Advertisment

NIT Recruitment 2024: NITରେ ପୂରଣ ହେବ ପ୍ରଫେସର ପଦବୀ; ଦରମା ୧.୫ ଲକ୍ଷରୁ ଅଧିକ

ଅନେକଙ୍କ ସ୍ୱପ୍ନ ଥାଏ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NIT)ରେ ପାଠ ପଢିବା। ଆପଙ୍କର ଯଦି NIT ରେ ପଢିବାର ତୁମର ସ୍ୱପ୍ନ ପୂରଣ ହୋଇନାହିଁ, ତେବେ ବର୍ତ୍ତମାନ ଆପଣ ଏଠାରେ କାମ କରି ନିଜର ସ୍ୱପ୍ନକୁ ପୂରଣ କରିପାରିବେ।

author-image
Pramod Behera
ଅଦ୍ୟତନ ହୋଇଛି
NIT Recruitment 2024 assistant professor job with 150000 salary

NIT Recruitment 2024 assistant professor job with 150000 salary

ଅନେକଙ୍କ ସ୍ୱପ୍ନ ଥାଏ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NIT)ରେ ପାଠ ପଢିବା। ଆପଙ୍କର ଯଦି NIT ରେ ପଢିବାର ତୁମର ସ୍ୱପ୍ନ ପୂରଣ ହୋଇନାହିଁ, ତେବେ ବର୍ତ୍ତମାନ ଆପଣ ଏଠାରେ କାମ କରି ନିଜର ସ୍ୱପ୍ନକୁ ପୂରଣ କରିପାରିବେ। ଏଥିପାଇଁ NIT ଏକ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ NIT ଦୁର୍ଗାପୁରରେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ପ୍ରଫେସର ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୪୩ଟି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: ରେଳବାଇରେ ପୂରଣ ହେବ ୪୬୦୦ରୁ ଅଧିକ ପଦବୀ; ଦେଖନ୍ତୁ ବିଜ୍ଞପ୍ତି

ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NIT ର ଅଫିସିଆଲ୍ ୱେବସାଇଟ nitdgp.ac.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ NIT Recruitment 2024 assistant professor job with 150000 salary Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୦ ଏପ୍ରିଲ୍ ୨୦୨୪

ଖାଲି ପଦବୀ:

  • ଆସିଷ୍ଟାଣ୍ଟ ପ୍ରଫେସର – ୩୭ଟି ପୋଷ୍ଟ୍‌
  • ଆସୋସିଏଟ୍ ପ୍ରଫେସର – ୦୫ଟି ପୋଷ୍ଟ୍‌
  • ପ୍ରଫେସର – ୦୧ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ପ୍ରତ୍ୟେକ ପଦବୀ ପାଇଁ Ph.D ଡିଗ୍ରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବାଧିକ ବୟସ – ୬୦ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ଆସିଷ୍ଟାଣ୍ଟ ପ୍ରଫେସର(Grade-I) – ୭୦,୯୦୦ ଟଙ୍କା
  • ଆସିଷ୍ଟାଣ୍ଟ ପ୍ରଫେସର(Grade-II) – ୧,୦୧,୫୦୦ ଟଙ୍କା
  • ଆସୋସିଏଟ୍ ପ୍ରଫେସର – ୧,୩୯,୬୦୦ ଟଙ୍କା
  • ପ୍ରଫେସର – ୧,୫୯,୧୦୦ ଟଙ୍କା
Govt Jobs NIT Jobs
Advertisment
Advertisment