• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Heavy Rainfall
Rainfall Alert In Odisha: ଡରାଇଲାଣି ବର୍ଷା, ଆଜିଠାରୁ ଏହି ସବୁ ଜିଲ୍ଲାରେ ବର୍ଷିବ ...

ଦୁଇ ଦିନ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୭ଟି ଜିଲ୍ଲା କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାକୁ ଆଲର୍ଟ କରାଯାଇଛି ।

Amaresh Jena
BJD Corporator Amaresh Jena: ଶଙ୍ଖକୁ ବାଏ ବାଏ !! ପଦ୍ମ ଧରିବେ ବିଜେଡି କର୍ପୋରେଟର ଅମରେଶ !!

ବିଜେପି ଆଡ଼କୁ ଢଳୁଛନ୍ତି କି ବରିଷ୍ଠ ବିଜେଡି କର୍ପୋରେଟର୍ ଅମରେଶ ଜେନା ଓରଫ୍ ବାଇଁଆ ?

ସେଲୁନରୁ ଆରମ୍ଭ ହୋଇଥିଲା ସଂଗୀତ ସାଧନା
Mohammed Rafi's 100th birth Anniversary: ମନେ ପଡ଼ନ୍ତି ସ୍ୱରର ସରତାଜ ମହମ୍ମଦ ରଫି, କେମିତି ହେଲେ ଭାରତର ‘ସେହେନ୍ସାଏ ତରତୁମ’

ଆଜି ରଫି ସାହାବଙ୍କ ୧୦୦ ତମ ଜନ୍ମ ବାର୍ଷିକୀ  ।  ୧୯୨୪ ମସିହା ୨୪ ଡିସେମ୍ବରରେ ଜନ୍ମିତ ରଫି ମହମ୍ମଦ ରଫି ୧୯୮୦ ଦୁନିଆକୁ ଅଲବିଦା କହିଥିଲେ  । ତାଙ୍କ ପିତାଙ୍କ ନାମ ଥିଲା ହାଜି ଅଲ୍ଲୀ ମହମ୍ମଦ । ଛଅ ଭାଇଭଉଣୀଙ୍କ ମଧ୍ୟରୁ ସେ ଦ୍ୱିତୀୟ । ୧୯୩୫ମସିହାରେ ଲାହୋର ଚାଲିଯାଇଥିଲେ ରଫିଙ୍କ ପିତା । ସେଠାର ଭାଟି ଗେଟର ନୂର ମହଲ୍ଲାଠାରେ  ସେ ଏକ ସେଲୁନ ଚଳାଉଥିଲେ  । ପିଲାଦିନେ  ରଫି ସାହାବଙ୍କର ପାଠପଢ଼ାରେ ଆଦୌ ମନ  ଲାଗୁନଥିଲା  । ଦିନ ସାରା ଏଠି ସେଠି ବୁଲି ବୁଲି ସମୟ କଟାଉଥିଲେ  । ସେଥିପାଇଁ ରଫିଙ୍କୁ ସେଲୁନରେ ବସାଉ ଦେଉଥିଲେ ପରିବାର ଲୋକ  ।

Allu Arjun
Allu Arjun Stampede Row: ତେଲେଙ୍ଗାନା ରାଜନୀତିରେ ଅଲ୍ଲୁ ଅର୍ଜୁନ ଝଡ, କଂଗ୍ରେସ ବିଜେପି ମୁହାଁମୁହିଁ

ସେ ଦିନ ଅଲ୍ଲୁ ଅର୍ଜୁନ ଜାଣିଥିଲେ ହଲ୍ ବାହାରେ ଦଳାଚକଟାରେ ଯାଇଛି ଜଣଙ୍କ ଜୀବନ । ଏହା ପରେ ବି କାର୍‌ରୁ ବାହାରି ହାତ ହଲେଇ ଲୋକଙ୍କୁ ଉସୁକାଇଥିଲେ ।

Allu Arjun
Pushpa 2 Screening Tragedy: ପୁଷ୍ପା-୨ ଦଳାଚକଟା ମାମଲା, ଅଲ୍ଲୁ ଅର୍ଜୁନଙ୍କୁ ପଚରାଉଚରା

ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ପୋଲିସର ପଚରାଉଚରା । ଥାନାକୁ ଡାକି ପଚରା ଉଚରା କରୁଛି ହାଇଦ୍ରାବାଦ ପୋଲିସ ।

