• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 09 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

''ହେ ମହାବାହୁ.... ଏଭଳି ଅପକର୍ମ ପାଇଁ କ୍ଷମା କରିଦିଅ...''

ସୋସିଆଲ୍ ମିଡିଆରେ ଦୃଶ୍ୟ ଭାଇରାଲ୍ ପରେ ଜଳେଶ୍ୱରର ଟେଣ୍ଟ ହାଉସ ମାଲିକ ଗୌତମ ପ୍ରଧାନ, ତାଙ୍କ କର୍ମଚାରୀଙ୍କୁ ସାଙ୍ଗରେ ଧରି ସିଧା ପହଞ୍ଚିଥିଲେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ। More
  • Chandan Shishu
  • 2 years ago

ରାଜ୍ୟରେ ବାଟବଣା କି ଇ-ସେବା ? ତିନି ତିନି ଥର ଆବେଦନ କଲେ ବି ମିଳୁନି ପ୍ରମାଣପତ୍ର

କେଉଁଠି ସୁବିଧାକେନ୍ଦ୍ର ବନ୍ଦ ତ କେଉଁଠି ନାହିଁ ଇଣ୍ଟରନେଟ୍ More
  • Manoranjan Behera
  • 2 years ago

ବାପାମାଆ ଯାଇଥିଲେ ଦାଦନ ଖଟି, ପୁଅ ପାଇଲା ଗୋଲ୍ଡ ମେଡାଲ୍

ବାପା ଦାଦନ ଖଟୁଥିବା ବେଳେ ପୁଅ ଯେତେବେଳେ ଗୋଲ୍ଡ ମେଡାଲ ପାଇ ଘରକୁ ଫେରିବ, ତେବେ କେତେ ଖୁସି ନ ହେବେ ପିତାମାତା । More
  • Manoranjan Behera
  • 2 years ago

୧୦ ଦିନର ଛୁଆକୁ ଧରି ଡିସିପି ଅଫିସ୍‌ ଆଗରେ ଆଲବମ୍‌ ଅଭିନେତ୍ରୀ

ନ୍ୟାୟ ପାଇଁ ଦଶ ଦିନର ଛୁଆକୁ ଧରି ଭୁବନେଶ୍ୱର ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଲବମ ଅଭିନେତ୍ରୀ ଶ୍ୱେତା। More
  • Manoranjan Behera
  • 2 years ago

ମିଶନ ୨୪ ଲାଗି ବିଜେପିର ପାଗଭିଡ଼ା

ମିଶନ ୨୪କୁ ନେଇ ଚଳଚଞ୍ଚଳ ବିଜେପି ଶିବିର । ରାଜ୍ୟକୁ ଛୁଟିଛି କେନ୍ଦ୍ରୀୟ ନେତାଙ୍କ ସୁଅ । ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରଭାରୀ ସୁନିଲ୍ ବଂଶଲଙ୍କ ପରେ ଓଡ଼ିଶା ଗସ୍ତରେ ୭ କେନ୍ଦ୍ର ମନ୍ତ୍ରୀ । More
  • Manoranjan Behera
  • 2 years ago

ଜୀବନକୁ ଏତେ ଘୃଣା କାହିଁକି ?

ବ୍ୟବସ୍ଥା ଆଗରେ ବୋଝ ହୋଇଯାଉଛି କି ଜୀବନ ? ମୃତ୍ୟୁ ଅପେକ୍ଷା ମହଙ୍ଗା ହୋଇଯାଉଛି କି ଜୀବନ ଧାରଣ ? More
  • Chandan Shishu
  • 2 years ago

ବାଲି କଢ଼ାଗଲେ ସୁରକ୍ଷିତ ରହିବ ତ ବ୍ଲାକ୍‌ ପାଗୋଡ଼ା?

