‘ଗୋଟିଏ ରାଷ୍ଟ୍ର ଗୋଟିଏ ପରିଚୟ କାର୍ଡ’, ‘ଗୋଟିଏ ରାଷ୍ଟ୍ର ଗୋଟିଏ ରେସନ କାର୍ଡ’, ‘ଗୋଟିଏ ରାଷ୍ଟ୍ର ଗୋଟିଏ ସ୍ୱାସ୍ଥ୍ୟ ବୀମା’ର ସଫଳତା ପରେ ସରକାର ଏବେ 'ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ' ଏବଂ 'ଗୋଟିଏ ରାଷ୍ଟ୍ର, ଗୋଟିଏ ଧର୍ମନିରପେକ୍ଷ ସିଭିଲ୍ କୋଡ୍' ଲାଗୁ କରିବା ପରେ ଧ୍ୟାନ ଦେଉଛନ୍ତି ।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ସେତେ ଜୋର୍ଦାର ହେଉଛି। ନିର୍ବାଚନରେ ଜିତିବା ପାଇଁ ଡୋନାଲ୍ଡ ଟ୍ରମ୍ପ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ଟ୍ରମ୍ପ ଏବଂ ତାଙ୍କ ଟିମ୍ ୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମେ ଭି ଚକିଦାର' ଫର୍ମୁଲା ଆପଣେଇଛନ୍ତି।
ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଟୁଇଟ୍ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
ପ୍ରଥମେ ହତ୍ୟା କଲେ। ପ୍ରମାଣ ନଷ୍ଟ କରିବାକୁ ଯାଇ ସୁଟକେସ୍ରେ ମୃତଦେହ ଭର୍ତ୍ତି କରି ପୋଲ ତଳେ ଫିଙ୍ଗିଦେଲେ। ପୋଲିସ କବଳରୁ ବଞ୍ଚିବା ପାଇଁ କାର୍ ବିକି ଦେବା ସହ ମୋବାଇଲ୍ ଅଫ କରି ଦେଇଥିଲେ। ଏପରି ନାଟକୀୟ ଢଙ୍ଗରେ ହତ୍ୟାକାଣ୍ଡ ଘଟାଇଥିବା ଓଡ଼ିଆ ଦମ୍ପତିଙ୍କୁ ବାନ୍ଧିଛି ବେଙ୍ଗାଲୁରୁ ପୋଲିସ।
ଭାବିଥିଲେ ସେଇ ପଟ୍ରିରେ ଆସୁନାହିଁ ଟ୍ରେନ୍ । ଆଉ ଆରମ୍ରେ ବସି କାନରେ ଇଅର ଫୋନ୍ ଲଗାଇ ମୋବାଇଲ ଦୁନିଆରେ ହଜିଯାଇଥିଲେ ।
ବୁଧବାର ଅର୍ଥାତ ଦୀପାବଳିର ଠିକ୍ ଗୋଟିଏ ଦିନ ପୂର୍ବରୁ ୩୦ ଅକ୍ଟୋବରରେ ଏହି ଘଟଣା ଘଟିଛି ।
ପୁରୁଖା ଲୋକଙ୍କ କହିବା କଥା.. ଗାଁର ନାଁ ପଛରେ ଜଣେ ରାଜାଙ୍କ ଭୂମିକା ରହିଛି । ଯିଏ କି ଏହି ଗାଁର ନାମକରଣ କରିଥିଲେ । ଗାଁର ଅନ୍ଧକାରକୁ ଦୂରେଇ ଆଲୋକ ଆଣି ଦେଇଥିଲେ ।
କିଛି ଦିନ ପୂର୍ବରୁ ଜଗତଗୁରୁ ରାମ ଭଦ୍ରାଚାର୍ଯ୍ୟ ଏକ ମଞ୍ଚରେ କୁନି ପ୍ରବଚକ ଅଭିନବଙ୍କୁ ମୁର୍ଖ ବୋଲି ସାମ୍ବୋଧନ କରିଥିଲେ ।
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆଲୋକର ପର୍ବ ଦୀପାବଳି। ବିନା ବାଣରେ ଏହି ଉତ୍ସବ ଫିକା। ତେବେ ଏହି ପର୍ବ କେବଳ ହିନ୍ଦୁମାନେ ନୁହନ୍ତି, ଅନ୍ୟ ଧର୍ମ ଲୋକେ ମଧ୍ୟ ପାଳନ କରନ୍ତି। ଏହାକୁ କେଉଁ ଧର୍ମରେ କିପରି ପାଳନ ହୁଏ ଆସନ୍ତୁ ଜାଣିବା।
ବାଣ ଫୁଟାଉଥିବା ବେଳେ ଆଖିକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ। ବାଣର ସ୍ପାର୍କ ଏବଂ ଧୂଆଁ ଆଖିକୁ ନଷ୍ଟ କରିପାରେ। ଏହି ପର୍ବ ସମୟରେ କିପରି ଆଖିର ଯତ୍ନ ନେବେ ଏବଂ ଆଖିରେ ଆଘାତ ଲାଗିଲେ ତୁରନ୍ତ କ’ଣ ପଦକ୍ଷେପ ନିଆଯିବା ଉଚିତ ସେ ବିଷୟରେ ଜାଣିବା।
ବିଚଳିତ କରୁଛି ମୃତ୍ୟୁପୂର୍ବର ୨ ଭାଇଙ୍କ କଥାବାର୍ତ୍ତାର ଭାଇରାଲ୍ ଅଡ଼ିଓ । ଅଭିଯୋଗ ସତ୍ତ୍ବେ ଘସିପୁରା ପୋଲିସର ନିରବତାକୁ ନେଇ ଉଠିଲା ପ୍ରଶ୍ନ ।
ଡ୍ୟାନସ ବାରରେ ନାଚ ବନ୍ଦ ପରେ ଯାତ୍ରା ଉପରେ ହେବ କି ଆକ୍ସନ ? ଏକାଠି ହୋଇ ବିରୋଧ କରନ୍ତୁ ଯାତ୍ରାପାର୍ଟି ମାଲିକ କହିଲେ ଆଇନମନ୍ତ୍ରୀ ।
୪ ବର୍ଷ ତଳେ ଯାହାକୁ ପ୍ରେମ ବିବାହ କରିବାକୁ ଘର ପରିବାରକୁ ପର କରି ଚାଲି ଆସିଥିଲେ। ସେଇ ମଣିଷଟା ଯେ, ଅନ୍ୟ ଦୁଇ ଝିଅଙ୍କ ପାଇଁ ତାଙ୍କ ଝିଅକୁ ଏମିତି ଢଙ୍ଗରେ ମାରିଦେବ ବିଶ୍ବାସ କରିପାରୁନାହାନ୍ତି ।
ଦୀପାବଳି ପୂର୍ବରୁ ନୂଆ ରାସନ କାର୍ଡ ଆବେଦନକାରୀଙ୍କ ପାଇଁ ଆସିଲା ଖୁସି ଖବର। ନଭେମ୍ବର ମାସରେ ଯୋଗ୍ୟ ନୂଆ ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ ।
ଟିକେଟ କଟାର ଗୁମର ଖୋଲିବା ସହ ପରାଜୟର ବି ପୋଲ୍ ଖୋଲିଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। କହିଛନ୍ତି ଯଦି ଟିକେଟ ନବୀନ ବାଣ୍ଟିଥାନ୍ତେ ତାହାଲେ ବିଜେଡି ହାରି ନଥାନ୍ତା।
କଥାରେ ଅଛି ଖିର ଯଦି ଖାଇବୁ ଘରେ ଥିବ ଗାଈ, ଯୁଦ୍ଧ ଯଦି ଲଢ଼ିବୁ ପାଖରେ ଥିବ ଭାଇ। କିନ୍ତୁ ଭାଇ-ଭାଇ ମଧ୍ୟରେ ସେ ପୁରୁଣା ସଂପର୍କ ଆଉ ଏବେ ନାହିଁ। କେନ୍ଦୁଝର ଜିଲ୍ଲାରୁ ଆସିଥିବା ଏକ ନୂଆ ଉଦାହରଣ ଆପଣଙ୍କୁ ହତବାକ କରିଦେବ। ବଡ଼ଭାଇର ମୃତ୍ୟୁ ପୂର୍ବର ଦେହଥରା ଫୋନ୍ କଲ୍ ଏବେ ଭାଇରାଲ୍ ହେଉଛି।
ଆଲୋକର ପର୍ବ ଦୀପାବଳି ପାଇଁ ପ୍ରଦୂଷଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଆସିଛି । ସଂଧ୍ୟା ୭ରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ମିଳିଛି । ୧୨୫ ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା ବି ହୋଇଛି ।
ଖୁବ୍ ଶୀଘ୍ର ଘୋଷଣା ହେବ ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’। ଏନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
୨୦୧୩ରୁ ୨୦୨୧ ପର୍ଯ୍ୟନ୍ତ ଆରସିବି ଅଧିନାୟକ ଥିଲେ କୋହଲି । ତାଙ୍କ ଅଧିନାୟକତ୍ୱରେ ବାଙ୍ଗାଲୋର ୨୦୧୬ରେ ଫାଇନାଲରେ ପ୍ରବେଶ କରିଥିଲା ।
ମୋମୋ ଖାଇ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଆଉ ୨୦ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି।
ନୂଆ ରାସନ୍ କାର୍ଡ ପାଇଁ ଆବେଦନ କରିଥିବା ୧୦ ଲକ୍ଷ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦିଆଯିବ।
ଦକ୍ଷିଣ କୋରିଆର ଇସ୍ପାତ କଂପାନୀ ‘ପୋସ୍କୋ’ ଓଡ଼ିଶା ଫେରିବା ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶିଳ୍ପମନ୍ତ୍ରୀ ସଂପଦ ସ୍ୱାଇଁ। JSW ହେଉ କି ପୋସ୍କୋ, ଅବା JSW-ପୋସ୍କୋ ଜଏଣ୍ଟ ଭେଞ୍ଚର୍ ଯେକୌଣସି ଅନ୍ତଃରାଷ୍ଟ୍ରୀୟ କମ୍ପାନୀ, ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆମେ ସମସ୍ତଙ୍କୁ ସ୍ବାଗତ କରିବୁ।
ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ । ଯାତ୍ରା ମାଲିକ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ କି ଯାତ୍ରାରେ ଅଶ୍ଳୀଳତା ଯେମିତି ରହିବ ନାହିଁ । ସରକାର ବି ଏ ଦିଗରେ ତର୍ଜମା କରୁଛନ୍ତି ।