5T ସଚିବ ଭି.କେ ପାଣ୍ଡିଆନଙ୍କୁ କାଳିମାଡ଼ କରିଥିବା ଭାସ୍କର ସାହୁଙ୍କୁ ଛାଡିଦେଲା ପୋଲିସ। ମହିଳାଙ୍କ ସହ 5T ସଚିବ ହାତ ମିଳାଉଥିବାବେଳେ ପିଚକାରୀରେ ଭାସ୍କର କାଳିମାଡ଼ କରିଥିଲେ।
ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ଭୁଲ ଖାଦ୍ୟପେୟ ଶରୀରରେ ଅନେକ ରୋଗର କାରଣ ହେଉଛି। ୟୁରିକ୍ ଏସିଡ୍ ମଧ୍ୟ ସେସବୁ ମଧ୍ୟରୁ ଗୋଟିଏ। ଯେଉଁ କାରଣରୁ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଯାଏ। ବିନା ଖର୍ଚ୍ଚରେ ଏହି ସମସ୍ୟାକୁ ଦୂର କରିବା ପାଇଁ ଏହି ୫ଟି ପତ୍ରକୁ ଖାଆନ୍ତୁ।
ଗାଥା ବଖାଣୁଛି ଇତିହାସର କଳା ଧଳା ଫଟୋ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଡାକରା ଦିଆଯାଇଥିବା ଭାରତ ଛାଡ ଆନ୍ଦୋଳନ ହେଉ ଅବା ଅସହଯୋଗ ଆନ୍ଦୋଳନ ଏବଂ ଲବଣ ସତ୍ୟାଗ୍ରହ।
ବର୍ତ୍ତମାନ ସମୟରେ ଯୁବପିଢ଼ି ସୋସିଆଲ ମିଡିଆରେ ନିଜକୁ ଏମିତି ହଜେଇ ଦେଉଛନ୍ତି ଯେ ଭୁଲ୍ ଠିକ୍ର ବିଚାର କରିପାରୁନାହାନ୍ତି ।
ଲୌହ ଦାନବଠୁ କିଭଳି ସୁରକ୍ଷିତ ରହିବେ ଗଜରାଜ ? କ’ଣ କଲେ ରେଳ ଧାରଣାରେ ଯିବନି ହାତୀଙ୍କ ଜୀବନ ?
ସରକାରୀ ଗାଡ଼ିର ଅପବ୍ୟବହାର ହେଉଛି କି ? ସରକାରୀ ବାବୁମାନେ ଚଢୁଥିବା ଗାଡି ବାବଦକୁ ଖର୍ଚ୍ଚରେ ହେଉଛି କି ହେରଫେର? ଭଡା ଗାଡି ବାବଦକୁ ଖର୍ଚ୍ଚ ପାଇଁ ଅର୍ଥ ବିଭାଗର ନୂଆ ଗାଇଡଲାଇନ ପରେ ଉଠିଛି ଏମିତି ପ୍ରଶ୍ନ।
ଦୁର୍ଘଟଣାରେ ୯ ଜଣ ଯବାନ ସହିଦ୍ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି।
ଡୋପ୍ ଟେଷ୍ଟରେ ବିଫଳତାରୁ ଆଥଲେଟିକ୍ ଜଗତରୁ ୪ ବର୍ଷ ବାସନ୍ଦ ହେବା ପରେ ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ । ସେ କହିଛନ୍ତି- ଜାଣିଶୁଣି କୌଣସି ନିଷିଦ୍ଧ ଔଷଧ ସେବନ କରିନି ।
ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ । ୧୨ ନମ୍ବର ୱାର୍ଡର ଲବଙ୍ଗ ଗୟା । ବୟସ ୯୫ ହେଲାଣି । ସରକାରୀ ନିୟମ ଅନୁସାରେ ତାଙ୍କୁ ୭୦୦ ଟଙ୍କା ଭତ୍ତା ମିଳିବାର କଥା । ହେଲେ ୭ ଶହ ତ ଦୂରର କଥା ୫୦୦ ଟଙ୍କା ଭତ୍ତା ବି ତାଙ୍କ ଲାଗି ସ୍ୱପ୍ନ ହୋଇଛି । ପ୍ରଥମତଃ ଘର ପାଖରେ ଭତ୍ତା ଟଙ୍କା ମିଳୁଥିଲା । ହେଲେ ପରବର୍ତ୍ତୀ ସମୟରେ ବ୍ୟାଙ୍କ ଆକାଉଣ୍ଟଙ୍କୁ ଯାଇଥିଲା ଭତ୍ତା ଟଙ୍କା
ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ । ନିଜ ଜନ୍ମଦିନରେ ନିଜ ଖବର କାଗଜରେ ଜନ୍ମଦିନ ଅନୁଚିନ୍ତା ଲେଖାକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା ।
ତେବେ କିଏ ଏହି ଭାସ୍କର ସାହୁ ? ବ୍ୟବସ୍ଥା ବିରୋଧରେ ଅସନ୍ତୋଷ ପ୍ରକାଶ କରି ଏହି ପ୍ରତିବାଦ କି ? କାଳିମାଡ଼ ପଛର ଅସଲ କାରଣ କ’ଣ ? ତାଙ୍କୁ କିଏ ବ୍ୟବହାର କରିନି ତ ? ମାଇଲେଜ୍ ନେବା ପାଇଁ କାଳିମାଡ଼ ପ୍ରାୟୋଜିତ ନୁହେଁ ତ ?
ବଜାରରେ ଏବେ ପିଆଜ କିଲୋ ପ୍ରତି ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ସେପ୍ଟେମ୍ବରରେ ତାହା ଦୁଇ ଗୁଣା ଅର୍ଥାତ୍ ୫୫ରୁ ୬୦ ଟଙ୍କାରେ ବିକ୍ରି ହେବା ଆଶଙ୍କା ରହିଛି।
୨୦ ବର୍ଷର ଯୁବକଙ୍କ ପେଟରେ ରହିଥିଲା ବ୍ଲେଡ୍, ସେଫ୍ଟି ପିନ୍ ଓ କ୍ଲିପ୍ । ପେଟରେ ଭିଷଣ ଯନ୍ତ୍ରଣା ହେବାରୁ ଡାକ୍ତର କହିଲେ ତୁରନ୍ତ ଅପରେସନ୍ ଦରକାର । ତା’ପରେ..
ଉତ୍ତର କୋଲ୍ ଫିଲ୍ଡସ୍ ଲିମିଟେଡ୍ (NCL) HEMM ଅପରେଟର୍ (ଟ୍ରେନି) ସହିତ ୩୩୮ଟି ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଆପଣ ଯଦି ମାଟ୍ରିକ୍ ପାଶ୍ କରିଥିବେ ତେବେ ଏହାର ସୁଯୋଗ ନେଇପାରିବେ।
ଭାଇ ଓ ଭାଉଜଙ୍କ ଆତ୍ମହତ୍ୟା ମାମଲାରେ ନ୍ୟାୟ ମିଳିବାରେ ବିଳମ୍ବ ହେବାରୁ ଯୁବକ ନିଜ ଆଙ୍ଗୁଠି କାଟି ପ୍ରତିବାଦ କଲେ। କହିଲେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ପ୍ରତି ସପ୍ତାହରେ ଶରୀରର ଗୋଟିଏ ଗୋଟିଏ ଅଂଶ କାଟି ସରକାରଙ୍କୁ ପଠାଇବେ।
ଦୀର୍ଘ ୨୨ ବର୍ଷ ପରେ, ରୂପେଲି ପରଦାରେ 'ଗଦର ୨'ରେ ତାରା ସିଂହ ଏବଂ ସକିନାଙ୍କ ଆଇକନିକ୍ ଯୋଡିକୁ ଦେଖି ଦର୍ଶକମାନଙ୍କ ଖୁସି କହିଲେ ନ ସରେ। ଏହାରି ଭିତରେ 'ଗଦର ୩'ର ସୂଚନା ପ୍ରଶଂସକଙ୍କ ହୃଦୟକୁ ଆହୁରି ଅସ୍ଥିର କରି ପକେଇଛି।