ମାସେ କି ଦୁଇ ମାସ ନୁହେଁ, ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲିକଢ଼ା ସଂପୂର୍ଣ୍ଣ କରିବାକୁ ୩ ବର୍ଷର ଲମ୍ବା ଟାର୍ଗେଟ୍ ରଖିଛି ଏଏସ୍ଆଇ। More
  • Manoranjan Behera
  • 2 years ago

ଦିନ ମଜୁରିଆରୁ ସଫଳ ଚାଷୀ..ଦିନେ ରୋଜଗାର କରୁଥିଲେ ୫୦ଟଙ୍କା..ଆଜି ୫୦ ଲକ୍ଷ ଫାର୍ମ ହାଉସ୍‌ର ମାଲିକ

ଦିନେ ୫୦ ଟଙ୍କା ପାଇଁ ପର ଦୁଆରେ ମୂଲ ଲାଗୁଥିଲେ ସହଦେବ। ଆଉ ଆଜି ପରିଶ୍ରମ କରି ୫୦ ଲକ୍ଷ ଟଙ୍କା ଫାର୍ମ ହାଉସ୍‌ର ମାଲିକ। ହେକ୍ଟର ହେକ୍ଟର ଜମିରେ ମୁକ୍ତାଠୁ ମାଛ..ଶାଗୁଆନଠୁ ପରିବା ଚାଷ ଯାଏଁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା.. More
  • Manoranjan Behera
  • 2 years ago

କୋର୍ଟର ସମୟ ନଷ୍ଟ କରିବାରୁ ଫାଇନ୍‌ ଗଣିବେ ବର୍ଷା-ଅନୁଭବ

ଫ୍ୟାମିଲି କୋର୍ଟରେ ୫ ହଜାର ଲେଖାଏଁ ଫାଇନ୍‌ ଗଣିବେ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା । More
  • Rajalaxmi Sahoo
  • 2 years ago

୧୪ ଜିଲ୍ଲାରେ ପ୍ରବଳ ବର୍ଷିବ ! ୟେଲୋ ଓ୍ୱାର୍ଣ୍ଣିଂ ଜାରି

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ୧୦ ତାରିଖରେ ୧୧ ଜିଲ୍ଲା ଓ ୧୧ ତାରିଖରେ ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।  More
  • Rajalaxmi Sahoo
  • 2 years ago

କାନ ଧରି ଭୁଲ୍‌ ମାଗିଲେ, ଗୋଟିଏ ଦିନ ନିର୍ଜଳା ଉପବାସ କଲେ...

ପିକ୍ଅପ୍ ଭ୍ୟାନ୍‌ରେ ଗଦା ହୋଇଥିବା ବାଉଁଶ, କାଠ ଓ କପଡ଼ା ଉପରେ ଅଳିଆ ବୋହିଲା ଭଳି ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ଲଦି ନିଆ ଯାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। More
  • Manoranjan Behera
  • 2 years ago

'ଆନ୍ଧ୍ର ସିଜ୍‌ କରୁଛି, ଓଡ଼ିଶା ଜଳକା ହୋଇ ଚାହିଁଛି'

ସଫା ହୋଇଗଲାଣି ରକ୍ତ ଚନ୍ଦନ ଜଙ୍ଗଲ। ନାଭିରେ ଯଡା ତେଲ ମାରି ଶୋଇଛି ଓଡ଼ିଶା ପୋଲିସ ଓ ବନବିଭାଗ। ସେପଟେ ଜଙ୍ଗଲ ଦସ୍ୟୁଙ୍କୁ ଧରି କାଠ ସିଜ୍‌ କରି କୋଟି କୋଟି ଟଙ୍କାର ରାଜସ୍ୱ ପାଉଛି ଆନ୍ଧ୍ର..ଆଉ ଜଳକା ହୋଇ ଚାହିଁ ରହିଛି ଓଡ଼ିଶା More
  • Satyendu Shekher Mishra
  • 2 years ago

