ସ୍ଥାନୀୟ ଲୋକଙ୍କ ସହାୟତା ବଞ୍ଚାଇଲା ପରିବାରର ଜୀବନ । ଓଡ଼ିଶାବାସୀଙ୍କୁ ମହାନ କହିଲେ ମେଦିନାପୁରର ସୁବ୍ରତ ପାଲ୍ ।
କୁହାଯାଉଛିଯେ, “ଆଣ୍ଟି କୋଲିଜିଅନ୍ ସିଷ୍ଟମ ଥିଲେ ଦୁର୍ଘଟଣା ଘଟି ନଥାନ୍ତା”। ତେବେ ଏହି ଆଣ୍ଟି କୋଲିଜିଅନ୍ ସିଷ୍ଟମ ବା ରେଳ ସୁରକ୍ଷା ‘କବଚ’ କ’ଣ? ଏହା କିପରି କାମ କରେ ଜାଣିବା ପାଇଁ ପଢନ୍ତୁ।
ଦୀର୍ଘ ୧୪ ବର୍ଷ ପରେ ମା’ର ଶେଷକୃତ୍ୟରେ ଯୋଗଦେବା ପାଇଁ ଘରକୁ ପୁଅ ଆସିଥିଲା। ହେଲେ ସେ ଜାଣିନଥିଲେ ଏହି ଶେଷକୃତ୍ୟ ପରବର୍ତ୍ତୀ ସମୟରେ ତାଙ୍କ ଶେଷକୃତ୍ୟ ପାଲଟିଯିବ।
ସମୟ ଯେତିକି ବଢ଼ୁଛି, ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ମଧ୍ୟ ସେତିକି ବଢ଼ୁଛି। ବାଲେଶ୍ୱର ବାହନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬୧କୁ ବୃଦ୍ଧି ପାଇଛି।
ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମର୍ମାହତ ହୋଇଛନ୍ତି। ଏଭଳି ଦୁଃଖଦ ସମୟରେ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ତାଙ୍କର ହେଲିକପ୍ଟର ଅଫର କରିଛନ୍ତି।
ଗତକାଲି ବାଲେଶ୍ୱର ଜିଲ୍ଲା ବାହନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ସ୍ଥିତିର ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସୁଛନ୍ତି।
ବାଲେଶ୍ୱର ଜିଲ୍ଲା ବାହନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହାପୂର୍ବରୁ ମଧ୍ୟ ଦେଶରେ ବଡ଼ ବଡ଼ ରେଳ ଦୁର୍ଘଟଣା ଘଟିଛି। ଏଥିରେ ଅନେକଙ୍କ ଜୀବନ ଚାଲି ଯାଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଥିଲେ।
ବାହାନାଗା ଦୁର୍ଘଟଣା ପରେ ଏହି ରୁଟ୍ରେ ଯାଉଥିବା ବହୁ ଟ୍ରେନ୍କୁ ବାତିଲ୍ କରାଯାଇଥିବା ବେଳେ ଅନେକ ଟ୍ରେନ ଗୁଡ଼ିକର ଚଳାଚଳ ପ୍ରଭାବିତ ହୋଇଛି।
ଏକଥା ଶୁଣି, ଫୋନ୍ ଆରପାଖରେ ଥିବା ଲୋକଟି ଥଥ ମମ ହୋଇପଡ଼ୁଥାଏ । ଆଉ ପଚାରୁଥାଏ ଆପଣ କିଏ କହୁଛନ୍ତି ? କେଉଁଠୁ କହୁଛନ୍ତି ? କେଉଁଠି ଦୁର୍ଘଟଣା ଘଟିଛି ? ଆଉ ଶେଷରେ କହିଲେ, ଯାହାକୁ ଫୋନ୍ କରିଛି ତାଙ୍କ ନାଁ ମୁନିସି..
ଜଣେ ବ୍ୟକ୍ତି ତାଙ୍କ ପରିବାରର ୨ ଲୋକଙ୍କୁ ଖୋଜି ସୋର ମେଡ଼ିକାଲରେ ପହଞ୍ଚିଛନ୍ତି। ଆଉ ତା ପରେ...
