Advertisment

Today Panchang 1st May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

author-image
Pallipuspa Samal
ଅଦ୍ୟତନ ହୋଇଛି
Today Panchang 27th April 2023

Today Panchang

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ସୋମବାର । ଚନ୍ଦ୍ର – ସିଂହ ରାତ୍ରି ୧୨.୨୦ ଗତେ କନ୍ୟା,ତିଥି – ୧୧ ସିଂହ ରାତ୍ରି ୧୦.୧୦ ଗତେ ୧୨ଶୀ,ଘାତ ଚନ୍ଦ୍ର – କର୍କଟ , ମକର ରାତ୍ରି ୧୨.୨୦ ଗତେ ବୃଷ,ଘାତ ବାର – ମିଥୁନ,ପୁଷ୍କର ଦୋଷ – ସନ୍ଧ୍ୟା ୦୫.୫୦ ଗତେ ୧ପାଦ - କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୧୦.୧୦ ଗତେ ୨ ପାଦ ।

Advertisment

ଶୁଭ ସମୟ:

  • ପ୍ରାତଃ ୦୫.୨୧ ରୁ ୦୬.୫୭
  • ଦିବା ୧୦.୨୭ ରୁ ୦୧.୦୦
  • ଦିବା ୦୪.୩୦ ରୁ ୦୫.୧୫
  • ସନ୍ଧ୍ୟା ୦୬.୫୧ ରୁ ୦୯.୦୬
  • ରାତ୍ରି ୦୬.୫୧ ରୁ ୦୯.୦୬
  • ରାତ୍ରି ୧୧.୪୩ ରୁ ୦୨.୨୧

ଅଧିକ ପଢ଼ନ୍ତୁ: ଶୋଇବା ଘରକୁ ଲାଗି ପାଇଖାନା ଥିଲେ କ’ଣ କରିବେ ପ୍ରତିକାର, ଜାଣନ୍ତୁ...

Advertisment

ଅଶୁଭ ସମୟ:

  • ଋାହୁକାଳ – ପ୍ରାତଃ ୦୬.୫୭ ରୁ ୦୮.୩୨
  • କାଳବେଳା – ପ୍ରାତଃ ୦୬.୫୭ ରୁ ୦୮.୩୨
  • ବାରବେଳା – ଦିବା ୦୨.୫୫ ରୁ ୦୪.୩୦
  • କାଳରାତ୍ରି – ରାତ୍ରି ୧୦.୧୯ ରୁ ୧୧.୪୩
Panchang
Advertisment
Advertisment