ପ୍ରେମ ଆଗରେ ହାର ମାନିଲା ଧର୍ମ
Muslim Chief Justice: ସୁପ୍ରିମକୋର୍ଟର ପ୍ରଥମ ମୁସଲିମ ପ୍ରଧାନ ବିଚାରପତି: ହିନ୍ଦୁ ମହିଳାଙ୍କୁ ବିବାହ, ହିନ୍ଦୁ ପରମ୍ପରାରେ ଶେଷକୃତ୍ୟ

ମୋହମ୍ମଦ ହିଦାୟତୁଲ୍ଲାହ ଦେଶର ପ୍ରଥମ ମୁସଲିମ ପ୍ରଧାନ ବିଚାରପତି । ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ହେଁ ସେ ଜଣେ ହିନ୍ଦୁ ଯୁବତୀଙ୍କ ପ୍ରେମରେ ପଡିଥିଲେ । ୫ ବର୍ଷ ସମ୍ପର୍କରେ ରହିବା ପରେ ତାଙ୍କୁ ସେ ବିବାହ କରିଥିଲେ । ଭିନ୍ନ ଧର୍ମରେ ବିବାହ କରିଥିଲେ ହେଁ ଖୁବ ଭଲରେ କଟିଥିଲା ତାଙ୍କର ଦାମ୍ପତ୍ୟ ଜୀବନ । ମୃତ୍ୟୁ ପରେ ତାଙ୍କ ଶେଷ ଇଚ୍ଛା ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର ହିନ୍ଦୁ ପରମ୍ପରା ଅନୁସାରେ କରାଯାଇଥିଲା ।

ଚାଷୀଙ୍କ ଆକ୍ରୋଶ
Onion Price: କମିଲା ପିଆଜ ଦର, ମନ୍ତ୍ରୀଙ୍କ ବେକରେ ପଡ଼ିଲା ପିଆଜ ମାଳ

ପିଆଜ ଦର ଗତ ୧୦ ଦିନରେ କିଲୋ ପିଛା ପ୍ରାୟ ୨୦ ଟଙ୍କା କମିଛି । ମହାରାଷ୍ଟ୍ରରେ କିଲୋ ପ୍ରତି ଦର ରହିଛି ପ୍ରାୟ ୨୪ ଟଙ୍କା । ଦର କମିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ମନ୍ତ୍ରୀଙ୍କ ବେକରେ ପକାଇଛନ୍ତି ପିଆଜ ମାଳ । ଦରକୁ ନେଇ ତେଜିଛି ରାଜନୀତି ।

Twins born on the edge of the arrow
Mahabhart Story: ତୀର ଧାରରେ ଜନ୍ମିତ ଯାଆଁଳା ଭାଇ ଭଉଣୀ ଓ ପାତ୍ରରୁ ଜନ୍ମିତ ଜଣେ ଧନୁର୍ଦ୍ଧରଙ୍କ କାହାଣୀ

ଘର ସଂସାର ଛାଡି କାହିଁକି ରାଜମାତା ସାନ୍ୟାସିନୀ ହେଲେ? କେମିତି ତୀର ଧାର ଉପରେ ଜନ୍ମିଲେ ଯାଆଁଳା ଭାଇ ଭଉଣୀ? କାହିଁକି ଜଣେ ରାଜା ତାଙ୍କ ପିଲାଦିନର ଗରିବ ସାଙ୍ଗକୁ ଅପମାନିତ କଲେ ଭରା ରାଜ ଦରବାରରେ? ଏପରି ଆହୁରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।

୨୫ ରେ ସ୍ଥିର ରହିବ ସୁନାଦର
Gold Rate Forecast 2025: WGCର ରିପୋର୍ଟ...୨୦୨୪ ରେ ହୁ ହୁ ହୋଇ ବଢ଼ିଲା ସୁନାଦର, କିନ୍ତୁ ୨୦୨୫ରେ ରହିବ ସ୍ଥିର

ନୂଆବର୍ଷ ୨୦୨୫ରେ ସୁନା ମୂଲ୍ୟ ସ୍ଥିର ରହିବ ବୋଲି ବିଶ୍ବ ସୁନା ପରିଷଦ ବା ୱାର୍ଲଡ ଗୋଲ୍ଡ କାଉନସିଲ (ଡବ୍ଲୁଜିସି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ୨୦୨୪ ବର୍ଷରେ ସୁନା ଦର ଯେପରି ହୁ ହୁ ହୋଇ ବଢ଼ିଲା, ସେପରି ପରିସ୍ଥିତି ସୃଷ୍ଟି ହେବନି ବୋଲି ଆଶା କରାଯାଉଛି। ଡବ୍ଲୁଜିସିଙ୍କ ଅନୁସାରେ ୨୦୨୪ରେ ଏ ପର୍ଯ୍ୟନ୍ତ ବୁଲିୟନରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇସାରିଲାଣି। ତେଣୁ ଦର ଆଉ ନ ବଢ଼ି ସ୍ଥିର ରହିବ।

