• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Micro Finance
ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଜୁଲମ ପାଇଁ ଆତ୍ମହତ୍ୟା ବଢୁଥିବା ଅଭିଯୋଗ

ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଜୁଲମ ପାଇଁ ଆତ୍ମହତ୍ୟା ବଢୁଥିବା ଅଭିଯୋଗ । ରାଜ୍ୟରେ ୭ଦିନରେ ୫ଜଣ ଜୀବନ ହାରିବା ପରେ ଏଭଳି ଅଭିଯୋଗ ଆସିଛି । ମାଇକ୍ରୋ ଫାଇନାନ୍ସ ସଂସ୍ଥା ଗୁଡ଼ିକ ଲୋଭ ଦେଖାଇ ଋଣ ଦେଉଛନ୍ତି ଆଉ ତାପରେ ଆଦାୟ ବେଳକୁ ସବୁ ସୀମା ପାର କରିଯାଉଛନ୍ତି। ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

IT raid 20 places of DN Group over tax evasion charges
ରାଜଧାନୀର ପ୍ରତିଷ୍ଠିତ ବ୍ୟାବସାୟିକ ସାମ୍ରାଜ୍ୟ ଡିଏନ୍ ଗ୍ରୁପରେ ପଶିଲା ଆୟକର ବିଭାଗ

ରାଜଧାନୀର ପ୍ରତିଷ୍ଠିତ ବ୍ୟାବସାୟିକ ସାମ୍ରାଜ୍ୟ ଡିଏନ୍ ଗ୍ରୁପରେ ପଶିଲା ଆୟକର ବିଭାଗ । ବଡ଼ ଧରଣର ଚଢ଼ାଉରେ ମିଳିଲା ସୁଟକେଶ୍ ସହ ୩ ଟ୍ରଙ୍କର ପ୍ରାୟ ୩୦କୋଟି ଟଙ୍କା

  • Wednesday, 05 July 2023
dress code proposal for devotees
'ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁ ହେଉ ଡ୍ରେସ କୋଡ୍‌'

କାଳିଆ ଦର୍ଶନ ପାଇଁ ଯାଉଥିବା ମହିଳା ମାନେ ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼େଇ ରଖିଲା ଭଳି ଶାଢ଼ୀ ଓ ସାଲୱାର ପରିଧାନ କଲେ ଭଲ । ସେହିପରି ପୁରୁଷ ଭକ୍ତମାନେ ଧୋତି, ଗାମୁଛା ସହ ମଠା ବି ପିନ୍ଧିବାକୁ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ।

King Somnath Singh Jagdev
ରାଜା ସୋମନାଥ ସିଂ ଜଗଦେବଙ୍କ ପ୍ରତିମୂର୍ତ୍ତିକୁ ଅପମାନ

ରାଜା ସୋମନାଥ ସିଂ ଜଗଦେବଙ୍କ ପ୍ରତିମୂର୍ତ୍ତିକୁ ଅପମାନ। ଶୌର୍ଯ୍ୟର ପ୍ରତୀକ ଖଣ୍ଡାକୁ କେହି ନେଇଯାଇଥିବା ଅଭିଯୋଗ । ଅନୁଗୋଳ ପୌରପାଳିକା କାର୍ଯ୍ୟାଳୟ ସାମ୍ନାରେ ଏହି ପ୍ରତିମୂର୍ତ୍ତି ଥିଲେ ବି କାହାରି ନଜର ନାହିଁ।

  • Wednesday, 05 July 2023
  • Angul
VK Pandian’s
5T ସଚିବଙ୍କ ଗସ୍ତବେଳେ ବୌଦ୍ଧ ସହରରେ ପ୍ରଶାସନ ଅଣ୍ଡା ଦୋକାନ ବନ୍ଦ କରିଥିବା ଅଭିଯୋଗ

