• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Lightning strike victims
ବଜ୍ରପାତରେ ମୃତକଙ୍କ ପରିବାରକୁ ଭେଟିଲେ ବୈଜୟନ୍ତ, ଜଣାଇଲେ ସମବେଦନା

କାଳବୈଶାଖୀ ଜନିତ ଝଡ଼ ବର୍ଷା ଓ ବଜ୍ରପାତରେ କାହା ପୁଅ ଚାଲିଗଲା ତ ଆଉ କାହାର ବାପା । ଗୋଟିଏ ଗାଁର ତିନି ତିନି ଜଣଙ୍କ ମୃତ୍ୟୁ ସ୍ତବ୍ଧ କରିଦେଇଛି ସମସ୍ତଙ୍କୁ । ସେହି ଶୋକ ସନ୍ତପ୍ତ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇବା ସହ ସାନ୍ତ୍ୱନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ।

Panchang
Panchang Today 20th April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତରେ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Weather Update
ପାଣିପାଗ ବିଭାଗର ଭୟଙ୍କର ତଥ୍ୟ, ମେ’ରେ ଆହୁରି ଜଳିବ ରାଜ୍ୟ

ଆହୁରି ବଢ଼ିବ ଗ୍ରୀଷ୍ମ ପ୍ରବାହ, ଜଳିବ ମେ ମାସ । ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବ ଏହି ମାସରେ । ସୋସିଆଲ୍ ମିଡ଼ିଆ Xରେ ଏହି ତଥ୍ୟ ଦେଇଛି ପାଣିପାଗ ବିଭାଗ ।

Mahanadi Boat Tragedy
ମହାନଦୀରେ ଡଙ୍ଗା ବୁଡ଼ି ଘଟଣା; ଜଣେ ମୃତ, ୭ ନିଖୋଜ

ଝାରସୁଗୁଡ଼ା ଲଖନପୁର ମହାନଦୀରେ ବୋଟ୍ ଟ୍ରାଜେଡିରେ ନିଖୋଜ ୭ ଜଣଙ୍କର ଏଯାଏଁ ପତ୍ତା ମିଳୁନି । ୨ଟି ସର୍ଚ୍ଚ କ୍ୟାମେରା ସହାୟତାରେ ନିଖୋଜ ୭ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।

Never do these parenting mistakes with an angry child
Parenting Tips: ପିଲାଟି ରାଗିଥିବା ବେଳେ କରୁଛନ୍ତି କି ଏହି ୬ଟି ଭୁଲ୍; ହୋଇପାରେ ଖୁବ୍ ଅସୁବିଧା

ଆପଣ ଜାଣନ୍ତି କି ଯଦି ଆପଣଙ୍କର ପିଲା ରାଗିଯାଏ ତେବେ ଆପଣ ତାଙ୍କ ସହିତ କିପରି ବ୍ୟବହାର କରିବେ ଏବଂ ସେହି ସମୟରେ ଆପଣ କ’ଣ ନ କରିବେ? ଏହି ସମୟରେ ଅନେକ ବାପାମାଆ ୬ଟି ଭୁଲ୍ କରିଥାନ୍ତି। ଆସନ୍ତୁ ସେସବୁ ଜାଣିନେବା।

Biswanath Pandit Central Library
ପଣ୍ଡିତ ବିଶ୍ୱନାଥ ପାଠାଗାରକୁ କେବେ ମିଳିବ ସ୍ଥାୟୀ କୋଠା ? ତାତିରେ ହନ୍ତସନ୍ତ ଛାତ୍ରଛାତ୍ରୀ

ଡହଡହ ଖରା, ଆଉ ତା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଲୋକେ। ଏହି ସମୟରେ ପାଠାଗାରରେ ଅଧ୍ୟୟନ କରୁଛନ୍ତି ଛାତ୍ରଛାତ୍ରୀ। କଟକ ଖାନନଗର ନେତାଜୀ ବସ ଟର୍ମିନାଲ ନିର୍ମାଣ ହେବା ପରେ ସେଠାରେ ଅସ୍ଥାୟୀ ଭାବେ ଚାଲିଛି ପାଠାଗାର।

AI
କିଏ ଛାଡ଼ିବ ଚାକିରି, ଆଗୁଆ ପୂର୍ବାନୁମାନ କରିବ AI

କର୍ମଚାରୀମାନେ କମ୍ପାନୀ ଛାଡ଼ିବା ଦିଗରେ ଏହି AI ଟୁଲ୍‌ ମ୍ୟାନେଜରମାନଙ୍କୁ ସାହାଯ୍ୟ କରିବ ।

Potato Price Hike
ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା, ୨ ସପ୍ତାହରେ ବଢ଼ିଲାଣି ୧୫ ଟଙ୍କା !

ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା । ଦରବୃଦ୍ଧିକୁ ବଳିଯାଇଛି ଆଳୁର ଅଭାବନୀୟ ସ୍ଥିତି । କାରଣ ପଶ୍ଚିମବଙ୍ଗରୁ ଯେଉଁ ଆଳୁ ଆସୁଥିଲା, ତା’ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ ବ୍ୟବସାୟୀ ।

Nandankanan Zoo
ସିମ୍ପାଞ୍ଜି ଖୋଜୁଛି ତାତିରୁ ମୁକ୍ତି, ମହାବଳ ପୂରା ନିର୍ବଳ; କାଉନ୍ଦା ନନ୍ଦନକାନନ ଜୀବଜନ୍ତୁ

ପାଣି କୁଣ୍ଡ ଉପରେ ଛିଡ଼ା ହୋଇଛି ବୁଢ଼ା ଶାଗୁଣା। ଆଉ ତାତିରୁ ଖୋଜୁଛି ମୁକ୍ତି। ଗ୍ରୀଷ୍ମ ପ୍ରବାହକୁ ଦେଖି ଗୁମ୍ଫାରୁ ବାହାରିବାକୁ ଡରୁଛି ଭାଲୁ। ଯଦିଓ ଲଗାତର ପାଣି ସିଞ୍ଚା ଚାଲିଛି, ତଥାପି ଖରାରେ ଦେହ ଦେବାକୁ ଜୁ ପାଉନି। କେତେବେଳେ କେମିତି ଟିକେ ବାହାରକୁ ମୁହଁ ଦେଖାଇ ପୁଣି ଗୁମ୍ଫା ଭିତରକୁ ପଶିଯାଉଛି।

Amit Shah
'ଏଥର ଓଡ଼ିଶାରେ ନବୀନଙ୍କ ସହ ସାମ୍ନାସାମ୍ନି ଲଢ଼େଇ'

‘ଆମେ ଓଡ଼ିଶା ଜନତାଙ୍କୁ ବିନମ୍ର ପ୍ରାର୍ଥନା କରୁଛୁ ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ପାଇଁ ସୁଯୋଗ ଦିଅନ୍ତୁ। ଯେଉଁଠି ମୋଦିଙ୍କ ନେତୃତ୍ୱର ବିଜୟ ହୋଇଛି, ସେଠି ବିକାଶର ଗତି ତ୍ୱରାନ୍ୱିତ ହୋଇଛି।’

Brahmos
ଫିଲିପାଇନ୍ସକୁ ବ୍ରହ୍ମୋସ୍‌ ମିସାଇଲ ଦେଲା ଭାରତ, ଅଡ଼ୁଆ ବଢ଼ିଲା ଚୀନ୍‌ର...

ଭାରତୀୟ ବାୟୁସେନା C-17 ଗ୍ଲୋବ୍‌ ମାଷ୍ଟର ବିମାନ ମାଧ୍ୟମରେ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଫିଲିପାଇନ୍ସ ମେରାଇନ୍ କର୍ପସକୁ ହସ୍ତାନ୍ତର କରିଛି।

BJD-Congress Politics
ଭାଗ ହେବ କି କଂଗ୍ରେସ ଭୋଟ୍, ୟାସିର ଆସିବା ପରେ ବିପଦରେ ମନ୍ମଥ!

ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ବଦଳୁଥିବା ରାଜନୈତିକ ସମୀକରଣ କାହାକୁ ଦେବ ଫାଇଦା । ଗତଥର ମଇଦାନରେ କଂଗ୍ରେସରୁ କେହି ନଥିଲେ। ଏଥର କିନ୍ତୁ ଜଣେ ଯୁବ ଚେହେରାଙ୍କୁ ଟିକେଟ୍ ଦେଇଛି ଦଳ ।

Ganja Mafia
ଜେଲ୍‌ରେ ସାଥିଙ୍କୁ ଭେଟିବାକୁ ଆସିଥିଲା ମୋଷ୍ଟ ୱାଣ୍ଟେଡ ଗଞ୍ଜେଇ ମାଫିଆ; ମାଡ଼ିବସିଲା ପୋଲିସ

