• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "128" result for "କୋଟିଆ" in https://otvkhabar.in

kotia
କୋଟିଆ ପରେ ଏବେ ସୁନାବେଡା ଗାଁ ଉପରେ ଆନ୍ଧ୍ରର ନଜର

ଭୁବନେଶ୍ୱର: କୋଟିଆ ଅଞ୍ଚଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଓଡ଼ିଶା ସୀମାର କୋଟିଆ ପଞ୍ଚାୟତରେ ଥିବା ତଳଗଂଜେଇ ପଦରରେ ଆନ୍ଧ୍ର ପକ୍ଷରୁ ବଡ ବଡ ପୋଖରୀ ଖୋଳି ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଇଛି ତଳଗଂଜେଇ ପଦରରେ ଏକ ବଡ ପୋଖରୀ ଖୋଳୁଥିଲାବେଳେ ଅନ୍ୟ କିଛି ଗାଁରେ ମଧ୍ୟ ପୋଖରୀ ଖୋଳିବା ପାଇଁ ଯୋଜନା କରୁଛି ଆନ୍ଧ୍ର । ଅପରପକ୍ଷରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି, ଆନ୍ଧ୍ର ପକ୍ଷରୁ […]

କୋଟିଆ ଓ କୁନ୍ଦୁଲି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର
କୋଟିଆ ଓ କୁନ୍ଦୁଲି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

କୋରାପୁଟ : ଆନ୍ଧ୍ରର ଲୋଲୁପ ଦୃଷ୍ଟିକୁ ନେଇ ଚର୍ଚ୍ଚାରେ ଥିବା କୋଟିଆ ଗ୍ରାମପୁଞ୍ଜରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୋଟିଆ ଗାଁରେ ପହଞ୍ଚି ଜଗନ୍ନାଥଙ୍କ ଦର୍ଶନ ପରେ ଚାଲି ଚାଲି ଅଞ୍ଚଳବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ସାଧାରଣ ସଭାରେ ଯୋଗ ଦେଇଥିଲେ ଧର୍ମେନ୍ଦ୍ର। ପରେ ଗଣମାଧ୍ୟମକୁ କହିଥିଲେ, କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। ଏହା ଆମର ଥିଲା, ଅଛି ଓ ରହିବ। ଦଳମତ ନିର୍ବିଶେଷରେ ଓଡ଼ିଶା ଏ ପ୍ରସଙ୍ଗରେ ଏକ ଅଛି ବୋଲି କହିଥିଲେ […]

କୋଟିଆରେ ଆନ୍ଧ୍ର ପୋଲିସର ଜନସଂପର୍କ ଶିବିର
କୋଟିଆରେ ଆନ୍ଧ୍ର ପୋଲିସର ଜନସଂପର୍କ ଶିବିର

ଜୟପୁର : କୋରାପୁଟ କୋଟିଆ ଗ୍ରାମପୁଞ୍ଜରେ ପୁଣି ଆନ୍ଧ୍ରର ଅନୁପ୍ରବେଶ। ଓଡ଼ିଶା ସରକାରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି କୋଟିଆ ପଞ୍ଚାୟତବାସୀଙ୍କ ସହ ସଂପର୍କ ନିବିଡ଼ ପ୍ରୟାସରେ ଆନ୍ଧ୍ର ସରକାର ଏହି କ୍ରମରେ ନେରେଡି ବାଲସା ଠାରେ ଆନ୍ଧ୍ର ପୋଲିସ ପକ୍ଷରୁ ଏକ ବିରାଟ ଜନସଂପର୍କ ଶିବିରର ଆୟୋଜନ କରାଯାଇଥିଲା। ବିଜୟନଗର ଏଏସ୍‌ପି ଦୀପକ ପଟେଲ ଏହି ଜନସଂପର୍କ ଶିବିରକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିର ସହ ଭଲିବଲ ମ୍ୟାଚ୍‌ର ମଧ୍ୟ ଆୟୋଜନ କରାଯାଇଥିଲା। […]