ସ୍ୱତନ୍ତ୍ର ବ୍ୟବସ୍ଥା
Mahakumbha 2025:ମହାକୁମ୍ଭ ମେଳାରେ ଉଡ଼ିବେନି ମଶାମାଛି, ଆରାମଦାୟକ ହେବ ପରିବେଶ

କେବଳ ଶ୍ରଦ୍ଧାଳୁ ନୁହନ୍ତି ଆଖଡ଼ାରେ ସାଧୁସନ୍ଥଙ୍କୁ ମଧ୍ୟ ଆରାମଦାୟକ ପରିବେଶରେ ରଖାଯିବାର ବ୍ୟବସ୍ଥା ହୋଇଛି । ଏପରିକି ପାଖ ଟେଣ୍ଟ ସିଟିରେ ମଧ୍ୟ ସବୁ ପ୍ରକାରର ସୁବିଧା କରାଯାଇଛି । ମୋଟରେ ୧୧୦ଟି ବ୍ଲୋୟର୍ ମିଷ୍ଟ ମେସିନ ଓ ୧୦୭ଟି ମିନି ଫଗିଂ ମେସିନ୍ ମେଳା ସମୟରେ ବ୍ୟବହାର କରାଯିବ । 

In 2024 top 5 dangerous diseases that have emerged in india
Year Ender 2024: ଚଳିତ ବର୍ଷ ଭାରତରେ ଆତଙ୍କ ଆଣିଛି ଏହି ୫ ସାଂଘାତିକ ରୋଗ

ଆଜି ଆମେ ଆପଣଙ୍କୁ ଏମିତି କିଛି ନୂଆ ରୋଗର ନାଁ କହିବୁ ଯାହା ଚଳିତ ବର୍ଷ ଆସିଛି। ଏହା ମଧ୍ୟ ସାରା ଦେଶରେ ତାଣ୍ଡବ ରଚିଛି। ଏହାରି ଭିତରେ ଏମିତି ୫ଟି ରୋଗ ଅଛି ଯାହା ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି। ଆସନ୍ତୁ ସେସବୁ ଜାଣିବା ଆଉ ଆଗକୁ ସତର୍କ ରହିବା।

Panchang
Panchang Today 24th December 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରୁ ବାହାରନ୍ତୁ...

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ମଙ୍ଗଳବାର । ଚନ୍ଦ୍ର-କନ୍ୟା ରାତ୍ରି ୦୧.୫୦ ଗତେ ତୁଳା। ତିଥି-୯ମୀ ରାତ୍ରି ୦୭.୫୨ ଗତେ ୧୦ ମୀ । ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୦୧.୫୦ ପର୍ଯ୍ୟନ୍ତ। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ।

ଦୁଲୁକେଇବେ ଦିଲ୍ଲୀ
NCC Parade Preparation:କଠିନ ପରିଶ୍ରମ କରୁଛନ୍ତି ଓଡ଼ିଶା କ୍ୟାଡେଟ୍, ଚମକେଇବେ ରାଜଧାନୀ ଦିଲ୍ଲୀ

ପରେଡ ଗ୍ରାଉଣ୍ଡରେ ଝାଳ ବୁହାଉଛନ୍ତି ବିଭିନ୍ନ ଜିଲ୍ଲାରୁ ବଛା ହୋଇ ଆସିଥିବା କ୍ୟାଡେଟ୍ ମାନେ। ଆସନ୍ତା ଜାନୁଆରୀ ୨୬ରେଦିଲ୍ଲୀରେ ରିପବ୍ଲିକ ଡେ’ ପରେଡରେ ସାମିଲ ହେବେ, ବଛା ଯାଇଥିବା ଏହି ୧୨୭ ଜଣ କ୍ୟାଡେଟ୍। ଏନେଇ ଗଲା ମାସେ ହେଲା ଭୁବନେଶ୍ୱରରେ ଅନ୍ତିମ ପର୍ଯ୍ୟାୟ ପ୍ରସ୍ତୁତିରେ ୧୦ରୁ ୧୨ ଘଣ୍ଟା ଏଇଭଳି ଜି ଜାନ୍ ଲଗାଇ ପ୍ରାକ୍ଟିସ୍ କରୁଛନ୍ତି କ୍ୟାଡେଟ୍।

allu arjun summon
Allu Arjun Summoned: ଅଲ୍ଲୁଙ୍କ ପିଛା ଛାଡୁନି ବିବାଦ; ହାଜର ପାଇଁ ସମନ କଲା ହାଇଦ୍ରାବାଦ ପୋଲିସ

