• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Talcher

turkey earthquake triggers panic in talcher
ତୁର୍କୀରେ ଛାତିଥରା ଭୂମିକଂପ, ହେଲେ ତାଳଚେରରେ ଛନକା

ସାମାନ୍ୟ ଝଟ୍‌କାରେ ସହର ଧୂଳିସାତ୍ ହେବା ଆଶଙ୍କା

Electricity
ତାଳଚେରରୁ ଉତ୍ପାଦନ କିନ୍ତୁ ଓଡ଼ିଶାରେ ମହଙ୍ଗା, ନିଜ ଲୋକଙ୍କୁ ଏମିତି ଶୋଷୁଛି ବିଦ୍ୟୁତ ବିଭାଗ !

ୟୁନିଟ୍ ପିଛା ୩୦ପଇସା ଶସ୍ତାରେ ବିଜୁଳି କିଣୁଛି ତାମିଲନାଡୁ । ଓଇଆରସିର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ।

Strike of Sweepers
ନେତା ଓ ପ୍ରଶାସକଙ୍କ ମଧ୍ୟରେ ବିବାଦ ! ଅଳିଆ ଉଠାଇଲେନି ସଫେଇ କର୍ମଚାରୀ

ନେତା ଓ ପ୍ରଶାସକଙ୍କ ମଧ୍ୟରେ ତିକ୍ତତା। ଅଳିଆ ଆବର୍ଜନାରେ ଫୁଲ୍ ହେଲା ତାଳଚେର ସହର...ସଫେଇ କର୍ମଚାରୀଙ୍କ ସାଙ୍ଘାତିକ ଅଭିଯୋଗ। କହିଲେ, ଦୁଇ ବେଳା କାମ କରୁଛୁ ଗୋଟିଏ ବେଳାର ଦରମା ପାଉଛୁ। ପୂଜା ଗଲା ହେଲେ ବୋନସ ମିଳିଲାନି..

pollution
ତାଳଚେରକୁ ଦୁଃଖ ଦେଉଛି କୋଇଲା : ରାସ୍ତାଘାଟ, ଘରଦ୍ୱାର,ଗଛ,ଜଳସ୍ତର ଉପରେ ଧୂଳିର ଆସ୍ତରଣ

ତାଳଚେରରେ ଗଢ଼ି ଉଠିଛି ବହୁ ଶିଳ୍ପାନୁଷ୍ଠାନ। ଏଥି ପାଇଁ ଦିନରାତି ପରିବହନ ହେଉଛି କୋଇଲା। ହେଲେ ନିୟମକୁ ଫୁ କରି ଟ୍ରକ ଓ ରେଳ ୱାଗନଗୁଡିକରେ ବିନା ପାଲରେ କୋଇଲା ପରିବହନ ହେଉଥିବାରୁ ଅକଥନୀୟ ସମସ୍ୟା ଭୋଗୁଛନ୍ତି ତାଳଚେରବାସୀ...

Angul & Talcher
ଓଃ କି ପ୍ରଦୂଷଣ,ବିଷ ବଳୟରେ ଅନୁଗୋଳ ଓ ତାଳଚେର ସହର

ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ପ୍ରଦୂଷିତ ସହର ତାଲିକା ମଧ୍ୟରେ ରହିଛି ତାଳଚେର ଓ ଅନୁଗୋଳ ସହର । ପ୍ରଦୂଷଣରେ ଅଣିନିଶ୍ଵାସୀ ଜନସାଧାରଣ । ଜଳ,ବାୟୁ,ମୃତ୍ତିକା ସବୁକିଛି ପ୍ରଦୂଷିତ । ଅର୍ଥନୈତିକ ଅଭିବୃଦ୍ଧି ଆଳରେ ତାଳଚେର ସହ ଅନୁଗୋଳରେ ଗଢ଼ି ଉଠିଛି ବହୁ ଶିଳ୍ପାନୁଷ୍ଠାନ, ଏହା ସହ ରହିଛି ଅନେକ ଖଣି ଖାଦାନ ।

Stuck In Ukraine
ଯୁଦ୍ଧଗ୍ରସ୍ତ ଦେଶରେ ଫସିଛନ୍ତି ତାଳଚେରର ଶ୍ରିତାଂଶୁ : ଛାତିକୁ ପଥର କରିଛି ମା’, ହେଲେ ବାପା ଆଖିରେ ପୁଅ ପାଇଁ ଲୁହ

ତାଳଚେର ସାଉଥ ବଲଣ୍ଡାରେ ରହୁଥିବା MCL କର୍ମଚାରୀ ଶିଶିର କୁମାର ଦାସ ଓ ତାଙ୍କ ପତ୍ନୀ ନମିତା ଦାସଙ୍କ ପୁଅ ଶ୍ରିତାଂଶୁ । ୟୁକ୍ରେନର ଭିନିତସିୟା ସହରରେ ଥିବା National Pirogov memorial medical Universityରେ ସେ ଡାକ୍ତରୀ ପାଠ ପଢ଼ନ୍ତି