• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

CM Mohan Majhi
କାନ୍ଦି କାନ୍ଦି ନେହୁରା ହେଲେ ଭାଇ ଭଉଣୀ, ‘ସାର୍‌ ମୋତେ ଭଲ କରି ଦିଅନ୍ତୁ...’

ମାମାଲିକୁ ୩ ବର୍ଷ ଓ ଶାନ୍ତନୁକୁ ଦେଢ଼ ବର୍ଷ ହେବା ବେଳେ ଦୁରାରୋଗ୍ୟ ରୋଗରେ ପୀଡ଼ିତ ହେଲେ ଦୁଇଜଣ ।

Mission Shakti
ଅଡ଼ୁଆରେ ମିଶନ ଶକ୍ତି ମହିଳା; ଲୋନ୍ ଆଣି କିଣିଥିଲେ ସ୍କୁଟି, ଏବେ ଚିନ୍ତା ସୁଝିବେ କେମିତି...

ସାମ୍ନାକୁ ଆସିଲା ମିଶନ ଶକ୍ତିର ଆଉ ଏକ କଳା ସତ । ସ୍କୁଟି ନେଇ ଅଡ଼ୁଆରେ ପଡ଼ିଛନ୍ତି ମହିଳା ।

Kim kardashian shares review for india
ଭାରତରେ ମୋର ହୃଦୟ ରହିଗଲା; ଆମେରିକାନ୍ କଳାକାର କିମ୍ କାର୍ଦଶିୟାନ

ଆମେରିକା ଟିଭି ରିଏଲିଟି ଷ୍ଟାର୍ କିମ୍ କାର୍ଦଶିୟାନ ତାଙ୍କ ଭଉଣୀ ଖ୍ଲୋଏ କାର୍ଦଶିୟାନଙ୍କ ସହ ଅନନ୍ତ-ରାଧିକାଙ୍କ ଖୁସିରେ ସାମିଲ ହେବା ପାଇଁ ଭାରତ ଆସିଥିଲେ। ଆମେରିକା ପହଞ୍ଚି ସେ ଭାରତକୁ ଭୁଲିପାରୁ ନାହାନ୍ତି ବୋଲି କହିଛନ୍ତି।

Hospital Lift
ଚେକ୍‌ଅପ୍‌ ପାଇଁ ଯାଇଥିଲେ ମେଡିକାଲ; ଚାଲିଲାନି ଲିଫ୍ଟ, ଫଶି ରହିଲେ ଦୁଇ ରାତି !

ମେଡିକାଲ ଯାଇଥିଲେ ଚିକିତ୍ସା କରାଇବାକୁ । କିନ୍ତୁ ତାପରେ ଯାହା ହେଲା ଜାଣିଲେ ଆପଣଙ୍କ ଦେହ ମଧ୍ୟ ଶିତେଇ ଉଠିବ । ଥିରୁଭାନନ୍ତପୁରମ୍‌ରେ ଏମିତି ଏକ ଆଭାବନୀୟ ଘଟଣା ଘଟିଛି ।

During kalki 2898 ad shoot Amitabh bachchan seek permission for going toilet
ବିଗ୍ ବି’ଙ୍କ ନମ୍ରତା; କହିଲେ ନିର୍ଦ୍ଦେଶକ ହେଉଛନ୍ତି ଅଧିନାୟକ, ମୁଁ କେବଳ ଜଣେ କର୍ମଚାରୀ… ତେଣୁ…

‘କଳ୍‌କୀ ୨୮୯୮ ଏଡି’ରେ ଅଶ୍ୱତ୍‌ଥମା ଭୂମିକାରେ ଅଭିନୟ କରି ଅମିତାଭ ବଚ୍ଚନ ଏବେ ପୂରା ଚର୍ଚ୍ଚାରେ ଅଛନ୍ତି। ଏହି ଭୂମିକାରେ ସେ ତାଙ୍କର ପୂରା ଜୋସ୍ ଦେଇ କାମ କରିଛନ୍ତି। ବିଗ୍ ବି ସୁଟିଂ ସମୟର କିଛି କଥାକୁ ନିଜ ବ୍ଲଗ୍‌ରେ କହିଛନ୍ତି। ଟଏଲେଟ୍ ଯିବାକୁ ହେଲେ କିପରି ନିର୍ଦ୍ଦେଶକଙ୍କ ଅନୁମତି ନେବାକୁ ପଡୁଥିଲା ତାହା କହିଛନ୍ତି।

Cheating partners often say these 7 things be alert
Relationship Tips: ଜଣେ ପ୍ରତାରଣା କରିବାକୁ ଚାହିଁଲେ କହିଥାଏ ଏମିତି; ଜାଣନ୍ତୁ ବାହାନାର ୭ଟି କଥା

