• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Flood
ପୁରୀ-ଖୋର୍ଦ୍ଧାରେ ବନ୍ୟାର ତାଣ୍ଡବ ! କୁଶଭଦ୍ରା-ରାଜୁଆ ନଦୀ ବଢ଼ିରେ ବୁଡ଼ିଲା ଗାଁ

ବନ୍ୟାର ଆଁରେ ପୁରୀ-ଖୋର୍ଦ୍ଧା । ଖୋର୍ଦ୍ଧା ତିରିମଲ ପାଖରେ ଶହେ ଫୁଟ୍‌ର ଘାଇ । ଖୋର୍ଦ୍ଧା-ବଲାଙ୍ଗିର ଏନ୍ଏଚ୍‌ରେ ଗାଡ଼ି ଚଳାଚଳ ଠପ୍ ।

ପ୍ରବଳ ବନ୍ୟାରେ ବିନିକାର ବୈକେନି ମନ୍ଦିର ପାଣିରେ ବୁଡ଼ିବାକୁ ବସିଲାଣି
ଟଳିନି ବନ୍ୟା ବିପଦ..ଏବେ ବି ଶହ ଶହ ଲୋକ ପାଣି ଘେରରେ...ଦେଖିବା ଫଟୋରେ କିଛି ଖବର...

ବନ୍ୟା ବିପନ୍ନଙ୍କ ଅବସ୍ଥା କହିଲେ ନସରେ...କୋଉଠି ଲୋକେ ଘର ଛାଡ଼ିବାକୁ ନାରାଜ ତ ଆଉ କୋଉଠି ଗୁଜୁରାଣ ମେଣ୍ଟେଇବାକୁ ବିପଦପୂର୍ଣ୍ଣ ଭାବେ ପୋଲ ପାର ହେଉଛନ୍ତି।

People watching flood water
ତଳ ମୁଣ୍ଡ ଭାସୁଛି, ଉପର ମୁଣ୍ଡ ବ୍ରିଜ୍ ଉପରୁ ମଜା ନେଉଛି

ପ୍ରବଳ ବନ୍ୟାରେ ଭାସୁଛି ଓଡିଶାର ତଳିଆ ଅଞ୍ଚଳ। ବନ୍ୟାର ପ୍ରଖର ସ୍ରୋତରେ ଅଧା ଓଡିଶା ଭାସୁଥିବା ବେଳେ ତଳ ମୁଣ୍ଡରେ ଲୋକଙ୍କ ଅବସ୍ଥା ବେହାଲ। କିନ୍ତୁ ଉପରେ ମୁଣ୍ଡରେ ଲୋକେ ବନ୍ୟା ପାଣିର ପ୍ରଖର ସ୍ରୋତ ଦେଖି ପୁରା ଖୁସ୍ । ସପରିବାର ବ୍ରିଜ୍ ଉପରେ ଏକାଠି ।

 Car swept away by flood water
ଜାଣି ପାରିଲେନି ପୁରେଇ ଦେଲେ କାର୍ , ରାତି ସାରା କାର ଉପରେ

ବିପଦ ବେଳେ ବେଳେ କହିକି ଆସି ନଥାଏ I ସାମାନ୍ୟ ଅସାବଧାନତା ନେଇପାରେ ଜୀବନ। ଦେଖନ୍ତୁ ଏହି ଭିଡିଓ। କାର ସହ ପାଣିରେ ଭାସିଗଲେ । ଚାରିଆଡେ ବନ୍ୟା , ରାସ୍ତା ଘାଟ ଧୋଇ ଯାଇଛି ସତର୍କ ରୁହନ୍ତୁ

