ପ୍ରିୟା ପ୍ରକାଶଙ୍କ ଷ୍ଟାରଡମ୍ ଦ୍ରୁତ ଗତିରେ ଫିକା ପଡିଯାଉଛି। ଏନେଇ ତାଙ୍କୁ ଇଣ୍ଡଷ୍ଟ୍ରିରେ ବଞ୍ଚିବା ପାଇଁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡୁଛି। ପ୍ରିୟା ବର୍ତ୍ତମାନ ତାଙ୍କ କ୍ୟାରିୟରର ସବୁଠାରୁ ବଡ ଚଳଚ୍ଚିତ୍ର ପୱନ କଲ୍ୟାଣ ଏବଂ ସାଇ ଧର୍ମ ତେଜଙ୍କ ଅଭିନୀତ ତେଲୁଗୁ କମେଡି ଫିଲ୍ମ ‘ବ୍ରୋ’ ପାଇଁ ପ୍ରସ୍ତୁତ ହେଉଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ତାଜମହଲକୁ ଆସିଥିବା ପର୍ଯ୍ୟଟକ ତାଜମହଲର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଯମୁନା ନଦୀର ବନ୍ୟା ଜଳକୁ ବି ଉପଭୋଗ କରୁଛନ୍ତି ।
ବରୁଣ ଏବଂ ଜାହ୍ନଭୀଙ୍କ ଫିଲ୍ମ ପ୍ରମୋସନର ଏକ ଫଟୋସୁଟ ଏବେ ଭାଇରାଲ ହେବାରେ ଲାଗିଛି। ଫଟୋରେ, ବରୁଣ ଜାହ୍ନଭୀଙ୍କ କାନକୁ କାମୁଡି ଦେଉଥିବାର ନଜର ଆସିଛନ୍ତି। ଏହା ପରେ ଇଣ୍ଟରନେଟ୍ରେ ଟ୍ରୋଲ୍ର ବର୍ଷା ଆରମ୍ଭ ହୋଇଯାଇଛି।
କେତେ ନିର୍ଦ୍ଦୟ ... ବାପା ସହ ଶତ୍ରୁତା ଥିବାରୁ ପିଲାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଲା..
ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ଅଳକାନନ୍ଦା ନଦୀ କୂଳରେ ଚାଲିଥିବା ‘ନମାମି ଗଙ୍ଗେ ପ୍ରକଳ୍ପ’ରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୧୫ ଜଣଙ୍କର ମୃତ୍ୟୁ ଘଟିଛି ।
ଭାବୀ ସ୍ତ୍ରୀ ସାମ୍ନାରେ ଯୁବକଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କଲା ଆକ୍ରମଣକାରୀ। ହତ୍ୟା ପରେ ନିଜ ମୁଣ୍ଡରେ ନିଜେ ବନ୍ଧୁକ ଲଗାଇ ଗୁଳି କରି ନିଜର ଜୀବନ ମଧ୍ୟ ନେବାକୁ ପଛାଇଲା ନାହିଁ।
ବାପାମାଆଙ୍କୁ ଜୀବନରୁ ଶେଷ କରିଦେଲା ନୃଶଂସ ପୁଅ । ତାଙ୍କୁ ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଗଲା ।
ଚପଲ ହଜି ଯାଇଛି ଓ ଏହାକୁ ଖୋଜି ଆଣିବା ଲାଗି ପୋଲିସ୍କୁ କଲ୍ କରିବା କଥାଟା, ଯେକେହିବି ଶୁଣିଲେ ତାଙ୍କୁ ଏହା ଅଜବ ଲାଗିବ।
ଜଣେ ବ୍ୟକ୍ତି ନିଜର ଅଧିକାର ପାଇବା ପାଇଁ ଜୀଅନ୍ତା ଭୂତ ହୋଇ ବୁଲୁଛନ୍ତି। ଏହି ବ୍ୟକ୍ତିଙ୍କୁ କାଗଜପତ୍ରରେ ମୃତ ବୋଲି ଦର୍ଶାଇ ଗ୍ରାମବାସୀ ତାଙ୍କ ଜମିବାଡି ହଡପ କରିଛନ୍ତି। ଏହି କାରଣରୁ ସେ କୌଣସି ସରକାରୀ ଯୋଜନାର ଲାଭ ପାଇପାରୁ ନାହାଁନ୍ତି। ।
ସତରେ ଏ ମୋବାଇଲ କ’ଣ ବା ନକରୁଛି.. ଯୁବପିଢ଼ି ମୋବାଇଲ୍ ବାୟାରେ ବାୟା । କିଛି ବି କରିବାକୁ ପଛାଉ ନାହାନ୍ତି । ସତେ ଯେମିତି ପାଗଳ କରିଛି ମୋବାଇଲ ଆଉ ସୋସିଆଲ ମିଡିଆ ।
