କାଲିଠୁ ୪ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ୪ ଦିନ ପରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ କହିଛି।
କେନ୍ଦ୍ରାପଡା ରାଜକନିକା ବ୍ଲକ ପେଗରପଡ଼ା ଓ ଓଳାଭର ପଂଚାୟତରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ପୋଲଟିଏ ନିର୍ମାଣ କରିବାକୁ ଦୀର୍ଘଦିନ ହେବ ଦାବି କରୁଥିଲେ ଲୋକେ । ହେଲେ ପ୍ରଶାସନ ସେମାନଙ୍କ କଥାକୁ କର୍ଣ୍ଣପାତ କରୁନଥିଲା । ସେଇଥି ଲାଗି ତ ଏକାଠି ହୋଇ ପୋଲ ନିର୍ମାଣ କରିବାକୁ ଅଂଟା ଭିଡିଲେ ଗାଁ ଲୋକେ । ଖାଲି ଏକାଠି ହେଲେ ତାହା ନୁହେଁ ପୋଲ ନିର୍ମାଣର ଶୁଭ ବି ଦେଲେ ।
ଆପଣ ଭାବୁଥିବେ ଏଭଳି କଡ଼ା ନିଷ୍ପତ୍ତି କାହିଁକି ନେଲେ ଆସାମ ସରକାର ? ଆହୁରି ମଧ୍ୟ ପ୍ରଶ୍ନ ଆସୁଥିବ କେଉଁ ୩୦୦ ପୋଲିସ ଅଫିସରଙ୍କୁ ସରକାର ଅବସର ନେବା ପାଇଁ କହିଛନ୍ତି ? କ’ଣ ସେମାନଙ୍କର ଭୁଲ ?
ବାଲେଶ୍ୱର ସିମୁଳିଆ ଥାନା ଅଧିନ ପୁରୁଷୋତ୍ତମ ଗ୍ରାମପଞ୍ଚାୟତର ପ୍ରମିଳା ସାହୁ ନାମକ ଜଣେ ମହିଳା ଛେଳି ପାଳିଥିଲେ । ଗତ ୨୭ ତାରିଖରେ ଛେଳି ବିକ୍ରି କରିବା ଲାଗି ନିଷ୍ପତ୍ତି ନେଇଥିଲେ ପ୍ରମିଳା । ହେଲେ ସେ ଜାଣିବାକୁ ପାଇଥିଲେ ଗୁହାଳରୁ ତାଙ୍କ ଛେଳିକୁ କୌଣସି ଦୁର୍ବୃତ୍ତ ଚୋରିକରି ନେଇଯାଇଥିଲେ।
ଜୀବନରେ କାହାକୁ ହାତ ପତେଇ ନୁହେଁ, ସଂଘର୍ଷ ଓ ପରିଶ୍ରମ କରି ଆଗକୁ ଯିବାର ଯାହାଙ୍କ ଲକ୍ଷ୍ୟ ଥିଲା, ତାଙ୍କ ସ୍ୱପ୍ନ ଯେପରି ପାଣି ଫୋଟକା ପରି ଫାଟିଗଲା। ଜଣେ ୨୧ ବର୍ଷିୟ କଲେଜ ଛାତ୍ରଙ୍କ ଆଶାର କିରଣ ମୃତ୍ୟୁର ଆଁରେ ଲିଭିଗଲା।
‘ଓଡ଼ିଶାରେ ମାଫିଆଙ୍କ ସରକାର ଚାଲିଛି । ଏଠାକାର ନେତା ମନ୍ତ୍ରୀ ଦୁର୍ନୀତି, ଦୁଷ୍କର୍ମ, ଭ୍ରଷ୍ଟାଚାର, ହତ୍ୟାରେ ଲିପ୍ତ ।’
ମା କାଳୀଙ୍କ ଆପତ୍ତିଜନକ ଫଟୋ ଟ୍ୱିଟ୍ କରି ଅଡ଼ୁଆରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ । ବିରୋଧ ପରେ ପୋଷ୍ଟ ହଟାଇଲା ପ୍ରତିରକ୍ଷା ମନ୍ତ୍ରଣାଳୟ ।
ଜମୁଛି ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ପ୍ରଚାର। ମଇଦାନରେ ଥିବା ତିନି ପ୍ରମୁଖ ଦଳ ପକ୍ଷରୁ ଚାଲିଛି ଜୋରଦାର କ୍ୟାମ୍ପେନିଂ। ହେଲେ ଉପନିର୍ବାଚନକୁ ଆଉ ଦିନ କେଇଟା ବାକିଥିବା ବେଳେ, ତାପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା।
ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୭୬୦ ଟଙ୍କା ହୋଇଛି।
ପୂର୍ବରୁ ଛାଡପତ୍ର ମାମଲାରେ ଫାମିଲି କୋର୍ଟ ଯାଇ ୬ ମାସ ଅପେକ୍ଷା କରିବାକୁ ପଡୁଥିଲା।
ଯେଉଁମାନେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତାଙ୍କୁ ଏହି ଖବର ଖୁସି ଦେବ। କାରଣ ଏମିତି ଅନେକ ବିଭାଗ ଅଛି ଯେଉଁଠି ବିନା ପରୀକ୍ଷାରେ ସରକାରୀ ଚାକିରି କରିବାର ସୁଯୋଗ ଅଛି। ଆସନ୍ତୁ ସେସବୁ ବିଭାଗ ଉପରେ ନଜର ପକେଇ ନେବା।
ପୁଣି ନୂଆ ନିୟମ ଆଣିଲେ ଏଲନ ମସ୍କ । ଫିଚର ଅପଡେଟ୍ ହେବା ନେଇ ଦେଲେ ସଙ୍କେତ । ନୂଆ ଫିଚରକୁ ନେଇ ମସ୍କ କହିଛନ୍ତି, ମିଡିଆ ଅର୍ଗାନାଇଜେସନ୍ ଓ ପବ୍ଲିକ୍ ଉଭୟଙ୍କ ଲାଗି ଏହା ବଡ଼ ବିଜୟ ହେବାକୁ ଯାଉଛି । ଟ୍ୱିଟରର ଅଫିସିଆଲ ଆକାଉଣ୍ଟରୁ ଟ୍ୱିଟ୍ କରି ଜଣାଇଛନ୍ତି କି, ସାରା ବିଶ୍ୱର କ୍ରିଏଟର୍ସ ଏବେ ସାଇନ୍ ଅପ୍ କରି ପାରିବେ ଏବଂ ଟ୍ବିଟରରେ ଆୟ କରିପାରିବେ...।
ଜାତୀୟ ସୁରକ୍ଷା ଆଇନକୁ ଅନୁକରଣ ନ କରି ଭାରତୀୟ ଆଇନ ବିରୋଧରେ ଯାଇ ଏସବୁ ଆପ କାମ କରୁଥିଲା । ପୂର୍ବରୁ ଟିକଟିକ୍ ସମେତ ୧୩୮ଟି ମୋବାଇଲ ମେସିଜିଂ ଆପକୁ କେନ୍ଦ୍ର ସରକାର ବ୍ୟାନ କରି ସାରିଛନ୍ତି।
ଯୁବକ ଜଣକ ହେଲେ ପାଟଣାଗଡ଼ ବଥର୍ଲା ଗାଁର ହିରୁ ସାହୁ। ଗଙ୍ଗାସାଗର ଗାଁର ଦୁଇ ଜଣ ସାଙ୍ଗ ତାଙ୍କୁ ମଦ ପିଇବାକୁ ଦେବେ ବୋଲି କହିଥିଲେ ।
ଏକ ଖେଳ ଚ୍ୟାନେଲର ଜଣେ ଆଙ୍କର ପ୍ରୀତି ଜିଣ୍ଟାଙ୍କୁ କିଛି ପ୍ରଶ୍ନ କରିଥିଲେ । ଆଉ ପ୍ରୀତି କହିଥିଲେ, ପୁଅମାନେ ଏତେ ଖାଆନ୍ତି ବୋଲି ମୁଁ ଭାବିନଥିଲି । ଯେତେବେଳେ ସେ ଦକ୍ଷିଣ ଆଫ୍ରିକାରେ ଥିଲେ, ଖାଇବା ସମୟରେ ତାଙ୍କୁ ଭଲ ପରଟା ଦିଆଯାଇନଥିଲା । ଏହାକୁ ଦେଖି ସେ ପରଟା ଶିଖିବାକୁ ଇଚ୍ଛା କରିଥିଲେ । ପରେ ପରଟା ତିଆରି କରିବା ବି ଶିଖିଥିଲେ । ପରେ ଖେଳାଳିମାନେ କହିଥିଲେ ପରଟା ତିଆରି କରିବାକୁ...
ରାଷ୍ଟ୍ରପତି ହେବାପରେ ପ୍ରଥମ ଥର ଜନ୍ମମାଟିକୁ ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ୍...ଗାଁଠୁ ଶିକ୍ଷାନୁଷ୍ଠାନରେ ବ୍ୟାପକ ପ୍ରସ୍ତୁତି
ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଲା ଅଭିଯୋଗ
କ୍ଷେତ୍ର ପରିଦର୍ଶନ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଦେବେ ରିପୋର୍ଟ
ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଏବେ ଚଳଚଞ୍ଚଳ ରଥଖଳା । ପବିତ୍ର ରଥଯାତ୍ରା ପାଇଁ ନିର୍ମାଣ ଚାଲିଛି ତିନିରଥ। ନିହଣ ମୁଗୁରର ଠୁକୁଠୁକୁ ଶବ୍ଦରେ ବେଶ୍ ଯୋରସୋରରେ ଆଗେଇ ଚାଲିଛି ରଥକାମ ।
ବ୍ୟାଙ୍କ ଅଫ୍ ବରୋଦାର MD ଓ CEO ଭାବେ କାମ କରିବେ ଦେବଦତ୍ତ ଚାନ୍ଦ
ବାସ୍ତୁରେ ଯେଉଁ ସବୁ ନିୟମ ରହିଛି ସେଥିରୁ ସୂର୍ଯ୍ୟଙ୍କ ସ୍ଥିତିକୁ ବିଶେଷ ଗୁରୁତ୍ୱ ଦିଆଯାଏ। ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର ପୁଣି ଗ୍ରହମଣ୍ଡଳର ମୁଖ୍ୟ। ଘରେ ସୂର୍ଯ୍ୟ କିରଣ ପଡିବା ଜରୁରୀ କି ନାହିଁ ଜାଣିବା ପାଇଁ ପଢନ୍ତୁ।