କମିଶନରେଟ ପୋଲିସ ହାତରେ ଲାଗିଲା ମୋଷ୍ଟ ୱାଣ୍ଟେଡ ଗଞ୍ଜେଇ ମାଫିଆ ରାହୁଲ ସେଠୀ। ଦିଲ୍ଲୀ, ବିହାର, ଝାଡଖଣ୍ଡ ସହ ମାୟାନଗରୀ ମୁମ୍ବାକୁ କରୁଥଲା ଗଞ୍ଜେଇ ଚାଲାଣ। ଡିଲ୍ ପାଇଁ ବିମାନରେ ଯାଉଥିଲା ଆଉ ଦାମୀ କାରରେ କରୁଥିଲା ଗଞ୍ଜେଇ ଚାଲାଣ।

Operation Prahar
କାଙ୍କେର୍ ଟ୍ରେଲର୍ ପରେ ଥରହର ଲାଲଗଡ଼, ପୂରା ଫିଲ୍ମ ଦେଖାଇବ 'ଅପରେସନ୍ ପ୍ରହାର' !

ଏବେ ଧଡ଼ାଧଡ଼ ଗଡ଼ିବ ମାଓବାଦୀଙ୍କ ମୁଣ୍ଡ । ଆତ୍ମସମର୍ପଣ ନ କଲେ ଟଳିବାକୁ ପଡ଼ିବ ସୁରକ୍ଷାକର୍ମୀଙ୍କ ଗୁଳିରେ। କାଙ୍କେର୍ ସୁଟ୍-ଆଉଟ୍ ପରେ ଜୋରଦାର ହୋଇଛି ଅପରେସନ୍ ପ୍ରହାର ।

Election 2024
ମୋର ଭୋଟ, ମୋର ଗର୍ବ; ଖରାବର୍ଷାକୁ ଖାତିର ନ କରି ପୋଲିଂ ବୁଥ୍‌ରେ ଭୋଟରଙ୍କ ଭିଡ଼

ମୋର ଭୋଟ, ମୋର ଗର୍ବ। ଗଣତନ୍ତ୍ରର ମହାପର୍ବର ଚମକ ଦେଖିଲା ଭାରତ। ଖରାବର୍ଷାକୁ ଖାତିର ନକରି ମତଦାନ କରିବାକୁ ପୋଲିଂ ବୁଥରେ ଭିଡ଼।

Election
ସରିଲା ପ୍ରଥମ ଲଢ଼େଇ; ୧୦୨ ଆସନ ସହ ୧,୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

ସରିଲା ୨୪ ମହାସଂଗ୍ରାମର ପ୍ରଥମ ଲଢ଼େଇ । ପଶ୍ଚିମବଙ୍ଗ ଓ ମଣିପୁରର କିଛି ଛୋଟମୋଟ ହିଂସାକୁ ଛାଡ଼ି ମୋଟାମୋଟି ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି ୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ।

East Coast Railway Bhubaneswar Recruitment
East Cost Railway Recruitment: ଭୁବନେଶ୍ୱରେ ରେଳବାଇରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ଦରମା ୭୦ ହଜାର ପରେ

ଓଡ଼ିଶାରେ ରେଳବାଇରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ଇଷ୍ଟ୍ କୋଷ୍ଟ୍ ରେଲ୍‌ୱେ(ECoR) ଏକ ବିଜ୍ଞପ୍ତି ପ୍ରକାଶ କରିଛି। ପ୍ରତ୍ୟେକ ଭାରତୀୟ ନାଗରିକ ଏନେଇ ଆବେଦନ କରିପାରିବେ।

Temperature
କଲବଲ କରୁଛି ତାତି; ତାପମାତ୍ରାରେ ଆଜି ଭୁବନେଶ୍ୱରକୁ ଟପିଗଲା କଟକ

ପ୍ରଚଣ୍ଡ ତାତିରେ କଲବଲ ସାରା ଓଡ଼ିଶା। ଆଜି ରାଜ୍ୟର ୧୦ଟି ସହର ତାପମାତ୍ରା ୪୩ ଉପରେ ରହିଛି। ୩୨ ସହର ତାପମାତ୍ରା ୪୦ ଉପରେ ରହିଲା।

Vasuki Indicus
କଚ୍ଛରୁ ମିଳିଲା ବାସୁକି ନାଗର ଜୀବାଶ୍ମ, ଆନାକୋଣ୍ଡା ଓ ଡାଇନୋସରଠୁ ବି ବଡ଼

ବୈଜ୍ଞାନିକମାନେ କଚ୍ଚର ପାନନ୍ଦ୍ରାଓ ଲିଗ୍ନାଇଟ୍‌ ଖଣିରୁ ‘ବାସୁକି ନାଗ’ର ମେରୁଦଣ୍ଡର ୨୭ଟି ଅଂଶ ଉଦ୍ଧାର କରିଛନ୍ତି । ତେବେ ଏହି ସାପର ବୈଜ୍ଞାନିକ ନାମ ହେଉଛି ବାସୁକି ଇଣ୍ଡିକସ୍ ।

Dubai Flood
ଦୁବାଇ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍, ନିହାତି ଜରୁରୀ ନଥିଲେ ନଯିବାକୁ ନିର୍ଦ୍ଦେଶ

ୟୁଏଇ ଯାଉଥିବା ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଦୁବାଇରେ ଥିବା ଭାରତର ଦୂତାବାସ । ଅତି ଆବଶ୍ୟକ ନଥିଲେ ବର୍ତ୍ତମାନ ୟୁଏଇ ନଯିବାକୁ କୁହାଯାଇଛି । ଦୁବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ମାଧ୍ୟମରେ କୌଣସି ଯାତାୟତ କରନ୍ତୁ ନାହିଁ ।

How to shutdown pc or laptop using keyboard
ସ୍ମାର୍ଟ ହେବା ପାଇଁ ଜାଣନ୍ତୁ କମ୍ପ୍ୟୁଟର ବନ୍ଦ କରିବାର ୫ଟି ସହଜ ଉପାୟ

ସାଧାରଣତଃ ଅଧିକାଂଶ ଲୋକ ସେଟିଂକୁ ଯାଇ ସେମାନଙ୍କ ସିଷ୍ଟମକୁ ବନ୍ଦ କରନ୍ତି। ଅଧିକାଂଶ ଲୋକ କିନ୍ତୁ ସିଷ୍ଟମ ବନ୍ଦ କରିବାର ସର୍ଟକଟ୍ କୀ ଜାଣି ନାହାନ୍ତି। ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ ସର୍ଟକଟ୍ କୀ ସାହାଯ୍ୟରେ ସେମାନଙ୍କ ସିଷ୍ଟମ ବନ୍ଦ କରନ୍ତି।

BJP Protest
ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦାବି, ଓଡ଼ଗାଁ ଥାନା ଘେରିଲା ନୟାଗଡ଼ ବିଜେପି

ନ୍ୟାୟ ଦାବିରେ ରାସ୍ତାରୋକ ସହ ଥାନା ଭିତରକୁ ଧସେଇ ପଶିଲେ ଶତାଧିକ ବିଜେପି କର୍ମୀ ।

Election
ଘରେ ବସି କିପରି ବାହାର କରିବେ ଭୋଟର୍ ଚିରୁକୁଟି, ଜାଣନ୍ତୁ ପ୍ରଣାଳୀ...

ଆଜିଠାରୁ ଆରମ୍ଭ ହୋଇଛି ମତଦାନ । ଯେଉଁମାନଙ୍କର ମତଦାନ ତାଲିକାରେ ନାଁ ରହିଛି, ସେମାନଙ୍କ ନିକଟକୁ ନିର୍ବାଚନ ଆୟୋଗଙ୍କ ତରଫରୁ ଏକ ସ୍ଲିପ ଯାଇଛି । ଯାହା ଦ୍ୱାରା ସେମାନେ ନିଜ ନିଜ ମତଦାନ କେନ୍ଦ୍ରର ଠିକଣା ଜାଣିପାରିବେ । ଏହାକୁ ଭୋଟର୍ ସୂଚନା ସ୍ଲିପ ବା ଚିରୁକୁଟି କୁହାଯାଏ ।

Polling officer isha arora viral photo on social media
Viral Video: ଭାଇରାଲ୍ ହେଲେ ପୋଲିଂ ଅଫିସର୍; ସୌନ୍ଦର୍ଯ୍ୟକୁ ଦେଖି ଲୋକେ ପାଗଳ

ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍ ଆଜି ହୋଇଛି। ଏଥର ନିର୍ବାଚନ ପୂର୍ବରୁ ସୋସିଆଲ ମିଡିଆରେ ଜଣେ ପୋଲିଂ ଅଫିସର୍‌ ଭାଇରାଲ ହେଉଛନ୍ତି। ସମସ୍ତେ ଏହି ମହିଳାଙ୍କ ସୌନ୍ଦର୍ଯ୍ୟରେ ପାଗଳ ହୋଇଛନ୍ତି।

Sun Stroke
ଜଳୁଛି ଓଡ଼ିଶା: ଅଂଶୁଘାତରେ ଜଣେ ମୃତ, ୭୧ ଆକ୍ରାନ୍ତ

ଏଯାବତ ସାରା ରାଜ୍ୟରେ ଅଂଶୁଘାତ ଓ ହିଟ୍‌ ରିଲେଟେଡ୍‌ ଇଲନେସରେ ମୋଟ ୭୧ ଜଣ ଆକ୍ରାନ୍ତ ହୋଇଛନ୍ତି ।