ମାୟାବତୀଙ୍କ ପୁତୁରା ଆକାଶ ଲଣ୍ଡନରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି। ୨୦୧୭ ମସିହାରେ ମାୟାବତୀଙ୍କ ଦ୍ୱାରା ଏକ ରାଲିରେ ଆକାଶଙ୍କ ପଲଟିକାଲ ଲଞ୍ଚ ହୋଇଥିଲା।
ଏହାରି ମଧ୍ୟରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଟି-୨୦ ବିଶ୍ୱକପ୍ରେ ଭାରତୀୟ ଦଳର ଅଧିନାୟକ କିଏ ହେବେ। ତାହାକୁ ନେଇ ଏବେ ଚିତ୍ର ସ୍ପଷ୍ଟ ହୋଇନାହିଁ । ଯଦିଓ ରୋହିତ ଶର୍ମା ତିନୋଟି ଫର୍ମାଟରେ ଅଧିନାୟକ ଅଛନ୍ତି, କିନ୍ତୁ ବିଗତ ଏକ ବର୍ଷ ମଧ୍ୟରେ ସେ ଗୋଟିଏ ବି ଟି-୨୦ ମ୍ୟାଚ୍ ଖେଳିନାହାନ୍ତି।
'ଆନିମଲ୍'ରେ ରଣବୀର କପୁରଙ୍କ ଅଭିନୟକୁ ପ୍ରଶଂସା କରାଯାଉଛି ସତ ହେଲେ ଫିଲ୍ମକୁ ମଧ୍ୟ ଅନେକ ସମାଲୋଚନା କରାଯାଉଛି। ଫିଲ୍ମରେ ଦେଖାଯାଇଥିବା ମହିଳାଙ୍କ ପ୍ରତି ହିଂସା ଏବଂ ଅପମାନକୁ ନେଇ ବିରୋଧ କରାଯାଉଛି। ଫିଲ୍ମରେ ଅନେକ ଦୃଶ୍ୟ ଅଛି ଯାହା ବିବାଦୀୟ ମଧ୍ୟ। ତେବେ ଆସନ୍ତୁ ଜାଣିବା ସେଗୁଡିକ କ’ଣ?
ଅସ୍ତିତ୍ୱ ତାଙ୍କ ପ୍ରେମିକା ଆସ୍ଥାଙ୍କୁ ବିବାହ କରିଛନ୍ତି। ଯିଏକି ତାଙ୍କ ଭଉଣୀଙ୍କ ସାଙ୍ଗ। ଏହି ଲିଙ୍ଗ ପରିବର୍ତ୍ତନ ବିଷୟରେ ଆସ୍ଥା ଆରମ୍ଭରୁ ଜାଣିଥିଲେ। ଅଳକାରୁ ଅସ୍ତିତ୍ୱ ହେବାର ସମଗ୍ର ପ୍ରକ୍ରିୟା ବିଷୟରେ ତାଙ୍କୁ କୁହାଯାଇଥିଲା।
ଏହି ଘଟଣାରେ ଅନ୍ୟ ଯୁବକଙ୍କର ସମ୍ପୃକ୍ତି ରହିଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି । ଏକ ପ୍ରେମ ଘଟଣାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ପାଇଛି ।
ମଦ ଟଙ୍କା ଗଣି ଗଣି କେବଳ କର୍ମଚାରୀ ନୁହନ୍ତି, ଟଙ୍କା ଗଣତି ମେସିନ ବି ହାଲିଆ। ଗତକାଲି ସୁଦ୍ଧା ୧୦୬ ବ୍ୟାଗର ପ୍ରାୟ ୧୪୦ କୋଟି ଟଙ୍କା ଗଣତି ସରିଛି । ବାକି ଅଛି ଆହୁରି ୭୦ଟି ବ୍ୟାଗ୍ ।
ଛତିଶଗଡ଼ ରାଜ୍ୟ ବିଜେପି ମୁଖ୍ୟ ଅରୁଣ ରାଓଙ୍କ ସମେତ ନବ ନିର୍ବାଚିତ ବିଜେପି ବିଧାୟକଙ୍କ ସହିତ ପର୍ଯ୍ୟବେକ୍ଷକଙ୍କ ବୈଠକ ଚାଲିଛି। ପର୍ଯ୍ୟବେକ୍ଷକ ଟିମ୍ ସମସ୍ତଙ୍କ ମତାମତ ନେବେ। ତା ପରେ ସବୁ ଦିଗରୁ ବିଚାର କରି ନିଷ୍ପତ୍ତି ବିଧାୟକ ଦଳ ନେତା ବଛାଯିବ।
ବିଦ୍ୟୁତ୍ ଆଘାତରେ ପୁଅ ସହ ପୁତୁରାର ମୃତ୍ୟୁ, ବାପା ଗୁରୁତର