କୁନି ଝିଅଟିର ବାସ୍ତବ କଥାକୁ ନବୁଝି ପାଗଳଙ୍କ ଭଳି ହସିବା କେତେଦୂର ଯୁକ୍ତିଯୁକ୍ତ ବୋଲି ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପ୍ରଶ୍ନ କରିଛନ୍ତି ପ୍ରଦୀପ ମାଝୀ।
ଯେତେବେଳେ ରଜନୀକାନ୍ତଙ୍କ ପ୍ରଶଂସକମାନେ ଫିଲ୍ମର ସଫଳତାକୁ ନେଇ ଉତ୍ସବ ମନଉଛନ୍ତି ସେ ଫିଲ୍ମ ରିଲିଜ୍ ହେବାର ଦିନକ ପୂର୍ବରୁ ତାଙ୍କର ଆଧ୍ୟାତ୍ମିକ ଯାତ୍ରାରେ ହିମାଳୟ ବାହାରିଯାଇଛନ୍ତି। ସେ ଶୁକ୍ରବାର ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ତାଙ୍କ ଫିଲ୍ମ 'ଜେଲର' ଦେଖିବାର ଯୋଜନା ଅଛି।
5T ସଚିବ ଭି. କେ ପାଣ୍ଡିଆନ୍ଙ୍କ ଉପରକୁ କାଳିମାଡ଼ ହୋଇଛି। ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାବେଳେ ଏହି କାଳିମାଡ଼ ହୋଇଥିବା ସୂଚନା ମିଳିଛି।
ଜନ୍ମଦିନର ଅନୁଚିନ୍ତା ପ୍ରସଙ୍ଗରେ ନିଜ ଖବରକାଗଜରେ ସମ୍ପାଦକୀୟ ଲେଖି ପୁଣି ଚର୍ଚ୍ଚାକୁ ଆସିଥିବା ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଆଜି ପ୍ରତିକ୍ରିୟା ରଖିଛନ୍ତି।
ଆନ୍ଧ୍ର ମାଛ ମାଫିଆଙ୍କ ଦାଦାଗିରି। ସମୁଦ୍ର ମଧ୍ୟରୁ ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀର ୫ ଜଣ ମତ୍ସ୍ୟଜୀବୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।
ଆସନ୍ତା ସେପ୍ଟେମ୍ବର ୧୯ରେ ଗଣେଶ ପୂଜା ପାଇଁ ବିଚାରବିମର୍ଶ ହୋଇଥିଲା। ପୂଜା ପରେ ପରବର୍ତ୍ତୀ ୩ ତାରିଖ ରବିବାର ଭସାଣ ଉତ୍ସବ ଅନୁଷ୍ଠିତ ହେବ।
ସାରା ଦୁନିଆରେ ମାନବୀୟ ଚେଷ୍ଟାକୁ ସମ୍ମାନିତ କରିବା ଏବଂ ମାନବ କଲ୍ୟାଣରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୧୯ ଅଗଷ୍ଟରେ ‘ବିଶ୍ୱ ମାନବତାବାଦୀ ଦିବସ’ ପାଳନ କରାଯାଏ।
ଆହ୍ୱାନକୁ ଦୂର କରି କୋଥାଗୁଡେମ ଜିଲ୍ଲାର ଏକ ସୁଦୂର ଗାଁର ଜଣେ ଆଦିବାସୀ ଛାତ୍ରୀ ଉଲ୍ଲେଖନୀୟ ଏକାଡେମିକ୍ ଦକ୍ଷତା ପ୍ରଦର୍ଶନ କରିଛନ୍ତି ଏବଂ ବିହାରର ଆଇଆଇଟି ପାଟନାରେ ଆଡମିଶନ ପାଇଛନ୍ତି।
ଲେଭଲ ୱାନ୍ କ୍ୟାନସରରେ ପୀଡିତ ଥିଲେ ଆଥଲେଟ୍ ଦୂତି ଚାନ୍ଦ । ଏଥିପାଇଁ ଅଲଟ୍ରାସାଉଣ୍ଡ ଓ ଏମଆରଆଇ କରିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିଥିଲେ ।