

Kotia Dispute
ଲୋଭନୀୟ ସ୍କିମ୍‌ ଦେଖାଇ କୋଟିଆବାସୀଙ୍କୁ ବଶ କରୁଛି ଆନ୍ଧ୍ର

କଥା କେବଳ ଏଇଠି ସରୁନି, ତଳଗଂଜେଇପଦରର ଅନେକ ଗାଁରେ ଆନ୍ଧ୍ର ସରକାର ଘର ନମ୍ବରିଂ କରିବା ସହ ଫଳକ ବି ଲଗାଇଛନ୍ତି।

andhra
ନିଜ ଲୋକଙ୍କୁ ପଚାରୁନି, କୋଟିଆ ବାସୀଙ୍କୁ ବିକାଶର ଗୋଲାପୀ ସ୍ୱପ୍ନ ଦେଖାଉଛି ଆନ୍ଧ୍ର

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳକୁ ଲାଗି ରହିଥିବା ୫ରୁ ୬ଟି ଗାଁକୁ ଅବହେଳିତ ଅବସ୍ଥାରେ ଛାଡିଦେଇଛି ‌ଆନ୍ଧ୍ର । ଏହି ଗାଁ ଗୁଡିକରେ ଲୋକେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ବାରମ୍ବାର ଅଭିଯୋଗ, ଦାବି ଓ ଗୁହାରି ପ୍ରଶାସନର କାନ ନ ଭେଦିବାରୁ, ଏବେ ମାଲକାନଗିରି ଜିଲ୍ଲା

andhra
କୋଟିଆରେ ନିର୍ବାଚନକୁ ଭଣ୍ଡୁର କରିବାକୁ ଆନ୍ଧ୍ରର ଚାଲ, ପ୍ରାର୍ଥୀଙ୍କ ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ କରୁଛନ୍ତି ଆନ୍ଧ୍ର ଅଫିସର

ଆନ୍ଧ୍ର ସୀମାନ୍ତ କୋଟିଆ ଅଂଚଳରେ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର । ଡୋର ଟୁ ଡୋର କ୍ୟାମ୍ପେନ୍ କରୁଛନ୍ତି ପ୍ରାର୍ଥୀ । ଲୋକଙ୍କୁ ପ୍ରବର୍ତ୍ତାଇବାକୁ ଚାଲିଛି ଘରକୁ ଘର ବୁଲି ପ୍ରଚାର । ନିର୍ବାଚନ ରଣାଙ୍ଗନରେ ଜିଲ୍ଲା ପରିଷଦ ପଦବୀ ଲାଗି ଓହ୍ଲାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ମମତା ଜାନି

Panchayat Election
କୋଟିଆରେ ପଞ୍ଚାୟତ ନିର୍ବାଚନ ସରଗରମ: ପ୍ରାର୍ଥୀ ତାଲିକା ସଂଗ୍ରହ କରୁଛି ଆନ୍ଧ୍ର

କୋଟିଆରେ କୋରାପୁଟ ଜିଲ୍ଲାପ୍ରଶାସନ ଭୋଟ୍‌ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନମାନୀ ଜାରି ରଖିଛି ଆନ୍ଧ୍ର।