ଯେଉଁମାନେ ପ୍ରତାରଣା କରନ୍ତି ସେମାନେ ନିଜ ପାର୍ଟନର୍‌ଙ୍କୁ କେତେକ ସାଧାରଣ କଥା କୁହନ୍ତି। ଏହା ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଏ। ତେବେ ଆସନ୍ତୁ ଏମିତି ୭ଟି କଥା ବିଷୟରେ ଜାଣିନେବା ଯାହାକୁ ପ୍ରତାରଣା ସମୟରେ ଜଣେ ପାର୍ଟନର୍ ବ୍ୟବହାର କରିଥାନ୍ତି।

Sattwik Swain Dominates at the World Stage
କମାଲ୍‌ କଲେ ଲିଟିଲ୍‌ ଚେସ୍‌ ମାଷ୍ଟର; ଜିତିଲେ ଅନ୍ତର୍ଜାତୀୟ ମେଡାଲ

କମାଲ୍ କଲା ୮ବର୍ଷର ବିଚକ୍ଷଣ ନାବାଳକ। ଚେସ୍ ବିଶ୍ୱକପରେ ଅଂଶଗ୍ରହଣ କରି ଜିତିଲା ଅନ୍ତର୍ଜାତୀୟ ମେଡାଲ। ଭୁବନେଶ୍ବରର କୁନି ପୁଅ ରାଜ୍ୟ ତଥା ଦେଶ ପାଇଁ ଆଣିଦେଇଛି ଗୌରବ।

Bahuda Jatra
VIDEO: କିଛି ଶୁଣିଲେନି, ସିଧା ରଥ ଉପରୁ ଘୋଷାଡ଼ି ଆଣିଲେ ମୁଖ୍ୟ ପ୍ରଶାସକ; କିଏ ଏହି ବ୍ୟକ୍ତି ...

ରଥ ଉପରକୁ କୌଣସି ଅଣସେବକ ଚଢିବା ନିଷେଧ । ଏନେଇ ବ୍ୟତିକ୍ରମ ସାମ୍ନାକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

nursing home fire
ନର୍ସିଂହୋମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲା ଏସି, ଅଳ୍ପକେ ବର୍ତ୍ତିଲେ ରୋଗୀ

ଆଜି ଭୋର୍ ପ୍ରାୟ ୪ଟା ବେଳେ ଦ୍ୱିତୀୟ ମହଲାରେ ଥିବା ଏକ ରୁମ୍‌ରୁ ହଠାତ୍ ଧୂଆଁ ବାହାରିଥିଲା। ସେତେବେଳେ ଡ୍ୟୁଟି ରୁମ୍‌ରେ ଜଣେ ଷ୍ଟାଫ୍ ଥିଲେ । ଏସିରୁ ପ୍ରବଳ ଧୁଆଁ ବାହାରୁଥିବା ଦେଖି ସେ ଦମକଳବାହିନୀକୁ ଖବର ଦେଇଥିଲେ।

Trump attacker
ଶାନ୍ତ ସ୍ୱଭାବର ଏହି ୨୦ବର୍ଷୀୟ ଯୁବକ ଟ୍ରମ୍ପଙ୍କୁ କଲେ ଗୁଳି...କିନ୍ତୁ କାହିଁକି ?

ଏଫବିଆଇ ଏହି ଆକ୍ରମଣକାରୀଙ୍କୁ ସ୍ଥାନୀୟ ବଟଲର କାଉଣ୍ଟି ଅଞ୍ଚଳର ୨୦ବର୍ଷୀୟ ଥୋମାସ୍ ମାଥ୍ୟୁ କୁକ୍ ବୋଲି ଚିହ୍ନଟ କରିଛି। ତଦନ୍ତ ପରେ ଏହା ଜଣାପଡିଛି ଯେ ଆକ୍ରମଣକାରୀ ଟ୍ରମ୍ପଙ୍କ ପାର୍ଟି 'ରିପବ୍ଲିକାନ୍'ର ଜଣେ ସଦସ୍ୟ।

Divyang Couple Ties Knot
ଶବ୍ଦ ନୁହେଁ ଭାବରେ ଯୋଡ଼ିହେଲା ସଂପର୍କ, ସାତ ଜନ୍ମର ସାଥିହେଲେ ଦୁଇ ଦିବ୍ୟାଙ୍ଗ

ବୈଦିକ ରୀତି ନିତିରେ ଶେଷ ହୋଇଛି ବାହାଘର। ପରସ୍ପରକୁ ଵରଣମାଳା ପିନ୍ଧାଇ ସାତ ଜନମର ସାଥି ହୋଇଛନ୍ତି ଶକୁନ୍ତଳା ଓ ବାବୁଲା। ସେମାନେ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଏଇ ନୂତନ ଆରମ୍ଭରେ ପରସ୍ପରକୁ ସାହାରା ହେବେ ବୋଲି ଦେଇଛନ୍ତି ପ୍ରତିଶ୍ରୁତି।

