/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692639262.jpg)
Political Funny Videos
୨୪ ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସ ମଧ୍ୟରେ ହାଇଭୋଲଟେଜ୍ ଲଢେଇ । ଆଉ ଏହି ଲଢେଇ ଆରମ୍ଭ ହୋଇଛି ସୋସିଆଲ ମିଡିଆରେ । ନିଜ ନିଜର ସୋସିଆଲ ମିଡିଆ ସାଇଟରେ ଭିଡିଓ ସେୟାର କରିଛନ୍ତି ଉଭୟ ଦଳ । ଭିଡିଓରେ କାର୍ଟୁନ ମାଧ୍ୟମରେ ପରସ୍ପରକୁ ଟାର୍ଗେଟ୍ କରିବା ସହ ଦେଶବାସୀଙ୍କ ସାମ୍ନାରେ ରଖିଛନ୍ତି ନିଜ ନିଜର ଆଦର୍ଶ ଓ ବିକାଶର ବାର୍ତ୍ତା ।
Advertisment
ବିଜେପିର ଟପ୍ ନେତା, ସବୁ ଦମ୍ ଲଗାଇବା ପରେ ବି କିଭଳି ରାହୁଲ ଗାନ୍ଧିଙ୍କୁ ସଂସଦ ଆସିବା ଉପରେ ରୋକ ଲଗାଇପାରି ନାହାଁନ୍ତି, ତାକୁ କାର୍ଟୁନ୍ ମାଧ୍ୟମରେ ଭିଡିଓରେ ଦର୍ଶାଇଛି କଂଗ୍ରେସ । ସେପଟେ ବିଜେପି ନିଜ ଭିଡିଓରେ ଦର୍ଶାଇଛି ଯେ, ଦେଶବାସୀଙ୍କ ବିଶ୍ୱାସ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ରହିଛି । ଦୁର୍ନୀତି, ପରିବାରବାଦ, ତୁଷ୍ଟୀକରଣ ରାଜନୀତିରେ ଛନ୍ଦି ହୋଇଯାଇଥିବା ଭାରତକୁ ମୋଦି କିଭଳି ଉଦ୍ଧାର କରିଛନ୍ତି ତାହା ଦର୍ଶାଇଛି ବିଜେପି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)