5T ସଚିବଙ୍କ ଗସ୍ତବେଳେ ବୌଦ୍ଧ ସହରରେ ପ୍ରଶାସନ ଅଣ୍ଡା ଦୋକାନ ବନ୍ଦ କରିଥିବା ଅଭିଯୋଗ । 'ପର୍ବପର୍ବାଣିରେ ଅଣ୍ଡା ଦୋକାନ ବନ୍ଦ ହେଉନାହିଁ ହେଲେ 5T ସଚିବଙ୍କ ଗସ୍ତବେଳେ ଅଣ୍ଡା ଦୋକାନ ବନ୍ଦ ହୋଇଛି। ଜୀବନ ଜୀବିକା ଉପରେ ପ୍ରଭାବ ପଡୁଛି ।' - ଅଣ୍ଡା ବ୍ୟବସାୟୀ

  • Wednesday, 05 July 2023
Several food
'ମହୁଲର ମଦ ନୁହେଁ ଆମେ ପ୍ରସ୍ତୁତ କରୁଛୁ ଏହି ସ୍ୱାଦିଷ୍ଟ ଆଇଟମ୍'

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଫୁଡ୍ ଓ ନ୍ୟୁଟ୍ରିସନ ଏବଂ ଜିଲ୍ଲା ବନବିଭାଗ ସହଯୋଗରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ୪ ଦିନିଆ କର୍ମଶାଳା । ଏଥିରେ ଖାଦ୍ୟ ପ୍ରସ୍ତୁତି ନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ ମହୁଲ, ସଜନା ପତ୍ର ଓ ଆମ୍ବରୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବାର କଳା କୌଶଳ ଶିକ୍ଷା ଦିଆଯାଇଥିଲା । ଜିଲ୍ଲାର ଗ୍ରାମାଞ୍ଚଳରୁ ମହିଳାମାନେ ଏଥିରେ ସାମିଲ ହୋଇଥିଲେ...

  • Wednesday, 05 July 2023
Egg Attack on 5T Secretary Vehicle
କାଲି ସୋନପୁର, ଆଜି ବୌଦ; 5T ସଚିବଙ୍କ ଗାଡ଼ିକୁ ପୁଣି ଅଣ୍ଡାମାଡ଼ !

ବୌଦ ଗସ୍ତରେ ଯାଇଥିବା 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ବିରୋଧ । କଚେରୀ ଛକ ନିକଟରେ ବିରୋଧୀଙ୍କ ପକ୍ଷରୁ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିବା ସୂଚନା ମିଳିଛି । ଫଳରେ ତାଙ୍କ ଗାଡିରେ ଚିହ୍ନ ଥିବା ଦେଖିବାକୁ ମିଳିଛି । ବିରୋଧୀ ପକ୍ଷରୁ ଜଣେ କର୍ମୀଙ୍କୁ ଉଠାଇ ନେଇ ପୋଲିସ ପଚରାଉଚରା କରୁଛି ।

  • Wednesday, 05 July 2023
firing resorted to by forest personnel in self-defence inquired by an Executive Magistrate
ମାଫିଆଙ୍କ ବିରୋଧରେ ଲଢ଼ିବାକୁ ବନ କର୍ମଚାରୀଙ୍କୁ ମିଳିଲା ବଳ

ମାଫିଆଙ୍କ ବିରୋଧରେ ଲଢ଼ିବାକୁ ବନ କର୍ମଚାରୀଙ୍କୁ ମିଳିଲା ବଳ। ଆତ୍ମରକ୍ଷା ପାଇଁ ଗୁଳି କଲେ ତୁରନ୍ତ ହୋଇପାରିବନି କାର୍ଯ୍ୟାନୁଷ୍ଠାନ। ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ପରେ ହିଁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ।

  • Wednesday, 05 July 2023
Ratna Bhandar
ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ମାମଲା, ଜବାବ ରଖିବା ପାଇଁ ପ୍ରତିପକ୍ଷ ୪ ଜଣଙ୍କୁ ନୋଟିସ

ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ମୁଖ୍ୟ ପ୍ରଶାସକଙ୍କୁ ନୋଟିସ, ଏଏସ୍ ଆଇ ଡିଜି ଓ ଏଏସ୍ ଆଇ ଅଧୀକ୍ଷକଙ୍କୁ ନୋଟିସ

plaster collapse
ଛାତରୁ ଖସୁଛି ପ୍ଲାଷ୍ଟର୍‌, ହେଲମେଟ ପିନ୍ଧି ଚିକିତ୍ସା କରୁଛନ୍ତି ଡାକ୍ତର

ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ଅଜବ ଦୃଶ୍ୟ, ଡାକ୍ତରଙ୍କ ମୁଣ୍ଡରେ ହେଲମେଟ୍‌..

50-year-old stunt man
୫୦ ବର୍ଷୀୟ ଷ୍ଟଣ୍ଟମ୍ୟାନ ପ୍ରଶାନ୍ତ, ଦୁଇ ଆଙ୍ଗୁଠି ସାହାଯ୍ୟରେ କରୁଛନ୍ତି ପୁସଅପ୍

ହାର୍ ମାନିଛି ବୟସ । ୫୦ ବର୍ଷୀୟ ଷ୍ଟଣ୍ଟମ୍ୟାନ ପ୍ରଶାନ୍ତ । ଦୁଇ ଆଙ୍ଗୁଠି ସାହାଯ୍ୟରେ ୪୫ ସେକେଣ୍ଡରେ ୫୨ ଥର ପୁସଅପ୍ କରି ଚର୍ଚ୍ଚାରେ..

Students bid farewell to teacher
ବିଦାୟ ନେଲେ ଅମୂଲ୍ୟ ସାର୍, ଗିଫ୍ଟ ମିଳିଲା ବାଇକ୍, ଏସି, ମୁଦି..

ଉପହାର ଦେଖି ସାର୍ କାବା । ବିଦ୍ୟାଳୟରୁ ବିଦାୟ ନେଲେ ଶିକ୍ଷକ, ସୁନା ମୁଦି, ବାଇକ୍ ଉପହାର ଦେଲେ ଛାତ୍ରଛାତ୍ରୀ..

Lord Nandi ‘drinks’ milk
କ୍ଷୀର ପିଉଛନ୍ତି ବାସୁଆ ବଳଦ !

ବିଶ୍ୱାସ ନ ହେଉଥଲେ ବି ସତ, କ୍ଷୀର ପିଉଛନ୍ତି ବାସୁଆ ବଳଦ !

helpless children
ଚୋକଡ଼ ଆଣିବାକୁ ଯାଇ ଫେରୁନାହାନ୍ତି ବାପା..ଖୋଜି ଖୋଜି ନୟାନ୍ତ ଭାଇଭଉଣୀ..

ଖେଳକୁଦ ବୟସରେ ପରଘରେ ମୂଲ ଲାଗୁଛି ଝିଅ । ମାସେ ହେଲାଣି ନିଖୋଜ ବାପା । ଖୋଜି ଖୋଜି ନିରାଶ ଭାଇଭଉଣୀ..

Cremation new method body decompose in the bag
ଅନ୍ତିମ ସଂସ୍କାରର ନୂଆ ପଦ୍ଧତି; ବ୍ୟାଗ ଭିତରେ ମିଳେଇ ଯିବ ଶବ

ଶବ ପୋଡାହେଲେ ଅନେକ କାଠ ଦରକାର ହୋଇଥାଏ। ଏଥିପାଇଁ ଅନେକ ଗଛ ମଧ୍ୟ କାଟିବାକୁ ପଡେ। ପରିବେଶକୁ ରକ୍ଷା କରିବା ପାଇଁ ବର୍ତ୍ତମାନ ବୈଦ୍ୟୁତିକ ପଦ୍ଧତି ଗ୍ରହଣ କରାଯାଉଛି। କିନ୍ତୁ ଏହି ସମୟରେ ବ୍ରିଟେନ୍‌ରେ ଆଉ ଏକ ନୂଆ ପଦ୍ଧତି ଆରମ୍ଭ କରାଯାଇଛି। ଚାରି ଘଣ୍ଟାରେ ମେସିନ୍‌ରେ ମିଳେଇ ଯିବ ଶରୀର, ବ୍ୟାଗ୍‌ରେ ରହିଯିବ ହାଡ ଏବଂ ପାଉଁଶ।

ବୁର୍ଲାରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ପିଟାପିଟି
ବୁର୍ଲାରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ପିଟାପିଟି

ବୁର୍ଲାରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ପିଟାପିଟି । ‘ୟୁଫୋରିଆ’ ଉତ୍ସବବେଳେ ମୁହାଁମୁହିଁ ଭୀମସାର ଏବଂ ବ୍ରହ୍ମପୁର ଏମକେସିଜି ଛାତ୍ର । ବସ୍ ଭିତରକୁ ଏକ୍ସଟିଂଗୁଇସର୍ ଗ୍ୟାସ୍ ଛାଡ଼ି ଦେବାରୁ ଅନେକ ଛାତ୍ର ଅସୁସ୍ଥ

irregular flight
ଶୁଭାରମ୍ଭର ମାତ୍ର ୬ ମାସ ନଯାଉଣୁ ରାଉରକେଲାରୁ ବିମାନ ସେବା ବ୍ୟାଘାତ

ଶୁଭାରମ୍ଭର ମାତ୍ର ୬ ମାସ ନଯାଉଣୁ ରାଉରକେଲାରୁ ବିମାନ ସେବା ବ୍ୟାଘାତ । ଛୋଟ ରନୱେ ଓ ନାଇଟ୍ ଲାଇଟ୍ ଅଭାବରୁ ବିମାନ ଲ୍ୟାଣ୍ଡିଂରେ ସମସ୍ୟା । ନାଗରିକ ସୁରକ୍ଷା କମିଟି ଓ ବଣିକ ସଂଘର ଅସନ୍ତୋଷ

Artificial intelligence  can do work of HR Departments
ଅଫିସ୍‌ରେ ଛୋଟିଆ କାମ ପାଇଁ ଆଉ ଦରକାର ପଡ଼ିବେନି HR !

ଅଫିସ୍‌ରେ ଛୋଟିଆ କାମ ପାଇଁ ଆଉ ଦରକାର ପଡ଼ିବେନି HR, ଆଗକୁ ସବୁ କାମ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି

  • Tuesday, 04 July 2023
  • AI
Plantation Corruption
ଗଛର ଚିହ୍ନବର୍ଣ୍ଣ ନାହିଁ, ଫଳକ କହୁଛି ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା

ଗଛର ଚିହ୍ନବର୍ଣ୍ଣ ନାହିଁ, ଫଳକ କହୁଛି ଖର୍ଚ୍ଚ ହୋଇଛି ଲକ୍ଷାଧିକ ଟଙ୍କା । ବଡ଼ଚଣାରେ ଚାରା ରୋପଣରେ ଅନିୟମିତତା ଅଭିଯୋଗ ।

widow pension
ସ୍ୱାମୀଙ୍କ ମୃତ୍ୟୁର ୩ ବର୍ଷ ପରେ ବି ମିଳୁନି ବିଧବା ଭତ୍ତା

କାହାପାଇଁ ସରକାରୀ ଯୋଜନା। ସ୍ୱାମୀଙ୍କ ମୃତ୍ୟୁର ୩ ବର୍ଷ ପରେ ବି ମିଳୁନି ବିଧବା ଭତ୍ତା ପାଇବାରୁ ବଞ୍ଚିତ ବରଗଡ଼ର ପୁଷ୍ପା ।

teacher
ପ୍ରିୟ ସାର୍‌ଙ୍କ ଅବସର ! ଛାତ୍ରଛାତ୍ରୀଙ୍କ ଆଖିରେ ଲୁହ, ଉପହାରରେ ଦିଆଗଲା ବାଇକ ସହ ଦାମୀ ଉପହାର

ଗଂଜାମ ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ର ଗାଁରେ ଶୋକାକୁଳ ପରିବେଶ । ବାଜା ବଜାଇ ଶିକ୍ଷକଙ୍କୁ ଗାଁ ପରିକ୍ରମା କରାଇଲେ ଛାତ୍ରଛାତ୍ରୀ।

Dead woman wakes up on the way to her funeral
ଅନ୍ତିମ ସଂସ୍କାର ପାଇଁ ଯାଉଥିଲା ମୃତଦେହ; ମଝି ରାସ୍ତାରେ ଜୀ‍ଇଁ ଉଠିଲା

ଏକ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ମୃତ୍ୟୁ ପରେ ପୁଣି ଜୀଇଁ ଉଠିଛନ୍ତି। ତାଙ୍କ ମୃତ୍ୟୁ ପରେ ଲୋକେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ନେଉଥିଲେ। ମହିଳା ଜଣକ ହଠାତ୍ ମଝି ରାସ୍ତାରେ ଜୀଇଁ ଉଠିଲେ।

Siddhant Mohapatra
ରାଜରାସ୍ତାରେ ମାନବିକତାର ପରିଚୟ ଦେଖାଇଲେ ସିଦ୍ଧାନ୍ତ ମହାପାତ୍ର

କୌଣସି ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତଙ୍କ ଜୀବନ ବଞ୍ଚାଇବାକୁ ହେଲେ ପ୍ରଥମ ଘଣ୍ଟାଟେ ବା ଗୋଲଡେନ ଆୱାରର ସଦୁପଯୋଗ ନିହାତି ଦରକାର। ଯାହାକୁ କାମରେ ଲଗାଇ ମରଣ ମୁହଁରୁ ଜଣଙ୍କୁ ବଞ୍ଚାଇବାରେ ସଫଳ ହୋଇଛନ୍ତି ଓଲିଉଡ଼ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ସେଥିପାଇଁ ତାଙ୍କୁ ଏବେ ଚାରିଆଡୁ ସାଧୁବାଦ ମିଳୁଛି।

Administration drawing flaks for accommodating forces in unhygienic conditions during Rath Yatra
ସୁରକ୍ଷାକର୍ମୀଙ୍କ ରହଣୀ ବ୍ୟବସ୍ଥାର ଭିଡିଓ ଭାଇରାଲ

ନିର୍ମାଣାଧୀନ କୋଠା, ଅସ୍ୱାସ୍ଥ୍ୟକର ପରିବେଶ। ପୁରୀ ରଥ ଡ୍ୟୁଟିରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ପାଇଁ ଅବହେଳିତ ରହଣୀ ବ୍ୟବସ୍ଥାର ଭିଡିଓ ଭାଇରାଲ ପରେ ଉଦବେଗ। ଯବାନଙ୍କ ଆକୋମୋଡେସନ ପାଇଁ କିଏ ବାଛିଥିଲେ ଏଭଳି ସ୍ଥାନ ଉଠିଲା ପ୍ରଶ୍ନ।

Ratha jatra
ସୁରକ୍ଷାକର୍ମୀଙ୍କ ରହଣୀ ବ୍ୟବସ୍ଥାର ଭିଡିଓ ଭାଇରାଲ; ଯବାନଙ୍କ ପାଇଁ କିଏ ବାଛିଥିଲେ ଏଭଳି ସ୍ଥାନ ?

ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓରେ ସୁରକ୍ଷାକର୍ମୀଙ୍କ କର୍ତ୍ତବ୍ୟର କଥା ସାମନାକୁ ଆସିଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା, ଭିଡ଼ରକ୍ଷା, ଶୃଙ୍ଖଳା ରକ୍ଷା, ଏମିତି ଯାବତୀୟ ଗୁରୁ ଦାୟିତ୍ୱ ତୁଲାଇଥିବା ଯବାନଙ୍କ ପାଇଁ ଇଏ ଆମ ବିଶ୍ୱସ୍ତରୀୟ ରହଣୀ ବ୍ୟବସ୍ଥା ।