କାହାକୁ ଗୁଳି ମାରିଦେଲେ ତ କାହାକୁ ପୋଡ଼ିଦେଲେ । ହୋଣ୍ଡୁରସ୍ରେ ଥିବା ଜେଲରେ ଭୟଙ୍କର ହିଂସାକାଣ୍ଡ ଘଟିଛି ।
ବିଧାୟିକାଙ୍କ ରୂପ ଦେଖି ଇଞ୍ଜିନିୟର ବାବୁଙ୍କ ଅକଲ ଗୁଡୁମ୍ । ମାଡ଼ ଖାଇବା ପରେ ମଧ୍ୟ ଥାନାରେ କୌଣସି ଅଭିଯୋଗ ନାହିଁ ।
ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ତାଙ୍କ ପ୍ରଶଂସା କରି ଏଲନ୍ ମସ୍କ କହିଛନ୍ତି , ମୁଁ ଭାରତର ଭବିଷ୍ୟତକୁ ନେଇ ବହୁତ ଉତ୍ସାହିତ ଅଛି ।
ଶରୀରର ଥାଇରଏଡ୍ ଗ୍ରନ୍ଥି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏଥିରେ ସମସ୍ୟା ଦେଖାଦେଲେ ଅନେକ ଶାରିରୀକ କ୍ଷତି ହୋଉଥାଏ। ଏହାକୁ ସୁସ୍ଥ ରଖିବା ଜରୁରୀ। ଆଜି ଯୋଗ ଦିବସରେ ଆସନ୍ତୁ ଜାଣିନେବା କେଉଁ ସବୁ ଯୋଗାସନ କରି ଥାଇରଏଡ୍ ଗ୍ରନ୍ଥିକୁ ସୁସ୍ଥ ରଖିବେ।
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ , ବିଶ୍ୱର କୋଣ ଅନୁକୋଣରେ ଯୋଗ ଦିବସ ପାଳନ
ଆଜିକାଲି ମଧୁମେହ ଏକ ସାଧାରଣ ସମସ୍ୟା ହୋଇଯାଇଛି। ପ୍ରାୟ ଘରେ ଘରେ ଏହି ସମସ୍ୟା। ତେବେ ଏହାର ଚିକିତ୍ସା ତଥା ପ୍ରତିରୋଧ ପାଇଁ ଯୋଗାସନ ସବୁଠାରୁ ଉତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଏ। ଯୋଗ ଏବଂ ବ୍ୟାୟାମର ଅଭ୍ୟାସ ଉଚ୍ଚ ରକ୍ତ ଶର୍କରାକୁ ହ୍ରାସ କରିପାରେ।
ଯୋଗ କେବଳ ରୋଗରୁ ମୁକ୍ତି ଦେଇ ନଥାଏ, ଏହା ଆମର ଆତ୍ମବିଶ୍ୱାସକୁ ମଧ୍ୟ ବୃଦ୍ଧି କରିଥାଏ। ଏହା ମନକୁ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏ ବିଷୟରେ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁନ୍ ୨୧ରେ ଯୋଗ ଦିବସ ପାଳନ କରାଯାଏ। ତେବେ ଆସନ୍ତୁ ଏହା ପଛର ଇତିହାସ ଓ ଲକ୍ଷ୍ୟ ବିଷୟରେ ଜାଣିନେବା।
ସର୍ଟ ସର୍ଭିସ୍ କମିଶନ(SSC) ବୈଷୟିକ ପାଠ୍ୟକ୍ରମ ପାଇଁ ଭାରତୀୟ ସେନା ବିଜ୍ଞପ୍ତି ବାହାର କରିଛି। ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଉଭୟ ଅବିବାହିତ ପୁରୁଷ ଏବଂ ଅବିବାହିତ ମହିଳା ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି।
ଟ୍ରକ୍ ଡ୍ରାଇଭର୍ଙ୍କୁ ବି ମିଳିବ ଏସି ହୱା, ନିଷ୍ପତ୍ତି ଉପରେ ବାଜିଲା ମୋହର
ପୋଲିସ୍ର କାମ କରିବ ରୋବଟ୍ । ଲୋକଙ୍କୁ ସୁରକ୍ଷା ଦେବା ଠାରୁ ଆରମ୍ଭ କରି ବିଭିନ୍ନ କାମରେ ନିୟୋଜିତ ହେବ ।
'ଆଦିପୁରୁଷ'ର ପିଛା ଛାଡୁନି ବିବାଦ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅଭିନେତାମାନେ ମଧ୍ୟ ଏହା ଉପରେ ପ୍ରଶ୍ନ ଉଠେଇଛନ୍ତି। ‘ରାମାୟଣ’ର ‘ରାମ’ ମଧ୍ୟ ନିଜକୁ ରୋକିପାରି ନାହାନ୍ତି। ପଢନ୍ତୁ ସେ କ’ଣ କହିଛନ୍ତି।
ଦୀପିକା ଚିଖ୍ଲିଆଙ୍କୁ ସମସ୍ତେ 'ସୀତା' ଭାବରେ ଜାଣନ୍ତି। ସେ ରାମାନନ୍ଦ ସାଗରଙ୍କ ପୌରାଣିକ ଶୋ’ 'ରାମାୟଣ'ରେ ସୀତା ମାତା ଭୂମିକାରେ ଅଭିନୟ କରିଥିଲେ। ଏବେ ସେ ପୁଣି ସୀତା ଅବତାରରେ ଲୋକଙ୍କୁ ଦେଖାଦେଇଛନ୍ତି।
ମାଆ ଆଖି ସାମ୍ନାରେ ମରିଗଲା ଛୁଆ ହାତୀ । ଜୀବନ ବଂଚାଇବାକୁ ଚିତ୍କାର କରି କାନ୍ଦୁଥିଲା ମାଆ ହାତୀ...୨ କିମି ପର୍ଯ୍ୟନ୍ତ ଟାଣିନେଇ ନଈରେ ପକାଇଲା । ହେଲେ ଛୁଆ ଉଠିଲାଣି । ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ ।
ଆଶ୍ରମ ଭିତରେ ନାବାଳିକାକୁ ଯୌନ ନିର୍ଯାତନା ଓ ଦୁଷ୍କର୍ମ ! ଆଶ୍ରମରୁ ନିଖୋଜ ଥିବା ଜଣେ ନାବାଳିକା ପୋଲିସ୍ ନିକଟରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି।
ମନଇଚ୍ଛା କଲ୍ କରି ଆପଣଙ୍କୁ ଆଉ କେହି ବିରକ୍ତ କରିପାରିବେ ନାହିଁ । ଆସିଲା WhatsAppର ନୂଆ ଫିଚର୍...