ଅଲ୍ଲୁ ଅର୍ଜୁନ ଗିରଫ ହୋଇ ବେଲରେ ଆସିଛନ୍ତି। ସେ ଜାମିନରେ ଆସିବା ପରେ ମାମଲା ଥମନି। ବରଂ ବିବାଦ ଆହୁରି ବଢ଼ିବାରେ ଲାଗିଛି। ତେଲଙ୍ଗାନା ବିଧାନସଭାରେ ଅଲ୍ଲୁଙ୍କ ପ୍ରସଙ୍ଗକୁ ନେଇ ହୁଲୁସ୍ତୁଲ। ଅଲ୍ଲୁଙ୍କ ଘରେ ଭଙ୍ଗାରୁଜା କରିଥିବା ୬ ଅଭିଯୁକ୍ତଙ୍କୁ ଜାମିନ ମିଳିଛି।

National Consumer Rights Day 2024
National Consumer Rights Day 2024: ଅଧିକ ସୁରକ୍ଷିତ ହେବ ଡିଜିଟାଲ ବଜାର ବ୍ୟବସ୍ଥା; ଜାଣନ୍ତୁ ସରକାରୀ ପଦକ୍ଷେପ

ପ୍ରତିବର୍ଷ ୨୪ ଡିସେମ୍ବରରେ ‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ପାଳନ କରାଯାଏ। ଏହି ଅବସରରେ ଡିଜିଟାଲ ବଜାର ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିବା ନେଇ ସରକାରୀ ସ୍ତରରେ ନିଆଯାଇଛି ଏହିସବୁ ପଦକ୍ଷେପ।

Crop Loss
Crop Loss: ଦାଉ ସାଧିଲା ଅଦିନିଆ ବର୍ଷା, ଉଜୁଡ଼ା ଫସଲ ଦେଖି ଅଧା ଓଡ଼ିଶାର ଚାଷୀ ଆଖିରେ ଲୁହ

ଲଘୁଚାପ ବର୍ଷାରେ ଉଜୁଡ଼ିଯାଇଛି ଅଧା ଓଡ଼ିଶାର ଫସଲ । ଯେଉଁଠି ଦେଖିବେ ଅମଳ ବେଳକୁ ପାଣିରେ ବୁଡ଼ିଛି ହେକ୍ଟର ହେକ୍ଟର ଧାନ କ୍ଷେତ ।

Egg Price
Anganwadi Centers: ଅଙ୍ଗନବାଡିକୁ ଅଣ୍ଡା ଦର ବୃଦ୍ଧି ଚିନ୍ତା, ଡାଏଟ୍ ଚାଟ୍ ହିସାବରେ ଅଣ୍ଡା ପାଉନାହାନ୍ତି ଶିଶୁ-ଗର୍ଭବତୀ

ଅଙ୍ଗନବାଡ଼ି କେନ୍ଦ୍ରରେ ପଡ଼ିଛି ଅଣ୍ଡା ଦର ବୃଦ୍ଧି ପ୍ରଭାବ । ପିଲାଙ୍କୁ ଆଉ ମିଳୁନି ଆବଶ୍ୟକ ପରିମାଣ ଅଣ୍ଡା ।

ନାକେଦମ୍‌ କଲାଣି ବାଘୁଣୀ ଜିନତ୍
Tigress Zeenat: ଲୁଚକାଳି ଖେଳୁଛି ଜିନ୍ନତ, ଓଡ଼ିଶାରୁ ଯାଇ ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲୁଛି ମରାଠା ବାଘୁଣୀ

ଲୁଚକାଳି ଖେଳୁଛି ଜିନ୍ନତ୍। ଓଡ଼ିଶା ବନ ବିଭାଗକୁ ବଡ଼ ଝଟକା । ପଶ୍ଚିମବଙ୍ଗରେ ବି ଛନକା । ପ୍ରଥମେ ଝାଡ଼ଖଣ୍ଡ, ଆଉ ଏବେ ପଶ୍ଚିମବଙ୍ଗରେ ଘୁରି ବୁଲୁଛି ମରାଠା ବାଘୁଣୀ ଜିନତ୍।

ସଂଜୀବନୀ ଦେବ କି ପ୍ରତିଷ୍ଠା ଦିବସ ?
Power Struggle in BJD: ବିଜେଡିକୁ ସଞ୍ଜୀବନୀ ଦେବ କି ପ୍ରତିଷ୍ଠା ଦିବସ ? ଆୟୁ ସରି ଆସୁଛି କହି ଛିଗୁଲେଇଲା ବିଜେପି