ସାବାସ୍ ! ବାପାଙ୍କ ସ୍ୱପ୍ନ ସାକାର କଲା ଝିଅ, ଝାଳବୁହା ପରିଶ୍ରମର ରଖିଲା ମୂଲ୍ୟ

ଇଶ୍ରିତା ପଣ୍ଡା । ଘର ଗଜପତିର ଅଡ଼ବା ଗାଁରେ । ପିଲାଟି ଦିନରୁ ପାଠ ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା । More
  • Rajalaxmi Sahoo
  • 2 years ago

ପ୍ରେମିକ କଥାରେ ପଡ଼ି ବିଷ ପିଇଲେ ଯୁବତୀ ! ଘର ଲୋକଙ୍କୁ ଧମକାଇବା ପାଇଁ କହିଥିଲା ପ୍ରେମିକ....

ପ୍ରେମର ସ୍ୱୀକୃତି ପାଇଁ ଜଣେ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବିଷ ପିଇ ଘର ଲୋକଙ୍କୁ ଡରାଇବାକୁ ଉଦ୍ୟମ କରି ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।  More
  • Satyendu Shekher Mishra
  • 2 years ago

ବିନାଶ କାଳେ ବିପରିତ ବୁଦ୍ଧି, ମହାପ୍ରଭୁଙ୍କର ଏ କି ଅବସ୍ଥା..?

କେହି କେହି ଉକ୍ତ ଗାଡ଼ି ଡ୍ରାଇଭର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ କହିଛନ୍ତି । କାରଣ ଏହା ଧର୍ମିୟ ଭାବନାକୁ ଆଘାତ ପହଞ୍ଚାଇଛି । More
  • Satyendu Shekher Mishra
  • 2 years ago

ମେଡିକାଲରେ ଡାକ୍ତର କରୁଛନ୍ତି ନର୍ସଙ୍କ କାମ ! ହେଲେ କାହିଁକି.. ?

ଡାକ୍ତରଖାନାରେ ଷ୍ଟାଫ ନର୍ସ କେହି ନଥିବାରୁ ଡାକ୍ତରମାନେ ନିଜେ ନର୍ସଙ୍କ କାମ କରିବାକୁ ବାଧ୍ୟ ହେଉଛନ୍ତି । More
  • Satyendu Shekher Mishra
  • 2 years ago

MKCG ଛାତରୁ ପୁଣି ଖସିଲା ସିଲିଂ

କେହି ରୋଗୀ କିମ୍ବା ତାଙ୍କ ସଂପର୍କୀୟ ଆହତ ହୋଇ ନଥିବା ସୂଚନା ମିଳିଛି ।​​​​​​​ More
  • Satyendu Shekher Mishra
  • 2 years ago

ମଜଭୁତ ହେବ ସଂଗଠନ ! ଜଣେ କି ଦୁଇ ଜଣ ନୁହେଁ, ଏକାଥରେ ୫ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ

କେନ୍ଦ୍ରାପଡ଼ାରେ ରହିଛି ନିଶିଥ ପାରମାଣିକ ଓ ଯାଜପୁରରେ ରହିଛି ଅର୍ଜୁନ ମୁଣ୍ଡାଙ୍କ କାର୍ଯ୍ୟକ୍ରମ । ଅର୍ଜୁନ ମୁଣ୍ଡା ଯାଜପୁର ଯାଇ ଦଳୀୟ ପଦାଧିକାରୀଙ୍କ ସହିତ ଆଲୋଚନା କରିବେ । More
  • Rajalaxmi Sahoo
  • 2 years ago

‘ଶିରିଡି ଯାଇଥାନ୍ତା ବାବାଙ୍କ ଦର୍ଶନ ପାଇଁ, ହେଲେ ଠକ ମୋର ଚିତା କାଟିଦେଲା’