ଏମିତି ଷ୍ଟଣ୍ଟ କେବେ ଦେଖିନଥିବେ । ସ୍କୁଟି ଉପରେ ଚଢିଗଲେ...ଶାଢି ପିନ୍ଧି ଷ୍ଟଣ୍ଟ ଦେଖାଇଲେ । ଭାଇରାଲ ହେଲା ଭିଡିଓ
ବାହୁବଳି ସିଙ୍ଗଡ଼ାକୁ ନେଇ ଏବେ ଭାରି ଚର୍ଚ୍ଚା । ୩୦ ମିନିଟ୍ରେ ଯିଏ ୟାକୁ ଖାଇଦେବ...ତାକୁ ସାଙ୍ଗେ ସାଙ୍ଗେ ମିଳିବ ୭୧ ହଜାର ନଗଦ ପୁରସ୍କାର
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ଜଣେ ବୃଦ୍ଧ, ଜଣେ ଯୁବକ ଓ ତାଙ୍କ ସ୍ତ୍ରୀଙ୍କ ଗୋଡ଼ ଧରିବା ସହ ସେମାନଙ୍କ ଗୋଡ଼ ତଳେ ପଡ଼ୁଛନ୍ତି। ଏପରିକି ମୁଣ୍ଡିଆ ମଧ୍ୟ ମାରୁଛନ୍ତି। ଏହି ସମୟରେ ଜଣେ ବୃଦ୍ଧା ହାତ ଯୋଡ଼ି ସେମାନଙ୍କୁ ନେହୁରା ମଧ୍ୟ ହେଉଛନ୍ତି।
ରାଶିକୁ ନେଇ ମନ ଭିତରେ ଅନେକ ଦ୍ୱନ୍ଦ ରହିଛି । ୧୨ଟି ରାଶି ମଧ୍ୟରେ ଅଷ୍ଟମ ରାଶି ହେଉଛି ବିଛା । ତେବେ ଆଜି ଆମେ ଜାଣିବା ବିଛା ରାଶି ବିଷୟରେ...। କେମିତି କଟେ ଏମାନଙ୍କ ବ୍ୟକ୍ତିଗତ ଜୀବନ...ଏହି ରାଶିର ବ୍ୟକ୍ତିଙ୍କ ସ୍ୱଭାବ କିପରି ।
ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅଥୟ କରି ପକଉଛି। ସୂର୍ଯ୍ୟତାପରେ ପୋଡି ଯାଉଛି ଦେହ। ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ଏହିସବୁ ଯୋଗାସନ କଲେ ଜଣାପଡିବନି ଗରମର ପ୍ରଭାବ।
ଲୋକୋ ପାଇଲଟ୍ଙ୍କ ଆଲର୍ଟ ଯୋଗୁ ଟଳିଲା ବଡ଼ ରେଳ ଦୁର୍ଘଟଣା। ରବିବାର ରାତିରେ ମଧ୍ୟପ୍ରଦେଶର ସତନା ଜିଲ୍ଲାରେ ଦୁର୍ବୃତ୍ତମାନେ ମୁମ୍ବାଇ-ହାୱଡା ରେଲ୍ୱେ ଟ୍ରାକ୍ର ୧୫୮ ଲକ୍ କାଢ଼ି ଦେଇଥିଲେ।
ରଥାରୁଢ ଶ୍ରୀଜିଉଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ପହଣ୍ଡି ପୂର୍ବରୁ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଅମିତ ଶାହ ଜମଲପୁରା ସ୍ଥିତ ଜଗନ୍ନାଥ ମନ୍ଦିର ପହଞ୍ଚି ମହାପ୍ରଭୁଙ୍କ ଆରତି କରିଥିଲେ।
ଚଳନ୍ତା ଅଟୋରେ ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ। ପ୍ରେମିକ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାପରେ ଏଥିରେ ଉତ୍କ୍ଷିପ୍ତ ହୋଇ ଯୁବକ ଜଣକ ପ୍ରେମିକାର ତଣ୍ଟି କାଟି ଦେଇଥିବା ଜଣାପଡ଼ିଛି।
ଯେଉଁମାନେ ଜାତି, ରାଜନୈତିକ ସଂଘର୍ଷ କିମ୍ବା ଆନ୍ତର୍ଜାତୀୟ ବିବାଦ ଭଳି ସମସ୍ୟା ହେତୁ ନିଜ ଘର ଛାଡି ଅନ୍ୟ ଦେଶକୁ ସ୍ଥାନାନ୍ତର ହେବାକୁ ବାଧ୍ୟ ହୋଇଛନ୍ତି ସେମାନଙ୍କୁ ଶରଣାର୍ଥୀ କୁହାଯାଏ। ଏମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ପାଳନ ହୁଏ ବିଶ୍ୱ ଶରଣାର୍ଥୀ ଦିବସ।