କାଙ୍କଡ ଏପରି ଏକ ବିଶେଷ ପ୍ରକାରର ପନିପରିବା, ଯାହା ସାହାଯ୍ୟରେ କୋଲେଷ୍ଟ୍ରଲ୍ ସ୍ତରକୁ ନିୟନ୍ତ୍ରଣ କରିବାରେ ସହଜ ହୋଇଯାଏ। ତେବେ ଆସନ୍ତୁ ଏହି ପରିବାର ଅନ୍ୟାନ୍ୟ ଉପକାରିତା ବିଷୟରେ ଜାଣିନେବା।
ଉତ୍ତର ୨୪ ପ୍ରଗଣା ଦତ୍ତାପୁକୁର ଅଞ୍ଚଳରେ ବିସ୍ଫୋରଣ । ବିସ୍ଫୋରଣର ଏତେ ପ୍ରଚଣ୍ଡ ଥିଲା ଯେ ଘରର ଛାତ ଭୁଶୁଡ଼ିଲା ।
ସୌମ୍ୟଙ୍କୁ ଚ୍ୟାଲେଞ୍ଜ ଦେଲେ ଅନୁଭବ ପଟ୍ଟନାୟକ । ପ୍ରମାଣ ଦେଇଦେଲେ ରାଜନୀତି ଛାଡିଦେବି ବୋଲି କହିଲେ ଅନୁଭବ ।
ଶୋଇବା ଘର ହେଉଛି ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଯାହାକୁ ଅଧିକାଂଶ ଲୋକ ନିଜ ଅନୁଯାୟୀ ସଜାନ୍ତି। ତେବେ ଶୋଇବା ଘରେ ବାସ୍ତୁର ନିୟମ ପାଳନ କରାଯିବା ନିହାତି ଜରୁରୀ। ଯଦି ଶୋଇବା ଘରେ ବାସ୍ତୁଦୋଷ ଦେଖାଦିଏ, ତେବେ ଲୋକଙ୍କ ଦାମ୍ପତ୍ୟ ଜୀବନରେ କଳି ଆରମ୍ଭ ହୋଇପାରେ ଏବଂ ଘରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ।
Florida Shooting : ଜ୍ୟାକସନଭିଲେରେ ଶନିବାର ସନ୍ଧ୍ୟାରେ ଜଣେ ଦୁର୍ବୃତ୍ତ ୩ ଜଣ କୃଷ୍ଣକାୟ ଲୋକଙ୍କୁ ଗୁଳି କରି ହତ୍ୟା କରିଛି
ଏହାରି ଭିତରେ ସୌର ବିକିରଣ, ଉତ୍ତାପ ଓ ଧୂଳି ଭଳି ପ୍ରତିକୂଳ ସ୍ଥିତିର ମୁକାବିଲା କରି ଚନ୍ଦ୍ରର ରହସ୍ୟ ଉପରୁ ଧିରେ ଧିରେ ପରଦା ହଟାଉଛି ରୋଭର ପ୍ରଜ୍ଞାନ।
ଭାରତର ଚନ୍ଦ୍ରବିଜୟର ସେ ଚମତ୍କୃତ ଘଡ଼ିକୁ ସେଦିନ ଜୋହାନସବର୍ଗରୁ ଦେଖି ଉତ୍ଫୁଲିତ ହୋଇଥିଲେ । ଆଉ ବିଦେଶରୁ ଭାରତ ଫେରୁ ଫେରୁ ଆଜି ସିଧା ବେଙ୍ଗାଳୁରୁ ଯାଇ ଇସ୍ରୋ ହିରୋଙ୍କୁ ଭେଟିଲେ । ଇସ୍ରୋ ମୁଖ୍ୟ ଏସ୍. ସୋମନାଥଙ୍କୁ ଆଲିଙ୍ଗନ କଲେ ।
ଉଦବୋଧନ ଦେଇ ମୋଦି ଏହି ମିଶନ ସହ ସଂପୃକ୍ତ ବୈଜ୍ଞାନିକମାନଙ୍କୁ ଅଜସ୍ର ପ୍ରସଂଶାରେ ପୋତି ପକାଇଥିଲେ । ଏହି ଅବସରରେ ମୋଦି ଅଗଷ୍ଟ ୨୩ ତାରିଖର ସେହି ଅବିସ୍ମରଣୀୟ ଏବଂ ଐତିହାସିକ ମୂହୁର୍ତ୍ତକୁ ପନେ ପକାଇଥିଲେ ।
ପ୍ରଥମ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଦୁଇ ପତ୍ନୀଙ୍କ ସମସ୍ୟା ପାଇଁ ଏକ ଉପାୟ ବାହାର କରାଯାଇଥିଲା ।