Victims face difficulties
ଘରେ ବନ୍ୟା ପାଣି, ସେଇପାଣିରେ ଅଛି ସାପ

ନଦୀ ବଢିରେ ଅଧା ଓଡିଶା ବୁଡି ଗଲାଣି। ଘରେ ଘରେ ପଶିଛି ପାଣି। ଆଉ ସେଇ ଗୋଳିଆ ବଢି ପାଣିରେ ରଣା , ବୋଡା, ନାଗ ପରି ଅନେକ ବିଷାକ୍ତ ସାପ । ପାଦ ପଡିଗଲେ ମୃତ୍ୟୁ ସୁନିଶ୍ଚିତ। ଏମିତି ଅସମୟରେ କେମିତି ସୁରକ୍ଷିତ ରହିବେ ଜାଣନ୍ତୁ

Vehicle carrying ITBP jawans
ଅମୃତ ମହୋତ୍ସବ ପରଦିନ ଯବାନ ସହିଦ୍

ସ୍ବାଧୀନତା ଦିବସ ପରଦିନ ୭ ଯବାନ ସହିଦ୍। ଘାଟିର ରାସ୍ତା ଆଉ ଗାଡିର ବ୍ରେକ୍ ଫେଲ୍ ୩୯ ଯବାନଙ୍କୁ ବିପଦ ମୁହଁକୁ ଠେଲିଦେଲା । ୬୦ମିଟର ତଳକୁ ଖସି ସହିଦ ହେଲେ ଯବାନ୍

News Fuse
ସୁର ଭାଇ ରାନୀ ଭଉଣୀ, କହ କାହାଣୀ

ସୁର ଭାଇ ସବୁବେଳେ ସାଙ୍ଗରେ , ଯିଏ ଯେଉଁଠି ଡାକିଲା ଓ କରିବେ ସୁର ଭାଇ I ଭାଇଙ୍କୁ ଭାଇ କରିଦେଲେ ରାନୀ ପଣ୍ଡା । ହାତରେ ବାନ୍ଧି ଦେଲେ ଭାଇ ଭଉଣୀର ପବିତ୍ର ବନ୍ଧନ ରାକ୍ଷୀ

ASHA RA ALOKA
ପର ସ୍ତ୍ରୀ ସହ ୬ ବର୍ଷ ନିଜ ସ୍ତ୍ରୀକୁ କିଏ ପଚାରେ

ବାହା ହେଲେ ୫ ପିଲା ହେଲା । ପୁଣି ମନ ବୁଝିଲାନି ବୋଲି ବାହାରେ ଆଉ ଏକ ସ୍ତ୍ରୀ ସହ ୬ ବର୍ଷ ରହିଲେ । ଏବେ ପିଲା ବାର ଦୁଆର ହେଉଛନ୍ତି । ଦେଖନ୍ତୁ ପାରିବାରିକ କଳହର ଆଉ ଏକ କରୁଣ ପରିଣତି

Pakistani rabab artist plays jana gana mana
ପାକିସ୍ତାନୀ କଳାକାରଙ୍କ ବାଦ୍ୟରେ ଭାରତର ଜାତୀୟ ସଂଗୀତ

ଭାରତୀୟଙ୍କ ପାଇଁ ଜାତୀୟ ସଂଗୀତ ପରିବେଷଣ କଲେ ପାକିସ୍ତାନୀ କଳାକାର। ‘ଜନ ଗଣ ମନ’କୁ ବଜେଇ ସେ ଭାରତୀୟଙ୍କ ପ୍ରୀୟ ହୋଇଯାଇଛନ୍ତି। ପ୍ରତି ଭାରତୀୟଙ୍କ ପାଖରୁ ଛୁଟୁଛି ପ୍ରଶଂସାର ସୁଅ।

The stugglefull life of Rupashree Mohapatra
ବିଲୁପ୍ତ କଳାର ପୁନରୁଦ୍ଧାର ପାଇଁ ରୂପଶ୍ରୀଙ୍କ ସଂଘର୍ଷର କାହାଣୀ