ଶିରିଡିରେ ରୁମ୍‌ ବୁକ କରିବା ନାଁରେ ଶ୍ରଦ୍ଧାଳୁ ଜଣକ ୨୪ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସାଇବର ଥାନାରେ ସେ ଅଭିଯୋଗ କରିବା ସହ ଖୋଳତାଡ଼ କରିବାକୁ ଅନୁରୋଧ କରିଛନ୍ତି। More
  • Satyendu Shekher Mishra
  • 2 years ago

ପ୍ରସ୍ତୁତି ଶେଷ, ଆଜିଠୁ ଗର୍ଭ ଗୃହରୁ ବାଲି ବାହାର କରିବ ASI

ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍‌ଆଇ ଆରମ୍ଭ କରିଛି ବାଲି ନିଷ୍କାସନ ପ୍ରକ୍ରିୟା । ବାଲି ବାହାର କରିବାକୁ ଘରୋଇ ସଂସ୍ଥା ନିର୍ମାଣ କରିବ ମେକାନିକାଲ ଓ୍ୱାର୍କିଂ ପ୍ଲାଟଫର୍ମ । More
  • Rajalaxmi Sahoo
  • 2 years ago

ପଥର ତଳେ ଶିଳ୍ପୀଙ୍କ ଭାଗ୍ୟ: ମିଳୁନି ପଥର, ହାତ ବାନ୍ଧି ବସିଛନ୍ତି କାରିଗର

ପଥର ଅଭାବରୁ କାମ ନପାଇ କାରିଗରମାନେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଖଣି ଖାଦାନ ଉପରେ ସରକାରୀ କଟକଣା ଲାଗିବା ପରେ ଏଭଳି ସ୍ଥିତି ଉପୁଜିଛି।  More
  • Satyendu Shekher Mishra
  • 2 years ago

ଗଣେଶ ଭସାଣିରେ ପୋଲିସ-ଜନତା ଖଣ୍ଡ ଯୁଦ୍ଧ

ଯୁବକ ମାନେ ଥାନା ପରିସରରେ ପଶି ହୋହଲ୍ଲା କରିଥିଲେ । More
  • Rajalaxmi Sahoo
  • 2 years ago

ରାସ୍ତାରେ ଅଟକାଇ ‘ମୋ ବସ୍‌’କୁ ପିଟି ଭାଙ୍ଗି ଦେଲେ

କେହି କିଛି ବୁଝିବା ଆଗରୁ ଯୁବକ ଜଣକ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ହଠାତ୍‌ ଡ୍ରାଇଭର ବସିଥିବା ସିଟ୍‌ର କାଚ ଡୋର୍‌କୁ ଏକ ଲୁହା ରଡ୍‌ରେ ବାଡ଼େଇ ଭାଙ୍ଗିଥିଲେ। More
  • Rajalaxmi Sahoo
  • 2 years ago

ପାଣିପାଗ ବିଭାଗର ଓ୍ୱାର୍ଣ୍ଣିଂ- ୧୦,୧୧ରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ !

ଆଜି କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ୧୦ ତାରିଖରେ ୧୧ ଜିଲ୍ଲା ଓ ୧୧ ତାରିଖରେ ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।  More
  • Satyendu Shekher Mishra
  • 2 years ago

ଦୁଷ୍କର୍ମ ଘଟଣାକୁ ନେଇ ସରଗରମ ପାରାଦୀପ ରାଜନୀତି, ବାପି ସର୍ଖେଲ୍‌ଙ୍କୁ କାଠଗଡ଼ାକୁ ଟାଣିଲା ବିଜେପି

ବିଜେପି ଯୁବମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି । More
  • Satyendu Shekher Mishra
  • 2 years ago

ପୁଣି ମାର୍କେଟ ବିଲ୍ଡିଂରେ ନିଆଁ

ମାର୍କେଟ ବିଲ୍ଡିଂର ଗୋଟିଏ ଦୋକାନରେ ନିଆଁ ଲାଗିଥିବା ସୂଚନା । ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୪ଟି ଦମକଳ ଗାଡ଼ି । More
  • Chandan Shishu
  • 2 years ago

ବନ୍ୟାରେ କେତେ ହୋଇଛି କ୍ଷୟକ୍ଷତି ?  ସଠିକ୍ ଭାବେ ହୋଇଛି ତ ଆକଳନ ?

କ୍ଷୟକ୍ଷତି ଭରଣା ଲାଗି ରାଜ୍ୟ ସରକାର ୧୨୮ କୋଟି ଟଙ୍କା ସହୟତା ରାଶି ମଂଜୁର କରାଯାଇଛି। ତେବେ ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ଆପତ୍ତି ଉଠାଇଛନ୍ତି ବିରୋଧୀ।  More
  • Chandan Shishu
  • 2 years ago

ଆଉ ନାହାନ୍ତି ବ୍ରିଟେନ୍ ରାଣୀ ଏଲିଜାବେଥ୍

ଉଭୟ ବିଦାୟୀ ଏବଂ ନୂତନ ପ୍ରଧାନମନ୍ତ୍ରୀ ସ୍କଟଲ୍ୟାଣ୍ଡ ଯାଇ ମହାରାଣୀଙ୍କୁ ଭେଟିଥିଲେ।  More
  • Manoranjan Behera
  • 2 years ago

ମନ୍ଦିର ଯାଇପାରୁନାହାନ୍ତି କି ? ଖୁବ୍‌ଶୀଘ୍ର ଘରେ ବସି ଦିଅଁ ଦର୍ଶନ ସହ ଅନ୍‌ଲାଇନ୍‌ରେ ଲଗାଇପାରିବେ ଭୋଗ

ଅନ୍‌ଲାଇନ୍‌ରେ ମିଳିବ ଦେବାଳୟର ଦର୍ଶନ । ଏଣିକି ନୀତିକାନ୍ତି ସହ ପୂଜା ଅର୍ଚ୍ଚନା କରିହେବ । ପ୍ରସାଦ ସେବନ ବ୍ୟବସ୍ଥା ବି ଉପଲବ୍ଧ ହେବ । More
  • Chandan Shishu
  • 2 years ago

ଟୁଇନ ସିଟିକୁ ପଶି ଆସିଛି କି ବିପୁଳ ଡୁପ୍ଲିକେଟ୍ ମେଡ଼ିସନ୍ ?

ବଜାରରେ ବୁଲୁଛି କି ବ୍ଲଡ୍ ପ୍ରେସର ନିଦାନର ପୁଳା ପୁଳା ଡ୍ୟୁପ୍ଲିକେଟ୍ ମେଡିସିନ୍ ଦାମୀ କମ୍ପାନୀ ବ୍ରାଣ୍ଡ୍‌ରେ ଖଳ ବ୍ୟବସାୟୀ ଖେଳାଇଛନ୍ତି କି ନକଲି ଔଷଧର ବଡ଼ ସିଣ୍ଡିକେଟ୍? More
  • Satyendu Shekher Mishra
  • 2 years ago

ବାଲି ମୁକ୍ତ ହେବ ବିଶ୍ୱ ଐତିହ୍ୟ ବ୍ଲାକ୍ ପାଗୋଡ଼ା, ୧୧୯ ବର୍ଷ ପରେ ବାଲି କାଢ଼ିବ ASI

ଘରୋଇ ସଂସ୍ଥାକୁ ବୈଷୟିକ ସହାୟତା ଦାୟିତ୍ୱ । ଭୂମିପୂଜା ସହ ବାଲି ନିଷ୍କାସନ ପ୍ରକ୍ରିୟା ଆରମ୍ଭ । ଆସନ୍ତା ୩ ବର୍ଷ ମଧ୍ୟରେ କାମ ସାରିବା ଲକ୍ଷ୍ୟ । More