ଗଗନୟାନ ମିଶନରେ ଭାରତ ଏକ ମହିଳା ରୋବଟ 'ବ୍ୟୋମ୍ମିତ୍ର' ପଠାଇବ। ଏହା ସାହାଯ୍ୟରେ ମଣିଷ ଯିବା ପାଇଁ ରାସ୍ତା ସ୍ପଷ୍ଟ ହୋଇଯିବ। ଜାଣନ୍ତୁ ଏହି ରୋବଟ୍ କେତେ ସ୍ୱତନ୍ତ୍ର ଏବଂ ଏହା କିପରି ମଣିଷକୁ ମହାକାଶକୁ ଯିବା ପାଇଁ ରାସ୍ତା ଦେଖେଇବ।
ମହିଳା ଜଣକ ନିଜ ବେଡ୍ର ଅଧା ଭଡ଼ା ଦେଇଥିବାବେଳେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏପରି ଏକ ଘଟଣା ନିକଟରେ ସାମ୍ନାକୁ ଆସିଛି ।
ପୂର୍ବରୁ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଇସ୍ରୋର ଏହି ମିଶନ ରହିଥିବା କୁହାଯାଇଥିଲା । ଅଭିଯାନ ସଫଳ ହେଲେ ଏହା ସୂର୍ଯ୍ୟ ଉପରେ ଗବେଷଣା ପାଇଁ ମହାକାଶରେ ଅବସ୍ଥାପିତ ପ୍ରଥମ ଭାରତୀୟ ଅବଜର୍ଭେଟରି ହେବ ।
ନୂଆ ଭିଡିଓ ସାର୍ବଜନୀନ କରିଛି ଇସ୍ରୋ..ଆଜି ଆଉ କିଛି ମିଟର ଆଗକୁ ଯାଇଛି ପ୍ରଜ୍ଞାନ..ଗତକାଲି ଚନ୍ଦ୍ରପୃଷ୍ଠରେ ୮ମିଟର ବାଟ ଗଡିଥିଲା
ବିଶ୍ୱାସ କରାଯାଏ ଯେ 'ଜବାନ୍' ଶାହରୁଖଙ୍କ କ୍ୟାରିୟରର ସବୁଠାରୁ ବଡ ଏବଂ ସଫଳ ଚଳଚ୍ଚିତ୍ର ବୋଲି ପ୍ରମାଣିତ କରିପାରେ। ଏହି ସମୟରେ, ଶାହରୁଖ ଖାନଙ୍କ ପ୍ରଶଂସକମାନଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି। କିଙ୍ଗ ଖାନ 'ଜବାନ' ପାଇଁ ଏପରି ଏକ ଇତିହାସ ସୃଷ୍ଟି କରିଛନ୍ତି, ଯାହା ଏପର୍ଯ୍ୟନ୍ତ କୌଣସି ବଲିଉଡ ଅଭିନେତା କରିପାରି ନାହାଁନ୍ତି।
‘ରକୀ ଔର୍ ରାନୀ କି ପ୍ରେମ କାହାନୀ’ରେ ଥିବା ଧର୍ମେନ୍ଦ୍ର ଓ ଶବାନାଙ୍କ KISS ସିନ୍ ଚର୍ଚ୍ଚାର ମାହୋଲ୍ ତିଆରି କରିଥିଲା। ଏ ବିଷୟରେ ହେମା ମାଳିନୀଙ୍କୁ ପଚରାଯିବାରୁ ସେ ଏହାର ପ୍ରତିବାଦ ନ କରି ଫିଲ୍ମ ପାଇଁ ଆବଶ୍ୟକ ହେଲେ ସେ ବି ଏଭଳି ସିନ୍ କରିବେ ବୋଲି କହିଛନ୍ତି।
ମହିଳା ବୈଜ୍ଞାନିକଙ୍କ ଅବଦାନ କଥା କହିଲେ ପ୍ରଧାନମନ୍ତ୍ରୀ
ଯଦି ଆପଣ କୌଣସି ଏକ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। UIICL ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ଅନୁଯାୟୀ ଅନୁଷ୍ଠାନରେ ଅନେକ ପଦବୀ ପୂରଣ ହେବ।
ମୃତ୍ୟୁକାଳୀନ ଜମାନବନ୍ଦୀ ସଂପର୍କରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଏହାକୁ ସବୁବେଳେ ଏକମାତ୍ର ଆଧାର ଭାବେ ଗ୍ରହଣ କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ଆଜିବି ସମାଜରେ ମହିଳାମାନଙ୍କ ସ୍ଥିତିକୁ ନେଇ ଅସମାନତା ଦେଖାଯାଏ। ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଲୋକଙ୍କ ମନରେ ଏକ ଦ୍ୱନ୍ଦ୍ୱାତ୍ମକ ମାନସିକତା ଦେଖିବାକୁ ମିଳେ। ଆଜି ବି ସମାଜରେ ମହିଳାମାନେ ପୁରୁଷଙ୍କ ପରି ସମାନ ଅଧିକାର ପାଇବାରୁ ବଞ୍ଚିତ ହେବା ଦେଖାଯାଏ।
ନିଜ ସ୍ତ୍ରୀକୁ ଅନ୍ୟ ପୁରୁଷଙ୍କ ସହ ଶାରିରୀକ ସମ୍ପର୍କ ଥିବା ସନ୍ଦେହ କରି ହେମଦସ୍ତାରେ ପିଟିପିଟି ହତ୍ୟା କରିଛି ସ୍ୱାମୀ । ନିଜ ପତ୍ନୀକୁ ମାରିବା ପରେ ଥାନାରେ ପହଞ୍ଚି ନିଜର ଅପରାଧକୁ ସ୍ୱୀକାର କରିବା ସହ ନିଜର ଦୋଷ ମାନିଛି ।
ବିଶ୍ୱର ଅନ୍ୟ ଦେଶ ଅପେକ୍ଷା ଭାରତୀୟ ମହିଳାଙ୍କ ଅବସ୍ଥା ବହୁତ ଭଲ। ଭାରତର ଆଇନ ଏବଂ ସମ୍ବିଧାନ ମହିଳାମାନଙ୍କୁ କିଛି ଅଧିକାର ଦେଇଛି ଯାହା ସେମାନଙ୍କୁ ସଶକ୍ତ କରିଥାଏ। ଭାରତୀୟ ମହିଳାମାନେ ଏସବୁ ବିଷୟରେ ଜାଣିବା ଜରୁରୀ।
ଏଣିକି ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବ ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଘୋଷଣା କରିଛନ୍ତି।
ଷ୍ଟାଡିୟମରେ ଦଳାଚକଟା। ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି।
ଟ୍ରେନ୍ରେ ନିଆଁ ଲାଗିଯିବା ଯୋଗୁ ୧୦ ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇପଡ଼ିଛନ୍ତି।
ଚନ୍ଦ୍ରୟାନ-୩ର ସଫଳତା ପରେ ଇସ୍ରୋ ବୈଜ୍ଞାନିକଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ଚନ୍ଦ୍ରୟାନ-୩ର ସଫଳତା ଲାଗି ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସହ ଇସ୍ରୋ ମୁଖ୍ୟ ଏସ୍. ସୋମନାଥଙ୍କୁ ଆଲିଙ୍ଗନ କରି ପିଠି ଥାପୁଡେଇ ଥିଲେ ପ୍ରଧାନମନ୍ତ୍ରୀ ମୋଦି।