• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ। ଇଂରାଜୀ ୧୮ ତାରିଖ ସୋମବାର । ଚନ୍ଦ୍ର- ମିଥୁନ ଅହୋରାତ୍ର ,ତିôଥ- ୯ମୀ ରାତ୍ରି ୧୦.୪୯ ଗତେ ୧୦ ମୀ,ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ,ଘାତବାର- ମିଥୁନ ରାଶିର,ପୁଷ୍କର ଦୋଷ- ସନ୍ଧ୍ୟା ୦୬.୧୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ 

ଶୁଭ ସମୟ:

ପ୍ରାତଃ-୦୫.୫୫ ରୁ ୦୭.୨୫

ଦିବା- ୧୦.୪୩ ରୁ ୦୧.୦୬

ଦିବା-୦୪.୨୩ ରୁ ୦୫.୦୫

ସନ୍ଧ୍ୟା-୦୬.୪୧ ରୁ ୦୯.୦୬

ରାତ୍ରି- ୧୧.୫୪ ରୁ ୦୨.୪୨

ଅଧିକ ପଢ଼ନ୍ତୁ: ଗୃହର ସମ୍ମୁଖରେ ମନ୍ଦିର ଥିଲେ ନାନା ସମସ୍ୟାରେ ଘାଣ୍ଟି ହୋଇଥାଆନ୍ତି ଗୃହବାସୀ, ଜାଣନ୍ତୁ ପ୍ରତିକାର

ଅଶୁଭ ସମୟ:

ରାହୁକାଳ- ପ୍ରାତଃ ୦୭.୨୫ ରୁ ୦୮.୫୫

କାଳବେଳା- ପ୍ରାତଃ ୦୭.୨୫ ରୁ ୦୮.୫୫

ବାରବେଳା- ଦିବା ୦୨.୫୪ ରୁ ୦୪.୨୩

କାଳରାତ୍ରି- ରାତ୍ରି୧୦.୨୪ ରୁ ୧୧.୫୪