• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 04 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ଗୁଲଜାର ହେବେ କି ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ?

ଆସନ୍ତାକାଲି ସାଢେ ୧୨ଟାରେ କୋର୍ଟ ଏହି ମାମଲାର ପୁଣି ଥରେ ବିଚାର କରିବେ। More
  • Satyendu Shekher Mishra
  • 2 years ago

ପଦ୍ମଶ୍ରୀ ଡି ପ୍ରକାଶ ରାଓ, ଚା’ ବିକି ଚଲାଥିଲେ ସ୍କୁଲ ! ଏବେ ଅଷ୍ଟ୍ରେଲିଆରୁ ଝିଅ ଆସି ଚଳାଇବ

କଟକର ବସ୍ତିରେ ରହୁଥିବା ଗରିବ ପରିବାରର ପିଲାଙ୍କୁ ମାଗଣାରେ ଶିକ୍ଷାଦାନ ନେଇ ପ୍ରକାଶ ରାଓ ଯେଉଁ ନିଆରା ପ୍ରୟାସ କରିଥିଲେ, ତାକୁ ପୂରଣ କରିବା ଏବେ ଭାନୁପ୍ରିୟାଙ୍କ ଲକ୍ଷ୍ୟ । More
  • Satyendu Shekher Mishra
  • 2 years ago

ଆନ୍ଧ୍ର କରୁଛି ମାଷ୍ଟର ପ୍ଲାନ୍‌, ଯେନ ତେନ ପ୍ରକାରେ କୋଟିଆ କବ୍‌ଜା କରିବାକୁ ଲାଗିପଡ଼ିଛି

ନୂଆ ୧୩ଟି ଜିଲ୍ଲା ମଧ୍ୟରୁ ମାନ୍ୟମ୍ ଜିଲ୍ଲାରେ କୋଟିଆର ୨୮ଟି ଗାଁ ଓ ୧୨ଟି ପଡ଼ାକୁ ସ୍ଥାନ ଦେଇଛନ୍ତି ଜଗନ୍ ସରକାର । ପୂର୍ବରୁ ୧୩ଟି ଜିଲ୍ଲା ଥିଲା ଆନ୍ଧ୍ରରେ । More
  • Satyendu Shekher Mishra
  • 2 years ago

ତେଲ ଦର ଆହୁରି ବଢ଼ିବ, ୧୫୦୦ରୁ ୧୬୦୦ ଟଙ୍କା ବଢ଼ିଲାଣି ସାଧାରଣ ଘର ଖର୍ଚ୍ଚ !

ତେଲଦରରେ ଲାଗୁନି ବ୍ରେକ୍, ଲଗାତର ବଢ଼ିଚାଲିଛି । ଖାଲି ଭୁବନେଶ୍ୱର ନୁହେଁ, ପୁରୀରେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୨୫ ପଇସାରେ କିଣିବାକୁ ପଡ଼ୁଥିବା ବେଳେ ମାଲକାନଗିରିରେ ୧୧୬ ଟଙ୍କା ପାର୍ କଲାଣି ଦର । More
  • Chandan Shishu
  • 2 years ago

ରାତିରେ ଜଣେ କେହି ସେଠାରେ ଲୁଚିକି ରହି ଏଭଳି କରିଛି: ମୁଖ୍ୟ ସଚିବ

ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ୩ ଦିନ ଆଗରୁ ରୋଷ ଘରେ ବିଭ୍ରାଟ କଥା ଜାଣିଥିଲେ।  More
  • Satyendu Shekher Mishra
  • 2 years ago

ପୌର-ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଛକାପଞ୍ଝା, କଂଗ୍ରେସ-ସ୍ୱାଧୀନ ଉପରେ ନଜର

୨୧ କାଉନସିଲରଙ୍କ ମଧ୍ୟରୁ ଏଠି କଂଗ୍ରେସର ୭, ବିଜେପିର ୨ ଓ ସ୍ୱାଧୀନ ୩ଟିରେ ଜିତିଥିବା ବେଳେ ବିଜେଡି ପାଖେ ରହିଛି ୯ଟି ସିଟ୍ । ଅର୍ଥାତ୍ କାହା ପାଖେ ନାହିଁ ବହୁମତ । More
  • Satyendu Shekher Mishra
  • 2 years ago

