• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ସୋମବାର । ଚନ୍ଦ୍ର – କନ୍ୟା ଅହୋରାତ୍ର, ତିଥି – ୮ମୀ ରାତ୍ରି ୦୨.୦୫ ଗତେ ୯ମୀ, ଘାତ ଚନ୍ଦ୍ର – ବୃଷ ଅହୋରାତ୍ର, ଘାତ ବାର – ମିଥୁନ, ପୁଷ୍କର ଦୋଷ – ୨ ପାଦ - କୃଷିହାନି- ତିଳକାଞନ ଦାନ ଦିବା ୧୨.୪୨ ପର୍ଯ୍ୟନ୍ତ

ଶୁଭ ସମୟ:

ଦିବା ୦୮.୪୪ ରୁ ୧୦.୩୦
ଦିବା ୦୯.୧୮ ରୁ ୧୦.୨୮

ରାତ୍ରି ୧୧.୪୯ ରୁ ୧୨.୧୧
ରାତ୍ରି ୦୩.୩୭ ରୁ ୦୪.୩୦

ଅଧିକ ପଢ଼ନ୍ତୁ: ଏହି ବାସ୍ତୁ ଦୋଷ ଥିଲେ ଆପଣ ହୋଇଯିବେ ଦରିଦ୍ର; ଜାଣନ୍ତୁ ପ୍ରତିକାର

ଅଶୁଭ ସମୟ:

ଋାହୁକାଳ – ପ୍ରାତଃ ୦୬.୫୨ ରୁ ୦୮.୩୧
କାଳବେଳା – ପ୍ରାତଃ ୦୬.୫୨ ରୁ ୦୮.୩୧
ବାରବେଳା – ଦିବା ୦୩.୦୭ ରୁ ୦୪.୪୬
କାଳରାତ୍ରି – ରାତ୍ରି ୧୦.୨୮ ରୁ ୧୧.୪୯