Advertisment

କୋଟିଆରେ ଥମୁନାହିଁ ଆନ୍ଧ୍ରର ଅନୁପ୍ରବେଶ

ଓଡ଼ିଶା ମାଟିରେ ଆନ୍ଧ୍ରର ରାଜୁତି। ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବି ଆନ୍ଧ୍ର ସରକାର ଅନାୟାସରେ କୋଟିଆର ସୀମାନ୍ତ ଗାଁର ନିରୀହ ଆଦିବାସୀଙ୍କୁ ବିଭିନ୍ନ ସ୍କିମ୍ ଦ୍ୱାରା ପ୍ରଲୋଭିତ କରିବାକୁ ଜାରି ରଖିଛନ୍ତି ନିରନ୍ତର ପ୍ରୟାସ।

author-image
Otv Khabar Bureau

ଓଡ଼ିଶା ମାଟିରେ ଆନ୍ଧ୍ରର ରାଜୁତି। ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବି ଆନ୍ଧ୍ର ସରକାର ଅନାୟାସରେ କୋଟିଆର ସୀମାନ୍ତ ଗାଁର ନିରୀହ ଆଦିବାସୀଙ୍କୁ ବିଭିନ୍ନ ସ୍କିମ୍ ଦ୍ୱାରା ପ୍ରଲୋଭିତ କରିବାକୁ ଜାରି ରଖିଛନ୍ତି ନିରନ୍ତର ପ୍ରୟାସ।

Advertisment
Kotia Several Schemes
Advertisment
Advertisment