ନାରୀ ଆଜି ସଫଳତାର ଶୀର୍ଷରେ। ନିଜର ପରିଶ୍ରମ ଏବଂ ଉଦ୍ୟମ ବଳରେ ସେ ଆଜି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିପାରିଛି। ଆମ ଭିତରେ ଏମିତି ଅନେକ ନାରୀ ଅଛନ୍ତି ଯେଉଁମାନେ ଓଡ଼ିଶାର କଳା, ସଂସ୍କୃତି ଓ ପରଂପରାକୁ ଆଗକୁ ନେବା ସହିତ ବିଶ୍ୱବନ୍ଦିତ ହୋଇପାରିଛନ୍ତି। ସେମିତି ଏକ ମହତ ଉଦ୍ଦେଶ୍ୟ ସହିତ ଆଗକୁ ବଢିଛନ୍ତି ରୂପଶ୍ରୀ ମହାପାତ୍ର।

Another prediction of baba vanga for 2022 came true
ସତ ହେଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ଭାରତ ପାଇଁ ରହିଛି ଏହି ବିପଦ

ବାବା ଭେଙ୍ଗା ଏଭଳି ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସତ ହୋଇସାରିଛି। ୨୦୨୨ ପାଇଁ ସେ ୬ଟି ଭବିଷ୍ୟବାଣୀ କରିଛନ୍ତି, ୨ଟି ସତ ହେଲାଣି। ଚଳିତ ବର୍ଷ ଭାରତ ପାଇଁ ରହିଛି ଏହି ଭୟଙ୍କର ଭବିଷ୍ୟବାଣୀ, ଜାଣନ୍ତୁ…

SRC
ଏବେ ବନ୍ୟାର ପିକ୍‌ ଫ୍ଲୋ ଚାଲିଛି, ଆହୁରି ୯ ଘଣ୍ଟା ରହିବ

କାଲି ସନ୍ଧ୍ୟା ୬ଟାରୁ ୯ଟା ଭିତରେ ପିକ୍ ଫ୍ଲୋ ସମୁଦ୍ରକୁ ଚାଲିଯିବ ବୋଲି କହିଛନ୍ତି SRC ପ୍ରଦୀପ ଜେନା ।

Special story
ଚାକିରି କରୁଛି, ମୁଁ ଚାକର ନୁହେଁ : ଚିଠି ଲେଖି ଆତ୍ମହତ୍ୟା ଉଦ୍ୟମ କଲେ ଶିକ୍ଷୟିତ୍ରୀ

ଅସହ୍ୟ ହେଲା ପ୍ରଧାନଶିକ୍ଷକଙ୍କ ନିର୍ଯାତନା । ଆତ୍ମହତ୍ୟା ଉଦ୍ୟମ କଲେ ଶିକ୍ଷୟିତ୍ରୀ ।

କଟକ ଜିଲ୍ଲାର ବଡ଼ମ୍ବା ନିକଟସ୍ଥ ସିଂହନାଥ ପୀଠ ପାଣି ଘେରରେ...
ଓଡ଼ିଶାରେ ଏବେ ଭୟଙ୍କର ବନ୍ୟା ପରିସ୍ଥିତି...ଅନେକ ଲୋକ ପାଣି ଘେରରେ...ଏପରିକି ଠାକୁର ବି ପାଣିରେ ଉବୁଟୁବୁ

ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି...କାହାକୁ ବି ନିସ୍ତାର ନାହିଁ...ବାସହରା ଲୋକଙ୍କ କଥା କହିଲେ ନସରେ...

Army jawan's body found 38 years
୩୮ ବର୍ଷ ପରେ ବରଫ ପାହାଡରୁ ମିଳିଲା ଯବାନଙ୍କ ମରଶରୀର…

ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୩୮ ବର୍ଷ ପରେ ବରଫ ପାହାଡ ତଳୁ ମିଳିଲା ଯବାନଙ୍କ ମରଶରୀର। ଘରକୁ ଦିଆଗଲା ଖବର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

Ashara aloka
ଶୋଇଲା ଶେଜରେ ଅନ୍ୟ ସ୍ତ୍ରୀ ସହ ଗପିବ, ପଚାରିଲାରୁ କହିବ ତୁ ଦେଖିଛୁ..

