• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସୈାର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୬ ତାରିଖ ମଙ୍ଗଳବାର । ଚନ୍ଦ୍ର- କର୍କଟ ଅହୋରାତ୍ର,ତିଥ- ୮ମୀ ଦିବା ୦୧.୨୪ ଗତେ ୯ମୀ ,ଘାତଚନ୍ଦ୍ର- ନାସ୍ତି,ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ:

ଦିବା- ୦୮.୩୯ ରୁ ୧୦.୩୧

ଦିବା- ୦୧.୦୧ରୁ ୦୧.୨୦

ଦିବା-୦୪.୨୭ ରୁ ୦୫.୧୧

ସନ୍ଧ୍ୟା-୦୬.୦୧ ରୁ ୦୬.୪୭

ରାତ୍ରି- ୦୯.୦୫ ରୁ ୧୧.୨୩

ରାତ୍ରି-୦୧.୪୧ ରୁ ୦୩.୧୨

ଅଧିକ ପଢ଼ନ୍ତୁ: ଗୃହର କେଉଁ ଭାଗକୁ ଭଡ଼ା ଦେଲେ ଗୃହକର୍ତ୍ତାଙ୍କର ହୁଏ ସର୍ବନାଶ

ଅଶୁଭ ସମୟ:

ରାହୁକାଳ - ଦିବା ୦୨.୫୪ ରୁ ୦୪.୨୭

କାଳବେଳା- ଦିବା ୦୧.୨୦ ରୁ ୦୨.୫୪

ବାରବେଳା- ପ୍ରାତଃ ୦୭.୦୫ ରୁ ୦୮.୩୯

କାଳରାତ୍ରି- ସନ୍ଧ୍ୟା ୦୭.୨୭ ରୁ ୦୮.୫୩