କାନ୍ଥରୁ ଲିଭିନି ବାହାଘର ଚିତା ରଙ୍ଗ। ଆଉ ୬ଦିନ ଯାଇଥିଲେ ବିବାହକୁ ପୁରିଥାନ୍ତା ଏକ ବର୍ଷ। ଜୁନ୍ ୧୦ ତାରିଖରେ ପଡିବ ପ୍ରଥମ ବିବାହ ବାର୍ଷିକ ଉତ୍ସବ। ଆଉ ମାଆର କୋଳରେ ଏହି ନିଷ୍ପାପ ଦେଢ ମାସର କୁନି ଝିଅ। ଦୁନିଆକୁ ଠିକସେ ଦେଖିନଥିବା ବେଳେ ବାପା ବୋଲି ଯେଉଁ ଶବ୍ଦଟି ଆଜି ହୋଇଗଲା ତା ପାଇଁ ସ୍ୱପ୍ନ।
IBରେ ଚାକିରି ପାଇବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ଏଥିପାଇଁ ଜୁନିଅର ଇଣ୍ଟେଲିଜେନ୍ସ ଅଫିସର ପଦ ପାଇଁ ଇଣ୍ଟେଲିଜେନ୍ସ ବ୍ୟୁରୋ ବିଜ୍ଞପ୍ତି ଜାରି କରିଛି। ଚୟନ ହେଲେ ମାସକୁ ଦରମା ୮୧ ହଜାର ଟଙ୍କା ମିଳିବ।
ମହେଶ ଭଟ୍ଟ ଯେତେବେଳେ ଯୁବକ ଥିଲେ, ସେ ବହୁତ ମଦ ପିଉଥିଲେ। ସେ କହିଥିଲେ ଯେ ସେ ଜଣେ କ୍ରୋଧୀ, ଅସନ୍ତୁଷ୍ଟ ଏବଂ ଅସଫଳ ବ୍ୟକ୍ତି ଥିଲେ। ସେ ଭାବୁଥିଲେ ଯେ ମଦ୍ୟପାନ କରି ସେ ନିଜର ନିରାଶା ଏବଂ ବିଫଳତାକୁ ଦୂର କରୁଛନ୍ତି।
ଭୟଙ୍କର ସ୍ଥିତି ! ପିଇବା ପାଣି ଲାଗି ଅଧ ରାତିରୁ ହେଉଛି ଟିକେଟ୍ । ୨୦୦ ପରିବାରକୁ ଅଛି ମାତ୍ର ଗୋଟିଏ ଟ୍ୟୁବୱେଲ । ବିଡିଓ କହୁଛନ୍ତି, ସମସ୍ୟାର ସମାଧାନ ହେବ ଖୁବଶୀଘ୍ର।
ଭିଡ଼ ଭିତରେ ଜଣେ ବିଦେଶୀ ଭକ୍ତ ସିଂହଦ୍ୱାର ଦେଇ ପ୍ରବେଶ କରି ବାଇଶି ପାହାଚ ପର୍ଯ୍ୟନ୍ତ ଚାଲିଯାଇଥିଲେ ।
କରମଣ୍ଡଳ ଏକସପ୍ରେସ୍ ଘଣ୍ଟାପ୍ରତି ୧୨୮ କିଲୋମିଟର ବେଗରେ ଯାଇ ମାଲଗାଡ଼ିକୁ ଧକ୍କା ଦେଇଥିଲା ।
ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ବିବାହର ୫୦ ବର୍ଷ ପୂରଣ କରିଥିବାରୁ ସାରା ବିଶ୍ୱରୁ ପ୍ରଶଂସକମାନେ ଅଭିନନ୍ଦନ ଜଣାଉଛନ୍ତି। ଏହି ଅବସରରେ ଦମ୍ପତିଙ୍କର ଉଭୟ ସନ୍ତାନ ଶ୍ୱେତା ବଚ୍ଚନ ଏବଂ ଅଭିଷେକ ବଚ୍ଚନ ମଧ୍ୟ ସେମାନଙ୍କ କିଛି ବିରଳ ଫଟୋ ସହିତ ସ୍ୱତନ୍ତ୍ର ବାର୍ତ୍ତା ଶେୟାର କରିଛନ୍ତି। ଏଥିରେ ପ୍ରଶଂସକମାନେ ସେମାନଙ୍କ ଭଲ ପାଇବା ଢାଳିଦେଉଥିବା ଦେଖାଯାଏ।
ସ୍ନାନ ମଣ୍ଡପରେ ରକ୍ତଛିଟା ହେତୁ ଶ୍ରୀଜିଉଙ୍କ ହେବ ମହାସ୍ନାନ
ଏତେ ବଡ଼ ଟ୍ରେନ୍ ଦୁର୍ଘଟଣା ପରେ କେଉଁଠି ଏବେ ଟ୍ରେନ୍ର ଲୋକୋ ପାଇଲଟ୍ ଓ ଷ୍ଟାଫମାନେ। ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍ର ଲୋକୋ ପାଇଲଟ୍ ଓ ଆସିଷ୍ଟାଣ୍ଟ ପାଇଲଟ୍ ଆହତ ହୋଇଥିବା ସୂଚନା ମିଳିଛି।
ରାଜ୍ୟଠୁ ଦେଶ...ସବୁଠି ଖେଳି ମାଳମାଳ ମେଡାଲ ଆଣିଥିଲେ । ହେଲେ ଆଜି ଭୋକ ଉପାସରେ ପଡିଛନ୍ତି ଦିବ୍ୟାଙ୍ଗ ଆଥଲେଟ୍ । ବାପା ଯିବା ପରେ ଜୀବନ ଏବେ ଦୁର୍ବିସହ
କୋଲକାତାକୁ ମାଗଣା ବସ୍। ବାଲେଶ୍ୱର ବାହାନଗା ଟ୍ରେନ୍ ଟ୍ରାଜେଡି ପାଇଁ କୋଲକାତାକୁ କୌଣସି ଟ୍ରେନ୍ ଚାଲୁନି। ଏଥିପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଆମେରିକାର ପ୍ରଥମ ମହିଳା ଡକ୍ଟର ଜିଲ୍ ବାଇଡେନ୍ ଦୁର୍ଘଟଣାରେ ମୃତାହତ ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।
ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ଶ୍ରୀମନ୍ଦିର ଭିତରେ ଦର୍ଶନ ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ।
ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଥିବା ବେଳେ ଗୁରୁତରଙ୍କ ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି ।
ସରକାରୀ ଟଙ୍କା ହଡପ୍ ଲାଗି..ନୂଆପଡାରେ ମାଳମାଳ ନକଲି ସାର୍ଟିଫିକେଟ୍ ଛପାଉଛି କିଏ? ପ୍ରଶାସନ ଅବଗତ ଅଛି ତ ?
ଟ୍ରେନ୍ ଟ୍ରାଜେଡିକୁ ନେଇ LIC ରିହାତି ଘୋଷଣା କରିଛି। ପିଏମ୍ ଜୀବନ ଜ୍ୟୋତି ପଲିସିଧାରୀଙ୍କ ପାଇଁ ରିହାତି ଘୋଷଣା ହୋଇଛି।
ବାହାନଗା ଟ୍ରେନ୍ ଟ୍ରାଜେଡି ନେଇ ମୋଦିଙ୍କ ସହ କଥା ହେଲେ ନବୀନ ।
ବାଲେଶ୍ୱର ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣାର ମୃତଦେହ ସଂପର୍କରେ ଜାଣିବାକୁ ବିଏମ୍ସି ପକ୍ଷରୁ ହେଲପ ଲାଇନ ଜାରି କରଯାଇଛି ।
ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ରେ ପହଞ୍ଚିଛି। କେଉଁ କାରଣ ପାଇଁ ଏମିତି ଭୟଙ୍କର ଦୁର୍ଘଟଣା ଘଟିଲା ? ଏହା ପଛର କାରଣ କ’ଣ ? ତାହା ଜଣାପଡ଼ିଛି।
୪ ଛୁଆଙ୍କୁ ମାରି ଫାଶୀ ଲଗାଇ ନିଜେ ଆତ୍ମହତ୍ୟା କଲେ ମହିଳା। ସମ୍ପୃକ୍ତ ମହିଳା ନିଜର ୪ ଛୁଆଙ୍କୁ ଲୁହା ଡ୍ରମ୍ ଭର୍ତ୍ତି କରି ସେମାନଙ୍କର ଜୀବନ ନେଇଥିଲେ। ଏହାପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।
ଆଇସକ୍ରିମ୍ ଖାଇ ୩ ଗାଁର ୫୦ରୁ ଅଧିକ ଅସୁସ୍ଥ। କାଲି ରାତି ପ୍ରାୟ ୨ଟା ପରେ ପ୍ରାୟ ଆଇସକ୍ରିମ୍ ଖାଇଥିବା ସମସ୍ତଙ୍କୁ ଝାଡ଼ା ଓ ପ୍ରବଳ ବାନ୍ତି ହୋଇଥିଲା।
୧୦୮ ସୁବାସିତ ଗରା ଜଳରେ ପ୍ରତ୍ୟେକ୍ଷ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ସଜେଇ ହୋଇ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅପେକ୍ଷାରେ ସ୍ନାନବେଦୀ।
ଆଇଏଏସ୍ଙ୍କ ଘରେ ପଡିଥିଲା ହୋମଗାର୍ଡଙ୍କ ଡ୍ୟୁଟି । ରାସ୍ତା ଉପରେ ଡ୍ୟୁଟି କରିବାକୁ ଅଫିସର ଦେଲେ ନିର୍ଦ୍ଦେଶ । ହେଲେ ମାନିଲେନି ହୋମଗାର୍ଡ଼...ବାସ୍ ରାଗିଗଲେ ଅଫିସର, ମାରିଲେ ମାଡ । ଏବେ ମେଡିକାଲରେ ଗୁରୁତର ଅବସ୍ଥାରେ ଅଛନ୍ତି ହୋମଗାର୍ଡ
ଦୁର୍ନୀତି ଏମିତି ବି ହୁଏ ! ମଣିଷ ବଦଳରେ ମେସିନ୍ କରୁଛି ମନରେଗା କାମ...କାମ ନପାଇ ହତାଶ ହେଲେଣି ଲୋକେ । ଏବେ ଦାଦନ ଯିବାକୁ ହେଉଛନ୍ତି ବାଧ୍ୟ