ସ୍ୱାମୀ ସ୍ତ୍ରୀ ଝଗଡାରେ ହନ୍ତସନ୍ତ ଦୁଇ ପରିବାର। ୫ ପିଲାବି ବାପା ମାଆ କଳିରେ ଅସହାୟ। ସ୍ତ୍ରୀ ଓ ୫ ପିଲାଙ୍କୁ ଛାଡି ସ୍ୱାମୀ ଅନ୍ୟ ଝିଅ ସହ ୬ବର୍ଷ ହେଲା ବାହାରେ । ପଚାରିଲାରୁ କହୁଛି ବିବାହ ପରେ ଅନ୍ୟ ସ୍ତ୍ରୀ ସହ ରହିଲେ କେସ୍ ହୁଏନି ବୋଲି ସେ ଜାଣି ନାହାନ୍ତି

Taste of Odisha
ଭାରି ସୁଆଦିଆ ଚୁଡା ମସଲା ପିଠା

ବର୍ଷା ଦିନ। ଘରେ ଗରମା ଗରମ କିଛି ହେଲେ ତାର ମଜା ଅଲଗା। ଆଜି ଦେଖନ୍ତୁ ଚୁଡାରେ ତିଆରି ମସଲା ପିଠା , ଯେତିକି ସୁଆଦିଆ ତିଆରି ବି ଭାରି ସହଜ

The Great Odisha Political Circus
ରାମ ରାଇଜ ଚାଲିଛି, ଏଠି ପିସିରେ ଖେଳ ହେଉଛି

ଚାଲିଛି ରାମ ରାଜ୍ୟ । ଏଠି ପିସିରେ ଖେଳ ହେଉଛି। ଏଠି ରାମ ନାହାନ୍ତି । ରାବଣ ମାଳ ମାଳ ଆଉ ଚାଲିଛି ରାମରାଜ୍ୟ I ଏଠି ଗୋଡି ବାଲି ୱାର୍ଡ ମେମ୍ୱର ଖାଉଛି

temple of Goddess Bhattarika
ମାଆ ଭଟ୍ଟାରିକା ମନ୍ଦିରରେ ପାଣି

ବଡମ୍ୱାର ମାଆ ଭଟ୍ଟାରିକା ମନ୍ଦିର ପାଣିରେ ବୁଡି ଯାଇଛି। ତିନି ଦିନ ଭିତରେ ପାଣି ୧୫ ଫୁଟି ଉଠି ମନ୍ଦିର ଭିତରେ ପାଣି ଲହଡି ଭାଙ୍ଗୁଛି। ମାଆଙ୍କୁ ବନ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି। ବେହାଲ ଏ ପୀଠର ଅବସ୍ଥା

Students behave oddly
କିଏ କାନ୍ଦୁଛି ତ ପୁଣି କିଏ ହସୁଛି...ସ୍କୁଲ ପିଲାଙ୍କୁ ଲାଗୁଛି ଭୂତ

ଆଶ୍ଚର୍ଯ୍ୟ !! କିଏ କାନ୍ଦୁଛି ତ ପୁଣି କିଏ ହସୁଛି। ସ୍କୁଲରେ ୯ ଛାତ୍ରୀଙ୍କ ଦେହରେ ଲାଗୁଛି ଭୂତ। ତାନ୍ତ୍ରିକ ଆସି କରୁଛି ପୂଜାର୍ଚ୍ଚନା। ପିଲାଙ୍କୁ ସ୍କୁଲ କି ଟ୍ୟୁସନ ଛାଡ଼ିବାକୁ ରାଜି ହେଉନାହାନ୍ତି ଅଭିଭାବକ। (ବି-ଦ୍ର: ଓଟିଭି ଭୂତପ୍ରେତ ପରି ଅନ୍ଧ ବିଶ୍ୱାସକୁ ପ୍ରୋତ୍ସାହନ ଦିଏ ନାହିଁ। ଏହା କେବଳ ସଚେତନତା ପାଇଁ ପ୍ରସାରଣ କରାଯାଇଛି। ଆପଣମାନେ ମଧ୍ୟ ଅନ୍ଧବିଶ୍ୱାସକୁ ବିଶ୍ୱାସ କରନ୍ତୁ ନାହିଁ)