ଭାରତୀୟ ଦଳ ଦକ୍ଷିଣଆଫ୍ରିକା ଗସ୍ତରେ ୩ ମ୍ୟାଚ୍ ବିଶିଷ୍ଟ ଟ୍ୱେଣ୍ଟି-୨୦ ଶୃଙ୍ଖଳା ଖେଳିବ ।
ପ୍ରତିବର୍ଷ ୧୦ ଡିସେମ୍ବରରେ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଦ୍ୱାରା ମାନବାଧିକାର ଦିବସ ପାଳନ କରାଯାଏ। ସାଧାରଣ ଲୋକଙ୍କୁ ସେମାନଙ୍କ ଅଧିକାର ବିଷୟରେ ଅବଗତ କରିବା ପାଇଁ ଏହି ଦିବସ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା ଏହି ମାନବାଧିକାର କ’ଣ?
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ରବିବାର । ଚନ୍ଦ୍ର- ତୁଳା ନିଶାନ୍ତ ୦୬.୧୧ ଗତେ ବିଛା, ତିଥି- ୧୨ଶୀ ପ୍ରାତଃ ୦୭.୧୩ ଗତେ ୧୩ଶୀ, ଘାତଚନ୍ଦ୍ର- ନାସ୍ତି, ଘାତବାର- ମେଷ ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ପ୍ରାତଃ ୦୭.୧୩ ଗତେ ୧ ପାଦ-କୃଷିହାନି-ଭୂମିଦାନ ଦିବା ୧୧.୪୮ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ
ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତଲ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ନିଆଁ ଲାଗିବା ପରେ କାର୍ରେ ବସିଥିବା ଲୋକମାନେ ଚିତ୍କାର କରି ସାହାଯ୍ୟ ମାଗିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ କାରର କବାଟ ଖୋଲି ନଥିଲା
ଜଗନ୍ନାଥ ସଂସ୍କୃତି, ପରମ୍ପରାକୁ ନେଇ ମ୍ୟୁଜିୟମ ପ୍ରତିଷ୍ଠା ଦାବି...ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ଅନ୍ୟ ଦିବ୍ୟ ପଦାର୍ଥ ସଂରକ୍ଷିତ ରଖିବାକୁ ସ୍ବର ଉଠାଇଲେ ବୁଦ୍ଧିଜୀବୀ...
ପ୍ରଦର୍ଶନୀରେ ସ୍ଥାନ ପାଇଛି ୫୨ଟି ଭିନଟେଜ୍ କାର୍....ବିଭିନ୍ନ ରାଜ୍ୟରୁ ଆସିଛନ୍ତି ଗାଡି ମାଲିକ....ଗତକାଲି ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ, ଆଜି ଉଦଯାପନୀ....
ଯଦି ଯୌବନାସ୍ଥାରେ ଭିଟାମିନ୍ A ଥିବା ଖାଦ୍ୟର ଅଧିକ ବ୍ୟବହାର କରାଯାଏ, ତେବେ ବୃଦ୍ଧାବସ୍ଥାରେ ହାଡ ଭାଙ୍ଗିବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ। ଏଭଳି ପରିସ୍ଥିତିରେ କେତେକ ଖାଦ୍ୟକୁ କମ ଖାଇବା ଜରୁରୀ। ଆସନ୍ତୁ ଜାଣିବା ଏହି ସବୁ ଖାଦ୍ୟ କ’ଣ?
ଗଣତି ଶେଷ ହେବା ପରେ ପୂରା ଟଙ୍କାର ପରିମାଣ ଜଣାପଡ଼ିବ ବୋଲି ସୂଚନା ମିଳିଛି।
ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣି ବର୍ଷିଲେ ବିରୋଧୀ । ଶାସକ ଦଳ ପକ୍ଷରୁ ବି ଉଠିଲା ତଦନ୍ତ ଦାବି ।
କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛି, ଏଠି ହେଉ ଡବଲ୍ ଇଞ୍ଜିନ୍ ସରକାର କହିଲେ ମନମୋହନ ।
ସଡ଼କ ଦୁର୍ଘଟଣାର ୮୦ ଭାଗ ମୃତ୍ୟୁ ପଛର ମୁଖ୍ୟ କାରଣ । NCRBର ସଦ୍ୟତମ ତଥ୍ୟରେ ୩ କାରଣକୁ ଦାୟୀ କରାଯାଇଛି ।
କୁଆଡୁ ଆସିଲା ଏ ବିପୁଳ କଳା ଟଙ୍କା ? ଦେଶୀ ମଦଭାଟିରୁ କେମିତି ଅମଳ ହେଉଥିଲା ବ୍ଲାକ୍ ମନି ? ନଗଦ ଟଙ୍କାର ଏ ପାହାଡ଼ରେ ଥିଲା କାହା କାହା ଭାଗ ? ଆଇଟି ରେଡ୍ ଓ ଟଙ୍କା ଗଣତି ସହ ତାଳ ଦେଇ ଏମିତି ସବୁ ପ୍ରଶ୍ନକୁ ନେଇ ଚଢ଼ି ଚାଲିଛି ରାଜ୍ୟ ରାଜନୀତିର ପାରା । ଝାଡ଼ଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ମଦ ସାମ୍ରାଜ୍ୟ ଓ କଳା ଟଙ୍କାର ଭଣ୍ଡାରକୁ ନେଇ ସାରା ଦେଶରେ ଚର୍ଚ୍ଚା ଭିତରେ ଆଜି ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ନିଶାନା ସାଧିଛି ବିଜେପି । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସଭାପତି ମନମୋହନ ସାମଲ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନ ଚିହ୍ନ ଟାଣି ପ୍ରଶ୍ନ କରିଛନ୍ତି,
ସବୁଠାରୁ ବଡ଼ କଥା ହେଲା ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୨୫ ଛାତ୍ରୀଙ୍କୁ ଏଭଳି ନିଷ୍ଠୁର ଭାବେ ନିର୍ଯାତନା ଦିଆଯାଇଛି ।
ବଲାଙ୍ଗିର ଜିଲ୍ଲାରେ ହାଇଦ୍ରାବାଦରୁ ଆୟକର ବିଭାଗର ଏକ ୨୦ ଜଣିଆ ଆନାଲିସିସ୍ ଟିମ୍ ପହଞ୍ଚି ଖୋଳତାଡ଼ ଚଳାଇଛି । ଟିଟିଲାଗଡ଼ର ମଦ ବ୍ୟବସାୟୀ ରିତେଶ ସାହୁ, ବଲାଙ୍ଗିର ସୁଦପଡାର ମଦଭାଟି ମ୍ୟାନେଜର୍ ବଣ୍ଟି ସାହୁ ଏବଂ ରାଜେଶ ସାହୁଙ୍କୁ ସ୍କାନରରେ ରଖିଛି ଏହି ସ୍ୱତନ୍ତ୍ର ଟିମ୍ ।
ଆଖିରେ ଲଙ୍କାଗୁଣ୍ଡ ପଡ଼ିଥିବାରୁ ତାଙ୍କୁ କିଛି ଦେଖାଯାଉନି । ଯାହାଫଳରେ ସେ ରାହୁଲ କବଳରୁ ବର୍ତ୍ତିପାରିଲେ ନାହିଁ ।