Pahandi Bije
ସମୟ ପୂର୍ବରୁ ଆରମ୍ଭ ହେଲା ପହଣ୍ଡି, ଝୁଲି ଝୁଲି ଆସୁଛନ୍ତି ବଡ଼ଠାକୁର ବଳଭଦ୍ର

ବାହୁଡ଼ା ଯାତ୍ରାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ଶୂନ୍ୟ ପହଣ୍ଡିରେ ରଥରେ ବିଜେ କରିଛନ୍ତି ଶ୍ରୀ ସୁଦର୍ଶନ ।

Accident
ଠିଆ ହୋଇଥିଲେ ଯାତ୍ରୀ, ହଠାତ୍ ମାଡିଗଲା ଟ୍ରକ୍; ଚାଲିଗଲା ୬ଜୀବନ

ବସ୍‌ର ଚକା ମରାମତି ବେଳେ ଟ୍ରକଟି ହଠାତ୍ ମାଡିଯାଇଥିଲା। ଖବର ପାଇ ଫାୟାର ବ୍ରିଗେଡ୍, ଏକ୍ସପ୍ରେସ୍ ୱେ ପାଟ୍ରୋଲିଂ ଟିମ୍‌ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Panchang
Panchang Today 15th July 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୫ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Trump
ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ବଞ୍ଚାଇଲେ ମହାପ୍ରଭୁ ଜଗନ୍ନାଥ!

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ପରେ ଚର୍ଚ୍ଚା ଜୋର୍ ଧରିଛି। ମୃତ୍ୟୁକୁ ଅତି ନିକଟରୁ ଦେଖିବା ପରେ ମଧ୍ୟ ସେ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି। ତେବେ ଟ୍ରମ୍ପଙ୍କୁ ମହାପ୍ରଭୁ ଜଗନ୍ନାଥ ବଞ୍ଚାଇ ଦେଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

World youth skills day 2024 how to increase youth skills
World Youth Skills Day 2024: ଯୁବକମାନଙ୍କ ଦକ୍ଷତା ବଢାଇବା ପାଇଁ ୧୦ଟି ସହଜ ଉପାୟ

ଯୁବକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଏକ ଉତ୍ତମ ଭବିଷ୍ୟତ ଗଠନ ପାଇଁ ଆବଶ୍ୟକ କୌଶଳ ଯୋଗାଇଦେବା ଜରୁରୀ। ତେବେ ଆସନ୍ତୁ ଏମିତି ୧୦ଟି ଉପାୟ ବିଷୟରେ ଜାଣିବା ଯାହା ଯୁବକଙ୍କ ଦକ୍ଷତାକୁ ବଢାଇଥାଏ।

Bahuda Jatra
ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ, ଅପରାହ୍ନ ୪ଟାରେ ରଥଟଣା

ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ। ଏଥିପାଇଁ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି ।

Ratha Jatra 2024 know 10 miracles of puri jagannath mandir
Ratha Jatra 2024: ବିଚିତ୍ର ଠାକୁରଙ୍କ ବିଚିତ୍ର ଲୀଳା; ମନ୍ଦିରର ୧୦ଟି ଚମତ୍କାର ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଆଜି ଜଗନ୍ନାଥଙ୍କର ବାହୁଡା ଯାତ୍ରା। ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହ ସ୍ୱଗୃହକୁ ଆସିବେ କାଳିଆ ସାଆନ୍ତ। ପୁରୀ ଆଜି ଜନସମୁଦ୍ରରେ ପରିପୂର୍ଣ୍ଣ। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ପୃଥିବୀର ବୈକୁଣ୍ଠ ଶ୍ରୀମନ୍ଦିରକୁ ନେଇ ୧୦ଟି ଚମତ୍କାର ବିଷୟରେ ଜାଣିନେବା।

Cyber Fraud
ଡିଜିଟାଲ ଆରେଷ୍ଟ ଫାଶରେ ଓଡ଼ିଶା! ବାବୁ ବନୁଛନ୍ତି ବୋକା, ଲୁଟେରା ମାଲେମାଲ୍

ସାଇବର ଫ୍ରଡର ନୂଆ ତରିକା ଡିଜିଟାଲ ଆରେଷ୍ଟ ଫାଶରେ ପଡ଼ିଲାଣି କି ଓଡ଼ିଶା ?

 Secret of Ratna Bhandar
ଖୋଲିବ ଗୁପ୍ତଭଣ୍ଡାର ରହସ୍ୟ ? ଖୋଲିବ କି ତୃତୀୟ କୋଠରୀ ଓ ଭୂତଳ ଗୁପ୍ତଭଣ୍ଡାର ରହସ୍ୟ ? 