newsfuse
ବଡ ଦାଣ୍ଡରେ ସୁଅ ଚିରିକି ଯିବା ମଜା ଅଲଗା

ବଡ ଦାଣ୍ଡରେ ଯେତିକି ପାଣି ପୁରା ଅବସ୍ଥା ବେହାଲ। ପାଣି ଭିତରେ କିଏ ସୁଅ ଚିରିକି ଯାଉଛି ତ କିଏ ମୁଣ୍ଡ କୁଣ୍ଡେଇଲାଣି।

Gujarat Youth Spends Rs 2 Lakh To Paint Jaguar In Indian Flag Colours
କାର୍‌କୁ ତ୍ରିରଙ୍ଗାରେ ରଙ୍ଗିନ୍ କରିବା ନେଇ ୨ଲକ୍ଷ ଖର୍ଚ୍ଚ କରିଦେଲେ ଯୁବକ

ସମସ୍ତେ ‘ଆଜାଦି କା ଅମୃତ ମହୋତ୍ସବ’କୁ ନିଜ ନିଜ ଢଙ୍ଗରେ ପାଳନ କରିଛନ୍ତି। ବିଶେଷକରି ଯୁବକମାନଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖାଦେଇଛି। ଦେଶପ୍ରେମରେ ପରିପୂର୍ଣ୍ଣ ଏପରି ଜଣେ ଯୁବକ ଏବେ ସାମ୍ନାକୁ ଆସିଛନ୍ତି ଯାହାଙ୍କ ବିଷୟରେ ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହେବେ।

Flood
କି ଅବସ୍ଥା ! ବେକେ ପାଣିରେ ବୁଡ଼ି ମଶାଣିକୁ ନିଆଯାଉଛି ମୃତଦେହ

ଏଭଳି ବିକଳ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବେହେରାଗୁଡ଼ା ଗାଁରେ ।

75th or 76th know which independence day
ଦ୍ୱନ୍ଦ୍ୱରେ ଭାରତ : ୭୫ ନା ୭୬ତମ ସ୍ୱାଧୀନତା ଦିବସ

ସାରା ଦେଶ ଏବେ ଦ୍ୱନ୍ଦ୍ୱରେ। ଦେଶ ୭୫ ନା ୭୬ତମ ସ୍ୱାଧୀନତା ଦିବସ ପାଳନ କରୁଛି ତାହାକୁ ନେଇ ସମସ୍ତେ ସନ୍ଦେହରେ। ଯଦି ଆପଣ ବି ଏହି ଦ୍ୱନ୍ଦ୍ୱରେ ଅଛନ୍ତି ତେବେ ଜାଣନ୍ତୁ ପ୍ରକୃତ କଥା।

Yojana ra na hariloot
କିଏ ଚଳୁ କରୁଛି ହିତାଧିକାରୀଙ୍କ ଚାଉଳ?

ତଳଠୁ ଉପର ପର୍ଯ୍ୟନ୍ତ ସବୁ ମିଳିମିଶି ହଡ଼ପ କରିଦେଲେ ହିତାଧିକାରୀଙ୍କ କୁଇଣ୍ଟାଲ୍ କୁଇଣ୍ଟାଲ୍ ଚାଉଳ... ତିନି ମାସ ହେବ ଆମେ ଚାଉଳ ପାଇନୁ, ହେଲେ ଆମ ନା ଏଣ୍ଟ୍ରି କରି କିଏ ନେଲା ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ....