• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Mortal remains of American army officer who died in India 58 years ago returned home
୧୯୬୫ରେ ଆମେରିକାରୁ ଭାରତ ବୁଲି ଆସିଥିଲେ, ଚାଲିଗଲା ଜୀବନ ! ୫୮ ବର୍ଷ ପରେ ଫେରିଲା ମୃତଦେହ...

ତାଙ୍କର ମୃତଦେହ ଏବେ ଆମେରିକାର ଆର୍ଲିଙ୍ଗଟନ୍‌ ନାସନାଲ ସିମେଟ୍ରୀରେ ରଖାଯାଇଛି ।

Chain Snatching
ପୋଲିସ ଭୟରେ ଗିଳିଦେଲା ସୁନା ଚେନ୍‌, ପେଟକୁ ଗଲାନି ଛାତିରେ ଅଟକିଲା...

ଚୋରମାନଙ୍କ ଆଖି ଚେନ୍‌ ଉପରେ ରହିଥିବା ବେଳେ ବିବାହିତା ମହିଳାଙ୍କ ବେକରେ ପଡ଼ିଥିବା ମଙ୍ଗଳସୂତ୍ର ଉପରେ ମଧ୍ୟ ରହିଛି ।

New Parliament House
ବଡ଼ ଗୌରବର କଥା ! ନୂଆ ସଂସଦ ଭବନରେ ସ୍ଥାନ ପାଇଛି ଓଡ଼ିଶାର ପଟ୍ଟଚିତ୍ର...

ନୂଆ ସଂସଦ ଭବନର ନିଖୁଣ କାରିଗରି ଓ ସାଜସଜ୍ଜାକୁ ନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି କବିର ବେଦି, ଯାହାକି ଅତି ଆକର୍ଷଣୀୟ ଓ ମନୋରମ ହୋଇଛି । ଏହି ଭିଡିଓକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରିଟ୍ୱିଟ୍ କରିଛନ୍ତି ।

Stabbed 21 times then battered with boulder: Delhi girl killed as people walk by | Caught on camera
ଲଭ୍‌ ଜିହାଦ୍‌ ! ପ୍ରେମିକାକୁ ବିଚ୍‌ ରାସ୍ତାରେ ୨୧ ଥର ଛୁରା ମାଡ଼ ପରେ ପଥରରେ ଛେଚି ହତ୍ୟା

ସବୁଠାରୁ ବଡ଼ କଥା ହେଲା ଏହି ଘଟଣା ଘଟିବା ସମୟରେ ରାସ୍ତାରେ ଲୋକ ଯିବା ଆସିବା କରୁଥିଲେ । ସାଧାରଣ ଭାବେ ଲୋକେ ଯେମିତି ସବୁବେଳେ ଯାଆନ୍ତି ସେମିତି ଯାଆ ଆସ କରୁଥିଲେ ।

Tribal museum
ନାଁକୁ ଆଦିବାସୀ ସଂଗ୍ରହାଳୟ, ହେଲେ ନାହିଁ ଆକର୍ଷଣ

ସଂଗ୍ରହାଳୟ ପରିସରରେ ପଡ଼ିଛି ମଦ ବୋତଲ

Friendship
ଏମିତି ସାଙ୍ଗ ! ସାଙ୍ଗର ଜୁଇକୁ ଡେଇଁ ହାରିଦେଲା ନିଜ ଜୀବନ

ଯେଉଁ ଜୁଇରେ ସାଙ୍ଗକୁ ପୋଡ଼ା ହେଉଥିଲା, ସେହି ଜୁଇକୁ ଡେଇଁ ସାଙ୍ଗ ପ୍ରାଣ ହରାଇଲା । ଏହି ଘଟଣା ଆପଣଙ୍କୁ ସହଜରେ ହଜମ ହେଉନଥିଲେ ବି ସତ । 

Truck Car Accident
ପିକ୍‌ଅପ୍‌ ଟ୍ରକ୍‌ରେ ପିଟିହେଲା XUV କାର୍‌; ୭ ଇଞ୍ଜିନିୟରିଂ ଛାତ୍ର ମୃତ

ପିକ୍‌ଅପ୍‌ ଟ୍ରକ୍‌କୁ ଧକ୍କା ଦେଲା ଦ୍ରୁତଗତିରେ ଆସୁଥିବା ଏସ୍‌ୟୁଭି ଗାଡ଼ି । ଏଥିରେ ୭ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି ।

marriage
ବାନ୍ତିର ବାହାନା କରି ପ୍ରେମିକ ସହ କନ୍ୟା ଛୁ, ୧୩ ଦିନ କାଳ ବେଦିରେ ବସିରହିଲା ବର

ଏମିତି ସ୍ୱାମୀ କ’ଣ ସତରେ ମିଳିବେ. . .ପ୍ରେମିକ ସହ ଫେରାର ମାରିଥିବା କନ୍ୟାକୁ ବିବାହ କରିବାକୁ ବେଦିରେ ବସିରହିଲା ବର ।

Car Accident
ତାଳଦଣ୍ଡାକୁ ଖସିଲା କାର; ୨ ଗୁରୁତର

ମାତୃଭବନ-ନୂଆବଜାର ରାସ୍ତାରେ ଯିବା ବେଳେ କାରଟି ଦୁର୍ଘଟଣାର ଶିକାର ହୋଇଛି ।

Social activist
ଜଣେ ଯୁବତୀଙ୍କ ଲାଗି ବଦଳାଇ ଦେଲେ ୪୨ ବର୍ଷର ନିଷ୍ପତ୍ତି

ଦିନେ ଶପଥ ନେଇଥିଲେ କେବେ ବାହା ହେବେନି କି ଜୋତା ପିନ୍ଧିବେନି । ହେଲେ କେବଳ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କ ଲାଗି ବଦଳାଇ ଦେଲେ ନିଷ୍ପତ୍ତି... ଜୟନ୍ତୀଙ୍କ ହାତ ଧରିଲେ ଜୟନ୍ତୀ, ୭ ଜନ୍ମର ସାଥୀ ହେବାକୁ ଶପଥ କଲେ।

Bridge construction
ଶିଳାନ୍ୟାସ କରି ଭୁଲିଗଲେ କି ସରକାର? ୫ ବର୍ଷ ହେବ ଉଦଘାଟନ ହୋଇପାରୁନି ସେତୁ !

ଖୋଦ୍‌ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ, ଗୋଟେ ନିର୍ବାଚନ ସରି ଆଉ ଗୋଟେ ନିର୍ବାଚନ ଆସିଲାଣି । ସେତୁ ସରୁନି କି ଲୋକଙ୍କ ଦୁର୍ଦ୍ଦଶା କମୁନି । ହିନସ୍ତା ହେଉଛନ୍ତି ଲୋକେ..

Flight
ଫ୍ଲାଇଟ୍‌ର ଝରକା ଦେଇ ଏଣ୍ଟ୍ରି ମାରିଲେ ପାଇଲଟ୍‌, ହେଲେ କାହିଁକି ?

ପାଇଲଟ୍‌ ଜଣକ ସିଢ଼ିରେ କକ୍‌ପିଟ୍‌ ଝରକା ପର୍ଯ୍ୟନ୍ତ ଚଢ଼ିଛନ୍ତି । ଏହାପରେ ସେହି ଛୋଟ ଝରକା ଦେଇ ବିମାନ ମଧ୍ୟକୁ ପ୍ରବେଶ କରୁଛନ୍ତି ।

Migrant labourer, Migrant Death
ଭେଣ୍ଡା ପୁଅ ଯାଇଥିଲା ଦାଦନ ଖଟି...ଚାଲିଗଲା ପ୍ରାଣ : ପାଗେଳି ହେଲାଣି ମାଆ, ଚେତାଶୂନ୍ୟ ସ୍ତ୍ରୀ

ଦୁଃଖ ଏମିତି ବି ଆସେ ! ଦାଦନ ଖଟିବାକୁ ଯାଇଥିଲା ପୁଅ, ଚାଲିଗଲା ଜୀବନ । ମାଆ ପାଖରେ ଖବର ପହଞ୍ଚିବା ପରେ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଛି । ଚେତାଶୂନ୍ୟ ସ୍ତ୍ରୀ...