ଖୋଲିବ କି ରାଜରାଜେଶ୍ବରଙ୍କ ରତ୍ନଭଣ୍ଡାରର ଅଭେଦ୍ୟ ରହସ୍ୟ ? ୫ ଦଶନ୍ଧି ପରେ ଉଦ୍ଧାର ହେବ କି ମଉଡ଼ମଣିଙ୍କ ମହଣ ମହଣ ଅଳଙ୍କାର ? ଭିତର ଭଣ୍ଡାରରେ ଥିବ କି ସୁନା-ରୂପା, ହୀରା-ନୀଳା, ମୋତି-ମାଣିକ୍ୟ ଭରା ସିନ୍ଦୁକ ? 

Key Positions in BJP Government
ବିଜେପି ସରକାରରେ କିଏ କେଉଁଠି ହେବେ ଥଇଥାନ ? କାହାକୁ ମିଳିବ କେଉଁ ନିଗମ ଓ ବୋର୍ଡ ? 

ବିଜେପି ସରକାର ଗଠନ ପରେ ପରେ ବିଭିନ୍ନ ବୋର୍ଡ ଆଉ ନିଗମ ପାଇଁ ଆରମ୍ଭ ହୋଇଗଲାଣି ଲବି। ଦଳ ବି କାହାକୁ ପୁରସ୍କୃତ କରିବ ତାକୁ ନେଇ ବି ଅଙ୍କ କଷୁଛନ୍ତି ରାଜ୍ୟ ନେତୃତ୍ୱ ।

Ratna Bhandar
ଖୋଲିଲା ରତ୍ନଭଣ୍ତାର; ସ୍ଥିତିକୁ ନେଇ ଉତ୍କଣ୍ଠା, ମରାମତି ସବୁଠାରୁ ବଡ଼ ଚାଲେଞ୍ଜ

ଲୀଳାମୟ ଠାକୁରଙ୍କ ରହସ୍ୟମୟ ରତ୍ନ ଭଣ୍ଡାର ଖୋଲିବା ପରେ ଏବେ ସ୍ଥିତିକୁ ନେଇ ବଢୁଛି ଉତ୍କଣ୍ଠା । କାରଣ ସମୟ ଅଭାବରୁ, ଭିତର ଭଣ୍ଡାରର ସ୍ଥିତିକୁ ନେଇ ଆଜି ଯାଞ୍ଚ ହୋଇପାରିନି ବୋଲି କମିଟି ସଦସ୍ୟ କହିଛନ୍ତି ।

Ratna Bhandar
ଖୋଲିଲା ଲୀଳାମୟ ଠାକୁରଙ୍କ ରହସ୍ୟମୟ ରତ୍ନଭଣ୍ଡାର; ତାଲା ଭାଙ୍ଗି ପଶିଲେ ହାଇଲେବଲ୍ କମିଟି...

୪୬ ବର୍ଷ ପରେ ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର । ତାଲା ଭାଙ୍ଗି ଭିତରଭଣ୍ଡାରକୁ ପଶିଲେ ହାଇଲେବଲ୍ କମିଟି । ଷ୍ଟ୍ରଙ୍ଗରୁମକୁ ବାହାର ଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର । ରଥଯାତ୍ରା ପରେ ହେବ ଭିତର ଭଣ୍ଡାର ଅଳଙ୍କାର ସିଫ୍ଟିଂ ।

Cuttack Pvt Hospital Fire
କେମିତି ତ୍ରିଶା ହସ୍ପିଟାଲରେ ଲାଗିଲା ନିଆଁ ? ଅଗ୍ନିକାଣ୍ଡର ପ୍ରକୃତ କାରଣ କଣ ?

ଘରୋଇ ନର୍ସିଂହୋମ୍  ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା; ଅଗ୍ନିନିର୍ବାପକ ବ୍ୟବସ୍ଥା ଥାଇ କାହିଁକି ବ୍ୟବହାର ହୋଇପାରିଲା ନାହିଁ ? ରୋଗୀଙ୍କ ଜୀବନ ବିପଦରେ ପକାଇବାକୁ ଦାୟୀ କିଏ ? 

Justice Biswanath Rath
ଭଣ୍ତାର ଖୋଲିବା ପରେ ବଡ଼ ଖୁଲାସା କଲେ ଅଧ୍ୟକ୍ଷ, କହିଲେ ପୂର୍ବରୁ ସବୁକିଛି ଗପ ଥିଲା

ଭିତର ଭଣ୍ଡାରକୁ ନେଇ ଲୋକଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରାଯାଇଥିଲା । ପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ଭିତର ଭଣ୍ଡାରକୁ ପ୍ରବେଶ କଲୁ କହିଲେ ଅଧ୍ୟକ୍ଷ ।