ସରକାର ଦେଉନାହାନ୍ତି ଭରତ ଦେଉଛନ୍ତି । ନିଜସ୍ୱ ଉଦ୍ୟମରେ ଗରିବ ହିତାଧିକାରୀଙ୍କୁ ଘର ବାଣ୍ଟୁଛନ୍ତି ଭରତ । ଯେଉଁଠି ପ୍ରଶାସନ ଶୁଣୁନି, ସେଇଠି ଭରତ ଶୁଣୁଛନ୍ତି । ଏମିତି ସାହାଯ୍ୟକୁ ସଲାମ୍ କରୁଛନ୍ତି ଗାଁ ଲୋକେ।
ମରାମତି ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ପଲଙ୍କ। ଗୁରୁତ୍ୱପୂର୍ଣ୍ଣ ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି।
ସବସିଡି ଆଶାରେ ଚାଷୀଉପକରଣ ନେଇଥିବା ଚାଷୀ ଏବେ ସବସିଡି ପାଇବା ପାଇଁ ବ୍ୟାଙ୍କ ଓ କୃଷି ବିଭାଗର ଦ୍ୱାରସ୍ଥ ହୋଇ ନୟାନ୍ତ ହେଲେଣି । ହେଲେ ଏଯାଏଁ କିଛି ବି ସୁଫଳ ମିଳିପାରିନି।
ଶେଷରେ ପୁରା ଡ୍ୟାମ୍ ଶୁଖାଇଲେ, ଏହାପରେ ଯାଇ ମିଳିଲା ମୋବାଇଲ୍। ପ୍ରାୟ ଲକ୍ଷେ ଟଙ୍କାର ମୋବାଇଲ୍ ସିନା ମିଳିଲା, କିନ୍ତୁ ୩ ଦିନ ଧରି ପାଣି ଭିତରେ ପଡ଼ିଥିବାରୁ ଏହହା ଆଉ ଚାଲୁ ନାହିଁ।
ଓଡ଼ିଶା ବ୍ୟତୀତ ଏହି ବୈଠକରେ ପଶ୍ଚିମବଂଗ, ବିହାର, ରାଜସ୍ଥାନ, ଦିଲ୍ଲୀ, କେରଳ, ତେଲେଙ୍ଗାନା ଓ ପଂଜାବର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେଇ ନାହାନ୍ତି ।
ଗର୍ଭଗୃହରେ ବଢୁଛି ମୂଷା ଓ ଅସରପାଙ୍କ ଉତ୍ପାତ । ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛି ପ୍ରଶାସନ । ସେପଟେ ସ୍ନାନପୂର୍ଣ୍ଣିମା ପାଇଁ କରାଗଲା ସ୍ୱତନ୍ତ୍ର ବ୍ୟବସ୍ଥା।
ପାରାଦୀପରେ ନାହିଁ ଟ୍ରକ୍ ଟର୍ମିନାଲ୍ । ମନଇଚ୍ଛା ରାସ୍ତାରେ ଗାଡି ପାର୍କିଂ କରି ପଳାଉଛନ୍ତି ଡ୍ରାଇଭର । ଦୁର୍ଘଟଣାରେ ଅକାରଣେ ଯାଉଛି ବାଇକ୍ ଆରୋହୀଙ୍କ ଜୀବନ।
ଦୁର୍ଘଟଣା ପରେ ବିଛଣାରେ ସ୍ୱାମୀ । ମାଆ, ସ୍ତ୍ରୀ, ପିଲାଙ୍କୁ ଯିଏ ଦିନେ ସାହାରା ଦେଉଥିଲେ ଆଜି ସିଏ ଅନ୍ୟର ସାହାରାରେ ବଞ୍ଚୁଛନ୍ତି । ହାତଯୋଡ଼ି ସମସ୍ତଙ୍କୁ ସାହାଯ୍ୟ ମାଗୁଛନ୍ତି, ସ୍ୱାମୀଙ୍କୁ ବଞ୍ଚାଇବା ଲାଗି ଗୁହାରି କରୁଛନ୍ତି।
ରବି ଧାନ ସଂଗ୍ରହକୁ ନେଇ କେଁ....ପ୍ରଶାସନ ଓ ମିଲର୍ସଙ୍କ ଆଲୋଚନା ବିଫଳ ହୋଇଛି । FCI ଚାଉଳ ଗ୍ରହଣ ନିୟମ ସାଜିଛି ବାଧକ । ଚଳିତ ରବି ଫସଲ ପରେ ସଂଗୃହୀତ ଧାନ ଗୁଡ଼ିକର କଷ୍ଟମ ମିଲିଂ ପରେ କେବଳ ଏଫସିଆଇ ହିଁ ଚାଉଳ ନେବ।
ପୁଣି ଆଉ ଏକ ଭାଇରସ୍ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ମିଳିଥିବା ସୂଚନା ଅନୁସାରେ, ଆମେରିକାରେ ପୋୱାସନ୍ ଭାଇରସ୍(Powassan Virus) ଯୋଗୁ ଲୋକଙ୍କ ମୃତ୍ୟୁ ହେଉଥିବା ଘଟଣା ସାମ୍ନାକୁ ଆସିଛି।
ଧାର୍ଯ୍ୟ ଦରଠାରୁ ଅଧିକ ଟିକସ ନେଇ ଚର୍ଚ୍ଚାରେ ମୁଣ୍ଡଳୀ ଟୋଲ୍ ଗେଟ୍ । ଟିକସ ଆଦାୟ ନାମରେ ଚାଲିଥିଲା ଜୁଲମ୍ । ଯାହାକୁ ନେଇ ରାଜ୍ୟ ବାହାରେ ନିନ୍ଦିତ ହେଲା ଓଡ଼ିଶା । ଗତ ଦୁଇଦିନ ତଳେ ମୁଣ୍ଡଳୀ ଟୋଲ୍ ଗେଟ୍ରେ ପାରି ହେବା ପାଇଁ ୩୦ଟଙ୍କା ବଦଳରେ ୫୦୦ ଟଙ୍କା ଦାବି କରି ଦୁଇ ପକ୍ଷଙ୍କ ମଧ୍ୟରେ ଉପୁଜିଥିଲା ସାଙ୍ଘାତିକ ଝଗଡା ଓ ମାରପିଟ୍।
ଉଚ୍ଚଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକଙ୍କ ଚିଠିର ଉତ୍ତର ଦେଉ ନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୬୦୦ ଟଙ୍କା ହୋଇଛି।
ବୁଦ୍ଧିଜୀବୀ ମାନେ ପୋଲିସର ଏଭଳି ଆଚରଣକୁ କଡ଼ା ସମାଲୋଚନା କରିଛନ୍ତି ।
କିଛି ୟୁଜର୍ସ ସୋସିଆଲ୍ ମିଡିଆରେ ଏହା ମଧ୍ୟ କହିଛନ୍ତି ଯେ, କିଛି ପେଟ୍ରୋଲ ପମ୍ପ ଓ ଦୋକାନୀ ୨ ହଜାର ଟଙ୍କିଆ ନୋଟ୍ ନେବାକୁ ରୋକ୍ଠୋକ୍ ମନା କରି ଦେଉଛନ୍ତି। ଏସବୁ ଭିତରେ ୨ ସାଙ୍ଗଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ନେଇ ଏବେ ଚର୍ଚ୍ଚା।
ବିକ୍ରି ହୋଇପାରୁନଥିଲା ଆମ୍ବ...ରାସ୍ତାରେ ନାଚିଲା ଦୋକାନୀ...ବାସ୍ ଏତିକିରେ ସବୁ ଆମ୍ବ ବିକ୍ରି ହେଇଗଲା...ଭାଇରାଲ ହେଲା ଭିଡିଓ
ସ୍ୱାମୀ ଚାଲିଗଲା, ୪ଟି ପିଲା । କାର୍ଡ ନାହିଁ କି କିଛି ନାହିଁ...ଆମେ ଚଳିବୁ କେମିତି? ନବୀନ ବାବୁ ଆମକୁ ସାହାଯ୍ୟ କର...ଗଣ୍ଡେ ଚାଉଳ ଦିଅ । ବଞ୍ଚିବାକୁ ସାହାଯ୍ୟ କର । କିଛି ଏମିତି ଢଙ୍ଗରେ ନିଜ ଗୁହାରି ଜଣାଉଛନ୍ତି ଜଣେ ବିଧବା ମହିଳା।
ଇମ୍ରାନଙ୍କ ପାଇଁ ବଢୁଛି ସମସ୍ୟା । ନୋ ଫ୍ଲାଏ ଲିଷ୍ଟରେ ସାମିଲ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ...ଏବେ ବିଦେଶ ଯିବେ କେମିତି?
କେନ୍ଦ୍ର-ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଗ୍ରାହକଙ୍କୁ ମୋବାଇଲ ନମ୍ବର ଦେବାକୁ ବାଧ୍ୟ କରିପାରିବେନି ଦୋକାନୀ
ପରୀକ୍ଷାରେ ପାସ୍ କରାଇ ଦେବା ଲାଗି ଛାତ୍ରୀଙ୍କ ଠାରୁ ଯୌନ ତୃପ୍ତି ଆଶା କଲେ କଲେଜ ପ୍ରଫେସର। ଅଶାଳୀନ ଶୈଳୀରେ କହିବା ସହ ଅନୈତିକ ସମ୍ପର୍କ ରଖିବା ପାଇଁ ପ୍ରଫେସର ଜଣକ ଛାତ୍ରୀଙ୍କୁ କହୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।
ଉତ୍ପାଦନ କମ ଥିବାରୁ ଦର ଅଚାନକ ବଢିଥିବା କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡା ।
ସୁରକ୍ଷା କାରଣରୁ ଆବୁ ଧାବିରେ ଚାଲିଥିବା ଆଇଫା ପ୍ରୋଗ୍ରାମରେ ସଲମାନଙ୍କ ବଡିଗାର୍ଡ ଭିକିଙ୍କୁ ଧକ୍କା ମାରିଥିବା ଭିଡିଓ ଭାଇରାଲ୍ ହେଉଛି। ଏନେଇ ଫ୍ୟାନ୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।
ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସାମିଲ ହୋଇପାରନ୍ତି ୨୦ରୁ ୨୪ ମନ୍ତ୍ରୀ । ସିଦ୍ଦରମୈୟାଙ୍କ କ୍ୟାବିନେଟରେ ମିଳିପାରେ ସ୍ଥାନ ।
ବିମାନଟି ଦକ୍ଷିଣ କୋରିଆର ଡାଏଗୁ ଏୟାରପୋର୍ଟରେ ସୁରକ୍ଷିତ ଅବତରଣ କରିଥିଲା ।