Housing Schemes In Odisha
ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ମୋ ଘର’କୁ କ୍ୟାବିନେଟ ମୋହର

ଏହି ଯୋଜନାରେ ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସର୍ବାଧିକ ବ୍ୟାଙ୍କଋଣ ପାଇପାରିବେ ।

Belarus President poisoned!
ମିତ୍ରଦ୍ରୋହୀ ପୁଟିନ୍‌ ! ରୁଷ୍‌ ରାଷ୍ଟ୍ରପତିଙ୍କ ସହ ରୁଦ୍ଧଦ୍ୱାର ବୈଠକ ପରେ ବେଲାରୁଷ୍ ରାଷ୍ଟ୍ରପତିଙ୍କ ଅବସ୍ଥା ସଙ୍କଟାପନ୍ନ

ବନ୍ଦ କୋଠରୀରେ ପୁଟିନଙ୍କୁ ଭେଟିଲେ ବେଲାରୁଷ୍ ରାଷ୍ଟ୍ରପତି । ବାହାରିବା ମାତ୍ରେ ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା । ଏବେ ବେଲାରୁଷ୍ ରାଷ୍ଟ୍ରପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କୁ ବିଷ ଦିଆଯାଇଥିବା ସନ୍ଦେହ କରାଯାଉଛି ।

Drying up of Brahmani River
ମେ'ରେ ବ୍ରାହ୍ଣଣୀ ସ୍ଥିତି ସଙ୍ଗୀନ : ଅଣ୍ଟାଏ ବି ପାଣି ନାହିଁ

ଜୁଲାଇ ପର୍ଯ୍ୟନ୍ତ ନଦୀରେ ବେକ ଯାଏଁ ପାଣି ରହିବା କଥା । କିନ୍ତୁ ଏବେ ସଂପୂର୍ଣ୍ଣ ଶୁଖିଲା ପଡିଛି । ମେ' ମାସରୁ ଯଦି ଏପରି ସ୍ଥିତି ଆଗକୁ ନଦୀରେ ପାଣି ରହିବ କି ନାହିଁ ଆଶଙ୍କା ଦେଖାଦେଇଛି । ଆଗରୁ କେବେ ଏପରି ନଦୀରୁ ପାଣି ଶୁଖେନି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । କେବଳ ନଦୀରେ ନୁହେଁ ବରଂ ଆଖପାଖ ଅଂଚଳରେ ଥିବା ନଳକୂଅର ମଧ୍ୟ ଜଳସ୍ତର କମୁଥିବା ଅଭିଯୋଗ ହୋଇଛି।

Rairakhol Water Problem
ଭୟଙ୍କର ସ୍ଥିତି ! କାମ କରୁନି ପାନୀୟ ଜଳ ପ୍ରକଳ୍ପ, ନାଳ ପାଣି ପିଉଛନ୍ତି ଲୋକେ

ସମ୍ବଲପୁର ନାକଟିଦେଉଳ ବ୍ଲକର ଝାରବେଡା ଗାଁର ବାସିନ୍ଦା ପାଣି ଲାଗି ବଡ଼ ଡହକବିକଳ ହେଉଛନ୍ତି  । କେବଳ ଏବର୍ଷ ନୁହେଁ ବରଂ ପ୍ରତିବର୍ଷ ଖରାଦିନେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ । ଗାଁରେ ପାଣି ଟୋପାଏ ମିଳୁନଥିବାରୁ ପାଖ ଝରଣା ପାଲଟିଛି ସାହାଭରସା । କାଳେ ପାଣି ସରିଯିବ ସେଥିପାଇଁ ସାନ ପିଲା ବି ବୋତଲରେ ପାଣି ଭରିନେଉଛନ୍ତି।

Indira Canteen
ଖୋଲିବ ଇନ୍ଦିରା କ୍ୟାଣ୍ଟିନ୍‌ : ୫ ଟଙ୍କାରେ ଜଳଖିଆ, ୧୦ ଟଙ୍କାରେ ଲଂଚ୍‌ ସହ ଡିନର୍‌

ପୁଣି ଖୋଲିବାକୁ ଯାଉଛି ଇନ୍ଦିରା କ୍ୟାଣ୍ଟିନ୍‌ । ମାତ୍ର ୫ ଟଙ୍କାରେ ମିଳିବ ଜଳଖିଆ... ୧୦ ଟଙ୍କାରେ ମଧ୍ୟାହ୍ନ ଭୋଜନ ସହ ରାତ୍ରୀ ଭୋଜନ । ଜାଣନ୍ତୁ ମେନୁ ଚାର୍ଟ।

9 years of Modi govt
୯ ବର୍ଷର ମୋଦି ସରକାର : ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇଛି ଭାରତ

ପ୍ରତିରକ୍ଷା କ୍ଷେତ୍ର ଉପରେ ମୋଦି ସରକାରଙ୍କ ଗୁରୁତ୍ୱ । ୯ ବର୍ଷର ଶାସନକାଳ ଭିତରେ କେଉଁ କେଉଁ ଦିଗରେ ପରିବର୍ତ୍ତନ ଆଣିଛନ୍ତି ?

CSK vs GT
ଯଦି ଆଜି ବି ବର୍ଷା ହୁଏ, ତେବେ କେଉଁ ଦଳ ଜିତିବ ମ୍ୟାଚ୍‌ ? ଜାଣନ୍ତୁ..

ବର୍ଷା ଲାଗି ରହିବାରୁ ଗତ କାଲି ମ୍ୟାଚ୍ ଖେଳିବା ସମ୍ଭବ ହୋଇପାରିନଥିଲା । ଏପରିକି ଟସ୍ ମଧ୍ୟ ପଡିପାରିନଥିଲା । ଯଦି ଆଜି ବି ସେଭଳି ହୁଏ, ତ କ’ଣ କରିବେ ଅମ୍ପାୟାର..ଜାଣନ୍ତୁ..

Gold Price Today
Gold Price Today 29th May 2023: ବିବାହ ଋତୁରେ ବଢିଲା ସୁନା ଦର, କିଣିବା ପୂର୍ବରୁ ଯାଂଚ କରନ୍ତୁ ମୂଲ୍ୟ

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୬୦୦ ଟଙ୍କା ହୋଇଛି।

New Parliament building
ନୂଆ ସଂସଦ ଭବନ : କେଉଁଠୁ ଆସିଛି କେଉଁ ଜିନିଷ ?

ଦେଶକୁ ମିଳିଲା ନୂଆ ସଂସଦ ଭବନ । ଗଣତନ୍ତ୍ରର ଭବ୍ୟ ମନ୍ଦିର ଲାଗି ଜାଣନ୍ତୁ କେଉଁଠୁ ଆସିଛି କେଉଁ ସାମଗ୍ରୀ ?

murder
ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ହଣାକଟା : ସାନ ଭାଇ ମୃତ, ବଡ଼ ଭାଇ ଗୁରୁତର

ଦୁଇ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ସାନକୁମାରୀ ଗାଁରେ ହତ୍ୟାକାଣ୍ଡ ।

Manipur Violence
ପୁଣି ହିଂସାରେ ଜଳିଲା ମଣିପୁର : ୪୦ ଉଗ୍ରପନ୍ଥୀ ନିହତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସୂଚନା

ମଣିପୁରରେ ଥମୁନି ସୁରକ୍ଷାକର୍ମୀ-ଉଗ୍ରବାଦୀ ସଂଘର୍ଷ । ୩ଦିନିଆ ମଣିପୁର ଗସ୍ତରେ ଯିବେ ଗୃହମନ୍ତ୍ରୀ ଶାହା । ସ୍ଥିତି ପରଖିଲେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ।