Advertisment

ତାଳଦଣ୍ଡାକୁ ଖସିଲା କାର; ୨ ଗୁରୁତର

ମାତୃଭବନ-ନୂଆବଜାର ରାସ୍ତାରେ ଯିବା ବେଳେ କାରଟି ଦୁର୍ଘଟଣାର ଶିକାର ହୋଇଛି ।

author-image
Manoranjan Behera
ଅଦ୍ୟତନ ହୋଇଛି
Cuttack Road Accident Today

Car Accident

କଟକ ତାଳଦଣ୍ଡା କେନାଲ ଭିତରକୁ ପଶିଗଲା କାର । ଘଟଣାରେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ମାତୃଭବନ-ନୂଆବଜାର ରାସ୍ତାରେ ଯିବା ବେଳେ କାରଟି ଦୁର୍ଘଟଣାର ଶିକାର ହୋଇଛି । ପାଣିରେ କାର ବୁଡ଼ିଯିବାରୁ ଭିତରେ ଥିବା ୨ ଜଣ ଗୁରୁତର ହୋଇଛନ୍ତି । ଜଣେ ମହିଳା ଗୁରୁତର ଥିବା ବେଳେ ଅନ୍ୟ ଜଣେ ପୁରୁଷଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ଉଭୟଙ୍କୁ ଉଦ୍ଧାର ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: ପିକ୍‌ଅପ୍‌ ଟ୍ରକ୍‌ରେ ପିଟିହେଲା XUV କାର୍‌; ୭ ଇଞ୍ଜିନିୟରିଂ ଛାତ୍ର ମୃତ

Road Accident Car Accident Taladanda Canal Road
Advertisment
Advertisment