ମାନସ ସ୍ୱାଇଁ ହତ୍ୟା ମାମଲାରେ ନୂଆ ମୋଡ଼ ! ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ, CBI ତଦନ୍ତ ଦାବି

କ୍ରାଇମବ୍ରାଞ୍ଚ ପ୍ରଥମେ ଅଭିଯୁକ୍ତ ଶର୍ମିଷ୍ଠାକୁ ୫ ଦିନ ରିମାଣ୍ଡ ଆଣି ତଦନ୍ତ ଚଳାଇଥିବା ବେଳେ ପୁଣି ଦ୍ୱିତୀୟ ଥର ପାଇଁ ୩ ଦିନ ରିମାଣ୍ଡରେ ନେଇଛି । More
  • Otv Khabar Bureau
  • 2 years ago

ମୁମ୍ବାଇ ଇଣ୍ତିଆନ୍ସ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବେ ପାଟ୍ କମିନ୍ସ !

କେକେଆର୍‌ର ପରବର୍ତ୍ତୀ ମ୍ୟାଚ୍ ୬ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରହିଛି । ଏଭଳି ପରିସ୍ଥିତିରେ କମିନ୍ସ ଏହି ମ୍ୟାଚ୍‌ରେ ଖେଳିବେ ବୋଲି ଆଶା କରାଯାଉଛି । ତେବେ କମିନ୍ସଙ୍କ ପ୍ରତ୍ୟାବର୍ତ୍ତନ ମୁମ୍ବାଇ ଇଣ୍ତିଆନ୍ସ ଟିମ୍‌ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । More
  • Pramod Behera
  • 2 years ago

ଓଡ଼ିଶା ମିରର୍ ପକ୍ଷରୁ ରାଜ୍ୟସ୍ତରୀୟ ଉତ୍କଳ ଦିବସ ସମାରୋହ

"ଓଡ଼ିଶା ମିରର୍" ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ "ଉତ୍କଳ ଦିବସ ସମାରୋହ-୨୦୨୨ ଏବଂ ଉତ୍କଳ ଉତ୍କର୍ଷ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡ. ହୁସେନ ରବି ଗାନ୍ଧୀ ଯୋଗଦେଇ "ଓଡିଶାର ନବ ନିର୍ମାଣ ଓ ଓଡ଼ିଶା ଦିବସ" ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। More
  • Satyendu Shekher Mishra
  • 2 years ago

ଦୁର୍ଘଟଣା ରୋକିବାକୁ ପ୍ରଶିକ୍ଷଣ ଜରୁରୀ

ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତା ବଢ଼ାଇଥିବା ବେଳେ ଦୁର୍ଘଟଣା ହ୍ରାସ କରିବା ଜରୁରୀ ହୋଇ ପଡିଛି । ପରିବହନ ଓ ପୋଲିସ ବିଭାଗ କର୍ମଚାରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ, ପରିବହନ ବିଭାଗ ପ୍ରମୁଖ ସଚିବ, ପୋଲିସ ଡିଜି ପ୍ରମୁଖ ଯୋଗ ଦେଇଥିଲେ । More
  • Satyendu Shekher Mishra
  • 2 years ago

ବାଣୀବିହାର କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ହୋ-ହଲ୍ଲା, ମୁଖ୍ୟଫାଟକ ବନ୍ଦ କରି ଦେଲେ ଧାରଣା

ଚଣ୍ଡିଖୋଲ ସ୍ଥିତ ଦ୍ୱିତୀୟ କ୍ୟାମ୍ପସରେ ଗଲା ୨ ବର୍ଷ ହେବ ବିଏସସି ନର୍ସିଂ କୋର୍ସ ଆରମ୍ଭ ହୋଇଛି । ଯାହାର ପରିଚାଳନା ଦାୟିତ୍ୱ ନେଇଛି ଶ୍ରୁଶୃତମ ଚାରିଟେବଲ୍ ଟ୍ରଷ୍ଟ । More
  • Satyendu Shekher Mishra
  • 2 years ago

ପୁଣି ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ୍‌, ପ୍ରମାଣ ସହ କହିଲେ ‘ASI କହିଛି କାମ ବନ୍ଦ କର’

ସରକାରଙ୍କ ପକ୍ଷରୁ ହେଉଥିବା ଏହି ନିର୍ମାଣ କାର୍ଯ୍ୟ ବେଆଇନ୍ ବୋଲି ସେ ବାରମ୍ବାର କହୁଛନ୍ତି । ଏହାସହ ସହ ପ୍ରମାଣ ମଧ୍ୟ ରଖୁଛନ୍ତି । More
  • Satyendu Shekher Mishra
  • 2 years ago

ତେଜିଲାଣି ବିବାଦ ! ଶ୍ରୀମନ୍ଦିର ରୋଷ ଘର ଚୂଲା ଭଙ୍ଗା ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର

‘ଶ୍ରୀମନ୍ଦିର ସହ ମହାପ୍ରଭୁଙ୍କ ମହାପ୍ରସାଦର ରହିଛି ଅନନ୍ୟ ସମ୍ପର୍କ । ରୋଷଘରର ଅବଢ଼ା ପ୍ରସ୍ତୁତ ହେଉଥିବା ଚୂଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖଦାୟକ । More
  • Satyendu Shekher Mishra
  • 2 years ago

ଶ୍ରୀମନ୍ଦିର ରୋଷ ଘର ଚୂଲା ଭାଙ୍ଗିବା ଘଟଣା, କଳାପାହାଡ଼ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବୈଜୟନ୍ତ

ରବିବାରଠାରୁ ସାରା ରାଜ୍ୟରେ ହଟଚମଟ ଚାଲିଥିବା ବେଳେ ଏବେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ସ୍ୱର ଉଠାଇଛନ୍ତି । More
  • Rajalaxmi Sahoo
  • 2 years ago

ଅପରାଧୀଙ୍କୁ ବୁଲ୍‌ଡୋଜର ଭୟ: ହାତରେ ପୋଷ୍ଟର ଧରି କହିଲେ-‘ପୋଲିସ୍‌ ଆମକୁ ଏନ୍‌କାଉଣ୍ଟର କରିଦେବ, ଆମକୁ ରକ୍ଷା କର’

ଦ୍ୱିତୀୟ ଥର ପାଇଁ ଶାସନଭାର ଗ୍ରହଣ କରିବା ପରେ ଏବେ ଯୋଗୀ ସରକାରଙ୍କ ଟାର୍ଗେଟ୍‌ରେ ଅପରାଧୀ। ଅପରାଧୀଙ୍କୁ ଧରିବା ଲାଗି ପୋଲିସ୍‌ ପ୍ରଶାସନ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଚଳାଇ ଥିବାବେଳେ ଅପରାଧୀମାନେ ମଧ୍ୟ ଏନ୍‌କାଉଣ୍ଟର ଭୟରେ ପୋଲିସ୍‌ ନିକଟରେ ସରେଣ୍ଡର(ଆତ୍ମସମର୍ପଣ) କରୁଥିବା ସୂଚନା ମିଳିଛି।   More
  • Otv Khabar Bureau
  • 2 years ago

ଓଡ଼ିଶାକୁ ବ୍ୟବସାୟ ପାଇଁ ଆସି ଲୁଟ୍‌ର ଶିକାର ହେଲେ ଆନ୍ଧ୍ର ବ୍ୟବସାୟୀ

ବନ୍ଧୁକ ଦେଖାଇ ଲୁଟି ନେଲେ ୫୦ ଲକ୍ଷ ଟଙ୍କାର ସୁନା । ରାୟଗଡ଼ା ଶେଷଖାଲ ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା । More
  • Rajalaxmi Sahoo
  • 2 years ago

ସମ୍ପତ୍ତି ଲୋଭରେ ଏତେ ତଳକୁ ଖସିଗଲେ ପୁଅ-ବୋହୂ, ମା’ ଉପରେ ଲଦି ଦେଲେ ଇଟା...

ସମ୍ପତ୍ତି ଲୋଭରେ ସମ୍ପର୍କ ଭୁଲି ଗଲେ ପୁଅ-ବୋହୂ। ଜନ୍ମ କଲା ମା’ ଉପରେ ଲଦି ଦେଲେ ଇଟା। ଅବଶ୍ୟ ଶରୀରର ବୋଝ ବୋହି ପାରୁନଥିବା ମା’ ବି କ’ଣ କରିପାରିବ? କେବଳ ହାତଯୋଡ଼ି ନେହୁରା ହୋଇ କାନ୍ଦିବା ଛଡ଼ା ଆଉ କିଛି ବାଟ ନଥିଲା। More
  • Prangyan Parimita
  • 2 years ago