Nude Protest : ରାୟପୁରରେ କିଛି ଯୁବକ ଉଲଗ୍ନ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ମୋଦି କହିଛନ୍ତି ଯେ ନିଜ ନିଜ ସ୍ୱାର୍ଥ ପାଇଁ ବିରୋଧୀ ଏକଜୁଟ୍ ହୋଇଛନ୍ତି, ଯାହାକୁ ଦେଶବାସୀ ଦେଖୁଛନ୍ତି ଆଉ ବୁଝି ମଧ୍ୟ ସାରିଛନ୍ତି ।
ବେଙ୍ଗାଲୁରୁର ଜଣେ ମହିଳା ତାଙ୍କ ସୋସିଆଲ୍ ମିଡିଆରେ ଏମିତି କିଛି ଲେଖିଛନ୍ତି ଯେ ଏହା ଦେଖୁ ଦେଖୁ ଭାଇରାଲ ହୋଇଛି। ଜଣେ ଟ୍ୱିଟର ବ୍ୟବହାରକାରୀ ତାଙ୍କ ପ୍ରୋଫାଇଲର ଏକ ସ୍ନାପ୍ସଟ୍ ଶେୟାର କରିଛନ୍ତି, ଯାହା ପରେ ଏହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି।
ଆମେ କହୁଛୁ ସେହି ମହିଳାଙ୍କ କଥା, ଯିଏ ମୁସଲିମ୍ ରାଷ୍ଟ୍ର ପାକିସ୍ତାନରୁ ଖସିଆସିଛନ୍ତି ହିନ୍ଦୁସ୍ତାନକୁ । ଯାହାଙ୍କ ନାଁ ସୀମା ଗୁଲାମ୍ ହାଇଦର । ଘର ପାକିସ୍ତାନର କରାଚୀ ।
ଦିଲ୍ଲୀରେ ଏନଡିଏର ଶକ୍ତି ପ୍ରଦର୍ଶନ । ୩୮ ସହଯୋଗୀ ଦଳଙ୍କୁ ମନ୍ତ୍ର ଦେବେ ମୋଦି ।
NDA କ୍ୟାଂପରେ ୩୮, INDIA କ୍ୟାଂପରେ ୨୬ ଦଳ । ଜୟରାମ ରମେଶଙ୍କ ତ୍ରିଶଙ୍କୁ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି ।
ଫ୍ଲାଏ ଓଭରରେ ମସ୍ତି କରୁଥିଲେ ଯୁବକ ଯୁବତୀ । ଏହି ସମୟରେ ଘଟିଲା ଦୁର୍ଘଟଣା ।
ଶାସକ-ବିରୋଧୀ ଭିତରେ ଏବେଠାରୁ ଘମାସାନ । ନିଜ ନିଜ ସହଯୋଗୀ ଦଳକୁ ନେଇ ଉଭୟ କ୍ୟାମ୍ପରେ ଆଜିଠାରୁ ଆରମ୍ଭ ହୋଇଛି ଶକ୍ତି ପ୍ରଦର୍ଶନ । ଏହାରି ଭିତରେ ବିରୋଧୀଙ୍କ ଉପରେ ଆଜି ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଏନେଇ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତି ରାୟ ।
UCIL ଗ୍ରୁପ୍ ‘ଏ’ ଏବଂ ଗ୍ରୁପ୍ ‘ବି’ ବର୍ଗର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ବିଜ୍ଞପ୍ତି ଅନୁଯାୟୀ ମୋଟ ୧୨୨ଟି ପଦବୀ ଖାଲି ଅଛି। ଚୟନ ପ୍ରାର୍ଥୀ ମାସକୁ ୨ଲକ୍ଷ ୬୦ହଜାର ଟଙ୍କା ପାଇବେ।
ଅଭିଯୁକ୍ତ ଜଣକ ହେଲା ଦେବେନ୍ଦ୍ର ବିଶ୍ୱକର୍ମା । ସେ ନିୟମିତ ଭାବେ ମଦ ଓ ଗ୍ରଗ୍ସ ସେବନ କରେ । ୨୪ ଘଣ୍ଟା ସେ ନିଶାରେ ଥାଏ । ଯାହାଫଳରେ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ।
କଲେଜ୍ର ୮ ମହଲାରୁ ଡେଇଁ ଜୀବନ ହାରିଲେ ବିଟେକ୍ ଛାତ୍ର । କର୍ଣ୍ଣାଟକ ବେଙ୍ଗାଲୁରୁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୁପର୍ଷ୍ଟାର୍ ପ୍ରଭାସଙ୍କ ଅଭିନୀତ ଆଗାମୀ ପ୍ୟାନ ଇଣ୍ଡିଆ 'ସାଲାର: ପାର୍ଟ ୧ ସୀଜ୍ଫାୟାର୍' ଏବେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ହୋଇଯାଇଛି। ଟିଜର୍ ଲଞ୍ଚ ପରଠାରୁ ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକ ଏବଂ ପ୍ରଶଂସକଙ୍କ ଉତ୍ସାହ ବହୁଗୁଣିତ ହୋଇଯାଇଛି।