ପଂଚାୟତ ବୈଠକରେ ହାଇଡ୍ରାମା । ବିଧାୟକଙ୍କ କଥାରେ ବିଡିଓ କାମ କରୁଥିବା ଅଭିଯୋଗ କଲେ ବିଜେଡି ନେତା । ସେପଟେ ନରସିଂହ କହୁଛନ୍ତି ତାଙ୍କ ଦଳରେ ପ୍ରବଳ କନ୍ଦଳ...ମତେ କହିଲେ ମୁଁ କିରବି କଣ?
ସେନାରେ ଚାକିରି କରିଥିଲେ ବାପ-ପୁଅ । ଘରକୁ ଆସିଲା ବେଳକୁ ପୁଅ ଚାଲିଗଲା...ଶବ ଦାହ କରିବାକୁ ବଡ଼ ଅସୁବିଧା ହେଲା । ମଲା ପୁଅ ପାଖରେ ବାପା ଶପଥ କରିଥିଲେ...ପେନସନ୍ ଟଙ୍କାରେ ଶ୍ମଶାନ କରିବି, ସବୁ ସୁବିଧା କରିବି । ଏବେ ସକାଳ, ସଂଜରେ ପୁଅ ଦାହ ଜାଗାରେ ବସି ଗୁମୁରି କାନ୍ଦୁଛି ବାପା
ମୁଁ ପ୍ରାୟ ସେହି ଲେବୁଲ କ୍ରସିଂ ପାଖରେ ବସେ । ପବନ ଖାଇବାକୁ ସେଠି ବସେ । କାଲି ବି ବସିଥିଲି । ସମ୍ପୂର୍ଣ୍ଣ ଘଟଣା ମୋ ଆଖି ସାମ୍ନାରେ ଘଟିଛି ।
ଯିଏ ବର୍ତ୍ତିଯାଇଛନ୍ତି, ସେମାନେ ବଖାଣିଛନ୍ତି ଦୁର୍ଘଟଣାର ଭୟଙ୍କର କାହାଣୀ।
ପ୍ରଥମେ ମାଲଗାଡ଼ିକୁ ଧକ୍କା ଦେଇ ଓଲଟିଥିଲା କରମଣ୍ଡଳ । ପରେ କିଛି ସମୟ ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା ।
କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।
ସ୍ଥାନୀୟ ହସ୍ପିଟାଲରେ ଆଉ ଯାଗା ନଥିବା ବେଳେ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି ।
ଆହୁରି ଅନେକ ଅଛନ୍ତି ଯେଉଁମାନେ ଏବେ ବି ବଗି ତଳେ ଚାପି ହୋଇ ରହିଥିବା ପରିବାର ଲୋକଙ୍କୁ ଖୋଜୁଛନ୍ତି ।
ଶେଷରେ ସେ ଆହତଙ୍କୁ ମାଗଣା ଚିକିତ୍ସା କରାଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି ।
ସଂଯୋଗର ବିଷୟ, ସେଦିନ ଥିଲା ଶୁକ୍ରବାର, ଆଜି ବି ସେହି ଶୁକ୍ରବାର
ଇତିମଧ୍ୟରେ ରେଳ ଦୁର୍ଘଟଣା ସ୍ଥଳରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।
ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ରାଶି ଘୋଷଣା କରାଯାଇଛି । ଏହାଛଡ଼ା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳକୁ ଯାଉଥିବା କହିଛନ୍ତି ।
ଅନ୍ୟପଟେ ଏବେ ବି ଅନେକ ଯାତ୍ରୀ ଟ୍ରେନ୍ ତଳେ ଚପି ରହିଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ଯାତ୍ରୀଙ୍କ ଚିତ୍କାରରେ ଫାଟି ପଡୁଛି ପରିବେଶ ।
ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରନ୍ଟି କରମଣ୍ଡଳ ଏକ୍ସପ୍ରେସ୍ ବୋଲି ଜଣାପଡ଼ିଛି ।
କଥାଟି ଯେତିକି ସରଳ ତା’ଠାରୁ ହଜାରେ ଗୁଣ ଅଧିକ ଯନ୍ତ୍ରଣାଦାୟକ...ବୀଭତ୍ସ। କାରଣ ଜଣେ ବାପା-ମା’ଙ୍କ କୋଳ ଖାଲି ହୋଇଯାଇଛି । ଜଣେ ଭଉଣୀ ତା’ର ମାତ୍ର ୯ ବର୍ଷର କୁନି ଭାଇକୁ ବାରମ୍ବାର ଛୁରୀ ଭୁସି ଭୁସି ହତ୍ୟା କରିଛି ।