ଶ୍ରୀମନ୍ଦିର ରୋଷ ଘର ବିଶୃଙ୍ଖଳାକୁ ବିଜେପିର କଡ଼ା ସମାଲୋଚନା : ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ କଟାକ୍ଷ କଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ୩ ଦିନ ଆଗରୁ ରୋଷ ଘରେ ବିଭ୍ରାଟ କଥା ଜାଣିଥିଲେ : ବିଜୟ ମହାପାତ୍ର More
  • Rajalaxmi Sahoo
  • 2 years ago

ଆନ୍ଧ୍ର ମ୍ୟାପ୍‌ରେ କୋଟିଆ: ନୂଆ ଚାଲ୍ ଖେଳିଲା ଆନ୍ଧ୍ରପ୍ରଦେଶ

କୋଟିଆକୁ ନିଜ ଅକ୍ତିଆରରେ ନେବାକୁ ଆନ୍ଧ୍ରପ୍ରଦେଶର ନୂଆ ଚାଲ୍। ା ପୂର୍ବରୁ ଭତ୍ତା, ଯୋଜନା, ନିଜ ଅଧିକାରୀଙ୍କୁ କୋଟିଆ ପଠାଉଥିବା ଆନ୍ଧ୍ର ଏଥର ନୂଆ ଷଡ଼ଯନ୍ତ୍ର ରଚିଛି। ଓଡ଼ିଶା କୋଟିଆର ୨୮ଟି ଗାଁକୁ ନିଜ ମାନଚିତ୍ରରେ ଆନ୍ଧ୍ରପ୍ରଦେଶ ସ୍ଥାନ ଦେଇଛି। More
  • Prangyan Parimita
  • 2 years ago

ପୂର୍ବ ଶତ୍ରୁତାରୁ ଶାଳୀକୁ ହାଣି ହତ୍ୟା କଲା ଭିଣୋଇ : ରେଢ଼ାଖୋଲ ଥାନା କାଣ୍ଡତଇଲା ଗାଁରେ ଜଘନ୍ୟ ହତ୍ୟାକାଣ୍ଡ

ଶାଳୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଭିଣୋଇ । ପୂର୍ବ ଶତ୍ରୁତା ପାଇଁ ଚାଲିଗଲା ଜୀବନ । More
  • Prangyan Parimita
  • 2 years ago

ହାଇକୋର୍ଟ ଗଲା ଗାଙ୍ଗପୁର IIC ମୃତ୍ୟୁ ମାମଲା : ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା ରୁଜୁ

ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି More
  • Rajalaxmi Sahoo
  • 2 years ago

ଭୟଙ୍କର ସିରିଜ୍‌ ଦୁର୍ଘଟଣା: ଜଣଙ୍କୁ ବଞ୍ଚାଇବାକୁ ଯାଇ କାର୍‌ ଉପରେ ମାଡ଼ିଗଲା ହାଇୱା

ଭୁବନେଶ୍ୱର ପଳାଶୁଣୀ ବସ୍‌ଷ୍ଟାଣ୍ଡ ନିକଟରେ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ରାସ୍ତାପାର୍‌ ହେଉଥିବା ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଆଜି ସକାଳେ ଏହି ସିରିଜ ଦୁର୍ଘଟଣା ଘଟିଛି। More
  • Prangyan Parimita
  • 2 years ago

କାଉନସିଲର ହେବା ପରେ ବି ବେଉସା ଛାଡି ନାହାଁନ୍ତି , ରାଜନୀତିକୁ ନିଶା ଓ କୌଳିକ ବୃତ୍ତିକୁ ପେଶା କରିଛନ୍ତି ପ୍ରତାପ

ଏମିତି ଜଣେ ଲୋକ ପ୍ରତିନିଧି, ଯିଏ କାଉନସିଲର ହେବା ପରେ ବି କୌଳିକ ବୃତ୍ତିକୁ ଛାଡି ନାହାଁନ୍ତି। ଏବେ ରାଜନୀତିକୁ ନିଶା କରି କୌଳିକ ବୃତ୍ତିକୁ ପେଶା ଭାବେ ଆପଣେଇ ନେଇଛନ୍ତି ନୀଳଗିରିର ପ୍ରତାପ ସେଠୀ... More
  • Rajalaxmi Sahoo
  • 2 years ago

ପ୍ରଧାନଶିକ୍ଷକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ସକାଳୁ ସକାଳୁ ସ୍କୁଲ୍‌ ଛାଡ଼ିଲେ ଛାତ୍ରୀ

ସରକାରୀ ଆବାସିକ ବିଦ୍ୟାଳୟରେ ଦିଆଯାଉଛି ନିମ୍ନମାନର ଖାଦ୍ୟ। ଏହାସହ ପ୍ରଧାନଶିକ୍ଷକ ଦୁର୍ବ୍ୟହାର କରୁଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ଚାଲି ଚାଲି ଯାଇ ବିଡିଓଙ୍କ ଫେରାଦ ହେଲେ ଛାତ୍ରୀ।  More
  • Prangyan Parimita
  • 2 years ago

ଗୋପ ବ୍ଲକରେ ପ୍ରାକୃତିକ ଗ୍ୟାସ ଓ ତୈଳର ସନ୍ଧାନ : କ୍ଷେତ୍ର ପରିଦର୍ଶନ କରିଛନ୍ତି ଭୂତତ୍ତ୍ୱବିତ୍

ରାଜ୍ୟର ୮ଟି ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସେସମିକ୍ ସର୍ଭେ କରାଯାଇଥିଲା More
  • Rajalaxmi Sahoo
  • 2 years ago

‘ବାପିଙ୍କ ମୁଣ୍ଡରେ ମଉସା ଠେଙ୍ଗା’

ଡେଙ୍ଗା ପାଇଁ ଠେଙ୍ଗା ବାଜେ, କାହା ଠେଙ୍ଗା...ମଉସାର ଠେଙ୍ଗା। 'ଖୋଲାକଥା'ରେ କଂଗ୍ରେସ ନେତା ବାପି ସର୍ଖେଲ ଏଭଳି କିଛି କହିଛନ୍ତି। More
  • Otv Khabar Bureau
  • 2 years ago

ଶ୍ରୀମନ୍ଦିର ରୋଷ ଘରେ ବ୍ୟାପକ ଭଙ୍ଗାରୁଜା ଘଟଣା; ୨୪ ଘଣ୍ଟା ପରେ ବି ମିଳିପାରିନି ଦୁର୍ବୃତ୍ତଙ୍କ ଟେର

ଶ୍ରୀମନ୍ଦିର ରୋଷ ଘରେ ବ୍ୟାପକ ଭଙ୍ଗାରୁଜା ଘଟଣାକୁ ୨୪ ଘଣ୍ଟା ବିତିଯାଇଛି । ହେଲେ ଘଟଣାକୁ ନେଇ ପୋଲିସକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୁରାଗ ମିଳିପାରିନାହିଁ । More
  • Otv Khabar Bureau
  • 2 years ago

ଚାକିରି ନାଁରେ ଲୁଟୁଥିଲେ ପୁଳା ପୁଳା ଟଙ୍କା, ଏବେ ହାଜତ ଭିତରେ...

ବଡ଼ କଂପାନୀରେ ଚାକିରି କରାଇଦେବାକୁ କହି ବଡ଼ ଧରଣର ଠକେଇ । କୋରାପୁଟରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । More
  • Rajalaxmi Sahoo
  • 2 years ago

ବିଜେପି ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା, ପ୍ରତିକ୍ରିୟା ରଖିଲେ ଜୟନାରାୟଣ

ବିଜେପି ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର୍ ଧରି ଥିବାବେଳେ ସେମାନେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲେ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି।  More
  • Rajalaxmi Sahoo
  • 2 years ago

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗ୍ୟାରେଜରୁ ମିଳିଲା ମୃତଦେହ

ଦେଶୀ ପିସ୍ତଲରେ ନିଜକୁ ଗୁଳି କରି ଗ୍ୟାରେଜ ଦୋକାନୀଙ୍କ ଆତ୍ମହତ୍ୟା। କୌଣସି କାରଣକୁ ନେଇ ଗତକାଲି ସକାଳେ ପତ୍ନୀଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। More
  • Otv Khabar Bureau
  • 2 years ago

୨୪ ଘଣ୍ଟାରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଆଜି ରାଜ୍ୟର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । More
  • Chandan Shishu
  • 2 years ago

ବଡ଼ଠାକୁରଙ୍କ ଶ୍ରୀମନ୍ଦିରରେ ସାଂଘାତିକ ଦୁଃସାହସ: କିଏ ଭାଙ୍ଗିଲା 'ଜଗା'ର ଚୁଲି?

