ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନରେ ନିଜର ସେଭଳି ବିଶେଷ କୌଣସି ଭୂମିକା ନଥାଇ ବି, ପରିଣାମ ଭୋଗୁଛନ୍ତି ଶହ ଶହ ସମୁଦ୍ର କୂଳିଆ ପରିବାର ।
ଯାଜପୁର ଧର୍ମଶାଳା ବ୍ଳକ ତରଞ୍ଜିଆ ପଞ୍ଚାୟତର ଏକ ନୂଆ ପୋଖରୀ ପୁନରୁଦ୍ଧାର କାମରେ ହୋଇଛି ବ୍ୟାପକ ଗଫଲତି ।
ଗୀତ ଗାଉ ଗାଉ ଆଖି ବୁଜିଲେ କେକେ। ଶ୍ମଶାନରେ ଶବ ପହଞ୍ଚିବା ପୂର୍ବରୁ ରାସ୍ତାର ଉଭୟ ପାର୍ଶ୍ୱରେ ଏମିତି ଦିଆଯାଉଥିଲା ଶ୍ରଦ୍ଧାଞ୍ଜଳି....
ସବୁଦିନ ପରି ଷ୍ଟେଜ୍ରେ ଗୀତ ଗାଉଥିଲେ କିନ୍ତୁ ଏଇ ଗୀତ ଯେ, ତାଙ୍କର ଶେଷ ଗୀତ ହେବ କେହି ବି ଜାଣିନଥିଲେ। ଗୀତ ଗାଉ ଗାଉ ହଠାତ୍ ଆଖି ବୁଜିଲେ କେକେ....ଆପଣ ବି ଶୁଣିନିଅନ୍ତୁ ତାଙ୍କର ଶେଷ ଗୀତକୁ
କେକେଙ୍କ ଗୀତକୁ ନେଇ ଥମୁନି ଚର୍ଚ୍ଚା। ଥରେ ତାଙ୍କ ଗୀତ ଯିଏ ଶୁଣିଛି ସିଏ ଅଲଗା ଦୁନିଆରେ ହିଁ ହଜିଯାଇଛି....ଲଭ ଆଉ ରୋମାନ୍ସର ଥିଲେ ମାଷ୍ଟର
ସଂପୂର୍ଣ୍ଣ ଫିଟ୍ ଥିଲେ...କିନ୍ତୁ ହଠାତ୍ ଗୀତ ଗାଉ ଗାଉ କାହିଁକି ଟଳିପଡ଼ିଲେ କେକେ? କ’ଣ ଥିଲା କେକେଙ୍କ ମୃତ୍ୟୁର କାରଣ?
ଅଧା ରାସ୍ତାରେ ଏମିତି ଅଟକି ଗଲେ କଣ ଚଳିବ? ରାଜନୀତି କଲେ ଗାଡ଼ିରେ କମ୍ ଚାଲିକି ଯିବା ଅଧିକ ଦରକାର। ଆଉ ତୁମେ ଏମିତି ହେଲେ ଲୋକେ କଣ ଭାବିବେ କହିଲ...ତୁ ଯାହା କହୁଛୁ କହ....ମୁଁ ଆଉ ଚାଲିପାରିବିନି....
ଅଜଣାରେ ରୋଗର ଯନ୍ତ୍ରଣା, ପୁଣି ପେଟରେ ଥିବା ଭୋକର ଚିନ୍ତା। ଦିବ୍ୟାଙ୍ଗ ହେଲେ ବି ବାପା-ମାଆଙ୍କ ସେବା କରିବାରେ କେବେ ବି ଦେଇନାହାନ୍ତି ଖିଲାପ୍। ଦିନରେ ଦୋକାନ କରୁଛନ୍ତି ଆଉ ଅଟୋ ଚଲାଇ ରୋଜଗାର ବି କରୁଛନ୍ତି। ସେତିକିରେ ଚଳୁଛି ପୂରା ପରିବାର....
ଭଲ ପାଉଥିଲା, ଟଙ୍କା ବି ନେଉଥିଲା। ବାହା ହେବା ପାଇଁ ଝିଅ ଘର ପକ୍ଷରୁ ପ୍ରତିଶ୍ରୁତି ବି ଦିଆଯାଇଥିଲା। କିନ୍ତୁ ସବୁ ଓଲଟପାଲଟ ହୋଇଗଲା। ଝିଅକୁ ଅନ୍ୟତ୍ର ବାହାଘର କରିଦେଲେ ପରିବାର ଲୋକ। ଆଉ ଖବର ପାଇବା ପରେ ବର ଗାଡ଼ି ସାମ୍ନାରେ ପହଞ୍ଚି ହାଇଡ୍ରାମା କଲା ପ୍ରେମିକ....ପରେ ଦେଖନ୍ତୁ ହେଲା କଣ?
ଭଉଣୀ ବାହାଘର ଦିନ ବର ହେଲା ଭାଇ। ପ୍ରଥମ ସ୍ତ୍ରୀକୁ ଧୋକା ଦେଇ ଭଉଣୀ ବାହାଘରରେ ସାଜିଥିଲା ବର। ଖବର ପାଇବା ପରେ ଶ୍ୱଶୁର ଘରେ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ-ପୁଅ। ଆଉ ତା’ପରେ ହେଲା କ’ଣ...ଦେଖନ୍ତୁ ଏଇ ଭିଡ଼ିଓ....
ଏ ଡ୍ରାଇଭର ତଳକୁ ଓହ୍ଲା। ତୁମେ ଗାଡ଼ି ଭିତରକୁ ଆଣିଲ କାହିଁକି? ଏଇଟା କଣ ଗ୍ୟାରେଜ୍? ଗାଡ଼ି ଖରାପ ହେଲା ବୋଲି ଏଠିକି ନେଇ ଆଇଲ? ନାରଣ ଆଜି ନାରଣର ଅବସ୍ଥା ଏମାନେ ଘାଇଲା କରିଦେବେ ଲାଗୁଛି....
ଅଢେଇ ହଜାର ଗଛ କାଟିବାକୁ ହୋଇଥିଲା ଯୋଜନା। ମହିଳାମାନେ ଏକାଠି ହୋଇଗଲେ। ଗଛ କଟା ରୋକିବା ପାଇଁ ଗଛକୁ କୁଣ୍ଡେଇ ରହିଲେ। ସେମାନେ କହିଲେ ଯେ ଗଛ କାଟିବା ପୂର୍ବରୁ ସେମାନଙ୍କୁ କାଟି ଦିଅ। ସେମାନଙ୍କର ଏହି ନିର୍ଭୀକତାର ଧ୍ୱନୀ ସମଗ୍ର ଭାରତରେ ପ୍ରକମ୍ପିତ ହେଲା।
ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ ଆଣିଥିବା ତଥା କେ-ପପ୍ରେ ସାମିଲ୍ ହୋଇଥିବା ଓଡ଼ିଆ ଝିଅ ଶ୍ରେୟା ଲେଙ୍କା ନିଜ ଜନ୍ମ ଭୂମିକୁ ଫେରିଛନ୍ତି। ଦେଖନ୍ତୁ କିଛି ଫଟୋ...
ମଧ୍ୟାହ୍ନ ଭୋଜନ ଚାଉଳରେ ବଡ଼ ଧରଣର ଘୋଟାଲା। ୫୦ କିଲିଆ ବସ୍ତାରେ ଦିଆଯାଉଛି ୪୫ କିଲୋ ଚାଉଳ
କମିପାରେ ରେଷ୍ଟୁରାଣ୍ଟର ଖାଇବା ବିଲ୍ । ଗ୍ରାହକଙ୍କ ଠାରୁ ସେବା ଶୁଳ୍କ (ସର୍ଭିସ ଚାର୍ଜ) ଆଦାୟ ବନ୍ଦ କରିବାକୁ ସରକାର ଆଣିପାରନ୍ତି ନୂଆ ନିୟମ ।
ଧୋକା ଦେଇ ଆଉ ଜଣଙ୍କ ହାତ ଧରିଲା ପ୍ରେମିକା । ଝିଅ ବିଦା ହେବା ବେଳେ ଖେଳ ବିଗାଡ଼ି ଦେଲା ପ୍ରେମିକ ।
ଆର୍ଯ୍ୟ ସମାଜ ଦ୍ୱାରା ଦିଆଯାଉଥିବା ବିବାହ ପ୍ରମାଣପତ୍ର ଅବୈଧ ।
ଟ୍ରକ୍ରେ ସିକ୍ରେଟ୍ ଚାମ୍ବର କରାଯାଇ ଚାଲାଣ ହେଉଥିଲା ଗଞ୍ଜେଇ। କେଜିଏ କି ୨ କେଜି ନୁହେଁ ଏକାଥରକେ ୧୦ କ୍ୱିଣ୍ଟାଲ ଗଞ୍ଜେଇ ରାଜ୍ୟ ବହାରକୁ ଚୋରା ଚାଲଣ ପାଇଁ ଯୋଜନା ହୋଇଥିଲା।
ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ।
ନବୀନଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ହେଉଛି
ଭାଟପଡ଼ା ଗାଁର କୃପାସିନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତି ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲ ଆସିଥିଲେ । ପରେ ତାଙ୍କର ମୋବାଇଲ ଲାଇଟ୍ରେ ଚିକିତ୍ସା କରାଯାଇଥିଲା ।
ବ୍ୟବଚ୍ଛେଦ ପାଇଁ କାନ୍ଧରେ ବୋହି କୋରାପୁଟ ଚାଲିଲେ ପରିବାର । ଟିକିରି ଥାନା ପୋଲିସର ଦାୟିତ୍ୱହୀନତାକୁ ନେଇ ଅସନ୍ତୋଷ ।
ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି। ଏତିକି ଟଙ୍କା ପୁଣି କମିପାରେ ପେଟ୍ରୋଲ ଓ ଡିଜେଲ ଦର। ଜାଣନ୍ତୁ କେବେ କମିବ ଦର?
ସେବାୟତଙ୍କୁ ପୂର୍ବରୁ ଦିଆଯାଇଥିବା ଜମି ଠାକୁରଙ୍କ ଖାତାକୁ ଫେରିଯିବା ଏବଂ କପିଳନାଥ ଓ ପ୍ରଭୁ ଲିଂଗରାଜଙ୍କ ସେବାୟତଙ୍କ ମଧ୍ୟରେ ଥିବା ବିବାଦ ସମାଧାନ ନହେବାରୁ ଅସହଯୋଗ କରିଛନ୍ତି ଉଭୟ ନିଯୋଗ ।
ବେଣୁ ମଉସା ୯୩ ବର୍ଷରେ ପୂରା ଫିଟ୍। ତାଙ୍କ କ୍ଷୁର କଇଁଚି ଚକାଚକ୍। ମୁଣ୍ଡ କରନ୍ତି ମାଲିସ୍, ଗାଲ କରନ୍ତି ପାଲିସ୍। ସେ ତାଙ୍କ ପିଲା ଦିନୁ ସାଇକେଲ୍ ଚଲାଉଛନ୍ତି... ସିଏ ବି ଯେମିତି ବୟସର ଅପରାହ୍ଣରେ ତାଙ୍କ ସାଇକେଲ୍ ବି... ହେଲେ ଉଭୟ ଅଛନ୍ତି ଫିଟ୍.