ଆସନ୍ତା ୨୬ରେ ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ । ୫ ପାଳିର ଶାସନ । ୨୪ ବର୍ଷର କ୍ଷମତା । ଏବେ ଆଉ କିଛି ନାହିଁ । ସେଥିରେ ପୁଣି ନିର୍ବାଚନୀ ବିପର୍ଯ୍ୟୟ ପରଠୁ ଗୋଷ୍ଠୀ କନ୍ଦଳରୁ ଦଳର ଫାଳ ଫାଳ ସ୍ଥିତି ।

‘ପାଣ୍ଡିଆନ୍ ପଜଲ୍‌’ ରାଜନୀତି
BJD Defends Pandian: ରୁବେନଙ୍କ 'ପାଣ୍ଡିଆନ୍ ପଜଲ'କୁ ନେଇ ତାତିଲେ ବିଜେଡି, ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ଦଳ

ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ବିଜେଡି । ନବୀନଙ୍କ ଉପରେ ରୁବେନଙ୍କ ବହିରେ ପାଣ୍ଡିଆନ ପଜଲ୍‌କୁ ନେଇ ଚିହିଁକିଲା ଦଳ । କହିଲା- ରୁବେନଙ୍କ ବହିକୁ ଆମେ ପ୍ରତ୍ୟାଖାନ କରୁଛୁ ।

ରୋ‍ବଟ୍ ଲିଭାଉଛି ନିଆଁ
Fire Mishap In Bhubaneswar: ହୁ ହୁ ହୋଇ ଜଳୁଛି ଇଲେକ୍ଟ୍ରୋନିକ୍ସ ଗୋଦାମ, ନିଆଁ ଲିଭାଉଛି ରୋବଟ୍‌

ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୬ଟି ଦମକଳ ଗାଡ଼ି ପହଞ୍ଚିଛି । ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରାୟ ୨ ଘଣ୍ଟା ଧରି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରହିଛି । ଏହି ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ସହ ଲାଗିଛି ରୋବଟ୍‌ ।

BJD Files Formal Complaint
BJD Files Formal Complaint: ୨୪ ନିର୍ବାଚନରେ ଗଫଲତି!! ବିଜେଡି କହିଲା, ଭୋଟ୍-ଗଣତି ଭୋଟରେ ଅଛି ତାରତମ୍ୟ

ରେଜଲ୍ଟର ୬ ମାସ ପରେ ୨୪' ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା ବିଜେଡି । ଅଭିଯୋଗ ଆଣି ନିର୍ବାଚନ କମିଶନ୍‌ଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି ପ୍ରତିନିଧି ମଣ୍ଡଳୀ ।

Odisha to Witness Light Rainfall
Odisha to Witness Light Rainfall: ପୁଣି କାଲିଠୁ ବର୍ଷା ! ହୋଇପାରେ ସ୍ୱଳ୍ପରୁ ମଧ୍ୟମ ଧରଣର

ପୁଣି ଆସୁଛି ବର୍ଷା । ଆସନ୍ତାକାଲି ଠାରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି ।

New Education Policy
New Education Policy: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା.. ଏଥର ଫେଲ୍‌ ହେଲେ ଫେଲ୍‌

ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍‌ରୁ ବାହାର କରାଯାଇପାରିବନି । ଶିକ୍ଷାର ମାନ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିବା କହିଲେ କେନ୍ଦ୍ର ଶିକ୍ଷା ସଚିବ ।

Allu arjun top 10 movies with high imdb rating
Allu Arjun: ଅଲ୍ଲୁ ଅର୍ଜୁନଙ୍କ ଏହି ୧୦ ଫିଲ୍ମ ତାଙ୍କୁ ଆଜି ଦେଇଛି ‘ପୁଷ୍ପାରାଜ୍’ର ପରିଚୟ

ଅଲ୍ଲୁ ଅର୍ଜୁନ ତାଙ୍କ କ୍ୟାରିୟର୍ ମଧ୍ୟରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ଏଠାରେ ଆମେ ତାଙ୍କର ୧୦ଟି ଚଳଚ୍ଚିତ୍ରର ଏକ ତାଲିକା ଦେଉଛୁ, ଯାହା ତାଙ୍କୁ ବକ୍ସ ଅଫିସରେ ସଫଳତା ହାସଲ କରି ଏକ ସୁପରଷ୍ଟାର କରିପାରିଛି।