ବୃଦ୍ଧ ଜଣଙ୍କୁ ଅଧିକ ବୟସ ହୋଇଥିଲେ ମଧ୍ୟ ଅତି ସୁନ୍ଦର ଭାବେ ସେ ଗୀତଟିକୁ ଗାଉଥିବା ଦେଖିବାକୁ ମିଳୁଛି ।
ବିଭିନ୍ନ ସ୍ଥାନରେ ବିଶାଳ କାୟ ଗଛ ଉପୁଡ଼ିପଡ଼ିଛି । ଏପରିକି ଜାତୀୟ ରାଜପଥରେ ଗଛ ପଡ଼ିବା ଯୋଗୁଁ ଗାଡ଼ି ଗୁଡ଼ିକ ଅଟକି ରହିଛି । ସେହିପରି ଟିଣ ଛପର ଗୁଡ଼ିକ ଉଡ଼ିଯାଇଥିବା ଦେଖିବାକୁ ମିଳିଛି ।
ବଲିଉଡ୍ ଅଭିନେତାମାନଙ୍କ ଫିଲ୍ମ ଉପରେ ଫ୍ୟାଶନର ପ୍ରଭାବ ଓ ଏ ସଂକ୍ରାନ୍ତ ନିରବତାକୁ ଲକ୍ଷ୍ୟ କରି ବିବେକ ଅଗ୍ନିହୋତ୍ରୀ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ବଲିଉଡ ଅଭିନେତାମାନେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର୍ ହୋଇଯାଇଛନ୍ତି, ତେଣୁ ସେମାନେ ଆଉ କୌଣସି ଅଭିନୟ କରୁନାହାଁନ୍ତି।
ଶାନ୍ତି ବଜାୟ ରଖିବାକୁ ଦୁଇ ଗୋଷ୍ଠୀଙ୍କୁ ଅପିଲ କଲେ ଶାହା । ‘ଅନଲାଇନ ପାଠପଢା ସହ ପରୀକ୍ଷା ମଧ୍ୟ ଅନଲାଇନରେ ହେବ’ ।
ନିଖୋଜ ପ୍ରଜ୍ଞାରାଣୀ ତ୍ରିପାଠୀଙ୍କ ମୃତଦେହ ବି ଉଦ୍ଧାର ହୋଇଛି ।
ପୂର୍ବାହ୍ନ ୧୧ଟାରେ OJEE ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । OJEE ୱେବସାଇଟ ଜରିଆରେ ରେଜଲ୍ଟ ଦେଖିହେବ ।
କୁଚିଣ୍ଡାର ଦୁଇ ନଦୀ ଖର୍ଲା ଓ ଭେଡେନରେ ପାଣି ଶୁଖିବା ପ୍ରଥମ ଘଟଣା ହୋଇଥିବା ବେଳେ ସହରରେ ଲୋକେ ପାଣି କିଭଳି ପାଇବେ ଓ ଆଗକୁ କିଭଳି ସମସ୍ୟା ଦେଖା ନଯିବ ସେଥି ପାଇଁ ପ୍ରଶାସନ ସଜାଗ ରହିବା ଉଚିତ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।
ସମାସ୍ୟା ସମାଧାନ ପାଇଁ ଗାଁ କାଳେସୀ ନିକଟରେ ଲୋକଙ୍କ ଭିଡ଼ । ଚିକିତ୍ସା ବିଜ୍ଞାନର ଅହେତୁକ ଉନ୍ନତି ସତ୍ତ୍ୱେ ଏବେ ବି ଗାଁ ଗଣ୍ଡାରେ ଚାଲିଛି କାଳେସୀ ପରମ୍ପରା ।
କ୍ରାସ୍ ଯୋଗୁ ବିମାନରେ ନିଆଁ ଲାଗି ଯାଇଥିଲା । ଫଳରେ ଏହା ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି ।
ମଲାଇକାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ମଲାଇକା ଏବଂ ଅର୍ଜୁନ କପୁରଙ୍କ ବୟସ ମଧ୍ୟରେ ଥିବା ପାର୍ଥକ୍ୟକୁ ନେଇ ଲୋକମାନେ ସେମାନଙ୍କୁ ଟ୍ରୋଲ୍ କରୁଛନ୍ତି। ତେବେ କେବଳ ଅର୍ଜୁନ ନୁହଁନ୍ତି, ମଲାଇକା ମଧ୍ୟ ତାଙ୍କ ପୂର୍ବତନ ସ୍ୱାମୀ ଅରବାଜ ଖାନଙ୍କଠାରୁ ବଡ।
ହୋମଗାର୍ଡ ସଂଘ ସଭାପତି ମାଗିଲେ ଇଛାମୃତ୍ୟୁ , ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ନ୍ୟାୟ ମିଳିନଥିବା ଅଭିଯୋଗ
ଗୟାଧର ୨୦୧୫ ମସିହାରେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅସ୍ତ୍ରୋପଚାର କରିଥିଲେ । ଗୟାଧରଙ୍କ କହିବା ଅନୁଯାୟୀ ପୂର୍ବରୁ ସେ ପ୍ରତିଦିନ ଗୋଟିଏ ସିଗାରେଟ ଟାଣୁଥିଲେ । ଏହାପରେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା କହିଛନ୍ତି ।
ପାଖେଇ ଆସୁଛି ଘୋଷଯାତ୍ରା । ଖଣ୍ଡୁଆ ପାଟ ବୁଣିବାରେ ବ୍ୟସ୍ତ କାରିଗର । ଅରୁଆ ଅନ୍ନ ଖାଇ..ପିଲାଠୁ ବୁଢା ସମସ୍ତେ ଏକ ହୋଇ ବୁଣୁଛନ୍ତି ପାଟ।
‘LVMH’ର ବର୍ଣ୍ଣାଡ୍ ଅର୍ଣ୍ଣଲ୍ଟ୍ଙ୍କୁ ଟପି ଟେସ୍ଲାର ସିଇଓ ଏଲନ୍ ମସ୍କ୍ ପୁଣି ବିଶ୍ବର ଶ୍ରେଷ୍ଠ ଧନୀ ବ୍ୟକ୍ତି ଭାବେ ପରିଗଣିତ ହୋଇଛନ୍ତି ।
ଗେମ୍ ଖେଳୁଥିବା ଲୋକେ ହୋଇପାରିବେ ଅଫିସର୍. . .କ’ଣ କରିବାକୁ ପଡ଼ିବ ?
ଧୋନି ଚଳିତ ଆଇପିଏଲ୍ ସିଜନ୍ରେ ଆଣ୍ଠୁରେ ପଟି ବାନ୍ଧି ମ୍ୟାଚ୍ ଖେଳୁଥିବା ଦେଖିବାକୁ ମିଳିଥିଲା। ସେହି ସମୟରେ ତାଙ୍କର ୱିକେଟ୍କିପିଂରେ କୌଣସି ତ୍ରୁଟି ନଥିଲା, କିନ୍ତୁ ବ୍ୟାଟିଂ ବେଳେ ଦୌଡ଼ିକି ରନ୍ ସଂଗ୍ରହ ବେଳେ ସାମାନ୍ୟ ସମସ୍ୟାରେ ପଡ଼ୁଥିବା ଦେଖିବାକୁ ମିଳିଥିଲା।
ଛତ୍ରପୁର ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ବୁଡ଼ି ଯାଇଥିବା ଛାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।
ମୁଣ୍ଡରେ ହେଲମେଟ୍ ନାହିଁ କି ତଳକୁ ଠିକ୍ରେ ଗୋଡ ପାଉନି । ହେଲେ ବି ଫୁଲ୍ ସ୍ପିଡରେ ଗାଡି ନେଇଯାଉଛନ୍ତି ନାବାଳକ । ଅନ୍ୟ ଚାଳକ କହୁଛନ୍ତି ଧୀରେ ଚଳାଅ, ହେଲେ ଶୁଣୁନାହାନ୍ତି ନାବାଳକ ଜଣକ । ଭାଇରାଲ ହେଲା ଭିଡିଓ
ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଆହୁରି କହିଛନ୍ତି ଯେ, ପାୱାର କଟ ଶବ୍ଦ ଓଡ଼ିଶାର ଗଣମାଧମ ବ୍ୟବହାର କରିବା ହିଁ ଭୁଲ ।
ଯେଉଁ ବାପା କୋଳେଇ କାଖେଇ ଛୋଟରୁ ବଡ଼ କରିଥିଲା। ସବୁ ଅଳିଅର୍ଦଳି ସହିଥିଲା, ସେହି ବାପାକୁ ସାମାନ୍ୟ କୌଣସି କଥା ପାଇଁ ହତ୍ୟା କରିବାକୁ ପଛାଇଲା ନାହିଁ ନୃଶଂସ ପୁଅ।
ସରକାର ସିନା ସ୍କିମ୍ ଘୋଷଣା କରିଦେଲେ ହେଲେ ଏବେ ୨ ହଜାର ଟଙ୍କା ପାଇଁ ଘରେ ମହାଭାରତ। ଘରର ମୁଖିଆ ଭାବେ ଶାଶୁଙ୍କୁ ୨ ହଜାର ଟଙ୍କା ମିଳିବା ଜାଣି ବୋହୂମାନେ ଝଗଡ଼ା ଆରମ୍ଭ କରି ଦେଇଛନ୍ତି।
ହାତୀ ପାଇଁ ଗାଁ ଛାଡିଦେଲେ ଲୋକେ । କିଏ ହୋମ ପାଇପ୍ରେ ପଶିଲାଣି ତ ଆଉ କିଏ ସମ୍ପର୍କୀୟଙ୍କ ଘରେ ଲୁଚିଲାଣି । ହାତୀ ଉତ୍ପାତରେ ଅତିଷ୍ଠ ହେଲେଣି ଲୋକେ...କିନ୍ତୁ ପ୍ରଶାସନ ଦେଉନି ସହାୟତା
ସ୍ୱାମୀ...୩ ପୁଅ...ସମସ୍ତେ ମାନସିକ ରୋଗୀ । ତିନି ତିନିଟି ପୁଅ ଜନ୍ମ କରିଛନ୍ତି ହେଲେ ସେମାନେ କାମଧନ୍ଦା କରିପାରୁନାହାନ୍ତି । ବୁଢୀ ବୟସରେ ପୂରା ଘରର ବୋଝ ଶାନ୍ତିଙ୍କ କାନ୍ଧରେ । ସରକାରୀ ସହାୟତା କହିଲେ ଗଣ୍ଡେ ଚାଉଳ । ଏତିକିରେ ପରିବାର ଚଳିବ କେମିତି?
ଖଣି ମାଲିକ ତଥା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।