ହେଲେ ରାତିରେ କିଏ ଏଭଳି କାଣ୍ଡ କଲା-ସବୁ ଅସ୍ପଷ୍ଟ। More
  • Prangyan Parimita
  • 2 years ago

ସିନ୍ ରିକ୍ରିଏସନ୍ ଓ ଜେରା ସତ୍ତ୍ୱେ ସ୍ପଷ୍ଟ ହେଲାନି ମାନସଙ୍କୁ ହତ୍ୟା କରିବାର ଅସଲ ଉଦ୍ଦେଶ୍ୟ : ଆଶଙ୍କାରେ କ୍ରାଇମବ୍ରାଞ୍ଚ, ଚିପ୍ ମିଳିବା ଆଶା କମ୍

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠା ଆଣ୍ଡ କୋଙ୍କ ସରିଲା ପ୍ରଥମ ପର୍ଯ୍ୟାୟ କ୍ରାଇମବ୍ରାଞ୍ଚ ରିମାଣ୍ଡ । ଏବେ ଦ୍ୱିତୀୟ ପର୍ଯ୍ୟାୟର ରିମାଣ୍ଡକୁ ସାମ୍ନା କରିବେ ଶର୍ମିଷ୍ଠା ରାଉତ ଓ ସହଯୋଗୀ ଝୁନା ଭୋଇ । କାଲିଠୁ ଆରମ୍ଭ ହେବ ୩ଦିନିଆ ରିମାଣ୍ଡ ଅବଧି More
  • Prangyan Parimita
  • 2 years ago

କେଉଁଠି ପଦାକୁ ଦିଶୁଛି ଫାଟ, କେଉଁଠି ଭିତରେ ଭିତରେ କୁହୁଳୁଛି ନିଆଁ : ପୌର ନିର୍ବାଚନରେ ବିପୁଳ ବିଜୟ ସତ୍ତ୍ୱେ ବିଜେଡିରେ ତେଜୁଛି ଗୋଷ୍ଠୀ କନ୍ଦଳ

ବିଜେଡିରେ ତେଜୁଛି ଗୋଷ୍ଠୀ କନ୍ଦଳ । କିଛି ସ୍ଥାନରେ ଫାଟ ପଦାରେ ପଡିଥିବା ବେଳେ ଆଉ କିଛି ସ୍ଥାନରେ ଭିତରେ ଭିତରେ କୁହୁଳୁଛି ଅସନ୍ତୋଷ । ପଂଚାୟତ ଓ ପୌର ନିର୍ବାଚନରେ ଗଣ୍ଡାଗଣ୍ଡା ବିଦ୍ରୋହୀ ପ୍ରାର୍ଥୀ ମୈଦାନକୁ ଓହ୍ଲାଇବା ଓ ଅଧ୍ୟକ୍ଷ ପଦ ହାତେଇବା ପାଇଁ ନେତାଙ୍କ ଭିତରେ ଚାଲିଥିବା ପ୍ରତିଯୋଗିତାର ଏହା ସ୍ପଷ୍ଟ ହୋଇଛି More
  • Prangyan Parimita
  • 2 years ago

୭୫ ବର୍ଷ ଅସହାୟ ଅଜା ଭରସାରେ ଦୁଇ ନାତି : ଓଳିଏ ଖାଇଲେ ଓଳିଏ ଉପାସ, ଦୁଃଖରେ ସାଗରରେ ଅସହାୟ ପରିବାର

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସିନାପାଲିର ଅନିରୁଦ୍ଧ ମେହେର । ଦୁଇ ନାତିକୁ ଧରି ବୟସରେ ଅପରାହ୍ନରେ ଘର କୋଣରେ ପଡ଼ି ରହିଛନ୍ତି । ପରିବାର ଚଳାଇବା ପାଇଁ କେହି ନାହାନ୍ତି । More
  • Chandan Shishu
  • 2 years ago

ବଢିଲା ଶର୍ମିଷ୍ଠାଙ୍କ ରିମାଣ୍ଡ ଅବଧି

୫ ଦିନ ପାଇଁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ କୋର୍ଟଙ୍କୁ ଅନୁରୋଧ କରିଥିଲା। More