/odishatv-khabar/media/post_attachments/uploadimage/library/16_9/16_9_0/s_1695269508.jpg)
Today Panchang
ସୌର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୧ ତାରିଖ, ଗୁରୁବାର। ଚନ୍ଦ୍ର – ବିଛା ଅହୋରାତ୍ର ତିଥି- ୬ଷ୍ଠୀ ଦିବା ୦୨.୧୪ ଗତେ ୭ମୀ ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ –ଦିବା ୦୨.୧୪ ଗତେ ୧-ପାଦ ପଶୁସମ୍ପଦ ନାଶ- ଅନ୍ନ ଦାନ
Advertisment
ଶୁଭ ସମୟ
ପ୍ରାତଃ- ୦୫.୩୮ ରୁ ୦୭.୧୫
ସନ୍ଧ୍ୟା- ୦୬.୨୮ ରୁ ୦୯.୪୦
ରାତ୍ରି –୦୧.୦୯ ରୁ ୦୩.୧୫
ରାତ୍ରି- ୦୪.୦୩ ରୁ ୦୫.୩୮
ଅଧିକ ପଢ଼ନ୍ତୁ: ଘରେ ଏହିସବୁ ସମସ୍ୟା ଥିଲେ ଉଚ୍ଚ ରକ୍ତଚାପ ରୋଗ ହୋଇଥାଏ; ଜାଣନ୍ତୁ ପ୍ରତିକାର
Advertisment
ଅଶୁଭ ସମୟ
ରାହୁକାଳ - ଦିବା ୦୧.୧୦ ରୁ ୦୨.୪୦
କାଳ ବେଳା – ଦିବା ୦୨.୪୦ ରୁ ୦୪.୧୦
ବାର ବେଳା –ଦିବା ୦୪.୧୦ ରୁ ୦୫.୪୦
କାଳରାତ୍ରି –ରାତ୍ରି ୧୧.୩୯ ରୁ ୦୧.୦୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)